Free Odisha Constable Political Science MCQ Part 3 in Odia
Free Odisha Constable Political Science MCQ: Political Science is a discipline that analyses political, social, and economic systems. It also looks at the world from a variety of perspectives and considers how people think about these issues. Political science question MCQs help you in understanding the basics of political science..
Free Odisha Constable Political Science MCQ
Part of a series on ରାଜନୀତି ବିଜ୍ଞାନ
ରାଜନୀତି ବିଜ୍ଞାନ Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 28
Passed Percentage : 70%
Free Odisha Constable Political Science MCQ
Do you know that a lot of political science question MCQs are available online? Here is a collection of questions related to politics, which will help you in your studies.
Do you know that there are many ways to get a good mark in your class? This article will tell you how to answer the questions in political science and also help you prepare for other exams like SSC, OSSSC, OPSC, ARMY, NAVY, GRE, GMAT, CAT etc. you check about political science in wiki.
Free Odisha Constable Political Science MCQ
Not sure how to start preparing ? Are you preparing for any exam? This article will tell you how to prepare for the questions asked in political science exams and also help you get a good grade.
#1. ନିମ୍ନକ୍ତ କିଏ ଭାରତର ଜାତୀୟ କଂଗ୍ରେସର ପ୍ରଥମ ସଭାପତି ଥିଲେ ?
#2. 1946 ମାସିହାରେ ଗଠିତ ସମ୍ବିଧାନ ପ୍ରଣୟନ ସଭାର ସଭାପତି କିଏ ଥିଲେ ?
#3. ନିମ୍ନକ୍ତ କେଉଁ ଆଇନ ବଳରେ ମୁସଲମାନଙ୍କ ପାଇଁ ପୃଥକ ନିର୍ବାଚନ ବ୍ୟବସ୍ଥା ପ୍ରବର୍ତନ ହେଲା ?
#4. 1935 ମସିହା ଭାରତ ଶାସନ ଆଇନରେ କେତୋଟି ଭାଗ ଥିଲା ?
#5. 1946 ମସିହା ଭାରତର ପରିସ୍ଥିତିର ସମୀକ୍ଷା କରିବା ପାଇଁ ବିଲାତରୁ କେତେଜଣ କ୍ୟାବିନେଟ ମନ୍ତ୍ରୀ ଭାରତକୁ ଆସିଥିଲେ ?
#6. ଔପନିବେଶିକ ସରକାରଙ୍କ ଦ୍ୱାରା କେତେ ଖ୍ରୀଷ୍ଟାବ୍ଦରେ ବଙ୍ଗ ବିଭାଜନ ହୋଇଥିଲା ?
#7. କେଉଁ ଆଇନ ବଳରେ ଭାଇସରାୟଙ୍କର ଏକ ଲମ୍ଫେରିଅଲ ବିଧାନ ପରିଷଦ ଗଠନ କରାଗଲା ?
#8. 1946 ମସିହାରେ ଡିସେମ୍ବର ମାସରେ କିଏ ଭାରତ ସମ୍ବିଧାନର ଉଦେଶ୍ୟ ସମ୍ବଳିତ ପ୍ରସ୍ତାବ ଅବଜେକ୍ଟିଭ ରିଜୋଲୁସନ ଆଗତ କରିଥିଲେ ?
#9. ସମ୍ବିଧାନ ପ୍ରଣୟନ ସଭାର ମୋଟ ସଭ୍ୟସଂଖ୍ୟା କେତେ ?
#10. 1947 ମସିହାରେ ଲର୍ଡ ମାଉଣ୍ଟବାଟନ ବ୍ରିଟିଶ ସରକାରଙ୍କୁ ଦେଇଥିବା ପ୍ରସ୍ତାବରେ ନିମ୍ନକ୍ତ କେଉଁ ବ୍ୟବସ୍ଥାଟି ଅନ୍ତର୍ଭୁକ୍ତ ନଥିଲା ?
#11. କେବେ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ଥର ପାଇଁ ହିନ୍ଦୁ ଓ ଅମୁସଲ୍ମାନ ସିପାହୀମାନେ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ନେତୃତ୍ୱରେ ବିଦ୍ରୋହ କରିଥିଲେ ?
#12. ସମ୍ବିଧାନ ପ୍ରଣୟନ ସଭାର ଚିଠା କମିଟିର ସଭାପତି କିଏ ଥିଲେ ?
#13. ସିପାହୀ ବିଦ୍ରୋହ ପରେ 1858 ଘୋଷଣାନାମା ଦଳରେ କି ପ୍ରକାର ପରିବର୍ତନ ଘଟିଥିଲା ?
#14. ଭାରତର ପରିସ୍ଥିତିର ସମୀକ୍ଷା କରିବାପାଇଁ କ୍ୟାବିନେଟ ମିଶନ କେବେ ଭାରତ ଆସିଥିଲେ ?
#15. 1919 ମସିହାରେ ଗୃହୀତ ରାଉଲଟ ଆକ୍ଟକୁ ଭାରତୀୟ ମାନେ କେଉଁ ଆଖ୍ୟା ଦେଇଥିଲେ ?
#16. ଉଚ୍ଚ ନ୍ୟାୟାଳୟ ବା ହାଇକୋଟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
#17. ସୁପ୍ରିମକୋର୍ଟ ବା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି
#18. ନିମ୍ନକ୍ତ କିଏ ଭାରତ ସମ୍ବିଧାନର ସ୍ଥୁଳ ଆକାରକୁ ଏକ ହାତୀର ଶରୀର ସହିତ ତୁଳନା କରିଅଛନ୍ତି ?
#19. ନିମ୍ନକ୍ତ କେଉଁଠି ଗାନ୍ଧିବାଦୀ ନୀତିର ଲକ୍ଷ ନୁହେଁ ?
#20. 2002 ମସିହାରେ 86 ତମ ସମ୍ବିଧାନ ସଂଶୋଧନଦ୍ୱାରା ନିମ୍ନକ୍ତ କେଉଁଟି 11 ତମ ମୌଳିକ କର୍ତ୍ତବ୍ୟ ଭାବେ ସମ୍ବିଧାନର 51 ଧାରାରେ ସ୍ଥାନ ପାଇଛି ?
#21. 1976 ମସିହାରେ କେଉଁ ସମ୍ବିଧାନ ସଂଶୋଧନ ଦ୍ୱାରା ସମ୍ବିଧାନର 51 ଧାରାରେ 10 ଗୋଟି ମୌଳିକ କର୍ତ୍ତବ୍ୟ ସ୍ଥାନ ପାଇଅଛି ?
#22. ନିମ୍ନକ୍ତ କାହାକୁ ' ସମ୍ବିଧାନର ରକ୍ଷକ ' ବୋଲି କୁହାଯାଏ ?
#23. ସମ୍ବିଧାନ କେତେ ଧାରା ଅନୁସାରେ ଭାରତରେ ଭୋଟଦାନର ବୟସ 21 ବର୍ଷ ହୋଇଥିଲା ?
#24. ଭାରତବର୍ଷରେ ରାଷ୍ଟ୍ରମୁଖ୍ୟ ଭାବେ କିଏ କାର୍ଯ୍ୟ କରନ୍ତି ?
#25. 1976 ମସିହାରେ 42 ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ତା ଅନୁଯାୟୀ ନିମ୍ନ କେଉଁ ଶବ୍ଦଟି ଯୋଡ଼ା ଯାଇ ନଥିଲା ?
#26. ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ନିମ୍ନକ୍ତ କାହା ଅଧକ୍ଷତାରେ ବସିଥିଲା ?
#27. ଭାରତର ସମ୍ବିଧାନ ପ୍ରଣୟନ ସଭା କେତେ ସମୟ କାର୍ଯ୍ୟ ସମ୍ବିଧାନ ପ୍ରଣୟନ କରିଥାଏ ?
#28. ଭାରତୀୟ ସମ୍ବିଧାନ ଚିଠା ପ୍ରଣୟନ ସମିତିର ସଭାପତି ରୂପେ ନିଯୁକ୍ତ ଡକ୍ଟର ଭୀମରାଓ ଆମ୍ବେଦକର ନିମ୍ନକ୍ତ କେଉଁ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ?
Results
Congratulation
Better Luck Next Time
Related Article :
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 1
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 2
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 5
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 4
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 3