Class 3 Scholarship Question Part 2 in Odia | bruti exam class 3
Class 3 scholarship question: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
Class 3 Scholarship Question Basic Detail: bruti exam class 3
ବୃତ୍ତି ପରୀକ୍ଷା ପ୍ରଶ୍ନ ଏବଂ ଉତ୍ତର
ଶ୍ରେଣୀ – ତୃତୀୟ
ପ୍ରଶ୍ନ ସଂଖ୍ୟା – 25
Class 3 Scholarship Question | bruti exam class 3
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
Class 3 Scholarship Question | bruti exam class 3
Not sure how to start preparing brtti exam fro class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
#1. ଦୁଇଟି ପାଖାପାଖି ଅଯୁଗ୍ମ ସଂଖ୍ୟର ବିଯୋଗଫଳ କେତେ ?
#2. 235 ରେ 3 ସ୍ଥାନୀୟମାନ କେତେ ?
#3. 19 କୁ ପୁରଣବାଚକ ସଂଖ୍ୟାରେ ଲେଖୀଲେ କେତେ ହେବ ?
#4. 8,0,1 ଅଙ୍କଗୁଡିକୁ ଥରେ ମାତ୍ର ବ୍ୟବହାର କରି ତିନିଙ୍କ ବିଶିଷ୍ଟ ଖୁଦ୍ରତମ ସଂଖ୍ୟାଟି କେତେ ?
#5. ଗୋଟିଏ ଯୁଗ୍ମ ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଯୋଗଫଳ କେଉଁ ସଂଖ୍ୟା ହେବ ?
#6. 6ର 3 ଗୁଣ କେଉଁ ସଂଖ୍ୟାର 2 ଗୁଣ ସହ ସମାନ ?
#7. ତିନିଅଙ୍କ ବିଶିଷ୍ଟ ବୃହତମ ସଂଖ୍ୟାରୁ 1 ଵିୟୋଗକଲେ କେତେ ହେବ ?
#8. ବୃତ୍ତର ଶୀର୍ଷ ସଂଖ୍ୟା କେତେ ?
#9. ନିମ୍ନୋକ୍ତ ମଧ୍ୟରୁ କେଉଁଟି ସିଲିଣ୍ଡର ଆକୃତିର ?
#10. ନିମ୍ନୋକ୍ତ ସଂଖ୍ୟାକ୍ରମରେ ଚତୁର୍ଥ ସାଂଖ୍ୟଟି କେତେ ? 400, 350 ,300 .......
#11. କେଉଁ ଅଙ୍କକୁ ସେହି ଅଙ୍କରେ ମିଶାଇଲେ ଯାହା, ତା'ର ଗୋଣଫଳ ମଧ୍ୟ ତାହା ?
#12. 4 କି.ଗ୍ରା. 5 ଗ୍ରାମ = କେତେ ଗ୍ରାମ ?
#13. 1 ରୁ 20 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି ?
#14. 80 ମିନିଟ = କେତେ ଘଣ୍ଟା କେତେ ମିନିଟ ?
#15. କୌଣସି ମାସର ମଙ୍ଗଳବାର ଦିନ 1 ତାରିଖ ହେଲେ , ସେହି ମାସର ଦ୍ୱିତୀୟ ଶନିବାର କେଉଁ ତାରିଖ ହେବ ?
#16. ଗୋଟିଏ ବର୍ଷରେ କେତୋଟି 31 ଦିନିଆ ମାସ ଅଛି ?
#17. ଗୋଟିଏ ଘଣ୍ଟାର ଘଣ୍ଟାକଣ୍ଟା 9 ଉପରେ ଓ ମିନିଟ କଣ୍ଟା 8 ହେଲେ ଉପରେ ଅଛି , ତେବେ ସମୟ କେତେ ?
#18. ସ୍କେଲ ପଟାର 1 ସେ.ମି. ଚିହ୍ନ ଓ 2 ସେ.ମି. ମଧ୍ୟରେ କେତୋଟି ଗାର ପଡିଥାଏ ?
#19. ସଂଖ୍ୟାଗୋଡିକ ଅଧଃକ୍ରମରେ ସଜାଇଲେ ପ୍ରଥମେ କି ପ୍ରକାର ସଂଖ୍ୟା ଲେଖିବାକୁ ହେବ ?
#20. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୁଲ ?
#21. ଗଣିତରେ କେତୋଟି ଅଙ୍କ ବ୍ୟବହାର କରାଯାଇଛି ?
#22. ନିମ୍ନଯୋଡ଼ିଙ୍କମାନଙ୍କ ମଧ୍ୟରୁ କେଉଁ ଯୋଡ଼ିଟି ଠିକ ?
#23. ଦୁଇଟି ସଂଖ୍ୟାର ଗୁଣଫଳ 720 | ସାନ ସଂଖ୍ୟା 12 ହେଲେ , ବଡ଼ ସଂଖ୍ୟାଟି କେତେ ?
Related Article :