Free History Question Class 9 MCQ

Facebook
Telegram
WhatsApp
LinkedIn

Free History Question Class 9 MCQ : One of the ways through which a school student may be able to gain their aim in lifestyles, and even a greater advanced one would be via attaining some sort of educational or other kind of project which they may be interested in studying. Today we can be looking at a query that is asked almost everywhere there is a school/college campus, no matter how huge an academic centre it could be.

Free History Question Class 9 MCQ Part 1 in Odia

Not certain a way to start getting ready Class 9 history questions ? Here, we’ll come up with 25 of these questions and offer example answers that will help you to think about a way to reply. Use those examples as a stepping stone for brainstorming and drafting your own particular responses. You can follow this identical formula to many other scholarship interview questions as nicely.

#1. କେଉଁ ବ୍ୟବସାୟ ଆଫ୍ରିକାରେ ସବୁଠାରୁ ବେଶୀ ଲାଭ ଦାୟକ ଥିଲା?

ହୀରା ବ୍ୟବସାୟ 
ୟୁରାନିୟମ୍ ବ୍ୟବସାୟ 
ଦାସ ବ୍ୟବସାୟ 
ହୀତୀଦାନ୍ତ ବ୍ୟବସାୟ

[expand title="View Answer"] ଦାସ ବ୍ୟବସାୟ[/expand]

#2. କେଉଁ ମସିହାରେ ଭାସ୍କୋଡାଗାମା ଭାରତ କୁ ଜଳପଥ ଆବିଷ୍କାର କରିଥିଲେ?

୧୪୯୨ 
୧୪୯୭ 
୧୪୯୮ 
୧୫୯୭

[expand title="View Answer"] ୧୪୯୮[/expand]

#3. କେବେ ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଅଫିମ ଯୁଦ୍ଧ ହୋଇଥିଲା?

୧୭୬୯ 
୧୮୩୯ 
୧୮୭୯
୮୭୫

[expand title="View Answer"] ୧୮୩୯[/expand]

#4. କେଉଁ ମସିହାରେ ବର୍ମା ଭାରତର ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା?

୧୮୮୦ 
୧୮୮୬ 
୧୯୦୭ 
୧୯୧୧

[expand title="View Answer"] ୧୮୮୬[/expand]

#5. କୋରିଆ କେବେ ଜାପାନର ଏକ ଉପନିବେଶ ହେଲା?

 ୧୮୯୪ 
୧୯୦୨ 
୧୯୧୦ 
୧୯୧୭

[expand title="View Answer"] ଦାସ ବ୍ୟବସାୟ[/expand]୧୯୦୨

#6. କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା?

କଙ୍ଗୋ ସ୍ବାଧୀନ ରାଷ୍ଟ୍ର 
ନାଇଜର ନଦୀର ଉତ୍ତର ଅଞ୍ଚଳ 
ଆଫ୍ରିକାର ପଶ୍ଚିମ ଉପକୂଳ ଅଞ୍ଚଳ 
କଙ୍ଗୋ ନଦୀର ଉତ୍ତର ଅଞ୍ଚଳ

[expand title="View Answer"] କଙ୍ଗୋ ନଦୀର ଉତ୍ତର ଅଞ୍ଚଳ[/expand]

#7. କିଏ ଏକ ଆଫ୍ରିକୀୟ ଉପନିବେଶକୁ ରୋଡେସିଆ ନାମ ଦେଇଥିଲେ?

ଲିଓପୋଲ୍ଡ 
ଦକ୍ଷିଣ ଆଫ୍ରିକୀୟ ଅଧିବାସୀ 
ସେସିଲ ରୋଡ୍ ସ 
କାର୍ଲିପିଟରସ୍

[expand title="View Answer"] ସେସିଲ ରୋଡ୍ ସ[/expand]

#8. ଟ୍ୟୁନିସିଆ କେଉଁ ଦେଶର ଦଖଲଭୁକ୍ତ ହୋଇଥିଲା?

 ଫ୍ରାନ୍ସ 
ଇଂଲାଣ୍ଡ 
ଇଟାଲୀ 
ଜର୍ମାନୀ

[expand title="View Answer"] ଫ୍ରାନ୍ସ[/expand]

#9. କିଏ ସୁଏଜ କେନାଲ୍ ର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ?

ତୁର୍କୀ ସୁଲ୍ ତାନ୍ 
ଇଜିପ୍ଟ ଗଭର୍ଣ୍ଣର 
ଇଂଲାଣ୍ଡ ପ୍ରଧାନମନ୍ତ୍ରୀ 
ଫ୍ରାନ୍ସ ପ୍ରଧାନମନ୍ତ୍ରୀ

[expand title="View Answer"]ଇଜିପ୍ଟ ଗଭର୍ଣ୍ଣର[/expand]

#10. କେଉଁଠାରେ ବର୍ଣ୍ଣବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ଯ ଅବସ୍ଥାରେ ଥିଲା?

ପୂର୍ବ ଆଫ୍ରିକା 
ଦକ୍ଷିଣ ଆଫ୍ରିକା 
ଭାରତ 
ତୁର୍କୀ

[expand title="View Answer"]ଦକ୍ଷିଣ ଆଫ୍ରିକା[/expand]

#11. ଶିଳ୍ପ ବିପ୍ଳବ ପ୍ରଥମେ କେଉଁ ଦେଶରେ ଆରମ୍ଭ ହୋଇଥିଲା?

ଜାପାନ 
ଇଂଲାଣ୍ଡ 
ଫ୍ରାନ୍ ସ 
କୋରିଆ

[expand title="View Answer"]ଇଂଲାଣ୍ଡ[/expand]

#12. କେବେ ଜର୍ଜ ଷ୍ଟିଫେନ୍ ସନ୍ ପ୍ରଥମ ବାଷ୍ପଚାଳିତ ରେଳଇଞ୍ଜିନ୍ ନିର୍ମାଣ କରିଥିଲେ?

୧୮୧୨ 
୧୮୧୯ 
୧୮୧୪ 
୧୮୯୧

[expand title="View Answer"]୧୮୧୪[/expand]

#13. ନିମ୍ନୋକ୍ତ କେଉଁ ମସିହାରେ ଏକ ରାଜିନାମା ଅନୁସାରେ ଫ୍ରାନ୍ସ କୁ ମରକ୍ କୋ ମିଳିଥିଲା?

୧୯୦୪ 
୧୯୦୭ 
୧୯୧୧ 
୧୯୧୪

[expand title="View Answer"]୧୯୦୪[/expand]

#14. ପ୍ରଥମେ ଭାରତ ସହିତ କେଉଁ ଇଉରୋପୀୟ ଜାତି ବାଣିଜ୍ୟ କାରବାର କରିଥିଲେ?

ଇଂରେଜ 
ଡଚ୍ 
ପର୍ତ୍ତୁଗୀଜ୍ 
ଫରାସୀ

[expand title="View Answer"]ପର୍ତ୍ତୁଗୀଜ୍[/expand]

#15. ମରକୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା?

ଫ୍ରାନ୍ସ ଓ ଜର୍ମାନୀ 
ଇଂଲାଣ୍ଡ ଓ ଜର୍ମାନୀ 
ଫ୍ରାନ୍ସ ଓ ଇଂଲାଣ୍ଡ 
ଜର୍ମାନୀ ଓ ରୁଷ୍

[expand title="View Answer"]ଫ୍ରାନ୍ସ ଓ ଜର୍ମାନୀ[/expand]

#16. ଆଲ୍ ଜେରିଆର ପୂର୍ବ ଦିଗରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଅବସ୍ଥିତ?

ଟ୍ୟୁନିସିଆ 
ମରକୋ 
ଆବିସିନିଆ 
ଟୋଗୋଲାଣ୍ଡ

[expand title="View Answer"]ଟ୍ୟୁନିସିଆ[/expand]

#17. କେବେ ମିଶର ବା‌ ଇଜିପ୍ଟ କୁ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ଗ୍ରହଣ କରିବାକୁ ଇଂଲାଣ୍ଡ ବାଧ୍ୟ ହୋଇଥିଲା?

୧୯୨୧ 
୧୯୨୬ 
୧୯୨୯ 
୧୯୨୨

[expand title="View Answer"]୧୯୨୨[/expand]

#18. ଦକ୍ଷିଣ ଆଫ୍ରିକାରେ କେଉଁ ମାନେ କେପ୍ କଲୋନୀ ସ୍ଥାପନ କରିଥିଲେ?

 ଡଚ୍ 
ପର୍ତ୍ତୁଗୀଜ୍ 
ଇଂରେଜ 
ଜର୍ମାନୀ

[expand title="View Answer"]ଡଚ୍[/expand]

#19. କେବେ ରୁଷ୍ ଜାପାନଠାରୁ ପରାସ୍ତ ହୋଇଥିଲା?

୧୯୦୨-୦୩ 
୧୯୦୪-୦୫ 
୧୯୦୫-୦୬ 
୧୯୦୬-୦୭

[expand title="View Answer"]୧୯୦୪-୦୫[/expand]

#20. ଇଉରୋପୀୟମାନେ ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିବା ଫଳରେ କେଉଁ ଧର୍ମ ର ପ୍ରଚାର ଓ ପ୍ରସାର ହୋଇଥିଲା?

ହିନ୍ଦୁ 
ଇସ୍
ଲାମ 
ଖ୍ରୀଷ୍ଟ 
ବୌଦ୍ଧ

[expand title="View Answer"]ଖ୍ରୀଷ୍ଟ[/expand]

#21. ସେସିଲ୍ ରୋଡସ କେଉଁ ଦେଶର ଯୁବକ ଥିଲେ?

ଫ୍ରାନ୍ସ 
ପର୍ତ୍ତୁଗୀଜ୍ 
ହଲାଣ୍ଡ 
ଇଂଲାଣ୍ଡ

[expand title="View Answer"]ଇଂଲାଣ୍ଡ[/expand]

#22. ଏସିଆ ମହାଦେଶରେ ଉପଲବ୍ଧ ହେଉଥିବା ଲାଭଦାୟକ ସାମଗ୍ରୀ ଗୁଡିକ ମଧ୍ୟରେ କେଉଁ କାଠ ମୁଖ୍ୟ ଥିଲା?

ଶାଗୁଆନ
କାଠ ପିଆଶାଳ
କାଠ ଇବୋନୀ
କାଠ ଆମ୍ବ କାଠ

[expand title="View Answer"]ଇବୋନୀ କାଠ[/expand]

#23. ଇଉରୋପୀୟ ଦାସ ବ୍ୟବସାୟୀ ମାନେ ପ୍ରତ୍ୟେକ ମାସରେ କେଉଁ ମାନଙ୍କୁ ଦାସ ଭାବରେ ଆମେରିକା କୁ ରପ୍ତାନି କରୁଥିଲେ?

ଆଫ୍ରିକୀୟ 
ଜାପାନୀ 
ଇରାକୀୟ 
ଆରବୀୟ

[expand title="View Answer"]ଆଫ୍ରିକୀୟ[/expand]

#24. ୧୮୩୮ ମସିହାରେ ବାଷ୍ପୀୟ ଶକ୍ତିଚାଳିତ ଦୁଇଟି ଜାହାଜ କେଉଁ ମହାସାଗର ଅତିକ୍ରମ କରିଥିଲା?

ପ୍ରଶାନ୍ତ ମହାସାଗର 
ଭୂମଧ୍ୟସାଗର 
ଆଟ୍ ଲାଣ୍ଟିକ୍ ମହାସାଗର 
ଆରବ ସାଗର

[expand title="View Answer"]ଆଟ୍ ଲାଣ୍ଟିକ୍ ମହାସାଗର[/expand]

#25. ଭାସସ୍କୋଡାଗାମା କେଉଁ ଦେଶର ନାବିକ ଥିଲେ?

ଆମେରିକା 
ପର୍ତ୍ତୁଗାଲ୍ 
ଜାପାନ 
ଚୀନ୍

[expand title="View Answer"]ପର୍ତ୍ତୁଗାଲ୍[/expand]

Related Article : 

1 thought on “Free History Question Class 9 MCQ”

Leave a Comment