Free Class 3 Scholarship Question Part 3 in Odia | bruti exam class 3
Class 3 scholarship question: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
Class 3 Scholarship Question Basic Detail: bruti exam class 3
ବୃତ୍ତି ପରୀକ୍ଷା ପ୍ରଶ୍ନ ଏବଂ ଉତ୍ତର
ଶ୍ରେଣୀ – ତୃତୀୟ
ପ୍ରଶ୍ନ ସଂଖ୍ୟା – 25
#1. ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କେଉଁ ଜିଲ୍ଲାରେ ଅବସ୍ଥିତ ?
କଟକ ଖୋର୍ଦ୍ଧା ଭୁବନେଶ୍ୱର ପୁରୀ
ଖୋର୍ଦ୍ଧା
#2. ଆମ ରାଜ୍ୟର ଜିଲ୍ଲା ସଂଖ୍ୟା କେତେ ?
27 13 25 30
30
#3. ଜିଲ୍ଲାର ମୁଖ୍ୟ କିଏ ?
ଚେୟାରମ୍ୟାନ ତହସିଲଦାର ନିର୍ବାହୀ ଅଧିକାରୀ ଜିଲ୍ଲାପାଳ
ଜିଲ୍ଲାପାଳ
#4. ଟ୍ରାଫିକ ଛକରେ କେଉଁ ରଙ୍ଗର ବତି ଜଳିଲେ ଗାଡି ରହିବ ?
ସବୁଜ ନାଲି ନୀଳ ହଳଦିଆ
ନାଲି
#5. କେଉଁ ଗାଡ଼ିର ସତର୍କ ଘଣ୍ଟି ନଥାଏ ?
ଯାତ୍ରବାହୀ ବସ ଆମ୍ବୁଲାନ୍ସ ଦମକଳ 108 ଗାଡ଼ି
ଯାତ୍ରବାହୀ ବସ
#6. ମାନଚିତ୍ରରେ ଉପରେ ପଟଟି କେଉଁ ଦିଗକୁ ସୂଚାଏ ?
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ
ଉତ୍ତର
#7. ସକାଳୁ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଠିଆ ହେଲେ , ତୁମର ବାମପଟେ କେଉଁ ଦିଗକୁ ରହିବ ?
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ
ଉତ୍ତର
#8. ଡାକଘରେ କ’ଣ ମିଳେ ନାହିଁ ?
ପୋଷ୍ଟକାର୍ଡ ଲଫାପା ଡାକଟିକେଟ ଔଷଧ
ଔଷଧ
#9. ଦେୱାନୀ ଅଦାଲତରେ କେଉଁ ମୋକଦ୍ଧମା ବିଚାର କରାଯାଏ ?
ଜମିବାଡ଼ି ସଂକ୍ର|ନ୍ତୀୟ ଚୋରି ମାଡ଼ପିଟ ଫୌଜିଦାରୀ
ଜମିବାଡ଼ି ସଂକ୍ର|ନ୍ତୀୟ
#10. ସରପଞ୍ଚଙ୍କ କାର୍ଯ୍ୟକାଳ କେତେ ବର୍ଷ ?
3 ବର୍ଷ 5 ବର୍ଷ 4 ବର୍ଷ 6 ବର୍ଷ
5 ବର୍ଷ
#11. ଡାକ୍ତରଖାନାରେ ରୋଗୀସେବା କିଏ କରନ୍ତି ?
ନର୍ସ ଡାକ୍ତର କମ୍ପାଉଡର ଅଧୀକ୍ଷକ
ନର୍ସ
#12. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଲଗା ?
ଏକ୍ସରେ ଅଣୁବିକ୍ଷଣ ଯନ୍ତ୍ର ଆମ୍ବୁଲାନ୍ସ ଷ୍ଟେଥୋସ୍କୋପ
ଆମ୍ବୁଲାନ୍ସ
#13. କେଉଁଟି ବ୍ୟାଙ୍କର କାର୍ଯ୍ୟ ନୁହେଁ |
ଟଙ୍କା ସଞ୍ଚୟ କମ ସୁଧରେ ଋଣ ଗହଣା ନିରାପଦରେ ରଖିବା ଶିକ୍ଷ୍ୟାର ପ୍ରସାର
ଶିକ୍ଷ୍ୟାର ପ୍ରସାର
#14. ମାଟି ଜିନିଷ କିଏ ତିଆରି କେରେ ?
କମାର କୁମ୍ଭ|ର ଚମାର ବାରିକ
କୁମ୍ଭ|ର
#15. ମହେଞ୍ଜୋଦାରୋ ବର୍ତ୍ତମାନ କେଉଁ ଦେଶରେ ଅବସ୍ଥିତ ?
ଭାରତ ନେପାଳ ପାକିସ୍ଥାନ ଆଫଗାନିସ୍ଥାନ
ପାକିସ୍ଥାନ
#16. କେଉଁଟି କୁତ୍ରିମ ଜିନିଷ ଅଟେ ?
ପାଣି ପବନ ଗଛ ଟେବୁଲ
ଟେବୁଲ
#17. ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିର୍ଜୀବ ଅଟେ ?
କୁକୁର ମାଙ୍କଡ ପଥରଖଣ୍ଡ ଗଛ
ପଥରଖଣ୍ଡ
#18. ଏକବର୍ଷରୁ କମ ବୟସ ବଞ୍ଚୁଥିବା ଗୋଟିଏ ଗଛ କିଏ ?
ଆମ୍ବ କାକୁଡ଼ି ପଣସ ଅମୁତଭଣ୍ଡା
କାକୁଡ଼ି
#19. ଆମ ଶରୀରର କେତେଭାଗ ଜଳଅଛି ?
50 ଭାଗ 40 ଭାଗ 60 ଭାଗ 70 ଭାଗ
70 ଭାଗ
#20. ସର୍ଵଭୁକ ପ୍ରାଣୀ
ହାତୀ ବାଘ ମଣିଷ ଛେଳି
ମଣିଷ
#21. ପୋଲିଓ ରୋଗହେଲେ, କେଉଁ ଅଙ୍ଗ ଅକାମୀ ହୋଇଯାଏ ?
ପାଟି ଗୋଡ ଆଖି କାନ
ଗୋଡ
#22. କେଉଁଟି ଜଳର ଗ୍ୟାସୀୟ ଅବସ୍ଥା ?
ଜଳୀୟବାଷ୍ପ କାକର ବରଫ ମେଘ
ଜଳୀୟବାଷ୍ପ
#23. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା ?
ବେସନ ଅଟା ମଇଦା ସୁଜି
ବେସନ
#24. ଦୁଇ ଫୁସଫୁସ ମଧ୍ୟରେ କ’ଣ ଥାଏ ?
ପାକସ୍ଥଳୀ ବୃକକ ହୃତପିଣ୍ଡ ମୂତ୍ରାଶୟ
ହୃତପିଣ୍ଡ
#25. ପୃଥିବୀ ନିଜ ଚାରିପଟେ ବୁଲୁଥିବାରୁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ହୁଏ ?
ଦିନରାତି ପୁର୍ଣିମା ଅମାବାସ୍ୟା ଋତୁପରିବର୍ତ୍ତନ
ଦିନରାତି
Class 3 Scholarship Question | bruti exam class 3
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
Class 3 Scholarship Question | bruti exam class 3
Not sure how to start preparing brtti exam fro class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
#1. ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କେଉଁ ଜିଲ୍ଲାରେ ଅବସ୍ଥିତ ?
#2. ଆମ ରାଜ୍ୟର ଜିଲ୍ଲା ସଂଖ୍ୟା କେତେ ?
#3. ଜିଲ୍ଲାର ମୁଖ୍ୟ କିଏ ?
#4. ଟ୍ରାଫିକ ଛକରେ କେଉଁ ରଙ୍ଗର ବତି ଜଳିଲେ ଗାଡି ରହିବ ?
#5. କେଉଁ ଗାଡ଼ିର ସତର୍କ ଘଣ୍ଟି ନଥାଏ ?
#6. ମାନଚିତ୍ରରେ ଉପରେ ପଟଟି କେଉଁ ଦିଗକୁ ସୂଚାଏ ?
#7. ସକାଳୁ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଠିଆ ହେଲେ , ତୁମର ବାମପଟେ କେଉଁ ଦିଗକୁ ରହିବ ?
#8. ଡାକଘରେ କ'ଣ ମିଳେ ନାହିଁ ?
#9. ଦେୱାନୀ ଅଦାଲତରେ କେଉଁ ମୋକଦ୍ଧମା ବିଚାର କରାଯାଏ ?
#10. ସରପଞ୍ଚଙ୍କ କାର୍ଯ୍ୟକାଳ କେତେ ବର୍ଷ ?
#11. ଡାକ୍ତରଖାନାରେ ରୋଗୀସେବା କିଏ କରନ୍ତି ?
#12. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଲଗା ?
#13. କେଉଁଟି ବ୍ୟାଙ୍କର କାର୍ଯ୍ୟ ନୁହେଁ |
#14. ମାଟି ଜିନିଷ କିଏ ତିଆରି କେରେ ?
#15. ମହେଞ୍ଜୋଦାରୋ ବର୍ତ୍ତମାନ କେଉଁ ଦେଶରେ ଅବସ୍ଥିତ ?
#16. କେଉଁଟି କୁତ୍ରିମ ଜିନିଷ ଅଟେ ?
#17. ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିର୍ଜୀବ ଅଟେ ?
#18. ଏକବର୍ଷରୁ କମ ବୟସ ବଞ୍ଚୁଥିବା ଗୋଟିଏ ଗଛ କିଏ ?
#19. ଆମ ଶରୀରର କେତେଭାଗ ଜଳଅଛି ?
#20. ସର୍ଵଭୁକ ପ୍ରାଣୀ
#21. ପୋଲିଓ ରୋଗହେଲେ, କେଉଁ ଅଙ୍ଗ ଅକାମୀ ହୋଇଯାଏ ?
#22. କେଉଁଟି ଜଳର ଗ୍ୟାସୀୟ ଅବସ୍ଥା ?
#23. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା ?
#24. ଦୁଇ ଫୁସଫୁସ ମଧ୍ୟରେ କ'ଣ ଥାଏ ?
#25. ପୃଥିବୀ ନିଜ ଚାରିପଟେ ବୁଲୁଥିବାରୁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ହୁଏ ?
Related Article :
3 thoughts on “Free Class 3 Scholarship Question Part 3 in Odia | bruti”
😇😇😇😇
Good
thanks