Free History Question Class 9 MCQ Part 2 in Odia
free history question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
free History Question class 9 MCQ
ଇତିହାସ
ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25
#1. ପଲାସୀ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା?
୧୮୫୫ ୧୮୫୭ ୧୭୫୭ ୧୭୫୪
୧୭୫୭
#2. କେଉଁ ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଏ?
୧୮୫୫ ୧୮୫୬ ୧୮୫୭ ୧୮୫୮
୧୮୫୭
#3. ମେସୋପଟାମିଆର ବର୍ତ୍ତମାନ ନାମ କ’ଣ?
ଇରାନ୍ ଇରାକ୍ ମାଲୟେସିଆ ତାଇୱାନ୍
ଇରାକ୍
#4. କେଉଁ ନଦୀ କୂଳରେ ପଲାସୀ ଯୁଦ୍ଧ ହୋଇଥିଲା?
ଗଙ୍ଗା ଭାଗିରଥି ଯମୁନା ମହାନଦୀ
ଭାଗିରଥି
#5. ଇଂଲାଣ୍ଡ ଓ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ କେଉଁ ନାମରେ ପରିଚିତ?
ଅଫିମ ଯୁଦ୍ଧ ପ୍ରଥମ ବିଶ୍ବଯୁଦ୍ଧ ରେଶମ ଯୁଦ୍ଧ ଦ୍ବିତୀୟ ବିଶ୍ବଯୁଦ୍ଧ
ଅଫିମ ଯୁଦ୍ଧ
#6. ଅଫିମ ଯୁଦ୍ଧ ନିମ୍ନୋକ୍ତ କେଉଁ ମସିହାରେ ସଂଘଟିତ ହୋଇଥିଲା?
୧୮୩୯ ୧୮୪୦ ୧୮୪୨ ୧୮୪୫
୧୮୩୯
#7. ଅଫିମ ଯୁଦ୍ଧ ପରେ ଚୀନ୍ ନିମ୍ନୋକ୍ତ କେଉଁ ଦ୍ବୀପ କୁ ଇଂଲାଣ୍ଡ ହସ୍ତାନ୍ତର କଲା?
ଉତ୍ତମାଶା ଅନ୍ତରୀପ ଜାଭା ଦ୍ବୀପ ସୁମାତ୍ରା ଦ୍ବୀପ ହଙ୍ଗକଙ୍ଗ୍ ଦ୍ବୀପ
ହଙ୍ଗକଙ୍ଗ୍ ଦ୍ବୀପ
#8. ୧୮୩୯ ମସିହାରେ ଇଂଲାଣ୍ଡ କାହା ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅକ୍ଳେଶରେ ପରାସ୍ତ କରିଥିଲା?
ଜାପାନ କୋରିଆ ଚୀନ୍ ଭାରତ
ଚୀନ୍
#9. ନିମ୍ନୋକ୍ତ କେଉଁ ଦେଶଠାରୁ ଚୀନ୍ ପରାସ୍ତ ହୋଇ କୋରିଆ କୁ ସ୍ବାଧୀନତା ପ୍ରଦାନ କରିଥିଲା?
ଜାପାନ ଇଂଲଣ୍ଡ ଆମେରିକା କରାକ୍
ଜାପାନ
#10. ନିମ୍ନୋକ୍ତ କେଉଁ ଦେଶ ଇଣ୍ଡୋ- ଚୀନ୍ ରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମ କରି ସଫଳ ହୋଇଥିଲା?
ଇଂଲାଣ୍ଡ ଫ୍ରାନ୍ସ ଇଟାଲୀ ଜାପାନ
ଫ୍ରାନ୍ସ
#11. ବର୍ମା ତୋନ୍ କିନ୍ ଠାରୁ ମାଣ୍ଡାଲୟ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିବାକୁ ନିମ୍ନୋକ୍ତ କେଉଁ ସରକାରଙ୍କୁ ଅଧିକାର ଦେଇଥିଲା?
ଇଟାଲୀ ଜାପାନ ଫ୍ରାନ୍ସ ଇଂଲଣ୍ଡ
ଫ୍ରାନ୍ସ
#12. ନିମ୍ନୋକ୍ତ କେଉଁ ମସିହାରେ ଇଂଲାଣ୍ଡ ବର୍ମା କୁ ପରାସ୍ତ କରିଥିଲା?
୧୮୮୫ ୧୮୮୬ ୧୮୮୯ ୧୮୯୦
୧୮୮୬
#13. କ୍ୟୁବା ଓ ଫିଲିପାଇନ୍ ସ ନିମ୍ନୋକ୍ତ କେଉଁ ଶାସନ ବିରୋଧରେ ବିନ୍ଦ୍ରୋହ କରିଥିଲେ?
ଆମେରିକୀୟ ସ୍ପେନୀୟ ଇରାକୀୟ ଜାପାନୀ
ସ୍ପେନୀୟ
#14. ଫିଲିପିନୋ କେଉଁ ଦେଶର ଅଧିବାସୀ ଙ୍କୁ କୁହାଯାଇଥାଏ?
ଫିଲିପାଇନ୍ ସ ଆମେରିକା ବର୍ମା ଇଣ୍ଡୋନେସିଆ
ଫିଲିପାଇନ୍ ସ
#15. ଫିଲିପାଇନ୍ସ ନିମ୍ନୋକ୍ତ କେଉଁ ଦେଶ ଅଧିନରେ ଏକ ଉପନିବେଶ ରୂପେ ରହିଥିଲା?
ଜାପାନ ଆମେରିକା ଇଂଲାଣ୍ଡ ଇଣ୍ଡୋନେସିଆ
ଆମେରିକା
#16. ୧୯୦୭ ମସିହାର ରାଜିନାମା ଅନୁସାରେ କେଉଁ ଦେଶ ଇଂଲାଣ୍ଡର କର୍ତ୍ତୃତ୍ବାଧୀନ ହେଲା?
ଉତ୍ତର ଇରାନ୍ ଦକ୍ଷିଣ ଇରାନ୍ ଜାପାନ ଚୀନ୍
#17. କେଉଁ ମସିହାର ରାଜିନାମା ଅନୁସାରେ ଇଂଲଣ୍ଡ ଓ ରୁଷିଆ ଉଭୟ ତିବ୍ବତରେ ହସ୍ତକ୍ଷେପ କରିବେ ନାହିଁ ବୋଲି ରାଜି ହୋଇଥିଲେ?
୧୯୦୫ ୧୯୦୭ ୧୯୧୦ ୧୯୨୩
୧୯୦୭
#18. କୋରିଆକୁ କେନ୍ଦ୍ର କରି ନିମ୍ନୋକ୍ତ କେଉଁ ମସିହାରେ ଜାପାନ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା?୧୮୯୨
୧୮୯୨ ୧୮୯୪ ୧୮୯୬ ୧୮୯୮
୧୮୯୪
#19. ନିମ୍ନୋକ୍ତ କେଉଁ ମସିହାରେ କୋରିଆ ଜାପାନ ର ଏକ ଉପନିବେଶ ରେ ପରିଣତ ହୋଇଥିଲା?
୧୯୦୮ ୧୯୦୯ ୧୯୧୦ ୧୯୧୨
୧୯୧୦
#20. ନିମ୍ନୋକ୍ତ କେଉଁ ମସିହାରେ କଙ୍ଗୋ ସ୍ବାଧୀନ ରାଷ୍ଟ୍ର ଭାବେ ଗଠିତ ହୋଇଥିଲା?
୧୮୮୨ ୧୮୮୫ ୧୮୮୭ ୧୮୮୯
୧୮୮୫
#21. ଲିଓପୋଲ୍ଡ କେଉଁ ଦେଶର ରାଜା ଥିଲେ?
କଙ୍ଗୋ ଜାପାନ ଚୀନ୍ ଆମେରିକା
କଙ୍ଗୋ
#22. ନିମ୍ନୋକ୍ତ କାହା ବ୍ୟତୀତ ସମଗ୍ର ପଶ୍ଚିମ ଆଫ୍ରିକା ଇଉରୋପୀୟ ମାନଙ୍କ ମଧ୍ୟରେ ଭାଗ ହୋଇଥିଲା?
କାମେରୁନ୍ କାମେରୁନ୍ ଲାଇବେରିଆ ଟ୍ୟୁନିସିଆ
ଲାଇବେରିଆ
#23. ସେସିଲ୍ ରୋଡ଼ସ୍ ନିମ୍ନୋକ୍ତ କେଉଁ ଉପନିବେଶର ନାମ ନିଜ ନାମାନୁସାରେ ରୋଡେସିଆ ରଖିଥିଲେ?
ଆଫ୍ରିକୀୟ ଆମେରିକୀୟ ସ୍ପେନୀୟ ଏସୀୟ
ଆଫ୍ରିକୀୟ
#24. ୧୮୯୬ ମସିହାରେ କେଉଁ ଦେଶକୁ ଇଂରେଜ ଙ୍କ ସୁରକ୍ଷା ପ୍ରାପ୍ତ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା?
ଉଗାଣ୍ଡା ଜାଞ୍ଜିବର ୱ୍ଵିଟୁ ଜର୍ମାନୀ
ଉଗାଣ୍ଡା
#25. କେବେ ଆବିସିନିଆ ଇଟାଲୀର ଦାବିକୁ ପ୍ରତ୍ୟାଖ୍ୟାନ କରି ଇଟାଲୀୟ ସୈନ୍ୟ ବାହିନୀ କୁ ଏକ ଯୁଦ୍ଧରେ ପରାସ୍ତ କରିଥିଲେ?
୧୮୯୨ ୧୮୯୪ ୧୮୯୬ ୧୮୯୮
୧୮୯୬
free History Question class 9 MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
free History Question class 9 MCQ
Not sure how to start preparing history question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
#1. ପଲାସୀ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା?
#2. କେଉଁ ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଏ?
#3. ମେସୋପଟାମିଆର ବର୍ତ୍ତମାନ ନାମ କ'ଣ?
#4. କେଉଁ ନଦୀ କୂଳରେ ପଲାସୀ ଯୁଦ୍ଧ ହୋଇଥିଲା?
#5. ଇଂଲାଣ୍ଡ ଓ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ କେଉଁ ନାମରେ ପରିଚିତ?
#6. ଅଫିମ ଯୁଦ୍ଧ ନିମ୍ନୋକ୍ତ କେଉଁ ମସିହାରେ ସଂଘଟିତ ହୋଇଥିଲା?
#7. ଅଫିମ ଯୁଦ୍ଧ ପରେ ଚୀନ୍ ନିମ୍ନୋକ୍ତ କେଉଁ ଦ୍ବୀପ କୁ ଇଂଲାଣ୍ଡ ହସ୍ତାନ୍ତର କଲା?
#8. ୧୮୩୯ ମସିହାରେ ଇଂଲାଣ୍ଡ କାହା ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅକ୍ଳେଶରେ ପରାସ୍ତ କରିଥିଲା?
#9. ନିମ୍ନୋକ୍ତ କେଉଁ ଦେଶଠାରୁ ଚୀନ୍ ପରାସ୍ତ ହୋଇ କୋରିଆ କୁ ସ୍ବାଧୀନତା ପ୍ରଦାନ କରିଥିଲା?
#10. ନିମ୍ନୋକ୍ତ କେଉଁ ଦେଶ ଇଣ୍ଡୋ- ଚୀନ୍ ରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମ କରି ସଫଳ ହୋଇଥିଲା?
#11. ବର୍ମା ତୋନ୍ କିନ୍ ଠାରୁ ମାଣ୍ଡାଲୟ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିବାକୁ ନିମ୍ନୋକ୍ତ କେଉଁ ସରକାରଙ୍କୁ ଅଧିକାର ଦେଇଥିଲା?
#12. ନିମ୍ନୋକ୍ତ କେଉଁ ମସିହାରେ ଇଂଲାଣ୍ଡ ବର୍ମା କୁ ପରାସ୍ତ କରିଥିଲା?
#13. କ୍ୟୁବା ଓ ଫିଲିପାଇନ୍ ସ ନିମ୍ନୋକ୍ତ କେଉଁ ଶାସନ ବିରୋଧରେ ବିନ୍ଦ୍ରୋହ କରିଥିଲେ?
#14. ଫିଲିପିନୋ କେଉଁ ଦେଶର ଅଧିବାସୀ ଙ୍କୁ କୁହାଯାଇଥାଏ?
#15. ଫିଲିପାଇନ୍ସ ନିମ୍ନୋକ୍ତ କେଉଁ ଦେଶ ଅଧିନରେ ଏକ ଉପନିବେଶ ରୂପେ ରହିଥିଲା?
#16. ୧୯୦୭ ମସିହାର ରାଜିନାମା ଅନୁସାରେ କେଉଁ ଦେଶ ଇଂଲାଣ୍ଡର କର୍ତ୍ତୃତ୍ବାଧୀନ ହେଲା?
#17. କେଉଁ ମସିହାର ରାଜିନାମା ଅନୁସାରେ ଇଂଲଣ୍ଡ ଓ ରୁଷିଆ ଉଭୟ ତିବ୍ବତରେ ହସ୍ତକ୍ଷେପ କରିବେ ନାହିଁ ବୋଲି ରାଜି ହୋଇଥିଲେ?
#18. କୋରିଆକୁ କେନ୍ଦ୍ର କରି ନିମ୍ନୋକ୍ତ କେଉଁ ମସିହାରେ ଜାପାନ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା?୧୮୯୨
#19. ନିମ୍ନୋକ୍ତ କେଉଁ ମସିହାରେ କୋରିଆ ଜାପାନ ର ଏକ ଉପନିବେଶ ରେ ପରିଣତ ହୋଇଥିଲା?
#20. ନିମ୍ନୋକ୍ତ କେଉଁ ମସିହାରେ କଙ୍ଗୋ ସ୍ବାଧୀନ ରାଷ୍ଟ୍ର ଭାବେ ଗଠିତ ହୋଇଥିଲା?
#21. ଲିଓପୋଲ୍ଡ କେଉଁ ଦେଶର ରାଜା ଥିଲେ?
#22. ନିମ୍ନୋକ୍ତ କାହା ବ୍ୟତୀତ ସମଗ୍ର ପଶ୍ଚିମ ଆଫ୍ରିକା ଇଉରୋପୀୟ ମାନଙ୍କ ମଧ୍ୟରେ ଭାଗ ହୋଇଥିଲା?
#23. ସେସିଲ୍ ରୋଡ଼ସ୍ ନିମ୍ନୋକ୍ତ କେଉଁ ଉପନିବେଶର ନାମ ନିଜ ନାମାନୁସାରେ ରୋଡେସିଆ ରଖିଥିଲେ?
#24. ୧୮୯୬ ମସିହାରେ କେଉଁ ଦେଶକୁ ଇଂରେଜ ଙ୍କ ସୁରକ୍ଷା ପ୍ରାପ୍ତ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା?
#25. କେବେ ଆବିସିନିଆ ଇଟାଲୀର ଦାବିକୁ ପ୍ରତ୍ୟାଖ୍ୟାନ କରି ଇଟାଲୀୟ ସୈନ୍ୟ ବାହିନୀ କୁ ଏକ ଯୁଦ୍ଧରେ ପରାସ୍ତ କରିଥିଲେ?
Results
Congratulation
Better Luck Next Time
Related Article :