Free Odisha Constable Political Science MCQ Part 1 in Odia
Free Odisha Constable Political Science MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
Free Odisha Constable Political Science MCQ
Part of a series on ରାଜନୀତି ବିଜ୍ଞାନ
ରାଜନୀତି ବିଜ୍ଞାନ Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 28
Passed Percentage : 70%
Free Odisha Constable Political Science MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
Free Odisha Constable Political Science MCQ
Not sure how to start preparing Free Odisha Constable Political Science MCQ ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.
Congratulation Congratulation
#1. ଆମ ଦେଶର ସ୍ୱାୟତ୍ତ ଶାସନ ସଂସ୍ଥା .............
#2. କେଉଁଟି ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତର ?
#3. କେଉଁ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଗଠିତ ହୋଇଥିଲା ?
#4. କେଉଁ କମିଟି ପଞ୍ଚାୟତିରାଜ୍ୟ ସହ ସଂପୃତ ?
#5. ଏକ ଗ୍ରାମପଞ୍ଚାୟତରେ ସର୍ବାଧିକ ପଞ୍ଚ ସଂଖ୍ୟା ......... ହେବ ?
#6. ପଲ୍ଲୀସଭାର କାର୍ଯ୍ୟ .........
#7. କେଉଁଟି ଗ୍ରାମପଞ୍ଚାୟତରେ ଇଚ୍ଛାଧୀନ କାର୍ଯ୍ୟ ନୁହେଁ ?
#8. କେଉଁଟି ଗ୍ରାମପଞ୍ଚ|ୟତର ବାଧ୍ୟତାମୂଳକ କାର୍ଯ୍ୟ ?
#9. ଆମ ରାଜ୍ୟରେ କେତେଗୋଟି ପଞ୍ଚ|ୟତ ସମିତି କାର୍ଯ୍ୟ କରୁଛି ?
#10. ଭାରତୀୟ ଗଣତନ୍ତ୍ରରେ କ୍ଷମତାର ଵିକେନ୍ଦ୍ରୀ କାରଣ ପାଇଁ କେଉଁ ବ୍ୟବସ୍ଥାର ପ୍ରଚଳନ କରାଯାଇଛି ?
#11. ନିମ୍ନନଲିଖିତ ମଧ୍ୟରୁ କିଏ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି ?
#12. ନିମ୍ନୋକ୍ତ ମଧ୍ୟରୁ କିଏ ପଞ୍ଚାୟତ ସମିତିର ବେସରକାରୀ ସଭ୍ୟ ନୁହନ୍ତି ?
#13. କିଏ ପଞ୍ଚାୟତ ସମିତିର ବୈଠକ ଆହ୍ୱାନ କରନ୍ତି ?
#14. ପ୍ରତ୍ୟକ ପଞ୍ଚାୟତ ସମିତିରେ କେତେ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ଅଟେ ?
#15. କେଉଁ ନିର୍ବାଚିତ ପ୍ରତିନିଧି ବି.ଡ଼ି.ଓ ମାନଙ୍କର ଗୁପ୍ତ ଚରିତ୍ର ପଞ୍ଜିକା ଲେଖନ୍ତି ?
#16. ପଞ୍ଚାୟତ ସମିତିର ଚିୟାରମ୍ୟାନ ପଦଚ୍ୟୁତ ହେଲେ କିଏ ଏହାର ପରିଚାଳନା ଦାୟିତ୍ୱ ତୁଲାଇଥାନ୍ତି ?
#17. 1961 ମସିହାରେ ଓଡ଼ିଶାରେ କେତୋଟି ଜିଲ୍ଲା ପରିଷଦ ଗଠିତ ହୋଇଥିଲା ?
#18. କିଏ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଫିସର ?
#19. ଜିଲ୍ଲା ପରିଷଦ ବୈଠକ ପ୍ରତିବର୍ଷ ଅତିକମରେ କେତେ ଥର ଅନୁଷ୍ଠିତ ହୋଇଥାଏ ?
#20. କିଏ ଜିଲ୍ଲା ପଷରିଦକୁ ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି ?
#21. ଜିଲ୍ଲା ପଷରିଦର କେଉଁ ପଦବୀରେ ଜଣେ ମହିଳା ନିର୍ବାଚିତ ହେବାକୁ ବାଧ୍ୟ ?
#22. ଜିଲ୍ଲା ପଷରିଦର ଅଧ୍ୟକ୍ଷ ନିର୍ବାଚନର କେତେ ଦିନ ପରେ ଉପାଧ୍ୟକ୍ଷ ପାଇଁ ନିଵେଚନା କରାଯାଏ ?
#23. ଜିଲ୍ଲା ପଷରିଦର କାର୍ଯ୍ୟକାଳ .........
#24. କେଉଁଟି ଜିଲ୍ଲା ପଷରିଦର ଏକ କାର୍ଯ୍ୟ ନୁହେଁ ?
#25. କେଉଁ ଆଧାରରେ ସହରାଞ୍ଚଳରେ ତିନି ପ୍ରକାର ସ୍ୱାୟତ୍ତ ସାଶନ ସଂସ୍ଥା ପ୍ରତିଷ୍ଠା କରାଯାଏ ?
#26. ପ୍ରଥମଥର ପାଇଁ 1990 ମସିହା ନଭେମ୍ୱମ୍ବର 7 ତାରିଖରେ କାର୍ଯ୍ୟକାଳ ପୁରିବା ପୂର୍ବରୁ କେନ୍ଦ୍ର ସରକାରର ପତନ ଘଟିଥାଏ ?
#27. ସମାଜବାଦୀ ରାଷ୍ଟ୍ରର ମୂଳ ଲକ୍ଷ କଣ ?
#28. ଆମ୍ବେଦକର ନୀଚ ଜାତିରେ ଜନ୍ମଗ୍ରହଣ କରିଥିଲେ . ସେ ଜାତିରେ କ'ଣ ଥିଲେ ?
Results
Related Article :