Free Bruti Exam Question Part 13 | ମାନସିକ ଦକ୍ଷତା

Facebook
Telegram
WhatsApp
LinkedIn

Free Bruti Exam Question Part 13 in Odia

Bruti Exam Question Class 3: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Bruti Exam Question Class 3

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
କେନ୍ଦୁଝର ଜିଲ୍ଲା
ମାନସିକ ଦକ୍ଷତା

ପ୍ରଶ୍ନ ସଂଖ୍ୟା – 14

Pass Mark : 70%

#1. ଯଦି ‘ ପ’ =୧, ‘ଫ’ =୨, ‘ବ’=୩,’ଭ’ =୪,’ମ’=୫ ହୁଏ ତେବେ ‘ମ୍ପ’ =କେତେ ହେବ ?

 ୬ ୫ ୮ ୭


 ୭

#2. ବାପୁନ୍ ର ଭଉଣୀ ମାଳତୀ ଅଟେ।ମାଳତୀଙ୍କ ପୁଅ ଶିବୁନ୍। ବାପୁନ୍ ର ବାପା ଶିବୁନ୍ ର କ’ଣ ହେବେ ?

 ଅଜା ବାପା ଦାଦା ଭାଇ

ଅଜା

#3. କେଉଁଟି ମୟୂରଭଞ୍ଜର ପଡୋଶୀ ଜିଲ୍ଲା ନୁହେଁ ?

 ବାଲେଶ୍ଵର କେନ୍ଦୁଝର ଯାଜପୁର ଢେଙ୍କାନାଳ

ଢେଙ୍କାନାଳ

#4. ତଳେ ଥିବା କେଉଁ ଦୁଇଟି ଇଂରାଜୀ ଅକ୍ଷରର ଛବି ଆଇନାରେ ଦେଖିଲେ ବଦଳିଯିବ ?

 AX MO PT WH

PT

#5. କେଉଁ ଗଛର ଫୁଲ ରାତିରେ ଫୁଟି ସକାଳ ବେଳକୁ ଝଡ଼ି ତଳେ ପଡ଼ିଥାଏ ?

 ମଲ୍ଲୀ କନିଅର ଗଙ୍ଗଶିଉଳି ଶ୍ଵେତମନ୍ଦାର

 ଗଙ୍ଗଶିଉଳି

#6. ଯେପରି ‘ ବିରାଟ କୋହଲି ‘ ଜଣେ ଖେଳାଳି ସେପରି ‘ ଅଫ୍ ଦୁଲ କଲାମ ‘ ଜଣେ କ’ଣ ?

 ନେତା ଲେଖକ ପ୍ରଧାନମନ୍ତ୍ରୀ ବୈଜ୍ଞାନିକ

ବୈଜ୍ଞାନିକ

#7. ସୀତ, ଗୀତାଠାରୁ ବଡ଼, କିନ୍ତୁ ମିତାଠାରୁ ସାନ । ଗୀତା ଓ ତାହାର ସାଙ୍ଗ ଲୀତା ଏକା ବୟସର। ତେବେ ଲୀତା ଓ ମିତା ମଧ୍ୟରେ ସାନ କିଏ ?

 ମିତା ଲୀତା ଉଭୟ ସମାନ ବୟସର କେଉଁଟି ନୁହେଁ

ଲୀତା

#8. ତଳ ଉଦାହରଣ ଯୋଡ଼ା ଦେଖି ଚାରିଯୋଡା ମଧ୍ୟରୁ କେଉଁଟି ଠିକ୍ ଓ ଖାଲି ଘରେ ଲେଖାଯିବ ? ରୋଗୀ : ଡାକ୍ତର : : _ ।

 ଚୋର : ପୁଲିସ୍ ଛାତ୍ର : ଶିକ୍ଷକ ମନ୍ତ୍ରୀ : ମୁଖ୍ୟମନ୍ତ୍ରୀ ରୋଗ : ଔଷଧ

ଛାତ୍ର : ଶିକ୍ଷକ

#9. ମରୁଭୂମି : ଓଟପକ୍ଷୀ : : ନଈ : _ ।

 ପାଣି କୁମ୍ଭୀର ଡଙ୍ଗା ବାଲି

କୁମ୍ଭୀର

#10. ତୁମେ ତୁମ ଘରୁ ବାହାରି ଠିକ୍ ଉତ୍ତର ଦିଗକୁ ୨ କି,ମି, ଚାଲି ଚାଲି ଗଲ। ସେଠାରୁ ପଛକୁ ବୁଲିପଡ଼ି ସିଧା ୩ କି,ମି, ଫେରି ଠିଆହୋଇଛ। ଏବେ ତୁମେ ଘରଠାରୁ କେଉଁ ଦିଗରେ ଠିଆହୋଇଛ ?

 ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ

ଦକ୍ଷିଣ

#11. କୋଭିଡ-୧୯ ଭୂତାଣୁ ସଂକ୍ରମଣ ନ ହେବା ପାଇଁ ତଳେ ଥିବା କେଉଁ କଥାଟି ସମ୍ପୂର୍ଣ୍ଣ ଠିକ୍ ନୁହେଁ ?

 ନାକ ଓ ପାଟିକୁ ଘୋଡ଼ାଇ ମାସ୍କ ପିନ୍ଧିବା ହାତକୁ କେବଳ ସାବୁନ୍ ରେ ହିଁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା। ୬ ଫୁଟ୍ ବା ୨ ଗଛର ଦୂରତାରେ କଥାବାର୍ତ୍ତା ହେବା । ଅତ୍ୟାବଶ୍ୟକ ନ ଥିଲେ ଘରୁ ବାହାରି ବୁଲାବୁଲି କରିବା ନାହିଁ।

ହାତକୁ କେବଳ ସାବୁନ୍ ରେ ହିଁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା।

#12. ‘ପାରା’ କିପରି ଖାଏ ?

 ଖୁମ୍ପି ଖୁମ୍ପି ଖୁଣ୍ଟି ଖୁଣ୍ଟି କାଟି କାଟି ଚାଟି ଚାଟି

ଖୁଣ୍ଟି ଖୁଣ୍ଟି

#13. ଶିମିଳିପାଳ: ବାଘ : : ଯଶୀପୁର: _।

 ନଦୀ ବରେଇପାଣି କୁମ୍ଭୀର ହରିଣ

 କୁମ୍ଭୀର

#14. କ’ଣ କଲେ ବାୟୁ ପ୍ରଦୂଷଣ ହୁଏ ?

 ପତ୍ର ତୋଳିଲେ ଗ୍ୟାସ୍ ଜଳାଇଲେ କାଠ କାଟିଲେ କାଠ ଜଳାଇଲେ

କାଠ ଜଳାଇଲେ

Bruti Exam Question Class 3

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Bruti Exam Question Class 3

Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

class 3 scholarship question test

 
QUIZ START

Related Article : 

Leave a Comment

error: Content is protected !!