Odia Grammar GK Test: Odia is an Indo-Aryan language spoken mainly in the state of Odisha in eastern India. It is also spoken in the neighboring state of Jharkhand, and by a few thousand people in the nation of Nepal. Odia has a close linguistic relationship with Bengali, but speakers of Odia generally consider it to be a separate language. Odia is written in the Odia alphabet, which is essentially a modified form of the Devanagari script. This quiz consists of 25 questions on the grammar of Odia. you can check on wiki about odia grammar
CHT/OAVS/ASO -2022
ODIA GRAMMAR MCQ
NUMBER OF QUESTIONS : 25
SERIES PART 8
Odia Grammar GK Test :
MCQs (Multiple Choice Questions) help students in preparing for exams. Odia is a language that is spoken in the Indian state of Odisha. Odia is one of the official languages of India. Odia also has its own script. So, there are many Odia-related GK Test which can be used in various exams like OAVS, CHT, State Public Service Commission etc.
Odia Grammar GK Test
Do you need GK Test for your upcoming exams? If the answer is affirmative, then you are in the right place! Odia Testing provides you with a wide range of GK Test s in various subjects, so you can practice and prepare for your exams with ease. We have designed our GK Test in a way that they will help you in understanding the concepts better and also help you improve your skills. So, what are you waiting for? Start preparing for your exams with Odia Testing.
ଯଦି କୌଣସି ପ୍ରଶ୍ନର ଉତ୍ତର ଭୁଲ ଥାଏ ତାହେଲେ ଆମକୁ କମେଣ୍ଟ ଯୋଗେ ସଠିକ ଉତ୍ତର ଦେଇ ଆମ ସହିତ ଯୋଗାଯୋଗ କରିପାରିବେ
QUIZ START
#1. ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାହାକୁ କଣ କୁହାଯାଏ ?
#2. ମଲାଠୁ ଘୋଷରା ଟାଣ- ଏହି ରୂଢିଟିର ଅର୍ଥ କଣ?
#3. ମୁଣ୍ଡରୁ ବାଳ ଉପୁଡ଼ିବା- ଏହି ରୂଢିଟିର ଅର୍ଥ କଣ?
#4. ବର୍ତ୍ତମାନ ରାତି 'ପ୍ରାୟ' ବାରଟା- ରେଖାଙ୍କିତ ପଦଟିର ଅବ୍ୟୟ ସ୍ଥିର କର?
#5. ନିମ୍ନଲିଖିତ ମଧ୍ୟରୁ ' ପରି ' ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ହୁଏ?
#6. ' ପ୍ରତିକ୍ଷଣ ' କେଉଁ ସମାସ ନିର୍ଣ୍ଣୟ କର?
#7. ' ମୁଖଚନ୍ଦ୍ର ' କେଉଁ ସାମାସ ନିର୍ଣ୍ଣୟ କର?
#8. ସଞ୍ଜ- ଏଥିରେ ଥିବା ' ଞ୍ଜ ' କେଉଁ କେଉଁ ବର୍ଣ୍ଣ ମିଶି ହୋଇଛି?
#9. ଛାଇକି ଛତା, ପାଣିକି ଜୋତା- କେଉଁ ଅର୍ଥରେ ଲୋକବାଣୀଟୀ ବ୍ୟବହୃତ?
#10. ଦେଶପ୍ରତି ଯେ ଦ୍ରୋଣ ଆଚରଣ କରେ- ଏକ ପଦରେ କଣ ହେବ?
#11. କେଉଁଟି ନଦୀର ପ୍ରତିଶବ୍ଦ ନୁହେଁ?
#12. ଯାହାକୁ ଯିଏ, ବାରିକି ଚାଉଳ ତିନ୍ତେଇ ଦିଏ- ଏଥିରେ ' ଯିଏ ' କି ପଦ?
#13. କେଉଁ ଅଳଙ୍କାର ମଧ୍ୟରେ ବିଭିନ୍ନ ବିଭାଗ ଅଛି?
#14. ' ଭାଗବତବାଣୀ ' ଛନ୍ଦର ପ୍ରତି ପାଦର ଅକ୍ଷର ସଂଖ୍ୟା କେତେ?
#15. କେଉଁ ଛନ୍ଦର ଅକ୍ଷର ସଂଖ୍ୟା ୨୦?
#16. ' ଚୋଖି ' ଛନ୍ଦର କେତୋଟି ପାଦରେ ଗୋଟିଏ ପଦ ହୋଇଥାଏ?
#17. ' ବଣ ବିଛୁଆତୀ ' ରୂଢିଟିର ଅର୍ଥ କଣ?
#18. ନିମ୍ନ ଶବ୍ଦମାନଙ୍କ ମଧ୍ୟରୁ ତତ୍ସମ ଶବ୍ଦ କେଉଁଟି?
#19. ଶବ୍ଦର ମୂଳ ପିଣ୍ଡଟି କଣ?
#20. ଶବ୍ଦଗୁଡ଼ିକୁ ଆହରଣ ଦୃଷ୍ଟିରୁ କେତେ ଶ୍ରେଣୀରେ ବିଭକ୍ତ କରାଯାଏ?
#21. ସବ୍ୟସାଚୀ ଦେଶଦ୍ରୋହୀ , ମୁଁ ତାହା ନୁହେଁ - ଏଠାରେ 'ତାହା' ପଦଟି କି ପଦ?
#22. ଯେଉଁ ପଦ ଅନ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୁଏ, ତାକୁ କି ପଦ କହନ୍ତି?
#23. ' ଦାମ୍ପତ୍ୟ ' ଶବ୍ଦଟି କେଉଁ ପ୍ରତ୍ୟୟ ଯୋଗରେ ଗଠିତ ହୋଇଛି?
#24. କେଉଁଟି ସକର୍ମକ କ୍ରିୟା?
#25. ଅଶୁଦ୍ଧ ଶବ୍ଦଟିକୁ ଚିଂହା:
Finish
Related Article :
Odia Grammar MCQ Test Part 2 | Click Here |
Odia Grammar MCQ Test Part 3 | Click Here |
Odia Grammar MCQ Test Part 1 | Click Here |
Odia Grammar MCQ Test Part 5 | Click Here |
Odia Grammar MCQ Test Part 6 | Click Here |
Odia Grammar MCQ Test Part 7 | Click Here |
- Odisha Constable Quiz Test
- History Question Class 9 MCQ Part 1 to 5 in ଓଡ଼ିଆ
- History and Geography Question Class 6 MCQ Part 1 in ଓଡ଼ିଆ
- Free OAVS Previous year question Quiz Test