Class III Math Questions MCQ Free : Never miss a math question again! Practice all the questions using the solutions that we have shared above. We are sure you would face no difficulty in answering any of them. After practicing this way, be ready to ace your Math Olympiad or other competitive exams with flying colors.
Class III Math Questions MCQ Free Part 21
ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ )
For more such exclusive and interesting articles, subscribe to our website now!
1. 9,0,8 ପ୍ରତେକକୁ ଥରେ ବ୍ୟବହାର କରାଯାଇ ଗଢାଯାଇଥିବା ବଡସଂଖ୍ୟା ଟି କିଏ କୋଠରୀ…
2. 12ର 8ଗୁଣରୁ 1 କମ ସଂଖ୍ୟାଟି କେତେ ?
3. ନିମ୍ନ ବସ୍ତୁରେ କାହାର ଗୋଟିଏ ଵକ୍ରତଳ ଅଛି କିନ୍ତୁ ଧାର ନାହିଁ କି ଶୀର୍ଷ ନାହ…
4. କେଉଁଟିର ସବୁ ତଳ ସମାନ ?
5. ଗୋଟିଏ ବାକ୍ସରେ ମୋଟ କେତୋଟି ଧାର ଅଛି ?
6. 7କି.ଗ୍ରା. 75ଗ୍ରା.ମ. – ସବୁ ମିଶି କେତେ ଗ୍ରାମ ?
7. 900ର ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ ?
8. ଅଧିବର୍ଷ କେତେ ବର୍ଷରେ ଥରେ ପଡେ ?
9. 875ରେ 7ର ସ୍ଥାନୀୟମାନ କେତେ ?
10. 2ଘଣ୍ଟାର 1/4 କେତେ ମିନିଟ ?
11. 100ଟଙ୍କା ବଦଳରେ କେତେଟି 5ଟଙ୍କିଆ ନୋଟ ମିଳିବ ?
12. ଗୋଟିଏ ଆୟାତକ୍ଷେତ୍ର ଓ ଗୋଟିଏ ବର୍ଗକ୍ଷେତ୍ରର ବାହୁ ସଂଖ୍ୟା ମିଶି କେତେ ?
13. ଇଂରାଜୀ ମାସର କେଉଁ ମାସ ଜୁନ ମାସ ?
14. 58କୁ ଓଲଟାଇ ତାର ଡାହାଣରେ 3ଲେଖିଲେ କେଉଁ ସଂଖ୍ୟାଟି ହେବ ?
15. 1ମିଟର କେତେ ସେଣ୍ଟିମିଟର ?
16. ବନ୍ଧନୀରେ ଦିଆଯାଇଥିବା ସଂଖ୍ୟା ଦୁଇଟିର ଵିୟୋଗଫଳ ଅନୁମାନ କରି 3ଟି ଉତ୍ତର ମଧ୍ୟ…
17. 6*5 =
18. 30/5 =
19. 2*6 =
20. 36/3 =
21. 2*3 =
22. 32/8 =
23. ଗଛରୁ 18ଟି ନଡ଼ିଆ ତୋଳା ହେଲା | ତୁମେ ଥରକେ 2ଟି ଲେଖାଏଁ ନଡ଼ିଆ ଘରକୁ ନେଲେ | …
Class III Math Questions MCQ Free
#1. 9,0,8 ପ୍ରତେକକୁ ଥରେ ବ୍ୟବହାର କରାଯାଇ ଗଢାଯାଇଥିବା ବଡସଂଖ୍ୟା ଟି କିଏ କୋଠରୀରେ ଲେଖ |
- 908
- 809
- 980
- 890
980
#2. 12ର 8ଗୁଣରୁ 1 କମ ସଂଖ୍ୟାଟି କେତେ ?
- 97
- 99
- 95
- 89
95
#3. ନିମ୍ନ ବସ୍ତୁରେ କାହାର ଗୋଟିଏ ଵକ୍ରତଳ ଅଛି କିନ୍ତୁ ଧାର ନାହିଁ କି ଶୀର୍ଷ ନାହିଁ ?
- ଗୋଲକ
- ସିଲିଣ୍ଡର
- କୋନ
- ଆୟତଘନ
ଗୋଲକ
#4. କେଉଁଟିର ସବୁ ତଳ ସମାନ ?
- ରୋଲବାଡ଼ି
- ପେଣ୍ଡୁ
- ସିଲିଣ୍ଡର
- କାଠବାକ୍ସ
କାଠବାକ୍ସ
#5. ଗୋଟିଏ ବାକ୍ସରେ ମୋଟ କେତୋଟି ଧାର ଅଛି ?
- 12ଟି
- 92ଟି
- 8ଟି
- 14ଟି
12ଟି
#6. 7କି.ଗ୍ରା. 75ଗ୍ରା.ମ. – ସବୁ ମିଶି କେତେ ଗ୍ରାମ ?
- 775ଗ୍ରା.ମ.
- 7075ଗ୍ରା.ମ.
- 70075ଗ୍ରା.ମ.
- 2775ଗ୍ରା.ମ.
7075ଗ୍ରା.ମ.
#7. 900ର ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ ?
- 901
- 902
- 988
- 899
899
#8. ଅଧିବର୍ଷ କେତେ ବର୍ଷରେ ଥରେ ପଡେ ?
- 5ବର୍ଷ
- 7ବର୍ଷ
- 3ବର୍ଷ
- 4ବର୍ଷ
4ବର୍ଷ
#9. 875ରେ 7ର ସ୍ଥାନୀୟମାନ କେତେ ?
- 7
- 07
- 70
- 75
70
#10. 2ଘଣ୍ଟାର 1/4 କେତେ ମିନିଟ ?
- 30ମିନିଟ
- 80ମିନିଟ
- 40ମିନିଟ
- 60ମିନିଟ
30ମିନିଟ
#11. 100ଟଙ୍କା ବଦଳରେ କେତେଟି 5ଟଙ୍କିଆ ନୋଟ ମିଳିବ ?
- 10ଟି
- 12ଟି
- 15ଟି
- 20ଟି
20ଟି
#12. ଗୋଟିଏ ଆୟାତକ୍ଷେତ୍ର ଓ ଗୋଟିଏ ବର୍ଗକ୍ଷେତ୍ରର ବାହୁ ସଂଖ୍ୟା ମିଶି କେତେ ?
- 6
- 12
- 10
- 8
8
#13. ଇଂରାଜୀ ମାସର କେଉଁ ମାସ ଜୁନ ମାସ ?
- 4
- 8
- 7
- 6
8
#14. 58କୁ ଓଲଟାଇ ତାର ଡାହାଣରେ 3ଲେଖିଲେ କେଉଁ ସଂଖ୍ୟାଟି ହେବ ?
- 853
- 385
- 583
- 835
853
#15. 1ମିଟର କେତେ ସେଣ୍ଟିମିଟର ?
- 10ସେ.ମି.
- 25ସେ.ମି.
- 50ସେ.ମି.
- 100ସେ.ମି.
100ସେ.ମି.
#16. ବନ୍ଧନୀରେ ଦିଆଯାଇଥିବା ସଂଖ୍ୟା ଦୁଇଟିର ଵିୟୋଗଫଳ ଅନୁମାନ କରି 3ଟି ଉତ୍ତର ମଧ୍ୟରୁ ଠିକ ଉତ୍ତରଟି ଲେଖ (89-28) |
- 60ରୁ ବେଶୀ
- 60ରୁ କମ
- 60ସହ ସମାନ
- କୋଣସିଟି ନୁହେଁ
60ରୁ ବେଶୀ
#17. 6*5 =
- 20
- 30
- 40
- 50
30
#18. 30/5 =
- 6
- 7
- 9
- 8
6
#19. 2*6 =
- 48
- 54
- 12
- 18
12
#20. 36/3 =
- 65
- 84
- 21
- 12
12
#21. 2*3 =
- 5
- 6
- 9
- 15
6
#22. 32/8 =
- 10
- 8
- 4
- 6
4
#23. ଗଛରୁ 18ଟି ନଡ଼ିଆ ତୋଳା ହେଲା | ତୁମେ ଥରକେ 2ଟି ଲେଖାଏଁ ନଡ଼ିଆ ଘରକୁ ନେଲେ | କେତେ ଥରରେ ସବୁ ନଡ଼ିଆ ନେବ ?
- 3ଥର
- 8ଥର
- 7ଥର
- 9ଥର
9ଥର
#1. 9,0,8 ପ୍ରତେକକୁ ଥରେ ବ୍ୟବହାର କରାଯାଇ ଗଢାଯାଇଥିବା ବଡସଂଖ୍ୟା ଟି କିଏ କୋଠରୀରେ ଲେଖ |
#2. 12ର 8ଗୁଣରୁ 1 କମ ସଂଖ୍ୟାଟି କେତେ ?
#3. ନିମ୍ନ ବସ୍ତୁରେ କାହାର ଗୋଟିଏ ଵକ୍ରତଳ ଅଛି କିନ୍ତୁ ଧାର ନାହିଁ କି ଶୀର୍ଷ ନାହିଁ ?
#4. କେଉଁଟିର ସବୁ ତଳ ସମାନ ?
#5. ଗୋଟିଏ ବାକ୍ସରେ ମୋଟ କେତୋଟି ଧାର ଅଛି ?
#6. 7କି.ଗ୍ରା. 75ଗ୍ରା.ମ. - ସବୁ ମିଶି କେତେ ଗ୍ରାମ ?
#7. 900ର ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ ?
#8. ଅଧିବର୍ଷ କେତେ ବର୍ଷରେ ଥରେ ପଡେ ?
#9. 875ରେ 7ର ସ୍ଥାନୀୟମାନ କେତେ ?
#10. 2ଘଣ୍ଟାର 1/4 କେତେ ମିନିଟ ?
#11. 100ଟଙ୍କା ବଦଳରେ କେତେଟି 5ଟଙ୍କିଆ ନୋଟ ମିଳିବ ?
#12. ଗୋଟିଏ ଆୟାତକ୍ଷେତ୍ର ଓ ଗୋଟିଏ ବର୍ଗକ୍ଷେତ୍ରର ବାହୁ ସଂଖ୍ୟା ମିଶି କେତେ ?
#13. ଇଂରାଜୀ ମାସର କେଉଁ ମାସ ଜୁନ ମାସ ?
#14. 58କୁ ଓଲଟାଇ ତାର ଡାହାଣରେ 3ଲେଖିଲେ କେଉଁ ସଂଖ୍ୟାଟି ହେବ ?
#15. 1ମିଟର କେତେ ସେଣ୍ଟିମିଟର ?
#16. ବନ୍ଧନୀରେ ଦିଆଯାଇଥିବା ସଂଖ୍ୟା ଦୁଇଟିର ଵିୟୋଗଫଳ ଅନୁମାନ କରି 3ଟି ଉତ୍ତର ମଧ୍ୟରୁ ଠିକ ଉତ୍ତରଟି ଲେଖ (89-28) |
#17. 6*5 =
#18. 30/5 =
#19. 2*6 =
#20. 36/3 =
#21. 2*3 =
#22. 32/8 =
#23. ଗଛରୁ 18ଟି ନଡ଼ିଆ ତୋଳା ହେଲା | ତୁମେ ଥରକେ 2ଟି ଲେଖାଏଁ ନଡ଼ିଆ ଘରକୁ ନେଲେ | କେତେ ଥରରେ ସବୁ ନଡ଼ିଆ ନେବ ?
Related Article: