Odia Grammar MCQ: Odia is an Indo-Aryan language spoken mainly in the state of Odisha in eastern India. It is also spoken in the neighboring state of Jharkhand, and by a few thousand people in the nation of Nepal. Odia has a close linguistic relationship with Bengali, but speakers of Odia generally consider it to be a separate language. Odia is written in the Odia alphabet, which is essentially a modified form of the Devanagari script. This quiz consists of 10 questions on the grammar of Odia.
CHT/OAVS/ASO -2022
ODIA GRAMMAR MCQ
SERIES PART 3
#1. ସାଧୁତା ନଥିଲେ ଜୀବନରେ କିଛି ମୂଲ୍ୟ ନାହିଁ। ‘ ଜୀବନରେ ‘ ପଦଟି କେଉଁ ବିଭକ୍ତି ସ୍ଥିର କର।
ତୃତୀୟ ଚତୁର୍ଥୀ ପଞ୍ଚମୀ ସପ୍ତମୀ
ତୃତୀୟ
#2. ଆମ ପରିବାର ବାପାଙ୍କ ସହିତରେ ପୁରୀ ଯାଇଥିଲେ।’ ସହିତରେ ‘ ପଦଟି କେଉଁ ଅର୍ଥରେ ରେ ତୃତୀୟା ବିଭକ୍ତି ହୋଇଛି।
ପ୍ରୟଜୋନାର୍ଥକ ଶବ୍ଦ ପ୍ରୟାଗରେ ସହାର୍ଥକ ଶବ୍ଦ ପ୍ରୟୋଗରେ ପ୍ରୋଜୋଜ୍ୟ କର୍ତ୍ତାରେ ହେତୁ ଅର୍ଥରେ
ସହାର୍ଥକ ଶବ୍ଦ ପ୍ରୟୋଗରେ
#3. ଋଷିଙ୍କ ଶାପରେ ପରିକ୍ଷତ ତକ୍ଷକ ଦଙ୍କଶନ ରେ ଦେହତ୍ୟାଗ କଲେ।’ ଶାପରେ ‘ କେଉଁ ବିଭକ୍ତି ସ୍ଥିର କର।
ସପ୍ତମୀ ପଞ୍ଚମୀ ତୃତୀୟା ଷଷ୍ଠୀ
ତୃତୀୟା
#4. କାମିନୀ କାନରେ କାଲୁଣୀ। ‘ କାନରେ’ କେଉଁ ଅର୍ଥରେ ରେ ତୃତୀୟା ବିଭକ୍ତି ହୋଇଛି ସ୍ଥିର କର।
ବିନା ଶବ୍ଦ ପ୍ରୟୋଗରେ କ୍ରିୟା ବିଶେଷଣ ପଦରେ ପ୍ରୋଜାଜ୍ୟ କର୍ତ୍ତାରେ ଅଙ୍ଗ ବିକାର
ଅଙ୍ଗ ବିକାର
#5. ମଧୁ ମେହ ରୋଗୀମାନେ ମିଠାଖାଇବାରୁ ବନ୍ଦ ହେବା ଉଚିତ।’ ମିଥାଖାଇବାରୁ ‘ କେଉଁ ବିଭକ୍ତି ସ୍ଥିର କର।
ପଞ୍ଚମୀ ଷଷ୍ଠୀ ଚତୁର୍ଥୀ ତୃତୀୟା
ପଞ୍ଚମୀ
#6. ନିମ୍ନୋକ୍ତ ପଦ ମାନଙ୍କ ମଧ୍ୟରୁ କୃଦନ୍ତ ପଦକୁ ଚିହ୍ନଟ କର।
ଅନୁଭବ ସତୁରା ଗୁଣବନ୍ତ ଜିଦଖୋର୍
ଅନୁଭବ
#7. ନିମ୍ନୋକ୍ତ ପଦ ମାନଙ୍କ ମଧ୍ୟରୁ ତଦ୍ଧିତ ପଦକୁ ନିର୍ଣ୍ଣୟ କର ।
ଦୁର୍ଲଭ ପଙ୍କୁଆ ସର୍ପ ଲାଭ
ପଙ୍କୁଆ
#8. ଚୌର+ୟ=ଚୌର୍ଯ୍ୟ ଉକ୍ତ ତଦ୍ଧିତ ପଦଟି କେଉଁ ଅର୍ଥରେ ‘ ୟ ‘ ପ୍ରତ୍ୟୟର ସଂଯୋଗ ହୋଇଛି।
ନିମିତ୍ତ ଅର୍ଥରେ ତୁଳନା ଅର୍ଥରେ ବୃତ୍ତି ଅର୍ଥରେ ଅପହରଣ ଅର୍ଥରେ
ବୃତ୍ତି ଅର୍ଥରେ
#9. ଖାଇଲା ଲୋକକୁ ପେଟ ପୂରା ଖାଇବାକୁ ଦିଅ।’ ଖାଇଲା’ କେଉଁ ଶ୍ରେଣୀର ବିଶେଷଣ ସ୍ଥିର କର।
କ୍ରିୟା କ୍ରିୟାଜ କ୍ରିୟା ବିଶେଷଣ ର ବିଶେଷଣ ବିଶେଷଣ ର ବିଶେଷଣ
କ୍ରିୟାଜ
#10. ନିମ୍ନୋକ୍ତ ଶବ୍ଦ ମଧ୍ୟରୁ ଶୁଦ୍ଧି ଶବ୍ଦକୁ ନିର୍ଣ୍ଣୟ କର।
ଚନ୍ଦ୍ରବଦନା ଚାପଲ୍ୟତା ଜୀମୁତ ଗୋପିନୀ
ଚନ୍ଦ୍ରବଦନା
#11. ନିମ୍ନୋକ୍ତ ଶବ୍ଦ ମାନଙ୍କ ମଧ୍ୟରୁ ଅଶୁଦ୍ଧି ଶବ୍ଦକୁ ନିର୍ଣ୍ଣୟ କର।
ନରକ ଦୁର୍ଗ ପର୍ବାଣୀ ପୀଡିତ
ପର୍ବାଣୀ
#12. ନିମ୍ନୋକ୍ତ ଶବ୍ଦ ମାନଙ୍କ ମଧ୍ୟରୁ ଶୁଦ୍ଧି ଶବ୍ଦକୁ ନିର୍ଣ୍ଣୟ କର।
ସଶ୍ରୁଳ ସବାନ୍ଧବ ସିଂହ ସାମଗ୍ରିକ
ସବାନ୍ଧବ
#13. ‘ଲାବନ୍ୟ ‘ ଶବ୍ଦଟିରେ କେଉଁ ଅଶୁଦ୍ଧି ଅଛି ସ୍ଥିର କର?
ଣତ୍ବବିଧି ଷତ୍ବବିଧି ସମାସ ସମ୍ବନ୍ଧୀୟ ଲିଙ୍ଗ ସମ୍ବଧୀୟ
ଣତ୍ବବିଧି
#14. ‘ ସମସ୍ତ ଭାରତୀୟ ମାନେ ‘ ଉକ୍ତିର କେଉଁ ସମ୍ବନ୍ଧୀୟ ଅଶୁଦ୍ଧି ଅଛି ନିର୍ଣ୍ଣୟ କର ?
ବିଶେଷ୍ୟ – ବିଶେଷଣ ବଚନ ସମ୍ବନ୍ଧୀୟ ସମାସ ସମ୍ବନ୍ଧୀୟ ସନ୍ଧି ସମ୍ବନ୍ଧୀୟ
ବଚନ ସମ୍ବନ୍ଧୀୟ
#15. ‘ ଅଳସୁଆର ବଡଯୋଜନା ‘ ଉକ୍ତ ଅର୍ଥ ପ୍ରକାଶ କରୁଥିବା ରୁଢ଼ିକୁ ନିର୍ଣ୍ଣୟ କର ?
ଅଳସୁଆର ବାରବାଟୀ ଚାଷ ହାତ ଅଳସେ ନିଶ ବଙ୍କା ଠ, ଠା, ଠି ଦରିଦ୍ର ପଞ୍ଚାକ୍ଷର
ଅଳସୁଆର ବାରବାଟୀ ଚାଷ
#16. ‘ ପାଲିଙ୍କି ଉପରେ ପାଟଛତା ‘ ରୁଢ଼ିଟିର ଅର୍ଥ କଣ?
ଉନ୍ନତି ଉପରେ ଉନ୍ନତି ଅନର୍ଥ ଅନର୍ଥ ର କାରଣ ସତର୍କତା ଅବଲମ୍ବନ ସାବଧାନରେ କାମ କରିବା
ଉନ୍ନତି ଉପରେ ଉନ୍ନତି
#17. ‘ଶତମୁଖ ହେବା ‘ ରୁଢ଼ିଟିର ଅର୍ଥ ନିର୍ଣ୍ଣୟ କର?
ଅନୁଗତ କରିବା ଅଧିକ କରି କହିବା କୋଠର ପରିଶ୍ରମ କରିବା ପ୍ରଚାରିତ ହେବା
ଅଧିକ କରି କହିବା
#18. ଅସମ୍ପୂର୍ଣ୍ଣ ବିପରୀତ ଶବ୍ଦକୁ ପୃଥକ କର?
ମଧୁର – ତକ୍ତ ମାନୀ – ଅମାନୀ ମିତ୍ର – ଅମିତ୍ର ଶାନ୍ତ – ଅଶାନ୍ତ
ମିତ୍ର – ଅମିତ୍ର
#19. ସମଷ୍ଟି ର ବିପରୀତ ଶବ୍ଦ ନିର୍ଣ୍ଣୟ କର?
ଵ୍ୟଷ୍ଟି ବିଯୋଗ ଅସମଷ୍ଟି ବିଯୋଡ
ଵ୍ୟଷ୍ଟି
#20. ‘ ମାୟିକ’ ର ବିପରୀତ ଶବ୍ଦ ନିର୍ଣ୍ଣୟ କର।
ଅମାୟିକ ଅସମାୟିକ ଅମାୟିକ କେଉଁଟି ନୁହଁ
ଅମାୟିକ
#21. ‘ କସାର ‘ ଶବ୍ଦଟିର ପ୍ରତିଶବ୍ଦ ଲେଖ ?
ଡ଼ଡ଼ାଗ ଖଗ ତୁରଙ୍ଗ ଶୋଣିତ
ଡ଼ଡ଼ାଗ
#22. ‘ ବ୍ୟୋମ ‘ ଶବ୍ଦ ର ପ୍ରତିଶବ୍ଦ କଣ?
ଅନ୍ତରୀକ୍ଷ ନଭ ଗଗନ ସମସ୍ତ
ସମସ୍ତ
#23. ‘ ତିମିର ‘ ଶବ୍ଦ ର ପ୍ରତିଶବ୍ଦ କଣ ?
ତମସା ସୁଧା ଆରଶି ନିତ୍ୟାଦି
ତମସା
#24. ‘ ପାଦପ ‘ ଶବ୍ଦ ର ପ୍ରତିଶବ୍ଦ କଣ?
ତରୁ ଦ୍ରୁମ ବିଟପୀ ସମସ୍ତ
Odia Grammar MCQ :
MCQs (Multiple Choice Questions) help students in preparing for exams. Odia is a language that is spoken in the Indian state of Odisha. Odia is one of the official languages of India. Odia also has its own script. So, there are many Odia-related MCQs which can be used in various exams like SSC, UPSC, State Public Service Commission etc.
Odia Grammar MCQ
Do you need MCQs for your upcoming exams? If the answer is affirmative, then you are in the right place! Odia Testing provides you with a wide range of MCQs in various subjects, so you can practice and prepare for your exams with ease. We have designed our MCQs in a way that they will help you in understanding the concepts better and also help you improve your skills. So, what are you waiting for? Start preparing for your exams with Odia Testing.
ଯଦି କୌଣସି ପ୍ରଶ୍ନର ଉତ୍ତର ଭୁଲ ଥାଏ ତାହେଲେ ଆମକୁ କମେଣ୍ଟ ଯୋଗେ ସଠିକ ଉତ୍ତର ଦେଇ ଆମ ସହିତ ଯୋଗାଯୋଗ କରିପାରିବେ
#1. ସାଧୁତା ନଥିଲେ ଜୀବନରେ କିଛି ମୂଲ୍ୟ ନାହିଁ। ' ଜୀବନରେ ' ପଦଟି କେଉଁ ବିଭକ୍ତି ସ୍ଥିର କର।
#2. ଆମ ପରିବାର ବାପାଙ୍କ ସହିତରେ ପୁରୀ ଯାଇଥିଲେ।' ସହିତରେ ' ପଦଟି କେଉଁ ଅର୍ଥରେ ରେ ତୃତୀୟା ବିଭକ୍ତି ହୋଇଛି।
#3. ଋଷିଙ୍କ ଶାପରେ ପରିକ୍ଷତ ତକ୍ଷକ ଦଙ୍କଶନ ରେ ଦେହତ୍ୟାଗ କଲେ।' ଶାପରେ ' କେଉଁ ବିଭକ୍ତି ସ୍ଥିର କର।
#4. କାମିନୀ କାନରେ କାଲୁଣୀ। ' କାନରେ' କେଉଁ ଅର୍ଥରେ ରେ ତୃତୀୟା ବିଭକ୍ତି ହୋଇଛି ସ୍ଥିର କର।
#5. ମଧୁ ମେହ ରୋଗୀମାନେ ମିଠାଖାଇବାରୁ ବନ୍ଦ ହେବା ଉଚିତ।' ମିଥାଖାଇବାରୁ ' କେଉଁ ବିଭକ୍ତି ସ୍ଥିର କର।
#6. ନିମ୍ନୋକ୍ତ ପଦ ମାନଙ୍କ ମଧ୍ୟରୁ କୃଦନ୍ତ ପଦକୁ ଚିହ୍ନଟ କର।
#7. ନିମ୍ନୋକ୍ତ ପଦ ମାନଙ୍କ ମଧ୍ୟରୁ ତଦ୍ଧିତ ପଦକୁ ନିର୍ଣ୍ଣୟ କର ।
#8. ଚୌର+ୟ=ଚୌର୍ଯ୍ୟ ଉକ୍ତ ତଦ୍ଧିତ ପଦଟି କେଉଁ ଅର୍ଥରେ ' ୟ ' ପ୍ରତ୍ୟୟର ସଂଯୋଗ ହୋଇଛି।
#9. ଖାଇଲା ଲୋକକୁ ପେଟ ପୂରା ଖାଇବାକୁ ଦିଅ।' ଖାଇଲା' କେଉଁ ଶ୍ରେଣୀର ବିଶେଷଣ ସ୍ଥିର କର।
#10. ନିମ୍ନୋକ୍ତ ଶବ୍ଦ ମଧ୍ୟରୁ ଶୁଦ୍ଧି ଶବ୍ଦକୁ ନିର୍ଣ୍ଣୟ କର।
#11. ନିମ୍ନୋକ୍ତ ଶବ୍ଦ ମାନଙ୍କ ମଧ୍ୟରୁ ଅଶୁଦ୍ଧି ଶବ୍ଦକୁ ନିର୍ଣ୍ଣୟ କର।
#12. ନିମ୍ନୋକ୍ତ ଶବ୍ଦ ମାନଙ୍କ ମଧ୍ୟରୁ ଶୁଦ୍ଧି ଶବ୍ଦକୁ ନିର୍ଣ୍ଣୟ କର।
#13. 'ଲାବନ୍ୟ ' ଶବ୍ଦଟିରେ କେଉଁ ଅଶୁଦ୍ଧି ଅଛି ସ୍ଥିର କର?
#14. ' ସମସ୍ତ ଭାରତୀୟ ମାନେ ' ଉକ୍ତିର କେଉଁ ସମ୍ବନ୍ଧୀୟ ଅଶୁଦ୍ଧି ଅଛି ନିର୍ଣ୍ଣୟ କର ?
#15. ' ଅଳସୁଆର ବଡଯୋଜନା ' ଉକ୍ତ ଅର୍ଥ ପ୍ରକାଶ କରୁଥିବା ରୁଢ଼ିକୁ ନିର୍ଣ୍ଣୟ କର ?
#16. ' ପାଲିଙ୍କି ଉପରେ ପାଟଛତା ' ରୁଢ଼ିଟିର ଅର୍ଥ କଣ?
#17. 'ଶତମୁଖ ହେବା ' ରୁଢ଼ିଟିର ଅର୍ଥ ନିର୍ଣ୍ଣୟ କର?
#18. ଅସମ୍ପୂର୍ଣ୍ଣ ବିପରୀତ ଶବ୍ଦକୁ ପୃଥକ କର?
#19. ସମଷ୍ଟି ର ବିପରୀତ ଶବ୍ଦ ନିର୍ଣ୍ଣୟ କର?
#20. ' ମାୟିକ' ର ବିପରୀତ ଶବ୍ଦ ନିର୍ଣ୍ଣୟ କର।
#21. ' କସାର ' ଶବ୍ଦଟିର ପ୍ରତିଶବ୍ଦ ଲେଖ ?
#22. ' ବ୍ୟୋମ ' ଶବ୍ଦ ର ପ୍ରତିଶବ୍ଦ କଣ?
#23. ' ତିମିର ' ଶବ୍ଦ ର ପ୍ରତିଶବ୍ଦ କଣ ?
#24. ' ପାଦପ ' ଶବ୍ଦ ର ପ୍ରତିଶବ୍ଦ କଣ?
Related Article :
Odia Grammar MCQ Test Part 2 | Click Here |
Odia Grammar MCQ Test Part 1 | Click Here |
Odia Grammar MCQ Test Part 5 | Click Here |
Odia Grammar MCQ Test Part 6 | Click Here |
Odia Grammar MCQ Test Part 7 | Click Here |
Odia Grammar MCQ Test Part 8 | Click Here |