Free Odisha Constable Political Science MCQ Part 2 in Odia
Free Odisha Constable Political Science MCQ: Political Science is a discipline that analyses political, social, and economic systems. It also looks at the world from a variety of perspectives and considers how people think about these issues. Political science question MCQs help you in understanding the basics of political science..
Free Odisha Constable Political Science MCQ
Part of a series on ରାଜନୀତି ବିଜ୍ଞାନ
ରାଜନୀତି ବିଜ୍ଞାନ Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 28
Passed Percentage : 70%
Free Odisha Constable Political Science MCQ
Do you know that a lot of political science question MCQs are available online? Here is a collection of questions related to politics, which will help you in your studies.
Do you know that there are many ways to get a good mark in your class? This article will tell you how to answer the questions in political science and also help you prepare for other exams like SSC, OSSSC, OPSC, ARMY, NAVY, GRE, GMAT, CAT etc. you check about political science in wiki.
Free Odisha Constable Political Science MCQ
Not sure how to start preparing ? Are you preparing for any exam? This article will tell you how to prepare for the questions asked in political science exams and also help you get a good grade.
#1. "ସମ୍ଭିଧାନ ମୌଳିକ ରାଜନୈତିକ ଅନୁଷ୍ଠାନମାନଙ୍କର ଏକ ବ୍ୟବସ୍ତା ଅଟେ ." - ଏହା କାହାର ମତ ?
#2. ଭାରତରେ ଲୋକ ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ ପାଇଁ ସୁପାରିଶ କରିଥିବା ' କ୍ୟାବିନେଟ ମିଶନ ' କେତେ ମସିହାରେ ଭାରତ ଆସିଥିଲେ ?
#3. କେଉଁ ସମ୍ବିଧାନକୁ ଆଇନଜୀବିମାନଙ୍କର ଭୂସ୍ବର୍ଗ ଆଖ୍ୟା ଦିଆଯାଇଛି ?
#4. ଭାରତରେ ଲିଖିତ ସମ୍ବିଧାନ କେବେଠାରୁ କାର୍ଯ୍ୟକାରୀ ହେଲା ?
#5. " ସମ୍ବିଧାନ ହେଉଛି ନୀତିମାନଙ୍କର ସମାହାର ଯାହାଦ୍ୱାରା ସରକାରଙ୍କ କ୍ଷମତା , ନାଗରିକମାନଙ୍କର ଅଧିକାର ଏବଂ ସରକାର ନାଗରିକମାନଙ୍କ ମଧ୍ୟରେ ସମ୍ପର୍କରେ ସମନ୍ଵୟ ହୋଇଥାଏ "- ଏହା କାହାର ମତ ?
#6. ବିଶ୍ୱର ସର୍ବପ୍ରାଚୀନ ସମ୍ବିଧାନ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ କେବେଠାରୁ କାର୍ଯ୍ୟକାରୀ ହୋଇଆସୁଅଛି ?
#7. ସମ୍ବିଧାନ ନିମ୍ନକ୍ତ କେଉଁ କାର୍ଯ୍ୟଟି କରିନଥାଏ ?
#8. ଭାରତୀରେ ସମ୍ବିଧାନର କେଉଁ ଧାରାରେ ସମ୍ବିଧାନ ସଂଶୋଧନ ପ୍ରଣାଳୀ ବର୍ଣିତ ହୋଇଛି ?
#9. ଆମ ଦେଶର ସମ୍ବିଧାନ ପ୍ରଣୟନ ସଭା 1949 ମସିହା କେତେ ତରିଖରେ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ସମାପ୍ତ ହୋଇଥିଲା ?
#10. ବ୍ରିଟିଶ ସାମ୍ବିଧାନିକ ଦଲିଲ ଋପେ ପରିଗଣିତ ' ପିଟିସନ ଅଫ ରାଇଟସ ' କେବେ ପ୍ରଣୀତ ହୋଇଥିଲା ?
#11. ଭାରତରେ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ରୂପେ ବାଛିବା ନିମ୍ନୋକ୍ତ କାହାର ଏକ ଉଦାହରଣ ?
#12. ନିମ୍ନୋକ୍ତ କେଉଁ ସମ୍ବିଧାନର ସଂଶୋଧନ ପ୍ରଣାଳୀ କଷ୍ଟସାଧ୍ୟ ?
#13. ସଂଘୀୟ ରାଷ୍ଟ୍ର ପାଇଁ ନିମ୍ନୋକ୍ତ କେଉଁ ପ୍ରକାର ସମ୍ବିଧାନ ଆବଶ୍ୟକ ?
#14. ନିମ୍ନୋକ୍ତ କେଉଁ ଦେଶର ସମ୍ବିଧାନ ବିଶ୍ୱର ସର୍ଵପ୍ରାଚିନ୍ନ ସମ୍ବିଧାନ ରୂପେ ପରିଗଣିତ ହୁଏ ?
#15. ନମନୀୟ ସମ୍ବିଧାନ ଏକ ସଂଘୀୟ ରାଷ୍ଟ୍ର ପାଇଁ ଅନୁପଯୁକ୍ତ . ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏହାର ସଠିକ କାରଣ ନୁହେଁ ?
#16. ଅଦ୍ୟାବଧି ଭାରତର ସମ୍ବିଧାନ 104 ରୁ ଅଧିକ ଥର ସଂଶୋଧନ ହୋଇସାରିଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ କେତେଥର ସଂଶୋଧିତ ହୋଇଥାଏ ?
#17. ସଂକୀର୍ଣ୍ଣ ଅର୍ଥରେ ସମ୍ବିଧାନ କହିଲେ କେବଳ କେଉଁ ସମ୍ବିଧାନକୁ ବୁଝାଇଥାଏ ?
#18. ସମ୍ବିଧାନ ପ୍ରସ୍ତୁତି ସମୟରେ ଭାରତୀୟ ସମ୍ବିଧାନରେ କେତୋଟି ଧାରା ଥିଲା ?
#19. ବର୍ତମାନ କେଉଁଦେଶର ସମ୍ବିଧାନ ବିଶ୍ୱର ସର୍ବବୃହତ ସମ୍ବିଧାନର ମାନ୍ୟତା ପାଇଛି ?
#20. କେଉଁ ଦେଶର ସମ୍ବିଧାନ ବିକଶିତ ସମ୍ବିଧାନ ର ଏକ ଜ୍ୱଳନ୍ତ ଉଦାହରଣ ଅଟେ ?
#21. ମୋର୍ଲେ - ମିଣ୍ଡୋ ଶାସନ ସଂସ୍କାର ଆଇନ କେବେ ପ୍ରବର୍ତ୍ତିତ ହୋଇଥିଲା ?
#22. 1919 ମସିହାରେ କାହା ନିର୍ଦେଶରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସଂଘଠିତ ହୋଇଥିଲା ?
#23. ଭାରତୀୟ ଜାତୀୟ କଂଗ୍ରେସ କେବେ ସୃଷ୍ଟି ହୋଇଥିଲା ?
#24. ସିପାହୀ ବିଦ୍ରୋହର ଅବସାନପରେ 1858 ମସିହାରେ କେଉଁ ରାଜା / ରାଣୀଙ୍କ ନାମରେ ଏକ ଘୋଷଣାନାମା ପ୍ରକାଶ ପାଇଲା ?
#25. ନିମ୍ନକ୍ତ କେଉଁଠି 1935 ମସିହା ଭାରତ ଶାସନ ଆଇନର ବ୍ୟବସ୍ଥା ଅନ୍ତର୍ଭୁକ୍ତ ନଥିଲା ?
#26. ଭାରତରେ ମୂଳ ସମ୍ବିଧାନରେ କେତେଗୋଟି ଧାରା ରହିଥିଲା ?
#27. ବିଶିଷ୍ଟ ସମ୍ବିଧାନବିତ ପାଲଖିୱାଲା ସମ୍ବିଧାନର ' ପ୍ରସ୍ତାବନା' କୁ କ'ଣ ବୋଲି କହିଛନ୍ତି ?
#28. ନିମ୍ନକ୍ତ କାହାକୁ ଭାରତ ସମ୍ବିଧାନରେ କହିଲେ ଅତ୍ୟୁକ୍ତି ନାହିଁ ?
Related Article :