Class 3 Math MCQ Test Free : The entire article aims to help you in remembering the key topics of Math, which were covered in Class 3 using these questions. To ace this MCQ test-like exam, it is important to have a good understanding of concepts and how they are related. You can also practice by taking mock tests like those available on Studybay4u website.
We offer different levels for self-study, such as Free Basic Math which includes Class 3 Math MCQs, Express Math that has more advanced sections on addition and subtraction, multiplication and division etc., graduated levels which include maths questions from Classes 1-6 and higher level math sections based on Inter sectional examinations conducted by CBSE every year.
Class 3 Math MCQ Test Free
ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
ଗଣିତ
ପ୍ରଶ୍ନ ସଂଖ୍ୟା – 25
Pass Mark : 70%
#1. ବର୍ଗଚିତ୍ରର ଶୀର୍ଷ ଓ ତ୍ରିଭୁଜର ଶୀର୍ଷ ସଂଖ୍ୟା ମିଶି କେତେ ?
- 3
- 4
- 7
- 8
7
#2. ବୃତ୍ତର ଶୀର୍ଷ ସଂଖ୍ୟା କେତେ ?
- 4
- 3
- 2
- 0
0
#3. ନିମ୍ନରୁ କେଉଁଟି ସିଲିଣ୍ଡର ଆକୃତିର ଅଟେ ?
- ବଲ
- ଲୁଡ଼ୁଗୋଟି
- ନଟୁ
- ରୋଲବାଡ଼ି
ରୋଲବାଡ଼ି
#4. ନିମ୍ନରେ ଥିବା ସଂଖ୍ୟା କ୍ରମର 4ର୍ଥ ସଂଖ୍ୟାଟି କେତେ ହେବ ଲେଖ ? 400, 350, 300, …………
- 450
- 550
- 350
- 250
250
#5. 235 ରେ 3 ର ସ୍ଥାନୀୟ ମାନ କେତେ ?
- 20
- 30
- 3
- 300
30
#6. ଦୁଇଟି ପାଖାପାଖି ଅଯୁଗ୍ମ ସଂଖ୍ୟାର ବିୟୋଗଫଳ କେତେ ?
- 3
- 2
- 5
- 1
2
#7. 19 କୁ ପୂରଣ ବାଚକ ସଂଖ୍ୟାରେ ଲେଖିଲେ କ’ଣ ହେବ ?
- ଏକବିଂଶ
- ବିଂଶ
- ଉନବିଂଶ
- ନବଦଶ
ଉନବିଂଶ
#8. 323, 233, 322, 332, ମଧ୍ୟରେ କିଏ ବଡ ?
- 323
- 233
- 322
- 332
332
#9. ତିନିଅଙ୍କ ବିଶିଷ୍ଟ ବୃହତମ ସଂଖ୍ୟାରୁ 1 ଵୟୋଗ କଲେ କେତେ ହେବ ?
- 1000
- 399
- 899
- 998
998
#10. ସୀତା ପାଖରେ 17 ଟଙ୍କା ଅଛି | ରୀତା ପାଖରେ ତା’ ଠାରୁ 7 ଟଙ୍କା ଅଧିକ ଅଛି | ମିତା ପାଖରେ ଏ ଦୁହିଁଙ୍କର ମୋଟ ଟଙ୍କାର ଦୁଇଗୁଣ ଟଙ୍କା ଅଛି, ତେବେ ମିତା ପାଖରେ କେତେ ଟଙ୍କା ଅଛି ?
- 24
- 82
- 40
- 48
82
#11. 3 ମିଟର 5 ସେ.ମି. = ______ ସେ.ମି. |
- 350 ସେ.ମି.
- 35 ସେ.ମି.
- 3500 ସେ.ମି.
- 305 ସେ.ମି.
305 ସେ.ମି.
#12. 3 ମିଟର 3 ସେ.ମି. ଓ 2 ମିଟର 2 ସେ.ମି. ମିଶି କେତେ ?
- 5 ମି. 15 ସେ.ମି.
- 5 ମି. 50 ସେ.ମି.
- 3 ମି. 25 ସେ.ମି.
- 5 ମି. 05 ସେ.ମି.
5 ମି. 05 ସେ.ମି.
#13. 1 କିଲୋଗ୍ରାମ = _____ ଗ୍ରାମ |
- 100 ଗ୍ରାମ
- 1000 ଗ୍ରାମ
- 10 ଗ୍ରାମ
- 200 ଗ୍ରାମ
1000 ଗ୍ରାମ
#14. ଅଧାକିଲୋ କହିଲେ କେତେ ଗ୍ରାମ ?
- 550 ଗ୍ରାମ
- 5000 ଗ୍ରାମ
- 500 ଗ୍ରାମ
- 250 ଗ୍ରାମ
500 ଗ୍ରାମ
#15. 2 କି.ଗ୍ରା. 500 ଗ୍ରାମ ଓ 3 କି.ଗ୍ରା. 250 ଗ୍ରାମ ମିଶି କେତେ ?
- 5 କି.ଗ୍ରା. 350 ଗ୍ରାମ
- 7 କି.ଗ୍ରା. 850 ଗ୍ରାମ
- 5 କି.ଗ୍ରା. 750 ଗ୍ରାମ
- 6 କି.ଗ୍ରା. 250 ଗ୍ରାମ
5 କି.ଗ୍ରା. 750 ଗ୍ରାମ
#16. 305 ଗ୍ରାମରେ କେତେ ଗ୍ରାମ ମିଶିଲେ 1 କିଲୋଗ୍ରାମ ହେବେ ?
- 605 ଗ୍ରାମ
- 795 ଗ୍ରାମ
- 695 ଗ୍ରାମ
- 655 ଗ୍ରାମ
695 ଗ୍ରାମ
#17. 370 ମି.ଲି.ରେ କେତେ ମି.ଲି. ମିଶିଲେ 1 ଲିଟର ହେବ ?
- 670 ମି.ଲି.
- 330 ମି.ଲି.
- 630 ମି.ଲି.
- 730 ମି.ଲି.
630 ମି.ଲି.
#18. ମାସର ପ୍ରଥମ ରବିବାର 1 ତାରିଖରେ ପଡିଲେ ତୃତୀୟ ରବିବାର କେତେ ତାରିଖରେ ପଡିବ ?
- 22
- 15
- 8
- 12
15
#19. ତୁମ ପାଖରେ ଟ 7.50 ଅଛି | ଆଉ କେତେ ଟଙ୍କା ଦେଲେ ତୁମେ ଏକ ଦସ ଟଙ୍କିଆ କଲମ କିଣି ପାରିବ ?
- 2.50
- 3.00
- 2.05
- 3.05
2.50
#20. 1 ଘଣ୍ଟା = _____ ସେକେଣ୍ଡ
- 60
- 120
- 360
- 3600
3600
#21. ଦିନରେ ଠିକ କେତେ ଘଣ୍ଟା ସମୟରେ ଘଣ୍ଟା କଣ୍ଟା ମିନିଟ କଣ୍ଟା ଏକାଠି ହୋଇ ରହେ ?
- ଦିନ 3 ଘଣ୍ଟା ଓ ଦିନ 9 ଘଣ୍ଟା
- ସକାଳ 9 ଘଣ୍ଟା ଓ ସନ୍ଧ୍ୟା 6 ଘଣ୍ଟା
- ଦିନ 12 ଘଣ୍ଟା ଓ ରାତି 12 ଘଣ୍ଟା
- ରାତି 9 ଘଣ୍ଟା ଓ ରାତି
ଦିନ 12 ଘଣ୍ଟା ଓ ରାତି 12 ଘଣ୍ଟା
#22. 3 ଘଣ୍ଟା 5 ମିନିଟ ସମାନ କେତେ ମିନିଟ ?
- 350
- 35
- 350
- 185
185
#23. 12 ଟି ରିକ୍ସାର ଯେତୋଟି ଚକ କେତୋଟି ସାଇକେଲର ସେତିକି ଚକ ହେବ ?
- 12
- 18
- 24
- 4
18
#24. ଏ ବର୍ଷ କ୍ୟାଲେଣ୍ଡରରେ ଫେବୃଆରୀ ମଶା କେତେ ଦିନ ଥିଲା ?
- 29
- 28
- 30
- 31
28
#1. ବର୍ଗଚିତ୍ରର ଶୀର୍ଷ ଓ ତ୍ରିଭୁଜର ଶୀର୍ଷ ସଂଖ୍ୟା ମିଶି କେତେ ?
#2. ବୃତ୍ତର ଶୀର୍ଷ ସଂଖ୍ୟା କେତେ ?
#3. ନିମ୍ନରୁ କେଉଁଟି ସିଲିଣ୍ଡର ଆକୃତିର ଅଟେ ?
#4. ନିମ୍ନରେ ଥିବା ସଂଖ୍ୟା କ୍ରମର 4ର୍ଥ ସଂଖ୍ୟାଟି କେତେ ହେବ ଲେଖ ? 400, 350, 300, ............
#5. 235 ରେ 3 ର ସ୍ଥାନୀୟ ମାନ କେତେ ?
#6. ଦୁଇଟି ପାଖାପାଖି ଅଯୁଗ୍ମ ସଂଖ୍ୟାର ବିୟୋଗଫଳ କେତେ ?
#7. 19 କୁ ପୂରଣ ବାଚକ ସଂଖ୍ୟାରେ ଲେଖିଲେ କ'ଣ ହେବ ?
#8. 323, 233, 322, 332, ମଧ୍ୟରେ କିଏ ବଡ ?
#9. ତିନିଅଙ୍କ ବିଶିଷ୍ଟ ବୃହତମ ସଂଖ୍ୟାରୁ 1 ଵୟୋଗ କଲେ କେତେ ହେବ ?
#10. ସୀତା ପାଖରେ 17 ଟଙ୍କା ଅଛି | ରୀତା ପାଖରେ ତା' ଠାରୁ 7 ଟଙ୍କା ଅଧିକ ଅଛି | ମିତା ପାଖରେ ଏ ଦୁହିଁଙ୍କର ମୋଟ ଟଙ୍କାର ଦୁଇଗୁଣ ଟଙ୍କା ଅଛି, ତେବେ ମିତା ପାଖରେ କେତେ ଟଙ୍କା ଅଛି ?
#11. 3 ମିଟର 5 ସେ.ମି. = ______ ସେ.ମି. |
#12. 3 ମିଟର 3 ସେ.ମି. ଓ 2 ମିଟର 2 ସେ.ମି. ମିଶି କେତେ ?
#13. 1 କିଲୋଗ୍ରାମ = _____ ଗ୍ରାମ |
#14. ଅଧାକିଲୋ କହିଲେ କେତେ ଗ୍ରାମ ?
#15. 2 କି.ଗ୍ରା. 500 ଗ୍ରାମ ଓ 3 କି.ଗ୍ରା. 250 ଗ୍ରାମ ମିଶି କେତେ ?
#16. 305 ଗ୍ରାମରେ କେତେ ଗ୍ରାମ ମିଶିଲେ 1 କିଲୋଗ୍ରାମ ହେବେ ?
#17. 370 ମି.ଲି.ରେ କେତେ ମି.ଲି. ମିଶିଲେ 1 ଲିଟର ହେବ ?
#18. ମାସର ପ୍ରଥମ ରବିବାର 1 ତାରିଖରେ ପଡିଲେ ତୃତୀୟ ରବିବାର କେତେ ତାରିଖରେ ପଡିବ ?
#19. ତୁମ ପାଖରେ ଟ 7.50 ଅଛି | ଆଉ କେତେ ଟଙ୍କା ଦେଲେ ତୁମେ ଏକ ଦସ ଟଙ୍କିଆ କଲମ କିଣି ପାରିବ ?
#20. 1 ଘଣ୍ଟା = _____ ସେକେଣ୍ଡ
#21. ଦିନରେ ଠିକ କେତେ ଘଣ୍ଟା ସମୟରେ ଘଣ୍ଟା କଣ୍ଟା ମିନିଟ କଣ୍ଟା ଏକାଠି ହୋଇ ରହେ ?
#22. 3 ଘଣ୍ଟା 5 ମିନିଟ ସମାନ କେତେ ମିନିଟ ?
#23. 12 ଟି ରିକ୍ସାର ଯେତୋଟି ଚକ କେତୋଟି ସାଇକେଲର ସେତିକି ଚକ ହେବ ?
#24. ଏ ବର୍ଷ କ୍ୟାଲେଣ୍ଡରରେ ଫେବୃଆରୀ ମଶା କେତେ ଦିନ ଥିଲା ?
Related Article :
- ତୃତୀୟ ଶ୍ରେଣୀ ବୃତି ପରୀକ୍ଷା କୁଇଜ 2
- ଓଡିଆ ଗ୍ରାମାର ପରୀକ୍ଷା ଦିଅନ୍ତୁ 1
- ଓଡିଆ ଗ୍ରାମାର ପରୀକ୍ଷା ଦିଅନ୍ତୁ 2
- Free Class 10 Geography Question Quiz Test | ବିଷୟ ସମ୍ବଳ
- Free Odia GK Quiz Test Part -2
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 1
Shayari related click Here