Class 3 Bruti MIL Question MCQ : The question no more remains unanswered as the article brings all the related information for the test and you can also download the answer section here. The only thing left is to practice a lot in order to ace the paper smoothly. To support you even further, we are offering one month of access to our exclusive Free Mock Test Software on this site.
Enter your email address and access it as soon after subscribing!
Do you have any query regarding the questions that we discussed? If yes, then comment them here. Stay tuned for more such interesting Brainbuzz articles and become a pro in GMAT!
Class 3 Bruti MIL Question MCQ Part 22
Class 3 Bruti MIL Question MCQ
QUIZ START
#1. .କଣ କଲେ କାଳ କାଳକୁ ଯଶ ରହେ ?
#2. ମହାରାଷ୍ଟ୍ରର ଲୋକମାନେ କେଉଁ ଭାଷାରେ କଥା ହୁଅନ୍ତି ?
#3. କେଉଁମାନେ ବନରସେନା ସାଜିଥିଲେ ?
#4. ପଠାଣିସାମନ୍ତଙ୍କୁ କେଉଁ ଉପାଥି ମିଳିଥିଲା ?
#5. ରାଜା ନରସିଂହ ଦେବ କାହାର ପୂଜା ପାଇଁ ମନ୍ଦିରଟିଏ ତୋଳାଇବାକୁ ଚାହୁଁଥିଲେ ?
#6. ସହିଦ ଲକ୍ଷ୍ମଣ ନାୟକଙ୍କୁ କେଉଁ ଜେଲରେ ଫାଶୀ ଦିଆଯାଇଥିଲା ?
#7. ଚାଟ କାହାକୁ କହନ୍ତି ?
#8. ନିମ୍ନଲିଖିତ ଯନ୍ତ୍ରଗୁଡିକ ମଧ୍ୟରୁ କେଉଁଟି ପଠାଣି ସାମନ୍ତଙ୍କ ଉଦ୍ଭାବନ ଯନ୍ତ୍ର ନୁହେଁ ?
#9. ‘‘ ଲୋକେ ତ ଆମର ବଳ , ଲୋକେ ତ ଆମର ସାହସ '' ଏ କଥା କିଏ କହିଥିଲ ?
#10. କାହାକୁ ଆଧାର କରି ଚନ୍ଦ୍ରଶେଖର ଉଚ୍ଚତା କହିଦେଇ ପାରୁଥିଲେ ?
#11. କସ୍ତୁରବାଙ୍କୁ ଦେଇଥିବା ଉପଦେଶଟି ଗାନ୍ଧିଜୀ କାର୍ଯ୍ୟକାରୀ କରିବା ପାଇଁ କ'ଣ କଲେ ?
#12. ବିଦ୍ୟାସାଗର ପିଲାଟିକୁ ପଇସାଟି ବଦଳରେ ଟଙ୍କାଟିଏ ଦେଲେ କାହିଁକି ?
#13. ‘ ନିକାଞ୍ଚନ ' ଶବ୍ଦଟିର ଅର୍ଥ କ'ଣ ?
#14. ନିମ୍ନ ଶବ୍ଦମାନଙ୍କ ମଧ୍ୟରେ କାହାର ଅନ୍ୟମାନଙ୍କ ସହ ସଂପର୍କ ନାହିଁ ?
#15. ନିମ୍ନୋକ୍ତ ମଧ୍ୟରୁ ' ବିହଙ୍ଗ ' ର ପ୍ରତିଶବ୍ଦ କିଏ ?
#16. କେଉଁ ଶବ୍ଦଟି ଠିକ ?
#17. ଯେପରି ରାଜ -ରାଣୀ, ସେହିପରି, ମାଲିକ : -------
#18. ‘ ଶାଖମୂଳା ' ---- ଏହାକୁ ସଜାଇ ଲେଖିଲେ କ'ଣ ହେବ ?
#19. ‘ମିଳନ ' ର ବିପରୀତ ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ?
#20. ‘ ଧର୍ମ ' ର ପଦ୍ୟ ରୂପ କଣ ହେବ ?
#21. ଭୁଲ ବନାନ ଥିବା ଶବ୍ଦଟିକୁ ବାଛ ?
#22. କେଉଁଟି ସେନହର ଗଦ୍ୟରୂପ ?
#23. ପାନେ ଦେବାର ଅର୍ଥ କେଉଁଟି ଠିକ ?
#24. ନିମ୍ନ ଯୋଡି ମଧ୍ୟରୁ କେଉଁଟି ଭୁଲ ?
#25. "ବନ୍ଦେ ଉତ୍କଳ ଜନନୀ "କବିତାର କବି କିଏ ?
Finish
Free Bruti Exam Question Class 3
Latest Odiashayari Click Here