Free Odia GK Quiz Test Part -2
FreeOdia GK Quiz test : We have come up with a fresh set of Odisha Gk Quiz questions and answers 2022. If you are preparing of any government examinations at state or central level then you must prepare Odisha gk questions as questions are asked from this section for sure.
We are also committed to add new GK questions on Odisha state time to time so that you can best prepare for the exams.
General Knowledge and General Studies Questions of Odisha state examinations conducted by Odisha Public Service Commission. you can search about odia gk in wiki
Odia GK Quiz Test Are you preparing for OPSC Exams?
You must try GK Today’s 1100+ Quality MCQs Series for Odisha. This series has 1100+ Multiple Choice Questions divided into 33 Chapters and 20 Mixed Revision Tests with each question explained. This course is available for android devices on GK Today’s
#1. ଶିକାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ନୂତନ ପ୍ରସ୍ତର ଯୁଗର ମନୁଷ୍ୟ କେଉଁ ପଶୁ ପାଳନ କଲା ?
#2. ନୂତନ ପ୍ରସ୍ତର ଯୁଗର ଲୋକମାନେ କାହାର ଉପାସକ ଥିଲେ?
#3. ମନୁଷ୍ୟ ପ୍ରଥମେ କେଉଁ ଧାତୁର ବ୍ୟବହାର ଶିଖିଥିଲା ?
#4. ବୁର୍ ଜାହମ୍ ର ଗର୍ତ୍ତ କେଉଁ କାର୍ଯ୍ୟରେ ବ୍ୟବହୃତ ହେଉଥିଲା ?
#5. ନିମ୍ନୋକ୍ତ କେଉଁ ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ?
#6. ନୂତନ ପ୍ରସ୍ତର ଯୁଗର ମିଳିଥିବା କେଉଁ ହତିଆର ଫସଲ କାଟିବାରେ ସହାୟକ ହୋଇଥିଲା ?କଟୁରୀ
#7. ମହେଞୋଦାରୋଠାରେ ଥିବା ଶସ୍ୟା ଗାର୍ଡ ଦୈର୍ଘ୍ୟ କେତେ ?
#8. 'କାଳିବନ୍ ଗାଁ' ବର୍ତ୍ତମାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
#9. ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ କେଉଁ ଠାରେ ବିକାଶ ଲାଭ କରିଥିଲା ?
#10. ମହେଞୋଦାରୋର ବାସଗୃହ ଗୁଡ଼ିକ କେଉଁ ଥିରେ ତିଆରି ?
#11. ଗ୍ରାମର ମୁଖ୍ୟ ମାନଙ୍କୁ କ'ଣ କୁହାଯାଏ ?
#12. କେଉଁ ଆର୍ଯ୍ୟ ନାରୀ ବୈଦିକ ମନ୍ତ୍ର ରଚନା କରିଥିଲେ ?
#13. ଋକ୍ ବେଦ କେତୋଟି ମଣ୍ଡଳରେ ବିଭକ୍ତ ହୋଇଥିଲା ?
#14. ଆମ ଦେଶର ସବୁଠାରୁ ପୁରୁଣା ଗ୍ରନ୍ଥ କ'ଣ ?
#15. ଋକ୍ ବେଦ ପ୍ରଥମେ କେଉଁଠି ରଚନା କରାଯାଇଥିଲା ?
#16. କେଉଁ ବେଦ ଗାନ କରାଯାଏ ?
#17. କେଉଁ ବେଦରେ ପୂଜା ପଦ୍ଧତି ବିଷୟରେ ବର୍ଣ୍ଣନା କରାଯାଇଛି ?
#18. କେଉଁ ଶାସ୍ତ୍ରରେ ଆତ୍ମା ଓ ପରାମାତ୍ମା ବିଷୟରେ ଲେଖାଯାଇଛି ?
#19. ବର୍ଣ୍ଣ କେତେ ପ୍ରକାର ?
#20. ଓଡ଼ିଆ ଭାଷାରେ କେତୋଟି ବ୍ୟଞ୍ଜନ ବର୍ଣ୍ଣ ଅଛି ?
#21. ଅର୍ଥ ପ୍ରକାଶ କରୁଥିବା ଏକ ବା ଏକାଧିକ ବର୍ଣ୍ଣର ସମଷ୍ଟି କୁ କ'ଣ କୁହାଯାଏ ?
#22. ଅଜୁର୍ନ ଶ୍ରୀକୃଷ୍ଣଙ୍କ ଠାରୁ କ'ଣ ଲାଭ କରିଥିଲେ ?
#23. ଯାହାକୁ ଅଧ୍ୟୟନ କରିବା ଦ୍ଵାରା ବ୍ରହ୍ମ ପ୍ରାପ୍ତି ହୁଏ ତାକୁ କ'ଣ କହନ୍ତି ?ବ୍ରାହ୍ମଣ
#24. ଜୈନ ଧର୍ମର ପ୍ରସାର ପାଇଁ ରାଜା କ'ଣ ବିଭିନ୍ନ ପଦକ୍ଷେପ ନେଇଥିଲେ ?
#25. କେଉଁ ଶ୍ରେଣୀର ସନ୍ନ୍ୟାସୀ ମାନେ ଶ୍ବେତବସ୍ତ୍ର ପରିଧାନ କରନ୍ତି ?
Thank you for visiting our website: jobalert360.com