Odia Grammar Quiz Test Part 2
We’ve always believed in igniting the explorer within the next generation. That’s why, to combat isolation, we’ve supercharged our website with engaging learning experiences! “QuizMe” tests your knowledge with quick 15-question challenges on diverse topics, giving you instant feedback and explanations. “The More You Know” offers deep dives into specific subjects, like Odia grammar, to build a strong foundation. Start exploring today!
Odia Grammar Quiz Test
Fostering the next generation of explorers has always been our passion. That’s why, during these isolating times, we’ve expanded our website with engaging learning sections. “QuizMe” challenges you with 15-question quizzes on various topics, providing instant results and explanations after each attempt. “The More You Know” dives deeper into specific subjects, like Odia grammar, to build your foundational knowledge. Explore them now!
#1. କେଉଁ ଗ୍ରନ୍ଥର ଭାଷା ମାର୍ଜ୍ଜିତ ଓ ଷ୍ଟାଣ୍ଡାର୍ଡ [ ପ୍ରାମାଣିକ ] ଓଡ଼ିଆ ଭାଷା ?
- ସାରଳା ମହାଭାରତ
- ପିଲଙ୍କା ରାମାୟଣ
- ଓଡ଼ିଆ ଭାଗବତ
- ଜଗମୋହନ ରାମାୟଣ
ସାରଳା ମହାଭାରତ
#2. ‘ ଅତର ‘ ଏହା କେଉଁ ଭାଷାର ଶବ୍ଦ ?
- ସଂସ୍କୃତ
- ଦ୍ରାବିଡ଼
- ଯାବନିକ
- ଇଂରାଜୀ
ସଂସ୍କୃତ
#3. ଅଷ୍ଟ୍ରିକର ଅନ୍ୟତମ କ’ଣ ?
- ଦ୍ରାବିଡ଼
- ଓଲନ୍ଧ|କ
- ଆଦିବାସୀ
- ଗ୍ରୀକ
ଆଦିବାସୀ
#4. କୁଣ୍ଢେଇ, ଠୋଲା କେଉଁ ଶବ୍ଦ ?
- ଅଷ୍ଟ୍ରିକ
- ଦେଶଜ ଦେଶଜ
- ଦ୍ରାବିଡ଼ମୂଳ
- ଦେଶଜ ଗ୍ରୀକ
ଅଷ୍ଟ୍ରିକ ଦେଶଜ
#5. [ ଆକାଶରେ ] ଚରେ ଯେ ମ ଖେଚର ଏଠାରେ କେଉଁ ସମାସେ ହୋଇଛି ?
- ବହୁବ୍ରିହି
- ଅଲୁକ
- ଦ୍ବିଗୁ
- ଦ୍ଵନ୍ଦ
ବହୁବ୍ରିହି
#6. ତିନି ପାଞ୍ଜିରୁ ଯିବା ?
- ଯଶ ହରେଇବା
- ସୁନାମ ଅର୍ଜ୍ଜନ କରିବା
- ମୃତ୍ୟୁବରଣ କରିବା
- ଅଥୟ କରିବା
ଯଶ ହରେଇବା
#7. ଦେଖି ନ ପାରିବ| ?
- ଭଲ ନ ପାଇବା
- ଅନ୍ଧ ବୁଝାମଣା
- ଦିନରେ ଦେଖି ନପାରିବା
- ଠକି ଦେବା
ଭଲ ନ ପାଇବା
#8. ଏକ ଘରକିଆ ?
- ଗୋଟିଏ ଘର
- ଗ୍ରାମଠାରୁ ଦୂରରେ ଥିବା ଘର
- ସାମାଜିକ ବାସନ୍ଦ
- ବୁଦ୍ଧି ବଣା ହେବା
ଗୋଟିଏ ଘର
#9. ‘ ପିଙ୍ଗଳ କୋଡ଼ ‘ ଏହା କେଉଁ ଭାଷାର ଶବ୍ଦ ?
- ଇଂରାଜୀ
- ଯାବନିକ
- ଦ୍ରାବିଡ଼
- ସଂସ୍କୃତ
ଇଂରାଜୀ
#10. ଓଡ଼ିଶ|ରେ କଚେରି ଭାଷାରେ କେଉଁ ଶବ୍ଦ ବିଶେଷ ଭାବେ ପ୍ରଚଳିତ ?
- ତତ୍ସମ
- ତଦ୍ଭବ
- ଦେଶଜ
- ଯାବନିକ
ତତ୍ସମ
#11. ଓଡ଼ିଶାରେ ଇଂରେଜ ମାନେ କେବେ ପ୍ରବେଶ କଲେ ?
- 1804
- 1801
- 1803
- 1810
1803
#12. ‘ ସିମେଇ ‘ କେଉଁ ଭାଷାର ଶବ୍ଦ ?
- ଫରାସୀ
- ସ୍ପେନ
- ଗ୍ରୀକ
- ଲେନ୍ଦ|କ
ଫରାସୀ
#13. ପିତାମହଙ୍କର ପିତା [ ଉପଯୁକ୍ତ ସମାସ ଲେଖ ]
- ପ୍ରପିତାମହ
- ପିତାମହ
- ପିତା
- ପିତାଙ୍କ ପିତା
ପ୍ରପିତାମହ
#14. ବିଗତ ହୋଇଛି ଧବ ଯାହାର –
- ବୈଦଗ୍ଧ
- ବିଧବା
- ବୈଧବ୍ୟ
- ବିଗତା
Comment Answer
#15. ଘର କୁ ଘର –
- ଘର ଘର
- ପ୍ରତି ଘର
- ପରେ ଘର
- ଘରର ଘର
ପ୍ରତି ଘର
Question Created By
Bhargab Barik
BSc (Hon- Physics)
Odia Grammar MCQ Test Part 2 | Click Here |
Odia Grammar MCQ Test Part 3 | Click Here |
Odia Grammar MCQ Test Part 5 | Click Here |
Odia Grammar MCQ Test Part 6 | Click Here |
Odia Grammar MCQ Test Part 7 | Click Here |
Odia Grammar MCQ Test Part 8 | Click Here |
Text Books for Class – X
3 thoughts on “Odia Grammar Quiz Test”
I won 15to12.plz give next gk competition questions
next quiz post as soon as thank you visiting our website
We Add more Odia Grammar MCQ Quest check it.