OSSSC Constable Odia Questions MCQ: Are you a student who loves to quiz yourself on the latest knowledge? Constable Questions has the perfect quiz for you! This website offers MCQs (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Constable Questions has got you covered. So what are you waiting for? Start quizzing today!
OSSSC Constable Odia Questions MCQ
Do you want to know the best way to deal with Constable Questions MCQ? If so, this post is for you! In it, we will discuss the different types of Constable Questions MCQ, how to answer them, and some tips on how to improve your test performance. So if you’re looking to boost your score on the OSSSC Constable Questions MCQ test, be sure to read on.
PART – 2
Odisha OSSSC Constable (OSSSC) MCQ
Number of Questions | 25 |
Questions Language | Odia |
Pass Mark | 70% |
More MCQ Test in Odia | Click Here |
OSSSC Official Website | Click Here |
Excise Part 1 MCQ | Click Here |
#1. ନିମ୍ନୋକ୍ତ କେଉଁଟି ଭାରତୀୟ ଅର୍ଥ ବ୍ୟବସ୍ଥାର ବୈଶିଷ୍ଟ୍ୟ ନୁହେଁ?
#2. ଭାରତୀୟ ଅର୍ଥନୀତିରେ ନିମ୍ନୋକ୍ତ କେଉଁଟି ଦୃଶ୍ୟମାନ ହୁଏ ନାହିଁ?
#3. ଭାରତରେ ଛଦ୍ମବେଶୀ ବେକାରୀ କେଉଁ କ୍ଷେତ୍ରରେ ଅଧିକ ଦେଖାଯାନ୍ତି?
#4. ସ୍ବାଧୀନତା ପରଠାରୁ ଭାରତରେ କୃଷିକ୍ଷେତ୍ରରେ ଜାତୀୟ ଆୟକୁ ଅବସ୍ଥାନରେ କ'ଣ ଘଟିଛି?
#5. ଉନ୍ମତ ରାଷ୍ଟ୍ରମାନଙ୍କ କ୍ଷେତ୍ରରେ କେଉଁ କ୍ଷେତ୍ରର ଅବଦାନ ଜାତୀୟ ଆୟକୁ ସର୍ବାଧିକ?
#6. ଭାରତୀୟ ଅର୍ଥବ୍ୟବସ୍ଥା କେଉଁ ପ୍ରକାର ଅର୍ଥବ୍ୟବସ୍ଥା ଅଟେ?
#7. ଭାରତୀୟ ଅର୍ଥନୀତିରେ ଜନସଂଖ୍ୟାର ବୃଦ୍ଧି ହାରରେ କି ପରିବର୍ତ୍ତନ ଘଟୁଛି?
#8. ପାରମ୍ପରିକ ଅର୍ଥନୀତି ଓ ଅର୍ଥନୀତିର ସହାବସ୍ଥାନକୁ କ'ଣ କୁହାଯାଏ?
#9. ନିମ୍ନୋକ୍ତ କେଉଁଟି ଅର୍ଦ୍ଧବେକାରୀ କ୍ଷେତ୍ରରେ ପ୍ରଯୁଜ୍ୟ?
#10. ମୋଟ ଜାତୀୟ ଆୟକୁ ସେହି ଦେଶର ଜନସଂଖ୍ୟା ଦ୍ବାରା ଭାଗକଲେ କେଉଁ ଆୟ ମିଳିଥାଏ?
#11. ଭାରତର ମୋଟ ଘରୋଇ ସଞ୍ଚୟ ମାତ୍ରା ୨୦୦୯-୧୦ଓ୨୦୧୦-୧୧ମଧ୍ୟରେ କିପରି ପରିବର୍ତ୍ତିତ ହୋଇଛି?
#12. ୨୦୦୧ଜନଗଣନା ତୁଳନାରେ ୨୦୧୧ଜନଗଣନାରେ ଜନସଂଖ୍ୟା ବାର୍ଷିକ ବୃଦ୍ଧିର ହାର କେତେ?
#13. ଢାଞ୍ଚାଗତ ପରିବର୍ତ୍ତନ କହିଲେ କ'ଣ ବୁଝାଏ?
#14. ନିମ୍ନୋକ୍ତ କେଉଁଟି ଢାଞ୍ଚାଗତ ପରିବର୍ତ୍ତନ ପ୍ରଦର୍ଶିତ କରିଥାଏ?
#15. ମୋଟ ଘରୋଇ ଉତ୍ପାଦ କହିଲେ କ'ଣ ବୁଝାଏ?
#16. ମୋଟ ଘରୋଇ ଉତ୍ପାଦ
#17. ନିର୍ମାଣ କାର୍ଯ୍ୟ କେଉଁ କ୍ଷେତ୍ରରେ ଅନ୍ତର୍ଭୁକ୍ତ।
#18. ଭାରତର ପ୍ରାଥମିକ କ୍ଷେତ୍ରରେ ଜାତୀୟ ଆୟକୁ ଅବଦାନ ।
#19. ଭାରତର ଢାଞ୍ଚାଗତ ପରିବର୍ତ୍ତନ କ୍ଷେତ୍ରରେ ନିମ୍ନୋକ୍ତ କେଉଁଟି ସତ୍ୟ?
#20. ନିମ୍ନୋକ୍ତ କେଉଁଟି ଢାଞ୍ଚାଗତ ପରିବର୍ତ୍ତନର ଲକ୍ଷ୍ୟଣ।
#21. କେଉଁ କ୍ଷେତ୍ରରେ ନିୟୋଜିତ ଶ୍ରମିକ ପ୍ରକୃତି ସଂଶ୍ଳିଷ୍ଟ?
#22. ଜଣେ ଶିକ୍ଷକ ନିମ୍ନୋକ୍ତ କେଉଁ କ୍ଷେତ୍ରରେ ନିୟୋଜିତ?
#23. କେଉଁ କ୍ଷେତ୍ରରେ ସର୍ବାଧିକ ଭାରତୀୟ ଶ୍ରମଶକ୍ତି ନିୟୋଜିତ?
#24. କେଉଁ ପ୍ରକାର ଅର୍ଥବ୍ୟବସ୍ଥା ଭାରତରେ ପ୍ରଚଳିତ?
#25. ନିମ୍ନୋକ୍ତ କେଉଁଟି ସେବା କ୍ଷେତ୍ରର ଅନ୍ତର୍ଭୁକ୍ତ?