OSSSC Question Paper Quiz Test

Free OSSSC Exam Questions Quiz Test

Facebook
Telegram
WhatsApp
LinkedIn

Free OSSSC Exam Questions Quiz Test: Are you a student who loves to quiz yourself on the latest knowledge? OSSSC Exam Questions has the perfect quiz for you! This website offers Quiz Test (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Exam Questions has got you covered. So what are you waiting for? Start quizzing today!

OSSSC Constable Odia Questions Quiz Test

Do you want to know the best way to deal with OSSSC Exam Questions Quiz Test? If so, this post is for you! In it, we will discuss the different types of Constable Questions quiz test, how to answer them, and some tips on how to improve your test performance. So if you’re looking to boost your score on the OSSSC Exam Questions quiz test, be sure to read on.

PART – 4

Free OSSSC Exam Questions Quiz Test

Number of Questions25
Questions LanguageOdia
Pass Mark70%
More MCQ Test in OdiaClick Here
OSSSC Official WebsiteClick Here
Excise Constable Part 1 MCQClick Here
Excise Constable Part 2 MCQClick Here
Excise Constable Part 3 MCQClick Here

 
QUIZ START

#1. ନୂତନ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାରେ ନିମ୍ନୋକ୍ତ କେଉଁ ଉକ୍ତିଟି ସତ୍ୟ?

#2. ନୂତନ ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମରେ ଉଦାରୀକରଣ ନୀତି କେଉଁ କ୍ଷେତ୍ରରେ ପ୍ରଯୁଜ୍ୟ?

#3. ନିମ୍ନୋକ୍ତ କେଉଁ ଉକ୍ତିଟି ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମର ଅଂଶବିଶେଷ ନୁହେଁ?

#4. ନିମ୍ନଲିଖିତ କେଉଁଟି ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମର ସଫଳତା?

#5. ଅର୍ଥନୈତିକ ସଂସ୍କାର ନୀତି ପ୍ରଣୟନ କ୍ଷେତ୍ରରେ କେତୋଟି ଶିଳ୍ପ ପାଇଁ ଲାଇସେନ୍ସ ବ୍ୟବସ୍ଥା ରହିଥିଲା?

#6. ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାରେ ରାଷ୍ଟ୍ରାୟତ କ୍ଷେତ୍ର ନିମନ୍ତେ କେତୋଟି ଶିଳ୍ପ ସଂରକ୍ଷଣ ଥିଲା?

#7. ୨୦୧୧ ମସିହା ଜନଗଣନା ଅନୁସାରେ ଭାରତର ଲୋକସଂଖ୍ୟା କେତେ?

#8. ୨୦୧୧ ମସିହା ଜନଗଣନା ଅନୁସାରେ ଭାରତୀୟ ଜନସଂଖ୍ୟାର ବାର୍ଷିକ ବୃଦ୍ଧି ହାର କେତେ?

#9. କେଉଁ ମସିହାକୁ ବୃହତ୍ ବିଭାଜନ ବର୍ଷ କୁହାଯାଏ?

#10. ୨୦୧୧ ମସିହା ଜନଗଣନା ଅନୁସାରେ ଭାରତର ଜନସଂଖ୍ୟାର ଘନତା କେତେ?

#11. ୨୦୧୧ ମସିହା ଜନଗଣନା ଅନୁସାରେ ଭାରତର ଲିଙ୍ଗ ଅନୁପାତ କେତେ?

#12. ୨୦୧୧ ମସିହା ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର କେତେ?

#13. ପରିବାର ନିୟୋଜନ ଯୋଜନା କେଉଁ ମସିହାରେ କାର୍ଯ୍ୟକାରୀ କରାଗଲା?

#14. ୧୯୭୬ ମସିହା ଜନସଂଖ୍ୟା ନୀତି ମହିଳାମାନଙ୍କ ନିମନ୍ତେ ଧାର୍ଯ୍ୟ କରିଥିବା ନିମ୍ନତମ ବିବାହଯୋଗ୍ୟ ବୟସ ସୀମା କେତେ?

#15. ଜନସଂଖ୍ୟା ନୀତି -୨୦୦୦ ଶିଶୁ ମୃତ୍ୟୁ ହାର କେତେକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଛି?

#16. ଜନସଂଖ୍ୟା ସ୍ଥିରତା କୋଷ କେଉଁ ମସିହାରେ ଗଠନ କରାଗଲା?

#17. ସର୍ବନିମ୍ନ ଉପଭୋଗ ଆବଶ୍ୟକତା ପୂରଣ ନିମନ୍ତେ ଥିବା ସାମର୍ଥ୍ୟ ହୀନତା ହେଉଛି

#18. ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ସର୍ବନିମ୍ନ ଖାଦ୍ୟସାର ଆବଶ୍ୟକତା

#19. ନିମ୍ନୋକ୍ତ କେଉଁଟି ଦାରିଦ୍ର୍ୟର କାରଣ?

#20. ଯେଉଁ ନିୟୋଜନ ମୋଟ ଉତ୍ପାଦନ ବୃଦ୍ଧି କରିପାରେ ନାହିଁ, ତାହା

#21. କେଉଁ ବେକାରୀ ପ୍ରତିଭା ବହିର୍ଗମନ କରିଥାଏ।

#22. ଅଣକୁଶଳୀ ଶ୍ରମିକଙ୍କୁ ବାର୍ଷିକ ଅନ୍ୟୁନ ୧୦୦ ଦିନ କର୍ମ ଯୋଗାଣ ନିମନ୍ତେ ପ୍ରବର୍ତ୍ତିତ ଯୋଜନାର ନାମ କ’ଣ?

#23. ମୁଦ୍ରାସ୍ପୀତି ନିମ୍ନୋକ୍ତ କେଉଁ ଗୋଷ୍ଠିଙ୍କୁ କ୍ଷତି ପହଞ୍ଚାଏ।

#24. ନିମ୍ନୋକ୍ତ କେଉଁ ନୀତିଟି ମୁଦ୍ରା ସ୍ଫୀତି ନିୟନ୍ତ୍ରଣ ପ୍ରଯୁଜ୍ୟ

#25. ନିଜ ଦକ୍ଷତା ଅନୁସାରେ ନିଯୁକ୍ତ ହୋଇନଥିବା ବ୍ୟକ୍ତି ବିଶେଷ କେଉଁ ବେକାରୀ ଶ୍ରେଣୀଭୁକ୍ତ?

Previous
Finish

Results

Congratulations

Better Luck Next Time

Leave a Comment

error: Content is protected !!