OSSSC Constable Odia Questions Quiz Test: Are you a student who loves to quiz yourself on the latest knowledge? Constable Questions has the perfect quiz for you! This website offers Quiz Test (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Constable Questions has got you covered. So what are you waiting for? Start quizzing today!
OSSSC Constable Odia Questions Quiz Test
Do you want to know the best way to deal with Constable Questions Quiz Test? If so, this post is for you! In it, we will discuss the different types of Constable Questions quiz test, how to answer them, and some tips on how to improve your test performance. So if you’re looking to boost your score on the OSSSC Constable Questions quiz test, be sure to read on.
PART – 3
Odisha OSSSC Constable (OSSSC) MCQ
Number of Questions | 25 |
Questions Language | Odia |
Pass Mark | 70% |
More MCQ Test in Odia | Click Here |
OSSSC Official Website | Click Here |
Excise Part 1 MCQ | Click Here |
Excise Part 2 MCQ | Click Here |
#1. ସ୍ଥାଣୁ ପ୍ରାୟ ଭାରତୀୟ ବୃତ୍ତିଗତ ଢାଞ୍ଚାର ପ୍ରମୁଖ କାରଣ ହେଉଛି,
#2. ସହରାଞ୍ଚଳ ଶ୍ରମଶକ୍ତିର ପ୍ରମୁଖ ଅଂଶ କେଉଁ କ୍ଷେତ୍ରରେ ନିୟୋଜିତ?
#3. ଭାରତୀୟ ଜାତୀୟ ଆୟକୁ କେଉଁ କ୍ଷେତ୍ରର ଅବଦାନ ସର୍ବାଧିକ?
#4. ଗ୍ରାମାଞ୍ଚଳରେ ସବୁଠାରୁ କମ୍ ଶ୍ରମଶକ୍ତି କେଉଁ କ୍ଷେତ୍ରରେ ନିୟୋଜିତ?
#5. ଭାରତ ସରକାର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କରିଥିଲେ?
#6. ପ୍ରଥମ ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା?
#7. ୧୯୫୬ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା?
#8. ୧୯୫୬ମସିହା ଶିଳ୍ପନୀତି ଅନୁସୂଚୀ 'କ' ରେ କେତୋଟି ଶିଳ୍ପ ରଖାଗଲା?
#9. ୧୯୫୬ ମସିହା ଶିଳ୍ପନୀତି ଅନୁସୂଚୀ -'ଖ' ରେ କେତୋଟି ଶିଳ୍ପ ରଖିଲା?
#10. କେଉଁ ଶିଳ୍ପନୀତିକୁ ଭାରତର ଅର୍ଥନୈତିକ ସମ୍ବିଧାନ ବୋଲି କୁହାଯାଏ?
#11. କେଉଁ ଶିଳ୍ପନୀତି ମିଶ୍ରିତ ଅର୍ଥବ୍ୟବସ୍ଥାର ମୂଳଦୁଆ ପକାଉଥିଲା।
#12. କେଉଁ ଶିଳ୍ପନୀତିରେ ଘରୋଇ ଉଦ୍ୟୋଗକୁ ପ୍ରାଧାନ୍ୟ ଦିଆଯାଇଥିଲା?
#13. କେଉଁ ମସିହାରେ ଭାରତରେ ଯୋଜନା କମିଶନ ଗଠନ କରାଗଲା।
#14. ୧୯୯୧ ମସିହା ଶିଳ୍ପନୀତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା କେତେକୁ ଧାର୍ଯ୍ୟ କରିଛି?
#15. ନିମ୍ନୋକ୍ତ କେଉଁ ଶିଳ୍ପ ନିମନ୍ତେ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ?
#16. ୧୯୯୧ ମସିହା ଶିଳ୍ପନୀତି ଅନୁସାରେ ବିଦେଶୀ ନିବେଶ ସୀମା ସର୍ବୋଚ୍ଚ କେତେ ହୋଇପାରିବ?
#17. ୧୯୯୧ ମସିହା ଶିଳ୍ପନୀତି କେତୋଟି ଶିଳ୍ପକୁ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷଣ କଲା?
#18. ଭାରତୀୟ ଆମଦାନୀର ସର୍ବବୃହତ୍ ଅଂଶ ହେଉଛି।
#19. ଭାରତୀୟ ରପ୍ତାନିର ସର୍ବବୃହତ୍ ଅଂଶ ହେଉଛି
#20. ଭାରତ କେଉଁ ରାଷ୍ଟ୍ରରୁ ସର୍ବାଧିକ ଆମଦାନି କରୁଛି।
#21. ଭାରତ ସର୍ବାଧିକ ରପ୍ତାନି କେଉଁ ରାଷ୍ଟ୍ରକୁ କରିଥାଏ?
#22. ଭାରତର ସର୍ବଶ୍ରେଷ୍ଠ ବାଣିଜ୍ୟ ବନ୍ଧୁ ହେଉଛି
#23. ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଂଗଠନ (OECD) କେତୋଟି ରାଷ୍ଟ୍ରକୁ ନେଇ ଗଠିତ?
#24. ୨୦୦୨-୨୦୦୭ ରପ୍ତାନି -ଆମଦାନି ନୀତି ବାଣିଜ୍ୟିକ ଗୃହ ମାନଙ୍କୁ କେତୋଟି ଶ୍ରେଣୀରେ ବିଭକ୍ତ କରିଛି?
#25. ଭାରତରେ ନୂତନ ଅର୍ଥନୈତିକ ସଂସ୍କାର କେବେ ଆରମ୍ଭ କରାଯାଇଥିଲା?