Free OSSSC Exam Questions MCQ: Are you a student who loves to quiz yourself on the latest knowledge? OSSSC Exam Questions has the perfect quiz for you! This website offers MCQ (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Exam Questions has got you covered. So what are you waiting for? Start quizzing today!
OSSSC Constable Odia Questions Quiz Test
Do you want to know the best way to deal with OSSSC Exam Questions MCQ? If so, this post is for you! In it, we will discuss the different types of Constable Questions quiz test, how to answer them, and some tips on how to improve your test performance. So if you’re looking to boost your score on the OSSSC Exam Questions quiz test, be sure to read on.
PART – 5
Free OSSSC Exam Questions MCQ
Number of Questions | 25 |
Questions Language | Odia |
Pass Mark | 70% |
More MCQ Test in Odia | Click Here |
OSSSC Official Website | Click Here |
Excise Constable Part 1 MCQ | Click Here |
Excise Constable Part 2 MCQ | Click Here |
Excise Constable Part 3 MCQ | Click Here |
Excise Constable Part 4 MCQ | Click Here |
#1. ଦ୍ର ବୃଦ୍ଧି ହେଲେ ମୁଦ୍ରାର ମୂଲ୍ୟ କ'ଣ ହୁଏ?
#2. ମୁଦ୍ରା ସ୍ଫୀତି ସମୟରେ ମୁଦ୍ରାର କ୍ରୟ ଶକ୍ତି କ'ଣ ହୁଏ?
#3. ମୁଦ୍ରା ସ୍ଫୀତି ସଞ୍ଚୟ ଉପରେ କି ପ୍ରଭାବ ପକାଏ?
#4. ମୁଦ୍ରାସ୍ଫୀତି ଋଣକର୍ତ୍ତା ଉପରେ କି ପ୍ରଭାବ ପକାଏ?
#5. ମୁଦ୍ରାସ୍ଫୀତି ଉଦ୍ୟୋକ୍ତା ଉପରେ କି ପ୍ରଭାବ ପକାଏ?
#6. ରାଷ୍ଟ୍ରରେ ପ୍ରଚଳିତ ହିସାବ ବହିର୍ଭୁତ ମୁଦ୍ରାକୁ କ'ଣ କହନ୍ତି?
#7. ବିତ୍ତିୟ ନୀତି କିଏ ପ୍ରଣୟନ କରେ?
#8. ନିମ୍ନୋକ୍ତ କେଉଁଟି ମୁଦ୍ରାସ୍ଫିତି ଯୋଗୁଁ ସୃଷ୍ଟି ହୁଏ।
#9. ଦେଶର ଜାତୀୟ ଆୟ ୪୮,୫୮,୯୫୪କୋଟି ଟଙ୍କା କେଉଁ ମସିହାରେ ହୋଇଥିଲା?
#10. ବିଶ୍ବ ବାଣିଜ୍ୟ କାରବାରରେ ଭାରତର ଅଂଶ କେତେ ପ୍ରତିଶତ?
#11. ୨୦୧୨ ଜୁଲାଇ ସୁଦ୍ଧା ଦେଶର ବୈଦେଶିକ ମୁଦ୍ରାର ଗଚ୍ଛିତ ପରିମାଣ କେତେ କୋଟି ଡଲାରକୁ ବୃଦ୍ଧି ପାଇଛି?
#12. ୧୯୯୧ ମସିହାରେ ଦେଶରେ ମୁଦ୍ରା ସ୍ଫୀତି କେତେ ପ୍ରତିଶତକୁ ବୃଦ୍ଧି ପାଇଥିଲା ?
#13. ଘରୋଇକରଣ ନୀତି ଅନୁଯାୟୀ ପ୍ରାୟ କେତୋଟି କ୍ଷେତ୍ରରେ ସରକାରୀ ଉଦ୍ୟୋଗର ଏକଚାଟିଆ ଅଧିକାର ବ୍ୟବସ୍ଥା କରାଯାଇଛି?
#14. ୨୦୦୧-୦୨ ଆମଦାନୀ ଓ ରପ୍ତାନି ନୀତି ଅନୁଯାୟୀ କେତୋଟି ପଣ୍ଯଦ୍ରବ୍ୟ ଉପରୁ କଟକଣା ଉଠାଇ ଦିଆଯାଇଛି?
#15. ବିଶ୍ବ ବାଣିଜ୍ୟ ସଂଗଠନ ମୁଖ୍ୟ କାର୍ଯ୍ୟାଳୟ କେଉଁ ଠାରେ ଅବସ୍ଥିତ?
#16. କେବେ ଭାରତରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତନ କରାଗଲା?
#17. ନିମ୍ନୋକ୍ତ କେଉଁଟି ବିକାଶୋନ୍ମୁଖୀ ଦେଶର ଲକ୍ଷଣ ନୁହେଁ?
#18. ନିମ୍ନୋକ୍ତ କେଉଁଟି ବିକଶିତ ଦେଶ ନୁହେଁ?
#19. ବିଶ୍ବ ବାଣିଜ୍ୟ ସଂଗଠନ କେଉଁ ମସିହାରେ ସୃଷ୍ଟି ହୋଇଛି?
#20. ୨୦୦୩-୦୪ ମସିହାରେ ଭାରତୀୟଙ୍କର ମୁଣ୍ଡପିଛା ଆୟ କେତେ ଟଙ୍କାକୁ ବୃଦ୍ଧି ପାଇଥିଲା?
#21. ବର୍ତ୍ତମାନ ସୁଦ୍ଧା ବିଶ୍ବ ବାଣିଜ୍ୟ ସଂଗଠନ କେତୋଟି ଦେଶ ସଦସ୍ୟ ଅଛନ୍ତି?
#22. ଭାରତ ସବୁଜ ବିପ୍ଲବର ସ୍ବାଦ କେବେ ଚାଖିଲା?
#23. କେଉଁଟି ବିକଶିତ ରାଷ୍ଟ୍ରର ଲକ୍ଷଣ?
#24. କେଉଁଟି ବିକାଶୋନ୍ମୁଖୀ ରାଷ୍ଟ୍ରର ଲକ୍ଷଣ?
#25. କେଉଁଟି ବିକଶିତ ରାଷ୍ଟ୍ରର ଲକ୍ଷଣ ନୁହେଁ?