Class 6 History Question MCQ Test free
Class 6 History question MCQ Test free : Hello my readers and welcome back to another quiz. I’m going to be going through the grammatical rules to test your knowledge of our language. In addition, I’m also going to explain that there are some common rules that we are all taught as a young child. Let’s start
Class 6 History Question MCQ Test free
- Question : History and Geography
- Number of Question : 25
- Pass Percentage : 70 %
- Language type : Odia
History and Geography class 6
#1. ମଧ୍ୟନ୍ଦିନ ରେଖାକୁ ......... କୁହାଯାଏ ।
#2. ଅକ୍ଷାଂଶ ଗୋଟିଏ ............ ।
#3. ପୃଥିବୀ ନିଜ କକ୍ଷତଳ ସହ ........... ଡିଗ୍ରୀ କୋଣ ସୃଷ୍ଟି କରୁଛି ।
#4. ପୃଥିବୀରେ ........... ଟି ସମୟ ମଣ୍ଡଳ ଅଛି ।
#5. ଭାରତରେ.......... ଟି ପ୍ରମାଣ ସମୟ ଅଛି ।
#6. ଯୁକ୍ତରାଷ୍ଟ୍ର ଆମେରିକାର ........... ଟି ପ୍ରମାଣ ସମୟ ଅଛି ।
#7. କେପ୍ ଟାଉନ୍ ର ଅକ୍ଷାଂଶ ........... ।
#8. ୧ ଘଣ୍ଟାରେ ପୃଥିବୀ ........... ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିଥାଏ ।
#9. ଗୋଟିଏ ସ୍ଥାନର ଅକ୍ଷାଂଶ ଅତି ବେଶୀରେ ........... ଡିଗ୍ରୀ ହୋଇପାରେ ।
#10. ମୂଳ ଦ୍ରାଘିମା ରେଖା କେତେ ଡିଗ୍ରୀ ?
#11. ଗ୍ରୀଷ୍ମମଣ୍ଡଳ ମଝିରେ ନିମ୍ନଲିଖିତ କେଉଁଟି ଅଛି ?
#12. ସର୍ବମୋଟ ଦ୍ରାଘିମା ରେଖା କେତୋଟି ରହିଛି ?
#13. ଉତ୍ତର ଆମେରିକା ର ପୂର୍ବ ରେ କେଉଁ ମହାସାଗର ଅବସ୍ଥିତ ?
#14. କେଉଁ ଟି ପୃଥିବୀର ସବୁ ଠାରୁ ବଡ ନଦୀ ?
#15. କେଉଁ ଦ୍ରାଘିମା ରେଖାକୁ ଭାରତର ପ୍ରମାଣ ଦ୍ରାଘିମା କୁହାଯାଏ ?
#16. ମିସିସିପି ନଦୀ କେଉଁ ମହାଦେଶରେ ପ୍ରବାହିତ ହେଉଅଛି ?
#17. କେଉଁ କେନାଲ ଦ୍ଵାରା ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ୍ ମହାସାଗର ପରସ୍ପର ସଂଯୋଗ କରୁଛି ?
#18. କେଉଁଟି ପୃଥିବୀର ସବୁଠାରୁ କ୍ଷୁଦ୍ର ତମ ଦେଶ ?
#19. କେଉଁ ନଦୀକୁ ଦକ୍ଷିଣ ଭାରତ ର ଗଙ୍ଗା ବୋଲି କୁହାଯାଏ ?
#20. କେଉଁ ସମାକ୍ଷ ରେଖା ଦ୍ବୟ ଦକ୍ଷିଣ ଆମେରିକା ଉପର ଦେଇ ଯାଇଛନ୍ତି ?
#21. କେଉଁଟି ପୃଥିବୀର ଶୀତଳ ତମ ସ୍ଥାନ ଅଟେ ?
#22. ଓଡ଼ିଶାର ଭିତରକନିକା କେଉଁ ପ୍ରକଳ୍ପ ପାଇଁ ପ୍ରସିଦ୍ଧ ?
#23. କେଉଁଟି ଭାରତର ସବୁଠାରୁ ଛୋଟ ରାଜ୍ୟ ଅଟେ ?
#24. କେଉଁ ପ୍ରଣାଳୀ ଦ୍ବାରା ଭାରତ ଶ୍ରୀଲଙ୍କାଠାରୁ ବିଚ୍ଛିନ୍ନ ହୋଇଛି ?
#25. ଚିଲିକାର ନଳ ବଣ କେଉଁ ପ୍ରକଳ୍ପ ପାଇଁ ପ୍ରସିଦ୍ଧ ?