Class 3 Exam Test Question
#1. ମାଙ୍କଡ ମାନେ କେଉଁଠାରେ ଜହ୍ନକୁ ଦେଖିଲେ ?
#2. କେବେ ଗାନ୍ଧିଜୀଙ୍କ ଜନ୍ମ ଦିନ ପାଳନ କରାଯାଏ ?
#3. ସାଧବ ପୁଅ ମାନେ କେଉଁ ମାସରେ ବଣିକ କରିବାକୁ ଯାଉଥିଲେ ?
#4. କେଉଁ ନଦୀର ମୁହାଣରେ କୋଣାର୍କ ମନ୍ଦିର ନିର୍ମାଣ କରାଯାଇଥିଲା ?
#5. ତାହାରି ପାଇଁ ଜୀବନ ଢାଳି, ରଖିବା ଆମେ ତାହାରି ନାମ – ଏହି ପଦ୍ୟାଅଂଶଟି କେଉଁ ପଦ୍ୟରୁ ଆସିଅଛି ?
#6. ସାମନ୍ତ ଚନ୍ଦ୍ର ଶେଖରଙ୍କୁ କେଉଁ ଉପାଧି ଦିଆଯାଇଥିଲା ?
#7. ଦଶହରା ଛୁଟିରେ ପିଲାମାନେ କଣ କଲେ ?
#8. ଆଗ କାଳରେ ବିଦ୍ୟାଳୟ କୁ କଣ କୁହାଯାଉଥିଲା ?
#9. କଣ କଲେ କାଳକାଳକୁ ଯଶ ରହେ ?
#10. ଯେପରି ଯାହା ସ୍ଥିର ନୁହେଁ -ଅସ୍ଥିର ? ସେହିପରି’ ଯାହା ଜଣା ନାହିଁ ‘ କ’ଣ ହେବ ?
#11. ‘ମେଲାଣି ‘ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
#12. ସୋମାକୁ ପାଣିରେ ବୁଡ଼ିଯିବାରୁ କିଏ ରକ୍ଷା କଲା ?
#13. ପଠାଣି ସାମନ୍ତଙ୍କୁ କେଉଁ ଉପାଧି ଦିଆଯାଇଥିଲା ?
#14. ରାଜା ନରସିଂହ ଦେବ କେଉଁ ଦେବତାଙ୍କର ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଛା କଲେ ?
#15. ଆମ ଦେଶରେ କେଉଁ ରାଜ୍ୟର ଲୋକମାନେ କନ୍ନଡ ଭାଷାରେ କଥାବାର୍ତ୍ତା କରନ୍ତି ?
#16. ଗରବ : ଗର୍ବ ;; ପରଣ :
#17. ”ତୁ ଆଜି ମୋର ମନ ମହତ ରଖିଦେଲୁ ” ଏକଥା କିଏ କାହାକୁ କହିଛି ?
#18. କେଉଁ ବିଦ୍ୟାପାଇଁ ପାଠାଣିସାମନ୍ତଙ୍କୁ ଲୋକମାନେ ମାନେ ରଖିଛନ୍ତି ?
#19. ”ରେ ରେ ନିର୍ବୋଧ ମଣିଷ ; ଏ ପୃଥିବୀ ସମସ୍ତଙ୍କର ବାସଭୂଇଁ |” ଏ ଉକ୍ତଟି କାହାର
#20. ବିଳାସପୁର ଷ୍ଟେସନ କେଉଁ ରାଜ୍ୟରେ ଅବସ୍ତିତ ?
#21. ନିମ୍ନ ଲିଖିତ ମଧ୍ୟରୁ କାହାର ଵକ୍ରତଳ ନାହିଁ ?
#22. 350 କୁ 100 ଲେଖାଏଁ ଅଧିକା କରି ଲେଖିଲେ ପଞ୍ଚମ ସ୍ଥାନରେ କେତେ ହେଵ ?
#23. ଦୁଇ ଅଙ୍କ ବିଶିଷ୍ଟ ବଡ ଯୁଗ୍ମ ସଂଖ୍ୟାଟି କେତେ
#24. 84 କୁ ଓଲଟାଇ ଲେଖି ତା ‘ ଡାହାଣରେ 5 ଲେଖିଲେ ଯେଉଁ ସଂଖ୍ୟାଟି ହେବ ତାହା ମୁଳ ସଂଖ୍ୟା ଠାରୁ କେତେ ଅଧିକ ?
#25. ଗୋଟିଏ ମାଠିଆର ଦାମ ଟ 2.50 ଟଙ୍କା | ଆକାଶ ପାଖରେ 100 ଟଙ୍କା ଅଛି | ତେବେ ସେ କେତୋଟି ମାଠିଆ କିଣି ପରିବ ?
#26. ଗାଜର କେଉଁ ଆକୃତିର ଘନବସ୍ତୁ ?
#27. 30 ମିଟର 5 ସେ.ମି .ଯେ କେତେ ସେ.ମି.?
#28. ପବିତ୍ର ଏକ ସିଧା ରାସ୍ତା କଡରେ 5 ମିଟର ବ୍ୟବଧାନରେ ଗଛ ଲଗାଇଲେ | ସେ ମୋଟରେ 55 ମିଟର ପର୍ଯ୍ୟନ୍ତ ଗଛ ଲଗାଇବା ପାଇଁ କେତୋଟି ଚାରା ନେଇଥିଲେ ?
#29. ଗୋଟିଏ କାଲାମର ଦାମ 15 ତାଙ୍କ , ଗୋଟିଏ ପେନସିଲ ଦାମ 5 ଟଙ୍କା | ଶୁଭାଶିଷ 3 ଟି କଲମ ଓ 3 ଟି ପେନସିଲ କିଣି ଦୋକାନକୁ ଖଣ୍ଡିଏ 100 ଟଙ୍କିଆ ନୋଟ ଦେଲା | ଦୋକାନୀ ଶୁଭାଶିଷକୁ କେତେ ଟଙ୍କା ଫେରାଇବା ?
#30. 64 ରୁ 4 କୁ କେତେଥର ବିୟୋଗ କରାଯାଇପାରିବ ?
#31. 52 ରେ ଆଉ କେତୁଟି 52 ମିଶିଲେ 520 ହେବ ?
#32. ଦୁଇଟି ସଂଖ୍ୟର ଯୋଗଫଳ 22 ଓ ଵିୟୋଗଫଳ 8 ହେଲେ ବଡ ସାଂଖ୍ୟଟି କେତେ ?
#33. ଓଡ଼ିଶାର ମୋଟ ଜିଲ୍ଲା ସଂଖ୍ୟା ଯୁଗ୍ମ ନା ଅଯୁଗ୍ମ ?
#34. କୌଣସି ମାସର ମଙ୍ଗଳବାର 1 ତାରିଖ ହେଲେ , ସେହି ମାସର ଦ୍ଵିତୀୟ ଶନିବାର କେଉଁ ତାରିଖ ହେବ ?
#35. ତୁମ ଜନ୍ମ ସମୟରେ ତୁମ ମାଆଙ୍କର ବୟସ 25 ବର୍ଷ ଓ ବାପାଙ୍କର ବୟସ 30 ବର୍ଷ ଥିଲା | ତୁମର ବୟସ 8 ବର୍ଷ ହେଲେ ,ବର୍ତ୍ତମାନ ତୁମ ତିନି ଜଣଙ୍କର ବୟସ ମିଶି କେତେ ?
#36. 1 କି .ଗ୍ରା .ଘିଅର ଦାମ 800 ଟଙ୍କା ହେଲେ 150 ଗ୍ରାମ ଘିଅର ଦାମ କେତେ ?
#37. ଗୋଟିଏ ପଡିଆରେ ଯେତିକିଟି ବଗ ଥିଲେ , ସେତିକିଟି ଗାଈ ଥିଲେ , ସେମାନଙ୍କ ଗୋଡ ସଂଖ୍ୟା ସେମାଙ୍କ ମୁଣ୍ଡ ସଂଖ୍ୟାର କେତେ ଗୁଣ ?
#38. ପରବର୍ତ୍ତୀ ସାଂଖ୍ୟଟି ଲେଖ-3,7,15,31,………………..?
#39. ତିନୋଟି କ୍ରମିକ ସଂଖ୍ୟାର ଯୋଗଫଳ 51 ହେଲେ ବଡ ସଂଖ୍ୟାଟି କେତେ ?
#40. ଦୁଇଟି ସଂଖ୍ୟାର ଵିୟୋଗଫଳ 671 | ସାନ ସଂଖ୍ୟଟି 224 ହେଲେ ବଡ ସାଂଖ୍ୟ|ଟି କେତେ ?
#41. ଗୋଟିଏ ସଂଖ୍ୟର ଶତକ ସ୍ଥାନରେ 5, ଏକକ ସ୍ଥାନରେ 2, ଦଶକ ସ୍ଥାନରେ 0 ଓ ସହଶ୍ର ସ୍ଥାନରେ 8 ଅଛି ; ତେବେ ସଂଖ୍ୟାଟି କେତେ ?
#42. ବ୍ୟାଙ୍କର ମୁଖ୍ୟ କର୍ମଚାରୀ କିଏ ?
#43. ଆମ ରାଜ୍ୟର ହାଇକୋର୍ଟ କେଉଁଠାରେ ଅଛି ?
#44. ବାଲେଶ୍ୱର ଜିଲ୍ଲାର ବ୍ଲକ ସଂଖ୍ୟା କେତେ ?
#45. ଯେଉଁ ନାଡିଦେଇ ରକ୍ତ ହୃତପିଣ୍ଡକୁ ଆସେ ତାକୁ କ’ଣ କୁହାଯାଏ ?
#46. ଶିକ୍ଷା ତୁମର କେଉଁ ପ୍ରକାର ଅଧିକାର ?
#47. ମାଡାମକ୍ୟୁରି କଣ ପାଇଁ ବିଖ୍ୟାତ ଥିଲେ ?
#48. ଆମେ ପରୋକ୍ଷଭାବରେ ଉଦ୍ଭିଦଠାରୁ ପାଇଥିବା ଖାଦ୍ୟଟି କଣ ?
#49. ରକ୍ତ ଗତି କରୁବା ; ରକ୍ତନଳୀ :: ବାୟୁ ଗତି କରିବା :………………..
#50. ଜଳ ସଂରକ୍ଷଣ ଦିବସ କେବେ ପାଳନ କରାଯାଏ ?ଜାନୁଆରୀ 21 ତାରିଖ
#51. ଋତୁ ପରିବର୍ତ୍ତନର କାରଣ କଣ ?
#52. ଗଛ ଚେରର ନାମ କଣ ?
#53. ଆମ ଦେଶର ମହିଳା ପ୍ରଧନମନ୍ତ୍ରୀଙ୍କ ନାମ କଣ ?
#54. ପଞ୍ଚଲିଙ୍ଗେଶ୍ୱର ଶୈବପୀଠ କେଉଁ ଜିଲ୍ଲାରେ ଅବସ୍ଥିତ ?
#55. କିଏ ଲୋକମଙ୍କୁ ଦ୍ୱାରା ସିଧାସଳଖ ବଛାହୋଇ ଆସିଥାନ୍ତି ?
#56. ତରଳ ଝାଡା ହେଲେ ଦେହରୁ କଣ କମିଯାଏ ?
#57. କେଉଁଟି ଏକ ଜଳ ବିଶୋଧକ ?
#58. ଦମକଳ ଗାଡ଼ିର ରଙ୍ଗ କିପରି ?
#59. ବ୍ଲକସ୍ତରରେ ଶିକ୍ଷାର ପ୍ରସାର ପାଇଁ କିଏ ଦାଇତ୍ୱରେ ରହିଥାନ୍ତି ?
#60. ହିନ୍ଦୁ : ମନ୍ଦିର :: ମୁସଲମାନ :…………….
#61. ସାନିଆ ମିର୍ଜା ; ଟେନିସ :: ପଦ୍ମିନୀ ରାୱତ :………………
#62. କରୋନା ମହାମାରୀର ବାହକ କିଏ ?
#63. ଦିନ : ରାତି :: ଦିବସ :……………..
#64. ଗାନ୍ଧିଜୀ ଅନ୍ୟ କେଉଁ ନାମର ପରିଚିତ ?
#65. ଜନ୍ମ ଭୂମିକୁ କାହା ସହିତ ତୁଳନା କରାଯାଇଛି ?
#66. ମାଙ୍କଡମାନେ କେଉଁଠାରେ ଜହ୍ନକୁ ଦେଖିଲେ ?
#67. ପାନେ ଦେବାର ଅର୍ଥ –
#68. ଓଡ଼ିଶାର ପ୍ରଥମ ଜ୍ୟୋତିବିଜ୍ଞାନୀ କିଏ ?
#69. ମଧୁବାବୁଙ୍କୁ କେଉଁ ଉପାଧି ମିଳିଥିଲା ?
#70. କେଉଁମାନେ ବାନରସେନା ସାଜିଥିଲେ ?
#71. ଭକତି ଅନ୍ତରେ କିଏ ପରମେଶ୍ୱରଙ୍କୁ ଡାକୁଥିଲା ?
#72. ରାଜା ନରସିଂହ ଦେବ କେଉଁ ଦେବତାଙ୍କ ପୂଜାପାଇଁ ମନ୍ଦିରଟିଏ ତୋଳାଇଥିଲେ ?
#73. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?
#74. ନିମ୍ନ ଯୋଡି ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?
#75. ‘ ବନ୍ଦେ ଉତ୍କଳ ଜନନୀ ‘ ର ରଚୟିତା କିଏ ?
#76. ନିମ୍ନ ଶବ୍ଦ ମଧ୍ୟରୁ କେଉଁଠି ଠିକ ?
#77. ‘ଲୋଭୀ’ ର ବିପରୀତ ଶବ୍ଦଟି କ’ଣ ?
#78. ‘ନିକାଞ୍ଚନ’ ଶବ୍ଦର ଅର୍ଥ କଣ ?
#79. ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରାଯାଇହି, କାରଣ-
#80. ”ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ |” – ଏହି ପଦ୍ୟାଶଟି କେଉଁ ପଦ୍ୟର ଅଟେ ?
#81. କେଉଁମାନଙ୍କୁ ‘ପାଇକ’ କୁହାଯାଉଥିଲା ?
#82. ସ|ନରୁ ବଡ ହେବାକୁ ହେଲେ କ’ଣ କରିବା ଆବଶ୍ୟକ ?
#83. କେଉଁ ରାଜ୍ୟରେ ଅକାଳ ମରୁଡି ପଡିଥିଲା ?
#84. ସୋମା ପାଣିରେ ବୁଡ଼ିଗଲାବେଳେ ତାକୁ କିଏ ରକ୍ଷା କଲା ?
#85. ‘ସାନସିନା ଦାନ ତା ମହାନ’ ଶବ୍ଦ ସହିତ କାହାର ସମ୍ପର୍କ ଅଛି ?
#86. ମଧୂବାରିଷ୍ଟରଙ୍କ ଜନ୍ମସ୍ଥାନର ନାମ କ’ଣ ?
#87. ଯେପରି ‘ନିନ୍ଦା’ ରୁ ‘ନିନ୍ଦିତ’ , ସେହିପରି ‘ଚିନ୍ତା’ ରୁ କ’ଣ ହେବ ?
#88. ‘ଫୁଲର ଗୋଟିଏ ପ୍ରତିଶବ୍ଦ ହେଉଛି ………..
#89. ଦୁଇଟି ପାଖାପାଖି ଅଯୁଗ୍ମ ସଂଖ୍ୟର ବିଯୋଗଫଳ କେତେ ?
#90. 235 ରେ 3 ସ୍ଥାନୀୟମାନ କେତେ ?
#91. 19 କୁ ପୁରଣବାଚକ ସଂଖ୍ୟାରେ ଲେଖୀଲେ କେତେ ହେବ ?
#92. 8,0,1 ଅଙ୍କଗୁଡିକୁ ଥରେ ମାତ୍ର ବ୍ୟବହାର କରି ତିନିଙ୍କ ବିଶିଷ୍ଟ ଖୁଦ୍ରତମ ସଂଖ୍ୟାଟି କେତେ ?
#93. ଗୋଟିଏ ଯୁଗ୍ମ ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଯୋଗଫଳ କେଉଁ ସଂଖ୍ୟା ହେବ ?
#94. 6ର 3 ଗୁଣ କେଉଁ ସଂଖ୍ୟାର 2 ଗୁଣ ସହ ସମାନ ?
#95. ତିନିଅଙ୍କ ବିଶିଷ୍ଟ ବୃହତମ ସଂଖ୍ୟାରୁ 1 ଵିୟୋଗକଲେ କେତେ ହେବ ?
#96. ବୃତ୍ତର ଶୀର୍ଷ ସଂଖ୍ୟା କେତେ ?
#97. ନିମ୍ନୋକ୍ତ ମଧ୍ୟରୁ କେଉଁଟି ସିଲିଣ୍ଡର ଆକୃତିର ?
#98. ନିମ୍ନୋକ୍ତ ସଂଖ୍ୟାକ୍ରମରେ ଚତୁର୍ଥ ସାଂଖ୍ୟଟି କେତେ ? 400, 350 ,300 …….
#99. କେଉଁ ଅଙ୍କକୁ ସେହି ଅଙ୍କରେ ମିଶାଇଲେ ଯାହା, ତା’ର ଗୋଣଫଳ ମଧ୍ୟ ତାହା ?
#100. 4 କି.ଗ୍ରା. 5 ଗ୍ରାମ = କେତେ ଗ୍ରାମ ?
#101. 1 ରୁ 20 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି ?
#102. 80 ମିନିଟ = କେତେ ଘଣ୍ଟା କେତେ ମିନିଟ ?
#103. କୌଣସି ମାସର ମଙ୍ଗଳବାର ଦିନ 1 ତାରିଖ ହେଲେ , ସେହି ମାସର ଦ୍ୱିତୀୟ ଶନିବାର କେଉଁ ତାରିଖ ହେବ ?
#104. ଗୋଟିଏ ବର୍ଷରେ କେତୋଟି 31 ଦିନିଆ ମାସ ଅଛି ?
#105. ଗୋଟିଏ ଘଣ୍ଟାର ଘଣ୍ଟାକଣ୍ଟା 9 ଉପରେ ଓ ମିନିଟ କଣ୍ଟା 8 ହେଲେ ଉପରେ ଅଛି , ତେବେ ସମୟ କେତେ ?
#106. ସ୍କେଲ ପଟାର 1 ସେ.ମି. ଚିହ୍ନ ଓ 2 ସେ.ମି. ମଧ୍ୟରେ କେତୋଟି ଗାର ପଡିଥାଏ ?
#107. ସଂଖ୍ୟାଗୋଡିକ ଅଧଃକ୍ରମରେ ସଜାଇଲେ ପ୍ରଥମେ କି ପ୍ରକାର ସଂଖ୍ୟା ଲେଖିବାକୁ ହେବ ?
#108. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୁଲ ?
#109. ଗଣିତରେ କେତୋଟି ଅଙ୍କ ବ୍ୟବହାର କରାଯାଇଛି ?
#110. ନିମ୍ନଯୋଡ଼ିଙ୍କମାନଙ୍କ ମଧ୍ୟରୁ କେଉଁ ଯୋଡ଼ିଟି ଠିକ ?
#111. ଦୁଇଟି ସଂଖ୍ୟାର ଗୁଣଫଳ 720 | ସାନ ସଂଖ୍ୟା 12 ହେଲେ , ବଡ଼ ସଂଖ୍ୟାଟି କେତେ ?
#112. ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କେଉଁ ଜିଲ୍ଲାରେ ଅବସ୍ଥିତ ?
#113. ଆମ ରାଜ୍ୟର ଜିଲ୍ଲା ସଂଖ୍ୟା କେତେ ?
#114. ଜିଲ୍ଲାର ମୁଖ୍ୟ କିଏ ?
#115. ଟ୍ରାଫିକ ଛକରେ କେଉଁ ରଙ୍ଗର ବତି ଜଳିଲେ ଗାଡି ରହିବ ?
#116. କେଉଁ ଗାଡ଼ିର ସତର୍କ ଘଣ୍ଟି ନଥାଏ ?
#117. ମାନଚିତ୍ରରେ ଉପରେ ପଟଟି କେଉଁ ଦିଗକୁ ସୂଚାଏ ?
#118. ସକାଳୁ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଠିଆ ହେଲେ , ତୁମର ବାମପଟେ କେଉଁ ଦିଗକୁ ରହିବ ?
#119. ଡାକଘରେ କ’ଣ ମିଳେ ନାହିଁ ?
#120. ଦେୱାନୀ ଅଦାଲତରେ କେଉଁ ମୋକଦ୍ଧମା ବିଚାର କରାଯାଏ ?
#121. ସରପଞ୍ଚଙ୍କ କାର୍ଯ୍ୟକାଳ କେତେ ବର୍ଷ ?
#122. ଡାକ୍ତରଖାନାରେ ରୋଗୀସେବା କିଏ କରନ୍ତି ?
#123. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଲଗା ?
#124. କେଉଁଟି ବ୍ୟାଙ୍କର କାର୍ଯ୍ୟ ନୁହେଁ |
#125. ମାଟି ଜିନିଷ କିଏ ତିଆରି କେରେ ?
#126. ମହେଞ୍ଜୋଦାରୋ ବର୍ତ୍ତମାନ କେଉଁ ଦେଶରେ ଅବସ୍ଥିତ ?
#127. କେଉଁଟି କୁତ୍ରିମ ଜିନିଷ ଅଟେ ?
#128. ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିର୍ଜୀବ ଅଟେ ?
#129. ଏକବର୍ଷରୁ କମ ବୟସ ବଞ୍ଚୁଥିବା ଗୋଟିଏ ଗଛ କିଏ ?
#130. ଆମ ଶରୀରର କେତେଭାଗ ଜଳଅଛି ?
#131. ସର୍ଵଭୁକ ପ୍ରାଣୀ
#132. ପୋଲିଓ ରୋଗହେଲେ, କେଉଁ ଅଙ୍ଗ ଅକାମୀ ହୋଇଯାଏ ?
#133. କେଉଁଟି ଜଳର ଗ୍ୟାସୀୟ ଅବସ୍ଥା ?
#134. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା ?
#135. ଦୁଇ ଫୁସଫୁସ ମଧ୍ୟରେ କ’ଣ ଥାଏ ?
#136. ପୃଥିବୀ ନିଜ ଚାରିପଟେ ବୁଲୁଥିବାରୁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ହୁଏ ?
#137. ବାଘ : ଶିମିଳପାଳ :: ହାତୀ : ……..
#138. ଯଦି ତାରକସି କାର୍ଯ୍ୟ କଟକ :: ଚାନ୍ଦୁଆ :………..
#139. କଳ୍ପନା ଚାୱଲା : ମହାକାଶଚାରୀ :: ପଦ୍ମିନୀ ରାଉତ :…….
#140. ଯଦି D = 4 , BAD =7 ହୁଏ , CAT = କେତେ ?
#141. 853, 742 , 631 , ……..[ପରବର୍ତ୍ତୀ ସଂଖ୍ୟାଟି କେତେ ? ]
#142. 111 ପରି ଆଉ କେତୋଟି ସଂଖ୍ୟା ଅଛି ?
#143. ଯଦି BAT = ଖକନ ହୁଏ , ତେବେ CAP = କ’ଣ ?
#144. ଘଣ୍ଟାର ଘଣ୍ଟାକଣ୍ଟା 12 ଠାରୁ ଆରମ୍ଭ କରି ପୁଣି 12 ପାଖରେ ପହଞ୍ଚିବା ବେଳେକୁ ମିନିଟ କଣ୍ଟା କେତେଥର ଘୁରିବ ?
#145. ମାସର ପ୍ରଥମ ଗୁରୁବାର 5 ତାରିଖ ହେଲେ , ଦ୍ୱିତୀୟ ବୁଧବାର କେତେ ତାରିଖ ହେବ ?
#146. ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ କ’ଣ ?
#147. ମୋ ସହିତ 16 ଯୋଗକର କିମ୍ବା 24 ରୁ ମୋତେ ବିୟୋଗ କର | ଉତ୍ତର ସର୍ବଦା ସମାନ ହେଲେ , ମୁ କିଏ ?
#148. କ୍ରମଟି ଦେଖି ପରବର୍ତ୍ତୀ କ୍ରମଟିରେ କ’ଣ ରହିବ ? II , III , IV , V ,
#149. 2 x 3 x 0 x 4 x 5 = କେତେ ?
#150. ଯଦି ବସ = ବସ ଷ୍ଟାଣ୍ଡ , ତେବେ ଉଡ଼ାଜାହାଜ = ………
#151. ‘ସମୀର’ କହିଲେ ପବନକୁ ବୁଝାଏ , ତେବେ ‘ସମର’ କହିଲେ କ’ଣ ବୁଝିବା ?
#152. ଖଘଚ , ଟଡ଼ଣ , ତଦନ , ଛଜଟ ମଧ୍ୟରୁ ଅଲଗା ଶବ୍ଦଟି ବାଛ |
#153. କେଉଁ ଗଛର ଫଳ ବାହାରେ ମଞ୍ଜି ଥାଏ ?
#154. ‘କ’ ‘ଖ’ ର ପୁଅ | ‘ଗ’ ‘ଖ’ ର ଭାଇ ହେଲେ , ‘କ’ ‘ଗ’ ର କ’ଣ ହେବ ?
#155. ରମେଶ ଓ ଉମେଶ ହକି ଓ ଫୁଟବଲ ଖେଳନ୍ତି | ଉମେଶ ଓ ସୁରେଶ ଫୁଟବଲ ଓ କ୍ରିକେଟ ଖେଳନ୍ତି | କିଏ ଏହି ତିନୋଟିଯାକ ଖେଳ ଖେଳନ୍ତି ?
#156. କେଉଁଠାରେ ଅକାଳ ମରୁଡ଼ି ପଡ଼ିଥିଲା ?
#157. କେଉଁ ଅଞ୍ଚଳ ବ୍ୟତୀତ ଓଡ଼ିଶାରେ ସବୁ ସ୍ଥାନ ଇଂରେଜମାନଙ୍କ ଦଖଲକୁ ଯାଇଥିଲା ?
#158. କୋଣାର୍କ ମନ୍ଦିରରେ କେତୋଟି ପଥର ଘୋଡ଼ା ଅଛି ?
#159. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଯୋଡ଼ି ଶବ୍ଦ ନୁହେଁ ?
#160. ଯେପରି ’ପାଠ’ ରୁ ’ପଠିତ’, ସେହିପରି ଚିନ୍ତାରୁ କ’ଣ ହେବ?
#161. ଶୁଦ୍ଧ ବନାନଟି ବାଛ।
#162. ଓଡ଼ିଶାର ‘ବାଘ’ ଅଭୟାରଣ୍ୟ କେଉଁଠାରେ ଅଛି ?
#163. ବୀରକିଶୋରଙ୍କୁ କେଉଁ ଉପାଧି ମିଳିଥିଲା ?
#164. ସାଧବମାନେ କେଉଁ ମାସରେ ବୋଇତରେ ଦୂର ଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ?
#165. ଲୋକେ ତ ଆମର ବଳ,ଲୋକେ ତ ଆମର ଶକ୍ତି-ଏକଥା କିଏ କାହାକୁ କହିଥିଲେ?
#166. ପଠାଣି ସାମନ୍ତ କେଉଁ ଉପାଧି ପାଇଥିଲେ?
#167. ‘ବଣ ଅଦାଲତ’ ପ୍ରସଙ୍ଗରେ ମନ୍ତ୍ରୀ କିଏ ଥିଲେ ?
#168. କେଉଁଟି ‘ମଣିଷ’ର ପ୍ରତିଶବ୍ଦ ନୁହେଁ ?
#169. କେଉଁ ନାମଟି ସପ୍ତର୍ଷି ମଣ୍ଡଳରେ ଥିବା ତାରାମାନଙ୍କର ନୁହେଁ ?
#170. ମିଳନର ବିପରୀତ ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ?
#171. କେରଳ ରାଜ୍ୟର ଲୋକେ କେଉଁ ଭାଷାରେ କଥାବାର୍ତ୍ତା ହୁଅନ୍ତି ?
#172. ‘ ସଇନ’ ଶବ୍ଦର ଗଦ୍ଯରୂପ ହେଲା-
#173. ‘ଧର୍ମ’ର ପଦ୍ଯ ରୂପ କ’ଣ ହେବ ?
#174. ଯେପରି ମଧୁର-ଗାନ, ସେହିପରି ଗହଳ-
#175. କୋଣାର୍କର ସୂର୍ଯ୍ୟ ମନ୍ଦିର ଆକାର କିପରି ?
#176. ତୁମେ ପଢୁଥିବା ତୃତୀୟ ଶ୍ରେଣୀ ସାହିତ୍ୟ ବହିର ନାମ କ’ଣ ?
#177. ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ ?
#178. ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା କରାଯାଇଛି କାରଣ-
#179. ‘ଭାଇ ମୋତେ କ୍ଷମା କର’-ଏକଥା କିଏ କାହାକୁ କହିଥିଲେ ?
#180. “ସାନ ସିନା ଦାନ ତା’ ମହାନ”-ଏ ବିଷୟରେ କାହାର ଦାନକୁ ମହାନ ବୋଲି କୁହାଯାଇଛି ?
#181. ଗୋଟିଏ ଇଟାର ଧାର ସଂଖ୍ୟା ଶୀର୍ଷ ସଂଖ୍ୟାଠାରୁ କେତେ ଅଧିକ ?
#182. ନିମ୍ନଲିଖିତ ମଧ୍ୟରୁ କେଉଁଟି କୋନ୍ ଆକୃତି ବସ୍ତୁର ଉଦାହରଣ ନୁହେଁ ?
#183. ୧୫ ରୁ ୫ ଗୁଣ କେଉଁ ସଂଖ୍ୟାର ୨୫ ଗୁଣ ସହ ସମାନ ?
#184. ଗୋଟିଏ ମାସର ପ୍ରଥମ ରବିବାର ୩ ତାରିଖରେ ପଡ଼ିଲେ ତୃତୀୟ ରବିବାର କେତେ ତାରିଖରେ ପଡ଼ିବ ?
#185. ସମସ୍ତ ଅଙ୍କ ସମାନ ଥାଇ କେତୋଟି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଗଢ଼ି ହେବ ?
#186. ଭାଜ୍ୟ =୩୦୬,ଭାଗଶେଷ=୬ ଓ ଭାଗଫଳ =୩୦ ହେଲେ ଭାଜକ କେତେ ?
#187. କୈଳାସ କଳାପଟାରେ ୬୫ ଲେଖିଥିଲା। ମିତା ସେଥିରୁ ୫ ଲିଭାଇ ଦେଲା, ନୂଆ ସଂଖ୍ୟା ଟି ମୂଳ ସଂଖ୍ୟାଠାରୁ କେତେ କମ୍ ?
#188. ୩୦୦ ଯେଉଁ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ତା’ର ପୂର୍ବବର୍ତ୍ତୀ ସଂଖ୍ୟା କେତେ ?
#189. ଗୋଟିଏ ଅଧିବର୍ଷର ସମ୍ପୂର୍ଣ୍ଣ ଦିନ ସଂଖ୍ୟା କେତେ ?
#190. ଦୁଇ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ କେତେ ବିୟୋଗ କଲେ ତାହା ୧ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେବ ?
#191. ୯୭୯ ରେ ୭ ର ସ୍ଥାନୀୟମାନ ଓ ସାଧାରଣ ମାନ ମଧ୍ୟରେ ପାର୍ଥକ୍ୟ କେତେ ?
#192. କ୍ୟାଲେଣ୍ଡରରେ କେଉଁ ପାଖାପାଖି ୨ ଟି ମାସର ଦିନ ସଂଖ୍ୟା ୩୧ ଲେଖାଏଁ ଅଟେ ?
#193. ତୁମ ଅଞ୍ଚଳରେ ଦିନରେ ୨ ଘଣ୍ଟା ୪୫ ମିନିଟ୍ ଓ ରାତିରେ ୧ ଘଣ୍ଟା ୩୦ ମିନିଟ୍ ବିଦ୍ୟୁତ୍ ସରବରାହ ବନ୍ଦ ରହେ। ତେବେ କେତେ ସମୟ ବିଦ୍ୟୁତ୍ ସରବରାହ ବନ୍ଦ ରୁହେ ?
#194. ଗୋଟିଏ ସଂଖାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରୁ କେଉଁଟି ବଡ଼ ?
#195. ୨୧ ର ପୂରଣ ବାଚକ ସଂଖ୍ୟା ଲେଖ ?
#196. ଗୋଟିଏ ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ମଧ୍ୟରୁ ରାମବାବୁ ୩୪୨, ଅଶୋକ ବାବୁ ୫୩୨ ଖଣ୍ଡ ଭୋଟର ପାଇଲେ ଓ ୪୨ ଖଣ୍ଡ ଭୋଟ୍ ନାକଚ୍ ହୋଇଗଲା ତେବେ କେତେ ଜଣ ଭୋଟର ଭୋଟ୍ ଦେଇଥିଲେ ?
#197. ୧୦ କି. ଗ୍ରା. ୫୦ ଗ୍ରାମ୍ = କେତେ ଗ୍ରାମ ?
#198. ଯୁଗ୍ମ ସଂଖ୍ୟାର ଏକକ ଘରେ କେଉଁ ଅଙ୍କଟି ନ ଥାଏ ?
#199. ୧ ରୁ ୧୦ ମଧ୍ୟରେ କେତୋଟି ଅଯୁଗ୍ମ ସଂଖ୍ୟା ଅଛି ?
#200. ଗୁଣନ ହେଉଛି ବାରମ୍ବାର _।
#201. ଗୋଟିଏ କାନ୍ଥ ଘଣ୍ଟାରେ ଘଣ୍ଟା କଣ୍ଟା ୪ ଓ ୫ ମଝିରେ ଅଛି, ମିନିଟ୍ କଣ୍ଟା ୬ ଉପରେ ଅଛି। ତେବେ ସମୟ କେତେ ହୋଇଛି ?
#202. କେଉଁଟି ଅଲଗା ?
#203. ନିମ୍ନଲିଖିତ ମଧ୍ୟରୁ କିଏ ଆମ ସୌରଜଗତରେ ନାହିଁ ?
#204. ଜମିର ଖଜଣା ଆଦାୟ କରିବା କାହାର କାମ ?
#205. ଜିଲ୍ଲାର ଶିକ୍ଷାର ପ୍ରସାର ଓ ଶିକ୍ଷା ଉନ୍ନତିର ମୁଖ୍ୟ କିଏ ?
#206. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶୋଧକ ନୁହେଁ ?
#207. କେଉଁଟି ଆମର ପରିପାକ କ୍ରିୟାର ଅଂଶ ଅଟେ ?
#208. ଜେବ୍ରାକ୍ରସିଂ ଦେଇ କେଉଁମାନେ ରାସ୍ତା ପାରି ହୁଅନ୍ତି ?
#209. ଆମ ଶରୀରରେ କେତେ ଭାଗ ଜଳ ଅଛି ?
#210. ସିନ୍ଧୁ ସଭ୍ୟତା କେଉଁ ସହରରେ ଗଢ଼ି ଉଠିଥିଲା ?
#211. ଅଦାର କେଉଁ ଅଂଶଟି ଆମେ ଖାଉ ?
#212. କେତେ ବର୍ଷରୁ କମ୍ ବୟସର ପିଲାଙ୍କୁ ଶ୍ରମିକ ଭାବେ ଖଟାଇବା ଦଣ୍ଡନୀୟ ଅପରାଧ ?
#213. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ସମ୍ବେଦନଶୀଳ ଲତା ?
#214. କେଉଁଟି ପୌର ପରିଷଦର କାମ ନୁହେଁ ?
#215. ଏଗୁଡ଼ିକ ମଧ୍ୟରୁ କିଏ ପ୍ରାକୃତିକ ?
#216. ପୂର୍ବ ଦିଗକୁ ଚାହିଁଲେ ଡାହାଣ ହାତ କେଉଁ ଦିଗକୁ ରହିବ ?
#217. ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
#218. ରୋଗୀର ପ୍ରଶ୍ଵାସ ନେବାରେ କଷ୍ଟ ହେଲେ କ’ଣ ଦିଆଯାଏ ?
#219. ଘରେ ନିଆଁ ଲାଗିଲେ କେଉଁ ନମ୍ବରକୁ ଫୋନ୍ କରାଯାଏ ?
#220. ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ୍ ଗ୍ରହଣ କରେ ?
#221. ବ୍ୟାଙ୍କର ଗ୍ରାହକମାନଙ୍କ ସୁବିଧା ଅସୁବିଧା ବୁଝିବା କାହାର କାମ ?
#222. ନିମ୍ନଲିଖିତ ମଧ୍ୟରୁ କେଉଁଟି ମସୃଣ ନୁହେଁ ?
#223. ଏମାନଙ୍କ ମଧ୍ୟରୁ କିଏ ଖାଦ୍ୟକୁ ପ୍ରଥମେ ଗିଳି ପକାନ୍ତି ଓ ପରେ ସେହି ଖାଦ୍ୟକୁ ପାଟିକୁ ଆଣି ପାକୁଳି କରନ୍ତି ?
#224. ପୃଥିବୀର ନିକଟତମ ତାରକା କିଏ ?
#225. କେଉଁ ଗଛରେ ଫୁଲ ହୁଏ ନାହିଁ ?
#226. ସହରାଞ୍ଚଳ ଉନ୍ନତି ପାଇଁ କେଉଁ ସଂସ୍ଥା ଉଦ୍ଦିଷ୍ଟ ନୁହେଁ ?
#227. କେଉଁ ଦିବସ ସହ ଚାଚା ନେହେରୁଙ୍କ ସମ୍ପର୍କ ରହିଛି ?
#228. ଜଗନ୍ନାଥଙ୍କର ରଥର ନାମ କ’ଣ ?
#229. ତୁମ ମାଆଙ୍କ ବଡ଼ ଭଉଣୀଙ୍କ ଝିଅ ତୁମର କ’ଣ ହେବ ?
#230. ପ୍ରାର୍ଥନା କ୍ଲାସରେ ତମର ଡାହାଣରେ ଯେତିକି ପିଲା ଅଛନ୍ତି ବାମରେ ମଧ୍ୟ ସେତିକି ପିଲା ଅଛନ୍ତି, ପଡ଼ିଆରେ ଯଦି ମୋଟ ୨୭ ଜଣ ପିଲା ଥାଆନ୍ତି ତେବେ ତୁମର ସ୍ଥାନ କେଉଁଟି ?
#231. ଯଦି ICE =935, CAB=312 ତେବେ BAG କେତେ ?
#232. ନିମ୍ନଲିଖିତ ମଧ୍ୟରୁ କେଉଁଟି ଡାକ୍ତରଖାନା ସହ ସଂପୃକ୍ତ ?
#233. କାର୍ତ୍ତିକ ମାସ ଓ ମାର୍ଗଶିର ମାସକୁ ନେଇ କେଉଁ ଋତୁ ହୋଇଥାଏ ?
#234. ଦର୍ପଣରେ ‘b’ ର ପ୍ରତିବିମ୍ବ କିପରି ହେବ ?
#235. ଉତ୍କଳମଣି =ଗୋପବନ୍ଧୁ, ଉତ୍କଳ କେଶରୀ=_ ?
#236. କେଉଁଟି ତୃଣଭୋଜୀ ପଶୁ ?
#237. ଭାରତୀ ଓ ପ୍ରଭାତୀ ଦୁଇ ଭଉଣୀ,ଭାରତୀର ପୁଅ ପ୍ରଶାନ୍ତ।ପ୍ରଭାତୀର ବାପା ପ୍ରଶାନ୍ତର କ’ଣ ହୁଅନ୍ତି ?
#238. ନିମ୍ନଲିଖିତ ମଧ୍ୟରୁ କେଉଁଥିରୁ ବିଜୁଳି ଉତ୍ପାଦନ କରାଯାଏ ?
#239. ଓଡ଼ିଶାରେ ପକ୍ଷୀ ଅଭୟାରଣ୍ୟ କେଉଁଠାରେ ଅଛି ?
#240. ୩୨, ୧୬, ୮, ୪, _ ,_
#241. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଧର୍ମଗ୍ରନ୍ଥ ନୁହେଁ ?
#242. ଓଡ଼ିଶାର ବୃହତ୍ତମ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
#243. ଚିଲିକା ମଝିରେ ଥିବା ପ୍ରସିଦ୍ଧ ଦେବୀପୀଠର ନାମ କ’ଣ ?
#244. ନିମ୍ନଲିଖିତ ଚାରୋଟି ପଦାର୍ଥ ମଧ୍ୟରୁ କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା ?
#245. ଇଂରାଜୀ ବର୍ଷର ସପ୍ତମ ମାସର ଦିନ ସଂଖ୍ୟା କେତେ ?
#246. ନିମ୍ନଲିଖିତ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ କାହାର ଜନ୍ମ କେନ୍ଦୁଝର ଜିଲ୍ଲାରେ ?
#247. ପଠାଣି ସାମନ୍ତ କାଠ ଓ ବାଉଁଶ ନଳୀ ସାହାଯ୍ୟରେ ଉଦ୍ଭାବନ କରିଥିବା ଯନ୍ତ୍ରର ନାମ କ’ଣ ?
#248. କେଉଁ ମାସରେ ସାଧବମାନେ ବିଦେଶରୁ ବୋଇତରେ ଫେରୁଥିଲେ ?
#249. ଆମ ରାଜ୍ୟର କେଉଁ ଠାରେ ବନ୍ଦର ଅଛି ?
#250. କେରଳର ପ୍ରଚଳିତ ଭାଷାର ନାମକୁ କ’ଣ କୁହାଯାଏ ?
#251. ବଣ ଅଦାଲତ ସମୟରେ ଉଚ୍ଚ ପଥର ଚଟାଣ ଉପରେ କିଏ ବସିଥିଲେ ?
#252. ‘ବିଭବ’ ର ସମାନ ଅର୍ଥ ବୁଝାଉଥିବା ଶବ୍ଦଟିକୁ ବାଛ ।
#253. କେଉଁ ମାନେ ଅନ୍ୟର ଘରକୁ ଉଜାଡ଼ି ନିଜ ଘରକୁ ସଜାଡି ଥାଆନ୍ତି ?
#254. କୋଣାର୍କ ମନ୍ଦିର କେଉଁ ନଦୀ ମୁହାଣରେ ତୋଳା ହୋଇଥିଲା ?
#255. ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି।ଏ ଉକ୍ତି ଟି କାହାର ?
#256. ନିମ୍ନୋକ୍ତ ମଧ୍ୟରୁ’ ମିଳନ ‘ ର ବିପରୀତ ଶବ୍ଦ ଟି ହେଉଛି ………
#257. ମନସ୍ଥ କରିବାର ଅର୍ଥ କ’ଣ ?
#258. କେଉଁଟି ଯୋଡ଼ି ଶବ୍ଦ ନୁହଁ ?
#259. ଠିକ୍ ଶବ୍ଦଟି କୁ ବାଛି ଲେଖିବ ।
#260. ଯେପରି ଉଦୟରୁ ଉଦିତ, ସେହିପରି ସ୍ନାନରୁ _ ।
#261. ନିମ୍ନ ଯୋଡ଼ି ମଧ୍ୟ ରୁ କେଉଁ ଟି ଭୁଲ୍ ?
#262. କେଉଁ ଟି ଜଳର ପ୍ରତିଶବ୍ଦ ନୁହେଁ ?
#263. ଭକତି ଅନ୍ତରେ କିଏ ପରମେଶ୍ଵରକୁ ଡାକୁଥିଲା ?
#264. ପଲ୍ଲୀର ଅର୍ଥ କ’ଣ ?
#265. ପାନେ ଦେବାର ଅର୍ଥ କେଉଁ ଟି ଠିକ୍ ?
#266. ଲୁଣ ଛାଡିଲେ ବେମାରରୁ ସୁଫଳ ମିଳେ ବୋଲି ଗାନ୍ଧିଜୀ କେଉଁ ଠାରୁ ଜାଣିଥିଲେ ?
#267. କେଉଁ ନାମଟି ସପ୍ତର୍ଷି ମଣ୍ଡଳର ତାରାଙ୍କ ନାମ ନୁହଁ ?
#268. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?
#269. ସଠିକ୍ ବନାନ୍ ଟି ବାଛି ଲେଖ ।
#270. ମାଙ୍କଡ଼ମାନଙ୍କ ଯୋଜନାକୁ କିଏ ଶୁଣିନେବ ବୋଲି ସେମାନେ ଭାବିଲେ ?
#271. ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟାର ଦଶକ ସ୍ଥାନର ଅଙ୍କ ଏକକ ସ୍ଥାନ ଅଙ୍କର ୩ ଗୁଣ।ଶତକ ସ୍ଥାନର ଅଙ୍କ ଦଶକ ସ୍ଥାନ ଅଙ୍କର ଅଧା।ଏକକ ସ୍ଥାନର ଅଙ୍କ ୨ ହେଲେ ସଂଖ୍ୟାଟି କେତେ ?
#272. ତୁମ ବାପାଙ୍କ ବୟସ ତୁମ ମାଆଙ୍କ ବୟସଠାରୁ ୫ ବର୍ଷ ଅଧିକ ତୁମ ମାଆ ତୁମଠାରୁ ୨୫ ବର୍ଷ ବଡ଼। ବର୍ତ୍ତମାନ ତୁମର ବୟସ ୧୦ ବର୍ଷ ହେଲେ ତୁମ ବାପାଙ୍କ ବୟସ କେତେ ?
#273. ୪୦୦ ସଂଖ୍ୟାଟି ୫୦ ଠାରୁ ଯେତିକି ଅଧିକ କେଉଁ ସଂଖ୍ୟାଟି ୫୦୦ ଠାରୁ କେତେକ କମ୍? ?
#274. ୬ କୁ କେତେ ଥର ଯୋଗ କଲେ ୧୦ ର ୩ ଗୁଣ ସହିତ ସମାନ ହେବ ?
#275. ୫ ଟଙ୍କା ୫୦ ପଇସାକୁ ପଇସାରେ ପରିଣତ କଲେ କେତେ ହେବ ?
#276. ଦୁଇ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଏବଂ କ୍ଷୁଦ୍ରତମ ସଂଖ୍ୟାର ଗୁଣଫଳ କେତେ ?
#277. କେଉଁ ଜ୍ୟାମିତିକ ଉକ୍ତିଟି ଭୁଲ୍ ଚିହ୍ନାଅ ।
#278. ଏ ବର୍ଷ ଶିଶୁ ଦିବସ ନଭେମ୍ବର ୧୪ ତାରିଖ ଶୁକ୍ରବାରରେ ପଡ଼ିଲା। ଆସନ୍ତା ମାସର ୧୪ ତାରିଖ ଅର୍ଥାତ୍ ଡିସେମ୍ବର ୧୪ ତାରିଖ କେଉଁ ବାରରେ ପଡ଼ିବ ?
#279. ଇଂରାଜୀ କ୍ୟାଲେଣ୍ଡରରେ କେତୋଟି ମାସ ୩୧ ଦିନିଆ ପଡେ ?
#280. କେଉଁ ତିନୋଟି କ୍ରମିକ ସଂଖ୍ୟାର ଗୁଣଫଳ ୪୮୦ ?
#281. ଭାଜକ = ୫, ଭାଗଫଳ = ୧୦, ଭାଗଶେଷ = ୨ ହେଲେ ଭାଜ୍ୟ = କେତେ ?
#282. ତୁମ ଗଣିତ ବହିରେ କେତେ ପ୍ରକାର ବଟକରା କଥା କୁହାଯାଇଛି ଲେଖ।
#283. ୬୧୪୩ରେ ଏକକ ଓ ଶତକ ଘର ଅଙ୍କକୁ ବଦଳାଇ ଦେଲେ ନୂତନ ସଂଖ୍ୟାଟି କେତେ ଅଧିକ ବା କମ୍ ହେବ ?
#284. ୫ ଘଣ୍ଟା ୩୦ ମିନିଟ୍ କେତେ ମିନିଟ୍ ?
#285. କେଉଁ ସଂଖ୍ୟାର ୨ ଗୁଣ ଓ ୩ ଗୁଣର ବିୟୋଗଫଳ ୧୬ ହେବ ?
#286. ଘଣ୍ଟାରେ କେତେବେଳେ ତିନୋଟିଯାକ କଣ୍ଟା ଏକାଠି ହୁଅନ୍ତି ?
#287. ୧୦୨୪ରେ ୨ ର ସ୍ଥାନୀ଼ମାନ ଓ ସାଧାରଣ ମାନର ଯୋଗଫଳ କେତେ ?
#288. ତୁମ ବୟସର ପିଲା ପାଇଁ ଯଦି ପ୍ୟାଣ୍ଟ ତିଆରିରେ ୮୦ ସେ.ମି. କପଡ଼ା ଓ ସାର୍ଟ ତିଆରିରେ ୧ମି.୫୦ ସେ.ମି. କପଡ଼ା ଆବଶ୍ୟକ ତେବେ ତୁମେ ଓ ତୁମ ସାଙ୍ଗ ପାଇଁ ମୋଟରେ ପ୍ୟାଣ୍ଟ ଓ ସାର୍ଟ କେତେ କପଡ଼ା ଆବଶ୍ୟକ ?
#289. ବିଦ୍ୟାଳୟରେ ପାଠପଢ଼ା ୧୦ ଟା ୩୦ ମିନିଟ୍ ରେ ଆରମ୍ଭ ହୋଇ ୪ ଟା ୩୦ ମିନିଟ୍ ରେ ଶେଷ ହୁଏ ଏବଂ ମଝିରେ ୪୫ ମିନିଟ୍ ମଧ୍ୟାହ୍ନ ଭୋଜନ ବିରତି ହୁଏ। ତେବେ ସମୁଦାୟ ପାଠପଢ଼ା କେତେ ସମୟ ହୁଏ ?
#290. ୨୦୦ ଗ୍ରାମ୍ ବଟକରାରେ କେତେଥର ଓଜନ କଲେ ୧ କି.ଗ୍ରା.୨୦୦ ଗ୍ରାମ୍ ଓଜନର ଜିନିଷ ଓଜନ ହୋଇପାରିବ ?
#291. ତୁମ ଜ୍ୟାମିତି ବାକ୍ସରେ ଥିବା ସ୍କେଲରେ କେତେ ଥର ମାରିଲେ ୪୫ ସେ.ମି. ହେବ ?
#292. କୋନ୍ ଆକୃତିର ବସ୍ତୁ କେଉଁଟି ?
#293. ୨୦ ରେ ଯେତେଥର ଅଛି କେତେରେ ୧୪ ସେତେଥର ଅଛି ?
#294. ଧାଡ଼ିରେ ରହିବା ନିୟମଟି କେଉଁଠାରେ ଉପଯୋଗୀ ?
#295. ଗ୍ରାମାଞ୍ଚଳ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା କାହାର କାର୍ଯ୍ୟ ?
#296. କେଉଁ ଫୋନ୍ ନମ୍ୱରଟି ଅଲଗା ?
#297. ବର୍ତ୍ତମାନ କେଉଁ କାମ ଡାକଘରେ ହେଉନାହିଁ ?
#298. ଆମ ଦେଶର କେଉଁ ଦିଗରେ ଆମ ରାଜ୍ୟ ଅବସ୍ଥିତ ?
#299. ଆଦିମ ମଣିଷ ପ୍ରଥମେ କିପରି ନିଆଁକୁ ବାହାର କଲା ?
#300. ସବ୍ ଡିଭିଜନର ମୁଖ୍ୟ କିଏ ଅଟନ୍ତି ?
#301. ଟ୍ରାଫିକ ପୋଷ୍ଟରେ ଦେଖାଯାଉଥିବା ହଳଦିଆ ରଙ୍ଗର ଅର୍ଥ କ’ଣ ?
#302. କିଏ ଭାରତର ମହିଳା ମହାକାଶଚାରୀ ଅଟନ୍ତି ?
#303. ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥା କିଏ ଅଟନ୍ତି ?
#304. ଜେବ୍ରା କ୍ରସିଂ କେଉଁମାନଙ୍କ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ ଅଟେ ?
#305. କେଉଁଟି ଆମ ମୟୂରଭଞ୍ଜର ପଡୋଶୀ ଜିଲ୍ଲା ଅଟେ ?
#306. ଷ୍ଟେଥୋସ୍କୋପ୍ କିଏ ବ୍ୟବହାର କରନ୍ତି ?
#307. କେତେ ବର୍ଷ ସର୍ବନିମ୍ନ ବୟସ ହେଲେ ଜଣେ ବ୍ୟକ୍ତି ସାଧାରଣ ନିର୍ବାଚନରେ ଭୋଟ ଦେଇପାରିବେ ?
#308. ଉଦ୍ଭିଦ କେଉଁ ସମୟରେ ଅମ୍ଳଜାନ ଛାଡେ ନାହିଁ ?
#309. କେଉଁ ଉଦ୍ଭିଦଟି ଗୁଚ୍ଛମୂଳ ଅଟେ ?
#310. କେଉଁଟି ଆମ ପରିପାକ କ୍ରିୟାର ଅଂଶ ଅଟେ ?
#311. କେଉଁ ଗଛରେ ଫୁଲ ହୁଏ ନାହିଁ ?
#312. ଖରାପ ବା ଦୂଷିତ ଜଳ ପିଇଲେ କି ରୋଗ ହେବ ?
#313. ନିମ୍ନ ଲକ୍ଷଣ ମଧ୍ୟରୁ କେଉଁଟି ପ୍ରାଣୀ ଠାରେ ଦେଖାଯାଏ ନାହିଁ ?
#314. ନିଜ ଚାରିପଟେ ପୃଥିବୀ ଘୂର୍ଣ୍ଣନର ଦିଗ କେଉଁଟି ?
#315. ବିଶ୍ବ ଜଳ ସଂରକ୍ଷଣ ଦିବସଟି ହେଉଛି ………..
#316. କେଉଁଟି ଜଳ ବିଶୋଧକ ନୁହେଁ ?
#317. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବସ୍ତୁର ଗୁଣକୁ ବୁଝାଏ ?
#318. ଯେଉଁ ନାଡି ଦେଇ ରକ୍ତ ପ୍ରବାହ ହୃତପିଣ୍ଡରୁ ଘଟେ ତାହା _ ଅଟେ।
#319. ଯଦି ‘ ପ’ =୧, ‘ଫ’ =୨, ‘ବ’=୩,’ଭ’ =୪,’ମ’=୫ ହୁଏ ତେବେ ‘ମ୍ପ’ =କେତେ ହେବ ?
#320. ବାପୁନ୍ ର ଭଉଣୀ ମାଳତୀ ଅଟେ।ମାଳତୀଙ୍କ ପୁଅ ଶିବୁନ୍। ବାପୁନ୍ ର ବାପା ଶିବୁନ୍ ର କ’ଣ ହେବେ ?
#321. କେଉଁଟି ମୟୂରଭଞ୍ଜର ପଡୋଶୀ ଜିଲ୍ଲା ନୁହେଁ ?
#322. ତଳେ ଥିବା କେଉଁ ଦୁଇଟି ଇଂରାଜୀ ଅକ୍ଷରର ଛବି ଆଇନାରେ ଦେଖିଲେ ବଦଳିଯିବ ?
#323. କେଉଁ ଗଛର ଫୁଲ ରାତିରେ ଫୁଟି ସକାଳ ବେଳକୁ ଝଡ଼ି ତଳେ ପଡ଼ିଥାଏ ?
#324. ଯେପରି ‘ ବିରାଟ କୋହଲି ‘ ଜଣେ ଖେଳାଳି ସେପରି ‘ ଅଫ୍ ଦୁଲ କଲାମ ‘ ଜଣେ କ’ଣ ?
#325. ସୀତ, ଗୀତାଠାରୁ ବଡ଼, କିନ୍ତୁ ମିତାଠାରୁ ସାନ । ଗୀତା ଓ ତାହାର ସାଙ୍ଗ ଲୀତା ଏକା ବୟସର। ତେବେ ଲୀତା ଓ ମିତା ମଧ୍ୟରେ ସାନ କିଏ ?
#326. ତଳ ଉଦାହରଣ ଯୋଡ଼ା ଦେଖି ଚାରିଯୋଡା ମଧ୍ୟରୁ କେଉଁଟି ଠିକ୍ ଓ ଖାଲି ଘରେ ଲେଖାଯିବ ? ରୋଗୀ : ଡାକ୍ତର : : _ ।
#327. ମରୁଭୂମି : ଓଟପକ୍ଷୀ : : ନଈ : _ ।
#328. ତୁମେ ତୁମ ଘରୁ ବାହାରି ଠିକ୍ ଉତ୍ତର ଦିଗକୁ ୨ କି,ମି, ଚାଲି ଚାଲି ଗଲ। ସେଠାରୁ ପଛକୁ ବୁଲିପଡ଼ି ସିଧା ୩ କି,ମି, ଫେରି ଠିଆହୋଇଛ। ଏବେ ତୁମେ ଘରଠାରୁ କେଉଁ ଦିଗରେ ଠିଆହୋଇଛ ?
#329. କୋଭିଡ-୧୯ ଭୂତାଣୁ ସଂକ୍ରମଣ ନ ହେବା ପାଇଁ ତଳେ ଥିବା କେଉଁ କଥାଟି ସମ୍ପୂର୍ଣ୍ଣ ଠିକ୍ ନୁହେଁ ?
#330. ‘ପାରା’ କିପରି ଖାଏ ?
#331. ଶିମିଳିପାଳ: ବାଘ : : ଯଶୀପୁର: _।
#332. କ’ଣ କଲେ ବାୟୁ ପ୍ରଦୂଷଣ ହୁଏ ?
#333. ଗୋଟିକୁ ଗୋଟି _ ଫୁଟି, କୋଳେ ତା’ ଲୋଟି ଉଠଇ ହସି ।
#334. ଜନ୍ମଭୂମିର ପାଦ କିଏ ଧୋଇ ଦିଏ ?
#335. କାହାକୁ ଧରିପାରିବା ନାହିଁ ?

ଆକାଶରେ ଗଛ ଉପରେ ପୋଖରୀରେ ନଦୀରେ
ପୋଖରୀରେ
#2. କେବେ ଗାନ୍ଧିଜୀଙ୍କ ଜନ୍ମ ଦିନ ପାଳନ କରାଯାଏ ?
ସେପ୍ଟେମ୍ବର -5 ନଭେମ୍ବର -14 ଜାନୁଆରୀ -26 ଅକ୍ଟୋବର -2
ଅକ୍ଟୋବର -2
#3. ସାଧବ ପୁଅ ମାନେ କେଉଁ ମାସରେ ବଣିକ କରିବାକୁ ଯାଉଥିଲେ ?
ବୈଶାଖ କାର୍ତ୍ତିକ ଶ୍ରାବଣ ଚୈତ୍ର
#4. କେଉଁ ନଦୀର ମୁହାଣରେ କୋଣାର୍କ ମନ୍ଦିର ନିର୍ମାଣ କରାଯାଇଥିଲା ?
ମହାନଦୀ ଦୟାନଦୀ ଗଙ୍ଗା ନଦୀ ଚନ୍ଦ୍ରଭାଗା ନଦୀ
#5. ତାହାରି ପାଇଁ ଜୀବନ ଢାଳି, ରଖିବା ଆମେ ତାହାରି ନାମ – ଏହି ପଦ୍ୟାଅଂଶଟି କେଉଁ ପଦ୍ୟରୁ ଆସିଅଛି ?
ସେହି ମୋ ପ୍ରିୟ ଜନମ ଭୂମି ଟିକି ଫୁଲର ବାସ ତୁମପରି ଛୋଟ ପିଲାଟିଏ ଭାସି ଯାଆ ମୋର କାଗଜ ଡଙ୍ଗା
#6. ସାମନ୍ତ ଚନ୍ଦ୍ର ଶେଖରଙ୍କୁ କେଉଁ ଉପାଧି ଦିଆଯାଇଥିଲା ?
ଉତ୍କଳ କେଶରୀ ମହାମହୋପାଧ୍ୟାୟ କର୍ମବୀର ଉତ୍କଳ ଗୌରବ
#7. ଦଶହରା ଛୁଟିରେ ପିଲାମାନେ କଣ କଲେ ?
ବଣଭୋଜି କଲେ ରାସ୍ତାକୁ ଅପରିଷ୍କାର କଲେ ରାସ୍ତା ସମତଳ କଲେ ରାସ୍ତାକଡରେ ଗଛ ଲଗାଇଲେ
#8. ଆଗ କାଳରେ ବିଦ୍ୟାଳୟ କୁ କଣ କୁହାଯାଉଥିଲା ?
ସ୍କୁଲ ଚାହାଳୀ ପାଠଶାଳା ଆଶ୍ରମ
#9. କଣ କଲେ କାଳକାଳକୁ ଯଶ ରହେ ?
ଭଲ କାମ ମନ୍ଦକାମ ଅଧା କାମ ବସି ରହିଲେ
#10. ଯେପରି ଯାହା ସ୍ଥିର ନୁହେଁ -ଅସ୍ଥିର ? ସେହିପରି’ ଯାହା ଜଣା ନାହିଁ ‘ କ’ଣ ହେବ ?
ଅଚିହ୍ନ| କରୁଣା ଅଜଣା ଅଦେଖା
#11. ‘ମେଲାଣି ‘ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
ମେଲିଦେବା ବିଦାୟ ସମୁଦ୍ର ହଜିଯିବା
#12. ସୋମାକୁ ପାଣିରେ ବୁଡ଼ିଯିବାରୁ କିଏ ରକ୍ଷା କଲା ?
ତା’ର ଶିକ୍ଷକ କୃପାସିନ୍ଧୁ ହାସିନା ଗ୍ରାମବାସୀମାନେ
#13. ପଠାଣି ସାମନ୍ତଙ୍କୁ କେଉଁ ଉପାଧି ଦିଆଯାଇଥିଲା ?
ଶ୍ରେଷ୍ଠ ବିଜ୍ଞାନୀ ମହାମହୋପାଧ୍ୟାୟ ଉତ୍କଳର ବରପୁତ୍ର ଅତିବଡ଼ି
#14. ରାଜା ନରସିଂହ ଦେବ କେଉଁ ଦେବତାଙ୍କର ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଛା କଲେ ?
ବିଷ୍ଣୁ ଶିବ ସୂର୍ଯ୍ୟ ଇନ୍ଦ୍ର
#15. ଆମ ଦେଶରେ କେଉଁ ରାଜ୍ୟର ଲୋକମାନେ କନ୍ନଡ ଭାଷାରେ କଥାବାର୍ତ୍ତା କରନ୍ତି ?
ଆନ୍ଦ୍ରପ୍ରଦେଶ କର୍ଣ୍ଣାଟକ ଆସାମ କେରଳ
#16. ଗରବ : ଗର୍ବ ;; ପରଣ :
ପର୍ଶ ସ୍ପର୍ଶ ସ୍ୱର୍ଗ ପ୍ରାଣ
#17. ”ତୁ ଆଜି ମୋର ମନ ମହତ ରଖିଦେଲୁ ” ଏକଥା କିଏ କାହାକୁ କହିଛି ?
ରାଜା ଧର୍ମପଦକୁ ବାପା ପୁଅକୁ ରାଜା ବିଶୁମହାରଣକୁ କାରିଗର ଧର୍ମପଦକୁ
#18. କେଉଁ ବିଦ୍ୟାପାଇଁ ପାଠାଣିସାମନ୍ତଙ୍କୁ ଲୋକମାନେ ମାନେ ରଖିଛନ୍ତି ?
ଯଉତିଶ ବିଜ୍ଞାନ ସଂସ୍କୃତ ଗଣିତ
#19. ”ରେ ରେ ନିର୍ବୋଧ ମଣିଷ ; ଏ ପୃଥିବୀ ସମସ୍ତଙ୍କର ବାସଭୂଇଁ |” ଏ ଉକ୍ତଟି କାହାର
ହାତୀ ଭାଲୁ ମହାବଳ ବାଘ ସିଂହ
#20. ବିଳାସପୁର ଷ୍ଟେସନ କେଉଁ ରାଜ୍ୟରେ ଅବସ୍ତିତ ?
ବିହାର ରାଜସ୍ତାନ ଝାଡ଼ଖଣ୍ଡ ଛତିଶଗଡ଼
#21. ନିମ୍ନ ଲିଖିତ ମଧ୍ୟରୁ କାହାର ଵକ୍ରତଳ ନାହିଁ ?
ଅଣ୍ଡା ପେଣ୍ଡୁ କ୍ରିକେଟ ଚୁଡ଼ି
#22. 350 କୁ 100 ଲେଖାଏଁ ଅଧିକା କରି ଲେଖିଲେ ପଞ୍ଚମ ସ୍ଥାନରେ କେତେ ହେଵ ?
650 750 850 950
#23. ଦୁଇ ଅଙ୍କ ବିଶିଷ୍ଟ ବଡ ଯୁଗ୍ମ ସଂଖ୍ୟାଟି କେତେ
10 90 98 99
#24. 84 କୁ ଓଲଟାଇ ଲେଖି ତା ‘ ଡାହାଣରେ 5 ଲେଖିଲେ ଯେଉଁ ସଂଖ୍ୟାଟି ହେବ ତାହା ମୁଳ ସଂଖ୍ୟା ଠାରୁ କେତେ ଅଧିକ ?
400 401 569 485
#25. ଗୋଟିଏ ମାଠିଆର ଦାମ ଟ 2.50 ଟଙ୍କା | ଆକାଶ ପାଖରେ 100 ଟଙ୍କା ଅଛି | ତେବେ ସେ କେତୋଟି ମାଠିଆ କିଣି ପରିବ ?
4 40 24 60
#26. ଗାଜର କେଉଁ ଆକୃତିର ଘନବସ୍ତୁ ?
ଗୋଲକ ସିଲିଣ୍ଡର କୋନ ସମଘନ
#27. 30 ମିଟର 5 ସେ.ମି .ଯେ କେତେ ସେ.ମି.?
3005 ସେ.ମି. 305 ସେ.ମି 3500 ସେ.ମି. 3050 ସେ.ମି.
#28. ପବିତ୍ର ଏକ ସିଧା ରାସ୍ତା କଡରେ 5 ମିଟର ବ୍ୟବଧାନରେ ଗଛ ଲଗାଇଲେ | ସେ ମୋଟରେ 55 ମିଟର ପର୍ଯ୍ୟନ୍ତ ଗଛ ଲଗାଇବା ପାଇଁ କେତୋଟି ଚାରା ନେଇଥିଲେ ?
10 ଟି 11 ଟି 12 ଟି 50 ଟି
#29. ଗୋଟିଏ କାଲାମର ଦାମ 15 ତାଙ୍କ , ଗୋଟିଏ ପେନସିଲ ଦାମ 5 ଟଙ୍କା | ଶୁଭାଶିଷ 3 ଟି କଲମ ଓ 3 ଟି ପେନସିଲ କିଣି ଦୋକାନକୁ ଖଣ୍ଡିଏ 100 ଟଙ୍କିଆ ନୋଟ ଦେଲା | ଦୋକାନୀ ଶୁଭାଶିଷକୁ କେତେ ଟଙ୍କା ଫେରାଇବା ?
40 ଟଙ୍କା 60 ଟଙ୍କା 20 ଟଙ୍କା 80 ଟଙ୍କା
#30. 64 ରୁ 4 କୁ କେତେଥର ବିୟୋଗ କରାଯାଇପାରିବ ?
19 ଥର 18 ଥର 1 ଥର 16 ଥର
#31. 52 ରେ ଆଉ କେତୁଟି 52 ମିଶିଲେ 520 ହେବ ?
6 ଟି 8 ଟି 9 ଟି 10 ଟି
#32. ଦୁଇଟି ସଂଖ୍ୟର ଯୋଗଫଳ 22 ଓ ଵିୟୋଗଫଳ 8 ହେଲେ ବଡ ସାଂଖ୍ୟଟି କେତେ ?
14 15 7 17
#33. ଓଡ଼ିଶାର ମୋଟ ଜିଲ୍ଲା ସଂଖ୍ୟା ଯୁଗ୍ମ ନା ଅଯୁଗ୍ମ ?
ଯୁଗ୍ମ ଅଯୁଗ୍ମ ଉଭୟ କୌଣସିଟି ନୁହେ
#34. କୌଣସି ମାସର ମଙ୍ଗଳବାର 1 ତାରିଖ ହେଲେ , ସେହି ମାସର ଦ୍ଵିତୀୟ ଶନିବାର କେଉଁ ତାରିଖ ହେବ ?
9 ତାରିଖ 12 ତାରିଖ 10 ତାରିଖ 11 ତାରିଖ
#35. ତୁମ ଜନ୍ମ ସମୟରେ ତୁମ ମାଆଙ୍କର ବୟସ 25 ବର୍ଷ ଓ ବାପାଙ୍କର ବୟସ 30 ବର୍ଷ ଥିଲା | ତୁମର ବୟସ 8 ବର୍ଷ ହେଲେ ,ବର୍ତ୍ତମାନ ତୁମ ତିନି ଜଣଙ୍କର ବୟସ ମିଶି କେତେ ?
63 ବର୍ଷ 79 ବର୍ଷ 55 ବର୍ଷ 38 ବର୍ଷ
#36. 1 କି .ଗ୍ରା .ଘିଅର ଦାମ 800 ଟଙ୍କା ହେଲେ 150 ଗ୍ରାମ ଘିଅର ଦାମ କେତେ ?
60 ଟଙ୍କା 180 ଟଙ୍କା 120 ଟଙ୍କା 420 ଟଙ୍କା
#37. ଗୋଟିଏ ପଡିଆରେ ଯେତିକିଟି ବଗ ଥିଲେ , ସେତିକିଟି ଗାଈ ଥିଲେ , ସେମାନଙ୍କ ଗୋଡ ସଂଖ୍ୟା ସେମାଙ୍କ ମୁଣ୍ଡ ସଂଖ୍ୟାର କେତେ ଗୁଣ ?
2 ଗୁଣ 3 ଗୁଣ 6 ଗୁଣ 4 ଗୁଣ
#38. ପରବର୍ତ୍ତୀ ସାଂଖ୍ୟଟି ଲେଖ-3,7,15,31,………………..?
49 95 63 47
#39. ତିନୋଟି କ୍ରମିକ ସଂଖ୍ୟାର ଯୋଗଫଳ 51 ହେଲେ ବଡ ସଂଖ୍ୟାଟି କେତେ ?
20 17 30 18
#40. ଦୁଇଟି ସଂଖ୍ୟାର ଵିୟୋଗଫଳ 671 | ସାନ ସଂଖ୍ୟଟି 224 ହେଲେ ବଡ ସାଂଖ୍ୟ|ଟି କେତେ ?
859 895 447 744
#41. ଗୋଟିଏ ସଂଖ୍ୟର ଶତକ ସ୍ଥାନରେ 5, ଏକକ ସ୍ଥାନରେ 2, ଦଶକ ସ୍ଥାନରେ 0 ଓ ସହଶ୍ର ସ୍ଥାନରେ 8 ଅଛି ; ତେବେ ସଂଖ୍ୟାଟି କେତେ ?
8025 5208 8502 5028
#42. ବ୍ୟାଙ୍କର ମୁଖ୍ୟ କର୍ମଚାରୀ କିଏ ?
କୋଷାଧ୍ୟକ୍ଷ ମ୍ୟାନେଜର ହିସାବ ରକ୍ଷକ ପିୟନ
#43. ଆମ ରାଜ୍ୟର ହାଇକୋର୍ଟ କେଉଁଠାରେ ଅଛି ?
କଟକ ଭୁବନେଶ୍ୱର ବ୍ରହ୍ମପୁର ବାଲେଶ୍ୱର
#44. ବାଲେଶ୍ୱର ଜିଲ୍ଲାର ବ୍ଲକ ସଂଖ୍ୟା କେତେ ?
12 13 14 11
#45. ଯେଉଁ ନାଡିଦେଇ ରକ୍ତ ହୃତପିଣ୍ଡକୁ ଆସେ ତାକୁ କ’ଣ କୁହାଯାଏ ?
ଧମନୀ କାପାଟିକା ଶିରା ମହାଧାମନୀ
#46. ଶିକ୍ଷା ତୁମର କେଉଁ ପ୍ରକାର ଅଧିକାର ?
ଜନ୍ମଗତ ଅଧିକାର ସାମାଜିକ ଅଧିକାର ସାମ୍ବିଧାନିକ ଅଧିକାର ପାରିବାରିକ ଅଧିକାର
#47. ମାଡାମକ୍ୟୁରି କଣ ପାଇଁ ବିଖ୍ୟାତ ଥିଲେ ?
ରେଡ଼ିଓ ଉଦ୍ଭାବନ ପାଇଁ ରେଡିୟମ ଉଦ୍ଭାବନ ପାଇଁ ଟେଲିଭିଜନ ଉଦ୍ଭାବନ ପାଇଁ ଦୂରବିଖଣଯନ୍ତ୍ର ଉଦ୍ଭାବନ ପାଇଁ
#48. ଆମେ ପରୋକ୍ଷଭାବରେ ଉଦ୍ଭିଦଠାରୁ ପାଇଥିବା ଖାଦ୍ୟଟି କଣ ?
ପରିବା ଶାଗ ଅଣ୍ଡା ଫଳ
#49. ରକ୍ତ ଗତି କରୁବା ; ରକ୍ତନଳୀ :: ବାୟୁ ଗତି କରିବା :………………..
ପାକସ୍ଥଳୀ ଫୁସଫୁସ ଖାଦ୍ୟନଳୀ ଶ୍ୱାସନଳୀ
#50. ଜଳ ସଂରକ୍ଷଣ ଦିବସ କେବେ ପାଳନ କରାଯାଏ ?ଜାନୁଆରୀ 21 ତାରିଖ
ଜାନୁଆରୀ 21 ତାରିଖ ଜୁନ 22 ତାରିଖ ସେପ୍ଟେମ୍ବର 23 ତାରିଖ ମାର୍ଚ୍ଚ 22 ତାରିଖ
#51. ଋତୁ ପରିବର୍ତ୍ତନର କାରଣ କଣ ?
ସୂର୍ଯ୍ୟ ସ୍ଥିର ରହିବା ପୃଥିବୀ ନିଜ ଚାରିପଟେ ଘୁରିବା ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରିବା କୌଣସିଟି ନୁହେ
#52. ଗଛ ଚେରର ନାମ କଣ ?
ଶ୍ୱାସକ୍ରିୟା ପକ୍ରିୟା ଡାଳ ,ପତ୍ର ,ଫୁଲାଫଳକୁ ଧରି ରଖିବା ଜଳ ସୁଷଣ କରି ଉପରକୁ ପଠେଇବା ଖାଦ୍ୟ ପ୍ରସ୍ତୁତକରି ଗଛକୁ ଯୋଗେଇବା
#53. ଆମ ଦେଶର ମହିଳା ପ୍ରଧନମନ୍ତ୍ରୀଙ୍କ ନାମ କଣ ?
ନନ୍ଦିନୀ ଶତପଥୀ ଇନ୍ଦିରା ଗାନ୍ଧୀ ଅପରାଜିତା ଷଡ଼ଙ୍ଗୀ ପ୍ରତିଭା ପାଟିଲ
#54. ପଞ୍ଚଲିଙ୍ଗେଶ୍ୱର ଶୈବପୀଠ କେଉଁ ଜିଲ୍ଲାରେ ଅବସ୍ଥିତ ?
ଭଦ୍ରକ ମୟୁରଭଞ୍ଜ ବାଲେଶ୍ୱର ପୁରୀ
#55. କିଏ ଲୋକମଙ୍କୁ ଦ୍ୱାରା ସିଧାସଳଖ ବଛାହୋଇ ଆସିଥାନ୍ତି ?
ଚେୟାରମ୍ୟାନ ମେୟର ନାଏବ ସରପଞ୍ଚ ସରପଞ୍ଚ
#56. ତରଳ ଝାଡା ହେଲେ ଦେହରୁ କଣ କମିଯାଏ ?
ରକ୍ତ ଜଳୀୟ ଅଂଶ ଅମ୍ଳଜାନ ଭିଟାମିନ
#57. କେଉଁଟି ଏକ ଜଳ ବିଶୋଧକ ?
କାର୍ବାଇଟ କ୍ଲୁରିନ ଚିନି ସାର
#58. ଦମକଳ ଗାଡ଼ିର ରଙ୍ଗ କିପରି ?
ସବୁଜ ହଳଦିଆ ଲାଲୀ ନୀଳ
#59. ବ୍ଲକସ୍ତରରେ ଶିକ୍ଷାର ପ୍ରସାର ପାଇଁ କିଏ ଦାଇତ୍ୱରେ ରହିଥାନ୍ତି ?
ବି.ଡି.ଓ. ତହସିଲଦାର ଗୋଷ୍ଠୀ ଶିକ୍ଷା ଅଧିକାରୀ ସି.ଆର .ସିସି.
#60. ହିନ୍ଦୁ : ମନ୍ଦିର :: ମୁସଲମାନ :…………….
ଗୁରୁଦ୍ୱାର ଚର୍ଚ୍ଚ ମଠ ମସଜିଦ
#61. ସାନିଆ ମିର୍ଜା ; ଟେନିସ :: ପଦ୍ମିନୀ ରାୱତ :………………
ପୁଚି ସ୍ପିପିଂ କ୍ରିକେଟ ଚେସ
#62. କରୋନା ମହାମାରୀର ବାହକ କିଏ ?
ବୀଜାଣୁ ଜୀବାଣୁ ଭୁତାଣୁ କୀଟାଣୁ
#63. ଦିନ : ରାତି :: ଦିବସ :……………..
ଅନ୍ଧାର ଆଲୋକ ରଜନୀ ଜନନୀ
#64. ଗାନ୍ଧିଜୀ ଅନ୍ୟ କେଉଁ ନାମର ପରିଚିତ ?
ନେତାଜୀ ବାପୁଜୀ ଗୁରୁଜୀ ସର୍ତ୍ତାରଜୀ
#65. ଜନ୍ମ ଭୂମିକୁ କାହା ସହିତ ତୁଳନା କରାଯାଇଛି ?
ମାଆ ପିଉସୀ ମାଉସୀ ବାପା
#66. ମାଙ୍କଡମାନେ କେଉଁଠାରେ ଜହ୍ନକୁ ଦେଖିଲେ ?
ଆକାଶରେ ଗଛ ଉପରେ ପୋଖରୀରେ ନଦୀରେ
#67. ପାନେ ଦେବାର ଅର୍ଥ –
ପାନ ଖଣ୍ଡେ ଦେବା ଦଣ୍ଡଦେବା ଉଚିତ ଶିକ୍ଷା ଦେବା ପାଣି ଗ୍ଲାସ ଦେବା
#68. ଓଡ଼ିଶାର ପ୍ରଥମ ଜ୍ୟୋତିବିଜ୍ଞାନୀ କିଏ ?
ମଧୁବାବୁ ଗୋପବନ୍ଧୁ ପଠାଣି ସାମନ୍ତ ଫକୀର ମୋହନ
#69. ମଧୁବାବୁଙ୍କୁ କେଉଁ ଉପାଧି ମିଳିଥିଲା ?
ଉତ୍କଳ ଭାରତୀ ଉତ୍କଳ କେଶରୀ ଉତ୍କଳ ଗୌରବ ଉତ୍କଳଘଣ୍ଟ
#70. କେଉଁମାନେ ବାନରସେନା ସାଜିଥିଲେ ?
ପିଲାମାନେ ବୃଦ୍ଧମାନେ ଯୁବକମାନେ ଯୁବତୀମାନେ
#71. ଭକତି ଅନ୍ତରେ କିଏ ପରମେଶ୍ୱରଙ୍କୁ ଡାକୁଥିଲା ?
ମହୁମାଛି ଟିକିଫୁଲ ପ୍ରଜାପତି ଭଅଁର
#72. ରାଜା ନରସିଂହ ଦେବ କେଉଁ ଦେବତାଙ୍କ ପୂଜାପାଇଁ ମନ୍ଦିରଟିଏ ତୋଳାଇଥିଲେ ?
ଶିବ ଜଗନ୍ନାଥ ସୂର୍ଯ୍ୟ ଗଣେଶ
#73. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?
ଫଟୋ ବ୍ୟାଟେରୀ ଷ୍ଟେସନ ଅମ୍ଳଜାନ
#74. ନିମ୍ନ ଯୋଡି ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?
ଧନୀ – ଗରିବ ପ୍ରାଚୀନ – ନବୀନ ଭଗିନୀ ସୁଖ – ଦୁଃଖ
#75. ‘ ବନ୍ଦେ ଉତ୍କଳ ଜନନୀ ‘ ର ରଚୟିତା କିଏ ?
ଭକ୍ତକବି ମଧୁସୂଦନ ଦାସ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କବିବର ରାଧାନାଥ ରାୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
#76. ନିମ୍ନ ଶବ୍ଦ ମଧ୍ୟରୁ କେଉଁଠି ଠିକ ?
ସହାନୁଭୂତି ଶହାନୁଭୂତି ସହାନୂଭୂତି ସହାନୁଭୂତି
#77. ‘ଲୋଭୀ’ ର ବିପରୀତ ଶବ୍ଦଟି କ’ଣ ?
ନିର୍ଲୋଭୀ ନିର୍ଲୋଭ ଲୋଭହୀନ ଲୋଭନୀୟ
#78. ‘ନିକାଞ୍ଚନ’ ଶବ୍ଦର ଅର୍ଥ କଣ ?
ନିଛାଟିଆ ଘଞ୍ଚ ଏକୁଟିଆ ଅଳ୍ପ
#79. ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରାଯାଇହି, କାରଣ-
ବିଦ୍ୟାଳୟରେ ହିନ୍ଦୀ ପଢ଼ାଯାଉଥିବାରୁ ହିନ୍ଦୀଭାଷା କହିବାକୁ ସହଜ ହେଉଥିବାରୁ ହିନ୍ଦୀଭାଷାକୁ ସମସ୍ତେ ଭଲ ପାଉଥିବାରୁ ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତା କରୁଥିବାରୁ |
#80. ”ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ |” – ଏହି ପଦ୍ୟାଶଟି କେଉଁ ପଦ୍ୟର ଅଟେ ?
ଭାସିଯାଅ ମୋର କାଗଜ ଡ଼ଙ୍ଗା ଟିକି ଫୋଲଟିର ବାସ ସେହି ମୋ ପ୍ରିୟ ଜନମ ଭୂଇଁ ତୁମ ପରି ଛୋଟ ପିଲାଟିଏ
#81. କେଉଁମାନଙ୍କୁ ‘ପାଇକ’ କୁହାଯାଉଥିଲା ?
ଓଡ଼ିଶାର କାରିଗରମାନଙ୍କୁ ଓଡ଼ିଶାର ସାଧବମାନକୁ ଓଡ଼ିଶାର ସୈନିକମାନଙ୍କୁ ଓଡ଼ିଶାର କୃଷକମାନଙ୍କୁ
#82. ସ|ନରୁ ବଡ ହେବାକୁ ହେଲେ କ’ଣ କରିବା ଆବଶ୍ୟକ ?
ଯତ୍ନ କରିବା ପ୍ରାର୍ଥନା କରିବା ଅର୍ଥ ବ୍ୟୟ କରିବା ପାଠ ପଢିବା
#83. କେଉଁ ରାଜ୍ୟରେ ଅକାଳ ମରୁଡି ପଡିଥିଲା ?
ଓଡିଶା ବଙ୍ଗଳା ବିହାର ଆସାମ
#84. ସୋମା ପାଣିରେ ବୁଡ଼ିଗଲାବେଳେ ତାକୁ କିଏ ରକ୍ଷା କଲା ?
କରିମ କୃପାସିନ୍ଧୁ ହାସିନା ଗୁରୁଜୀ
#85. ‘ସାନସିନା ଦାନ ତା ମହାନ’ ଶବ୍ଦ ସହିତ କାହାର ସମ୍ପର୍କ ଅଛି ?
ରାଜା ବିଶୁ ମହାରାଣା ବଢ଼େଇମାନଙ୍କ ଧରମା
#86. ମଧୂବାରିଷ୍ଟରଙ୍କ ଜନ୍ମସ୍ଥାନର ନାମ କ’ଣ ?
ସତ୍ୟଭାମାପୁର ସୁଆଣ୍ଡୁ ସାକ୍ଷୀଗୋପାଳ ବୀରମିତ୍ରପୁର
#87. ଯେପରି ‘ନିନ୍ଦା’ ରୁ ‘ନିନ୍ଦିତ’ , ସେହିପରି ‘ଚିନ୍ତା’ ରୁ କ’ଣ ହେବ ?
ଚିନ୍ତନ ଚିନ୍ତିତ ପଠିତ ପୀଡିତ
#88. ‘ଫୁଲର ଗୋଟିଏ ପ୍ରତିଶବ୍ଦ ହେଉଛି ………..
ବାସ ସୁବାସ କୁସୁମ ଫଳ
#89. ଦୁଇଟି ପାଖାପାଖି ଅଯୁଗ୍ମ ସଂଖ୍ୟର ବିଯୋଗଫଳ କେତେ ?
3 5 2 1
#90. 235 ରେ 3 ସ୍ଥାନୀୟମାନ କେତେ ?
20 300 3 30
#91. 19 କୁ ପୁରଣବାଚକ ସଂଖ୍ୟାରେ ଲେଖୀଲେ କେତେ ହେବ ?
ଏକବିଂଶ ବିଂଶ ଉନ୍ନବିଂଶ ନବଦଶ
#92. 8,0,1 ଅଙ୍କଗୁଡିକୁ ଥରେ ମାତ୍ର ବ୍ୟବହାର କରି ତିନିଙ୍କ ବିଶିଷ୍ଟ ଖୁଦ୍ରତମ ସଂଖ୍ୟାଟି କେତେ ?
801 180 108 810
#93. ଗୋଟିଏ ଯୁଗ୍ମ ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଯୋଗଫଳ କେଉଁ ସଂଖ୍ୟା ହେବ ?
ଯୁଗ୍ମ ଅଯୁଗ୍ମ ଯୁଗ୍ମ ଓ ଅଯୁଗ୍ମ କୌଣସିଟି ନୁହେଁ
#94. 6ର 3 ଗୁଣ କେଉଁ ସଂଖ୍ୟାର 2 ଗୁଣ ସହ ସମାନ ?
9 8 7 6
#95. ତିନିଅଙ୍କ ବିଶିଷ୍ଟ ବୃହତମ ସଂଖ୍ୟାରୁ 1 ଵିୟୋଗକଲେ କେତେ ହେବ ?
1000 899 998 889
#96. ବୃତ୍ତର ଶୀର୍ଷ ସଂଖ୍ୟା କେତେ ?
4 3 1 0
#97. ନିମ୍ନୋକ୍ତ ମଧ୍ୟରୁ କେଉଁଟି ସିଲିଣ୍ଡର ଆକୃତିର ?
ବଲ ଲୁଡୁଗୋଟି ରୋଲବାଡ଼ି ନଟୁ
#98. ନିମ୍ନୋକ୍ତ ସଂଖ୍ୟାକ୍ରମରେ ଚତୁର୍ଥ ସାଂଖ୍ୟଟି କେତେ ? 400, 350 ,300 …….
450 200 250 550
#99. କେଉଁ ଅଙ୍କକୁ ସେହି ଅଙ୍କରେ ମିଶାଇଲେ ଯାହା, ତା’ର ଗୋଣଫଳ ମଧ୍ୟ ତାହା ?
1 2 3 5
#100. 4 କି.ଗ୍ରା. 5 ଗ୍ରାମ = କେତେ ଗ୍ରାମ ?
55 ଗ୍ରାମ 505 ଗ୍ରାମ 5005 ଗ୍ରାମ 550 ଗ୍ରାମ
#101. 1 ରୁ 20 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି ?
5 ଟି 6 ଟି 9 ଟି 8 ଟି
#102. 80 ମିନିଟ = କେତେ ଘଣ୍ଟା କେତେ ମିନିଟ ?
1 ଘଣ୍ଟା 20 ମିନିଟ 2 ଘଣ୍ଟା 1 ଘଣ୍ଟା 30 ମିନିଟ 8 ଘଣ୍ଟା 00 ମିନିଟ
#103. କୌଣସି ମାସର ମଙ୍ଗଳବାର ଦିନ 1 ତାରିଖ ହେଲେ , ସେହି ମାସର ଦ୍ୱିତୀୟ ଶନିବାର କେଉଁ ତାରିଖ ହେବ ?
9 ତାରିଖ 12 ତାରିଖ 10 ତାରିଖ 11 ତାରିଖ
#104. ଗୋଟିଏ ବର୍ଷରେ କେତୋଟି 31 ଦିନିଆ ମାସ ଅଛି ?
6 ଟି 5 ଟି 7 ଟି 8 ଟି
#105. ଗୋଟିଏ ଘଣ୍ଟାର ଘଣ୍ଟାକଣ୍ଟା 9 ଉପରେ ଓ ମିନିଟ କଣ୍ଟା 8 ହେଲେ ଉପରେ ଅଛି , ତେବେ ସମୟ କେତେ ?
9 ଘଣ୍ଟା 50 ମିନିଟ 8 ଘଣ୍ଟା 40 ମିନିଟ 9 ଘଣ୍ଟା 30ମିନିଟ 9 ଘଣ୍ଟା 40 ମିନିଟ
#106. ସ୍କେଲ ପଟାର 1 ସେ.ମି. ଚିହ୍ନ ଓ 2 ସେ.ମି. ମଧ୍ୟରେ କେତୋଟି ଗାର ପଡିଥାଏ ?
10 ଟି 9 ଟି 8 ଟି 5 ଟି
#107. ସଂଖ୍ୟାଗୋଡିକ ଅଧଃକ୍ରମରେ ସଜାଇଲେ ପ୍ରଥମେ କି ପ୍ରକାର ସଂଖ୍ୟା ଲେଖିବାକୁ ହେବ ?
ସାନସଂଖ୍ୟା ବଡସଂଖ୍ୟା ଯୁଗ୍ମସଂଖ୍ୟା ଅଯୁଗ୍ମ ସଂଖ୍ୟା
#108. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୁଲ ?
208 = 208 76 > 64 504 < 405 504 > 405
#109. ଗଣିତରେ କେତୋଟି ଅଙ୍କ ବ୍ୟବହାର କରାଯାଇଛି ?
10 ଟି 9 ଟି 8 ଟି 7 ଟି
#110. ନିମ୍ନଯୋଡ଼ିଙ୍କମାନଙ୍କ ମଧ୍ୟରୁ କେଉଁ ଯୋଡ଼ିଟି ଠିକ ?
32 + 24 + = 24+14 32 + 24 = 50+14 32 + 24 = 72 – 16 32 + 24 = 67 – 23
#111. ଦୁଇଟି ସଂଖ୍ୟାର ଗୁଣଫଳ 720 | ସାନ ସଂଖ୍ୟା 12 ହେଲେ , ବଡ଼ ସଂଖ୍ୟାଟି କେତେ ?
6 60 16 40
#112. ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କେଉଁ ଜିଲ୍ଲାରେ ଅବସ୍ଥିତ ?
କଟକ ଖୋର୍ଦ୍ଧା ଭୁବନେଶ୍ୱର ପୁରୀ
#113. ଆମ ରାଜ୍ୟର ଜିଲ୍ଲା ସଂଖ୍ୟା କେତେ ?
27 13 25 30
#114. ଜିଲ୍ଲାର ମୁଖ୍ୟ କିଏ ?
ଚେୟାରମ୍ୟାନ ତହସିଲଦାର ନିର୍ବାହୀ ଅଧିକାରୀ ଜିଲ୍ଲାପାଳ
#115. ଟ୍ରାଫିକ ଛକରେ କେଉଁ ରଙ୍ଗର ବତି ଜଳିଲେ ଗାଡି ରହିବ ?
ସବୁଜ ନାଲି ନୀଳ ହଳଦିଆ
#116. କେଉଁ ଗାଡ଼ିର ସତର୍କ ଘଣ୍ଟି ନଥାଏ ?
ଯାତ୍ରବାହୀ ବସ ଆମ୍ବୁଲାନ୍ସ ଦମକଳ 108 ଗାଡ଼ି
#117. ମାନଚିତ୍ରରେ ଉପରେ ପଟଟି କେଉଁ ଦିଗକୁ ସୂଚାଏ ?
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ
#118. ସକାଳୁ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଠିଆ ହେଲେ , ତୁମର ବାମପଟେ କେଉଁ ଦିଗକୁ ରହିବ ?
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ
#119. ଡାକଘରେ କ’ଣ ମିଳେ ନାହିଁ ?
ପୋଷ୍ଟକାର୍ଡ ଲଫାପା ଡାକଟିକେଟ ଔଷଧ
#120. ଦେୱାନୀ ଅଦାଲତରେ କେଉଁ ମୋକଦ୍ଧମା ବିଚାର କରାଯାଏ ?
ଜମିବାଡ଼ି ସଂକ୍ର|ନ୍ତୀୟ ଚୋରି ମାଡ଼ପିଟ ଫୌଜିଦାରୀ
#121. ସରପଞ୍ଚଙ୍କ କାର୍ଯ୍ୟକାଳ କେତେ ବର୍ଷ ?
3 ବର୍ଷ 5 ବର୍ଷ 4 ବର୍ଷ 6 ବର୍ଷ
#122. ଡାକ୍ତରଖାନାରେ ରୋଗୀସେବା କିଏ କରନ୍ତି ?
ନର୍ସ ଡାକ୍ତର କମ୍ପାଉଡର ଅଧୀକ୍ଷକ
#123. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଲଗା ?
ଏକ୍ସରେ ଅଣୁବିକ୍ଷଣ ଯନ୍ତ୍ର ଆମ୍ବୁଲାନ୍ସ ଷ୍ଟେଥୋସ୍କୋପ
#124. କେଉଁଟି ବ୍ୟାଙ୍କର କାର୍ଯ୍ୟ ନୁହେଁ |
ଟଙ୍କା ସଞ୍ଚୟ କମ ସୁଧରେ ଋଣ ଗହଣା ନିରାପଦରେ ରଖିବା ଶିକ୍ଷ୍ୟାର ପ୍ରସାର
#125. ମାଟି ଜିନିଷ କିଏ ତିଆରି କେରେ ?
କମାର କୁମ୍ଭ|ର ଚମାର ବାରିକ
#126. ମହେଞ୍ଜୋଦାରୋ ବର୍ତ୍ତମାନ କେଉଁ ଦେଶରେ ଅବସ୍ଥିତ ?
ଭାରତ ନେପାଳ ପାକିସ୍ଥାନ ଆଫଗାନିସ୍ଥାନ
#127. କେଉଁଟି କୁତ୍ରିମ ଜିନିଷ ଅଟେ ?
ପାଣି ପବନ ଗଛ ଟେବୁଲ
#128. ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିର୍ଜୀବ ଅଟେ ?
କୁକୁର ମାଙ୍କଡ ପଥରଖଣ୍ଡ ଗଛ
#129. ଏକବର୍ଷରୁ କମ ବୟସ ବଞ୍ଚୁଥିବା ଗୋଟିଏ ଗଛ କିଏ ?
ଆମ୍ବ କାକୁଡ଼ି ପଣସ ଅମୁତଭଣ୍ଡା
#130. ଆମ ଶରୀରର କେତେଭାଗ ଜଳଅଛି ?
50 ଭାଗ 40 ଭାଗ 60 ଭାଗ 70 ଭାଗ
#131. ସର୍ଵଭୁକ ପ୍ରାଣୀ
ହାତୀ ବାଘ ମଣିଷ ଛେଳି
#132. ପୋଲିଓ ରୋଗହେଲେ, କେଉଁ ଅଙ୍ଗ ଅକାମୀ ହୋଇଯାଏ ?
ପାଟି ଗୋଡ ଆଖି କାନ
#133. କେଉଁଟି ଜଳର ଗ୍ୟାସୀୟ ଅବସ୍ଥା ?
ଜଳୀୟବାଷ୍ପ କାକର ବରଫ ମେଘ
#134. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା ?
ବେସନ ଅଟା ମଇଦା ସୁଜି
#135. ଦୁଇ ଫୁସଫୁସ ମଧ୍ୟରେ କ’ଣ ଥାଏ ?
ପାକସ୍ଥଳୀ ବୃକକ ହୃତପିଣ୍ଡ ମୂତ୍ରାଶୟ
#136. ପୃଥିବୀ ନିଜ ଚାରିପଟେ ବୁଲୁଥିବାରୁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ହୁଏ ?
ଦିନରାତି ପୁର୍ଣିମା ଅମାବାସ୍ୟା ଋତୁପରିବର୍ତ୍ତନ
#137. ବାଘ : ଶିମିଳପାଳ :: ହାତୀ : ……..
ଚିଲିକା ଉଷାକୋଠି ଚନ୍ଦକା ଟିକରପଡା
#138. ଯଦି ତାରକସି କାର୍ଯ୍ୟ କଟକ :: ଚାନ୍ଦୁଆ :………..
ବରଗଡ଼ ପିପିଲି ବାଜକାଟୀ ଯାଜପୁର
#139. କଳ୍ପନା ଚାୱଲା : ମହାକାଶଚାରୀ :: ପଦ୍ମିନୀ ରାଉତ :…….
ବୈଜ୍ଞାନିକ ନାରୀକବି ଚେସ ଖେଳାଳୀ ଦୌଡରାଣୀ
#140. ଯଦି D = 4 , BAD =7 ହୁଏ , CAT = କେତେ ?
19 22 24 20
#141. 853, 742 , 631 , ……..[ପରବର୍ତ୍ତୀ ସଂଖ୍ୟାଟି କେତେ ? ]
520 530 500 510
#142. 111 ପରି ଆଉ କେତୋଟି ସଂଖ୍ୟା ଅଛି ?
9 ଟି 8 ଟି 7 ଟି 10 ଟି
#143. ଯଦି BAT = ଖକନ ହୁଏ , ତେବେ CAP = କ’ଣ ?
ବଳଦ ଦଳନ ଗକତ ଗକନ
#144. ଘଣ୍ଟାର ଘଣ୍ଟାକଣ୍ଟା 12 ଠାରୁ ଆରମ୍ଭ କରି ପୁଣି 12 ପାଖରେ ପହଞ୍ଚିବା ବେଳେକୁ ମିନିଟ କଣ୍ଟା କେତେଥର ଘୁରିବ ?
9 ଥର 12 ଥର 13 ଥର 10 ଥର
#145. ମାସର ପ୍ରଥମ ଗୁରୁବାର 5 ତାରିଖ ହେଲେ , ଦ୍ୱିତୀୟ ବୁଧବାର କେତେ ତାରିଖ ହେବ ?
10 ତାରିଖ 11 ତାରିଖ 12 ତାରିଖ 13 ତାରିଖ
#146. ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ କ’ଣ ?
ନନ୍ଦିଘୋଷ ତାଳଧ୍ଵଜ ଦେବଦଳନ ରୁକୁଣା
#147. ମୋ ସହିତ 16 ଯୋଗକର କିମ୍ବା 24 ରୁ ମୋତେ ବିୟୋଗ କର | ଉତ୍ତର ସର୍ବଦା ସମାନ ହେଲେ , ମୁ କିଏ ?
14 20 4 6
#148. କ୍ରମଟି ଦେଖି ପରବର୍ତ୍ତୀ କ୍ରମଟିରେ କ’ଣ ରହିବ ? II , III , IV , V ,
I VII IIV VI
#149. 2 x 3 x 0 x 4 x 5 = କେତେ ?
120 0 80 14
#150. ଯଦି ବସ = ବସ ଷ୍ଟାଣ୍ଡ , ତେବେ ଉଡ଼ାଜାହାଜ = ………
ବନ୍ଦର ଷ୍ଟେସନ ଖେଳପଡିଆ ବିମାନଘାଟୀ
#151. ‘ସମୀର’ କହିଲେ ପବନକୁ ବୁଝାଏ , ତେବେ ‘ସମର’ କହିଲେ କ’ଣ ବୁଝିବା ?
ଯୁଦ୍ଧ ଦିନ ଆକାଶ ମେଘ
#152. ଖଘଚ , ଟଡ଼ଣ , ତଦନ , ଛଜଟ ମଧ୍ୟରୁ ଅଲଗା ଶବ୍ଦଟି ବାଛ |
ଖଘଚ ଟଡ଼ଣ ତଦନ ଛଜଟ
#153. କେଉଁ ଗଛର ଫଳ ବାହାରେ ମଞ୍ଜି ଥାଏ ?
ଅମୁତଭଣ୍ଡା ଲଙ୍କା ଆମ୍ବ ବେଲ ପିଜୁଳି
#154. ‘କ’ ‘ଖ’ ର ପୁଅ | ‘ଗ’ ‘ଖ’ ର ଭାଇ ହେଲେ , ‘କ’ ‘ଗ’ ର କ’ଣ ହେବ ?
ବାପା ବଡ଼ବାପା ଅଜା ପୁତୁରା
#155. ରମେଶ ଓ ଉମେଶ ହକି ଓ ଫୁଟବଲ ଖେଳନ୍ତି | ଉମେଶ ଓ ସୁରେଶ ଫୁଟବଲ ଓ କ୍ରିକେଟ ଖେଳନ୍ତି | କିଏ ଏହି ତିନୋଟିଯାକ ଖେଳ ଖେଳନ୍ତି ?
ରମେଶ ଉମେଶ ସୁରେଶ କେହିନୁହେଁ
#156. କେଉଁଠାରେ ଅକାଳ ମରୁଡ଼ି ପଡ଼ିଥିଲା ?
ବଙ୍ଗଳାରେ ଓଡ଼ିଶାରେ ବିହାରରେ ଆସାମରେ
#157. କେଉଁ ଅଞ୍ଚଳ ବ୍ୟତୀତ ଓଡ଼ିଶାରେ ସବୁ ସ୍ଥାନ ଇଂରେଜମାନଙ୍କ ଦଖଲକୁ ଯାଇଥିଲା ?
ପୁରୀ ନୟାଗଡ଼ ଖୋର୍ଦ୍ଧା ଭୁବନେଶ୍ୱର
#158. କୋଣାର୍କ ମନ୍ଦିରରେ କେତୋଟି ପଥର ଘୋଡ଼ା ଅଛି ?
ପାଞ୍ଚ ଆଠ ଛଅ ସାତ
#159. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଯୋଡ଼ି ଶବ୍ଦ ନୁହେଁ ?
ପାଠଶାଠ ଯାନିଯାତରା ପୁନିଅଁପରବ ଦିବାକର
#160. ଯେପରି ’ପାଠ’ ରୁ ’ପଠିତ’, ସେହିପରି ଚିନ୍ତାରୁ କ’ଣ ହେବ?
ଚିନ୍ତିନ ଭାବିବା ଚିନ୍ତିତ ଚିନ୍ତା କରିବା
#161. ଶୁଦ୍ଧ ବନାନଟି ବାଛ।
ବିରଭୂମୀ ବୀରଭୁମୀ ବିରଭୂମି ବୀରଭୂମି
#162. ଓଡ଼ିଶାର ‘ବାଘ’ ଅଭୟାରଣ୍ୟ କେଉଁଠାରେ ଅଛି ?
ଚନ୍ଦକା ଶିମିଳିପାଳ ଉଷାକୋଠି ଟିକରପଡା
#163. ବୀରକିଶୋରଙ୍କୁ କେଉଁ ଉପାଧି ମିଳିଥିଲା ?
କବି ସମ୍ରାଟ ଭକ୍ତ କବି କବି ସୂର୍ଯ୍ୟ ଜାତୀୟ କବି
#164. ସାଧବମାନେ କେଉଁ ମାସରେ ବୋଇତରେ ଦୂର ଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ?
କାର୍ତ୍ତିକ ମାର୍ଗଶିର ଆଷାଢ଼ ପୌଷ
#165. ଲୋକେ ତ ଆମର ବଳ,ଲୋକେ ତ ଆମର ଶକ୍ତି-ଏକଥା କିଏ କାହାକୁ କହିଥିଲେ?
ବକ୍ସି ଦଳବେହେରାଙ୍କୁ କରୁଣାକର ଛୁଆଳ ସିଂହକୁ ଦଳବେହେରା ଛୁଆଳସିଂହକୁ ବକ୍ସି ଛୁଆଳସିଂହକୁ
#166. ପଠାଣି ସାମନ୍ତ କେଉଁ ଉପାଧି ପାଇଥିଲେ?
ମହୋପାଧ୍ୟାୟ ମହାମହୋପାଧ୍ୟାୟ ମହାପାଧାୟ ମହୋମହାପାଧ୍ୟାୟ
#167. ‘ବଣ ଅଦାଲତ’ ପ୍ରସଙ୍ଗରେ ମନ୍ତ୍ରୀ କିଏ ଥିଲେ ?
ଚିତାବାଘ ହନୁମାଙ୍କଡ ଭଲ୍ଲୁକ ହାତୀ
#168. କେଉଁଟି ‘ମଣିଷ’ର ପ୍ରତିଶବ୍ଦ ନୁହେଁ ?
ନୃ ମାନବ ନର ଦାନବ
#169. କେଉଁ ନାମଟି ସପ୍ତର୍ଷି ମଣ୍ଡଳରେ ଥିବା ତାରାମାନଙ୍କର ନୁହେଁ ?
ପୁଲସ୍ତ୍ୟ ପୁଲହ ବାଲ୍ମିକୀ ବଶିଷ୍ଠ
#170. ମିଳନର ବିପରୀତ ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ?
ବିଚ୍ଛେଦ ଅମିଳନ ବିଷାଦ ମଳିନ
#171. କେରଳ ରାଜ୍ୟର ଲୋକେ କେଉଁ ଭାଷାରେ କଥାବାର୍ତ୍ତା ହୁଅନ୍ତି ?
ତେଲୁଗୁ କନ୍ନଡ଼ ତାମିଲ ମାଲୟଲାମ
#172. ‘ ସଇନ’ ଶବ୍ଦର ଗଦ୍ଯରୂପ ହେଲା-
ସେନା ସୈନ ସୈନ୍ୟ ସେନ
#173. ‘ଧର୍ମ’ର ପଦ୍ଯ ରୂପ କ’ଣ ହେବ ?
ଧମର ଧରମ ଧମ୍ର ଧରମଅ
#174. ଯେପରି ମଧୁର-ଗାନ, ସେହିପରି ଗହଳ-
ବନ ନୀଳ ନଦୀ ସାଗର
#175. କୋଣାର୍କର ସୂର୍ଯ୍ୟ ମନ୍ଦିର ଆକାର କିପରି ?
ଘୋଡ଼ାପରି ବିମାନପରି ରଥପରି ଦୁର୍ଗପରି
#176. ତୁମେ ପଢୁଥିବା ତୃତୀୟ ଶ୍ରେଣୀ ସାହିତ୍ୟ ବହିର ନାମ କ’ଣ ?
ହସଖୁସି ସାହିତ୍ୟ କଳିକା ସାହିତ୍ୟ କୁସୁମ ଆମ ଭାଷା ଆମ ସାହିତ୍ୟ
#177. ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ ?
ଗ୍ୟାଲିଲିଓ ପଠାଣି ସାମନ୍ତ ବିଦ୍ୟାସାଗର ଗୋପବନ୍ଧୁ
#178. ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା କରାଯାଇଛି କାରଣ-
ବିଦ୍ୟାଳୟରେ ହିନ୍ଦୀ ପଢ଼ା ଯାଉଥିବାରୁ। ହିନ୍ଦୀ ଭାଷା ପଢିବାକୁ ସହଜ ହେଉଥିବାରୁ। ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତ୍ତା କରୁଥିବାରୁ। ହିନ୍ଦୀ ଭାଷାକୁ ସମସ୍ତେ ଭଲ ପାଉଥିବାରୁ।
#179. ‘ଭାଇ ମୋତେ କ୍ଷମା କର’-ଏକଥା କିଏ କାହାକୁ କହିଥିଲେ ?
କରିମ୍ କୃପାସିନ୍ଧୁଙ୍କୁ କୃପାସିନ୍ଧୁ କରିମ୍ କୁ ଗୁରୁଜୀ କୃପାସିନ୍ଧୁଙ୍କୁ କୃପାସିନ୍ଧୁ ଗୁରୁଜୀଙ୍କୁ
#180. “ସାନ ସିନା ଦାନ ତା’ ମହାନ”-ଏ ବିଷୟରେ କାହାର ଦାନକୁ ମହାନ ବୋଲି କୁହାଯାଇଛି ?
ବିଶୁ ମହାରଣା ବାରଶହ ବଢେଇ ଧର୍ମ ପଦ ରାଜା ନରସିଂହ ଦେବ
#181. ଗୋଟିଏ ଇଟାର ଧାର ସଂଖ୍ୟା ଶୀର୍ଷ ସଂଖ୍ୟାଠାରୁ କେତେ ଅଧିକ ?
୪ଟି ୬ଟି ୮ଟି ୧୨ଟି
#182. ନିମ୍ନଲିଖିତ ମଧ୍ୟରୁ କେଉଁଟି କୋନ୍ ଆକୃତି ବସ୍ତୁର ଉଦାହରଣ ନୁହେଁ ?
ଓଳମ୍ କୋନ୍ ଆଇସ୍ କ୍ରିମ୍ ଭଙ୍ଗା ଖିଲିପାନ ପେନ୍ ସିଲ୍
#183. ୧୫ ରୁ ୫ ଗୁଣ କେଉଁ ସଂଖ୍ୟାର ୨୫ ଗୁଣ ସହ ସମାନ ?
୧୮ ୨୫ ୩ ୧୨
#184. ଗୋଟିଏ ମାସର ପ୍ରଥମ ରବିବାର ୩ ତାରିଖରେ ପଡ଼ିଲେ ତୃତୀୟ ରବିବାର କେତେ ତାରିଖରେ ପଡ଼ିବ ?
୧୦ ୨୭ ୧୫ ୧୭
#185. ସମସ୍ତ ଅଙ୍କ ସମାନ ଥାଇ କେତୋଟି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଗଢ଼ି ହେବ ?
୧୦ଟି ୫ଟି ୩ଟି ୯ଟି
#186. ଭାଜ୍ୟ =୩୦୬,ଭାଗଶେଷ=୬ ଓ ଭାଗଫଳ =୩୦ ହେଲେ ଭାଜକ କେତେ ?
୧୦ ୫ ୮ ୭
#187. କୈଳାସ କଳାପଟାରେ ୬୫ ଲେଖିଥିଲା। ମିତା ସେଥିରୁ ୫ ଲିଭାଇ ଦେଲା, ନୂଆ ସଂଖ୍ୟା ଟି ମୂଳ ସଂଖ୍ୟାଠାରୁ କେତେ କମ୍ ?
୪୦ ୬୦(୫୯) ୧୨ ୩୫
#188. ୩୦୦ ଯେଉଁ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ତା’ର ପୂର୍ବବର୍ତ୍ତୀ ସଂଖ୍ୟା କେତେ ?
୨୯୯ ୨୯୮ ୨୭୦ ୧୯୯
#189. ଗୋଟିଏ ଅଧିବର୍ଷର ସମ୍ପୂର୍ଣ୍ଣ ଦିନ ସଂଖ୍ୟା କେତେ ?
୩୬୫ ୩୬୬ ୩୬୪ ୨୯
#190. ଦୁଇ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ କେତେ ବିୟୋଗ କଲେ ତାହା ୧ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେବ ?
୫ ୮ ୧ ୯
#191. ୯୭୯ ରେ ୭ ର ସ୍ଥାନୀୟମାନ ଓ ସାଧାରଣ ମାନ ମଧ୍ୟରେ ପାର୍ଥକ୍ୟ କେତେ ?
୧୪ ୭୦ ୦ ୬୩
#192. କ୍ୟାଲେଣ୍ଡରରେ କେଉଁ ପାଖାପାଖି ୨ ଟି ମାସର ଦିନ ସଂଖ୍ୟା ୩୧ ଲେଖାଏଁ ଅଟେ ?
ଜାନୁୟାରୀ, ଫେବୃୟାରୀ ଏପ୍ରିଲ୍,ମେ ଜୁଲାଇ, ଅଗଷ୍ଟ ନଭେମ୍ବର, ଡିସେମ୍ବର
#193. ତୁମ ଅଞ୍ଚଳରେ ଦିନରେ ୨ ଘଣ୍ଟା ୪୫ ମିନିଟ୍ ଓ ରାତିରେ ୧ ଘଣ୍ଟା ୩୦ ମିନିଟ୍ ବିଦ୍ୟୁତ୍ ସରବରାହ ବନ୍ଦ ରହେ। ତେବେ କେତେ ସମୟ ବିଦ୍ୟୁତ୍ ସରବରାହ ବନ୍ଦ ରୁହେ ?
୩ ଘଣ୍ଟା ୩୦ ମିନିଟ୍ ୪ ଘଣ୍ଟା ୧୫ ମିନିଟ୍ ୩ ଘଣ୍ଟା ୧୫ ମିନିଟ୍ ୪ ଘଣ୍ଟା ୩୦ ମିନିଟ୍
#194. ଗୋଟିଏ ସଂଖାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରୁ କେଉଁଟି ବଡ଼ ?
ପରବର୍ତ୍ତୀ ସଂଖ୍ୟା ପୂର୍ବବର୍ତ୍ତୀ ସଂଖ୍ୟା ଉଭୟ ସମାନ କୌଣସିଟି ନୁହେଁ
#195. ୨୧ ର ପୂରଣ ବାଚକ ସଂଖ୍ୟା ଲେଖ ?
ଏକ ଏକବିଂଶ ବିଂଶ ଦ୍ବାଦଶ
#196. ଗୋଟିଏ ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ମଧ୍ୟରୁ ରାମବାବୁ ୩୪୨, ଅଶୋକ ବାବୁ ୫୩୨ ଖଣ୍ଡ ଭୋଟର ପାଇଲେ ଓ ୪୨ ଖଣ୍ଡ ଭୋଟ୍ ନାକଚ୍ ହୋଇଗଲା ତେବେ କେତେ ଜଣ ଭୋଟର ଭୋଟ୍ ଦେଇଥିଲେ ?
୫୭୪ ୩୮୪ ୯୧୬ ୮୭୬
#197. ୧୦ କି. ଗ୍ରା. ୫୦ ଗ୍ରାମ୍ = କେତେ ଗ୍ରାମ ?
୧୦୫୦ ଗ୍ରାମ୍ ୧୦୦୫୦ ଗ୍ରାମ୍ ୧୦୫୦୦ ଗ୍ରାମ୍ ୧୫୦୦୦ ଗ୍ରାମ୍
#198. ଯୁଗ୍ମ ସଂଖ୍ୟାର ଏକକ ଘରେ କେଉଁ ଅଙ୍କଟି ନ ଥାଏ ?
୦ ୧ ୨ ୪
#199. ୧ ରୁ ୧୦ ମଧ୍ୟରେ କେତୋଟି ଅଯୁଗ୍ମ ସଂଖ୍ୟା ଅଛି ?
୫ଟି ୭ଟି ୪ଟି ୧୧ଟି
#200. ଗୁଣନ ହେଉଛି ବାରମ୍ବାର _।
ବିୟୋଗ ଯୋଗ ହରଣ କେଉଁଟି ନୁହେଁ
#201. ଗୋଟିଏ କାନ୍ଥ ଘଣ୍ଟାରେ ଘଣ୍ଟା କଣ୍ଟା ୪ ଓ ୫ ମଝିରେ ଅଛି, ମିନିଟ୍ କଣ୍ଟା ୬ ଉପରେ ଅଛି। ତେବେ ସମୟ କେତେ ହୋଇଛି ?
୪ଟା ୩୦ ମିନିଟ୍ ୫ଟା ୩୦ ମିନିଟ୍ ୫ଟା ୪ଟା
#202. କେଉଁଟି ଅଲଗା ?
ମାଇକ୍ରୋସ୍କୋପ୍ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସ ଡାକ୍ତର
#203. ନିମ୍ନଲିଖିତ ମଧ୍ୟରୁ କିଏ ଆମ ସୌରଜଗତରେ ନାହିଁ ?
ପୃଥିବୀ ତାରା ସୂର୍ଯ୍ୟ ଚନ୍ଦ୍ର
#204. ଜମିର ଖଜଣା ଆଦାୟ କରିବା କାହାର କାମ ?
ଜିଲ୍ଲାପାଳ ଉପଜିଲ୍ଲାପାଳ ବିଡ଼ିଓ ତହସିଲଦାର
#205. ଜିଲ୍ଲାର ଶିକ୍ଷାର ପ୍ରସାର ଓ ଶିକ୍ଷା ଉନ୍ନତିର ମୁଖ୍ୟ କିଏ ?
ବ୍ଳକ୍ ଶିକ୍ଷା ଅଧିକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା ନିର୍ଦ୍ଦେଶକ ଶିକ୍ଷା ସଚିବ
#206. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶୋଧକ ନୁହେଁ ?
ଫିଟିକିରି କ୍ଲୋରିନ ମୋବିଲ୍ ବ୍ଲିଚିଂ ପାଉଡର
#207. କେଉଁଟି ଆମର ପରିପାକ କ୍ରିୟାର ଅଂଶ ଅଟେ ?
ଶିରା ଧମନୀ ଅନ୍ତଃନଳୀ ବୃକ୍ କ
#208. ଜେବ୍ରାକ୍ରସିଂ ଦେଇ କେଉଁମାନେ ରାସ୍ତା ପାରି ହୁଅନ୍ତି ?
ଗାଡିଚାଳକ ସାଇକେଲ୍ ଚାଳକ ପଦଚାରୀ ଜେବ୍ରା
#209. ଆମ ଶରୀରରେ କେତେ ଭାଗ ଜଳ ଅଛି ?
୫୦ ୩୦ ୭୦ ୮୦
#210. ସିନ୍ଧୁ ସଭ୍ୟତା କେଉଁ ସହରରେ ଗଢ଼ି ଉଠିଥିଲା ?
ଜୟପୁର ହରପ୍ ପା ଦିଲ୍ଲୀ ଚଣ୍ଡିଗଡ଼
#211. ଅଦାର କେଉଁ ଅଂଶଟି ଆମେ ଖାଉ ?
କାଣ୍ଡ ଫଳ ଫୁଲ ଚେର
#212. କେତେ ବର୍ଷରୁ କମ୍ ବୟସର ପିଲାଙ୍କୁ ଶ୍ରମିକ ଭାବେ ଖଟାଇବା ଦଣ୍ଡନୀୟ ଅପରାଧ ?
୧୮ ୧୪ ୧୫ ୧୬
#213. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ସମ୍ବେଦନଶୀଳ ଲତା ?
କଖାରୁ ଅପରାଜିତା ଲାଜକୁଳୀ କାକୁଡି
#214. କେଉଁଟି ପୌର ପରିଷଦର କାମ ନୁହେଁ ?
ଶିକ୍ଷାର ପ୍ରସାର ଚିକିତ୍ସା ବ୍ୟବସ୍ଥା ରାସ୍ତାଘାଟ ତିଆରି କୃଷକମାନଙ୍କୁ ସାର ବିହନ ଯୋଗାଣ
#215. ଏଗୁଡ଼ିକ ମଧ୍ୟରୁ କିଏ ପ୍ରାକୃତିକ ?
ଟିଭି ମାଟି ବହି କଲମ
#216. ପୂର୍ବ ଦିଗକୁ ଚାହିଁଲେ ଡାହାଣ ହାତ କେଉଁ ଦିଗକୁ ରହିବ ?
ଉତ୍ତର ଦକ୍ଷିଣ ପଶ୍ଚିମ ପୂର୍ବ
#217. ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
ବାଲେଶ୍ଵର କଟକ ଭୁବନେଶ୍ୱର ଦିଲ୍ଲୀ
#218. ରୋଗୀର ପ୍ରଶ୍ଵାସ ନେବାରେ କଷ୍ଟ ହେଲେ କ’ଣ ଦିଆଯାଏ ?
ଷ୍ଟେଥୋସ୍କୋପ୍ ଅଣୁବୀକ୍ଷଣ ଯନ୍ତ୍ର ଥର୍ମୋମିଟର ଅମ୍ଳଜାନ
#219. ଘରେ ନିଆଁ ଲାଗିଲେ କେଉଁ ନମ୍ବରକୁ ଫୋନ୍ କରାଯାଏ ?
୧୦୨ ୧୦୮ ୧୦୧ ୨୦୫
#220. ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ୍ ଗ୍ରହଣ କରେ ?
ଅମ୍ଳଜାନ ଅଙ୍ଗାରକାମ୍ଳ ଯବକ୍ଷାରଜାନ ଉଦ୍ ଜାନ
#221. ବ୍ୟାଙ୍କର ଗ୍ରାହକମାନଙ୍କ ସୁବିଧା ଅସୁବିଧା ବୁଝିବା କାହାର କାମ ?
ବ୍ୟାଙ୍କ ନିରାପତ୍ତା କର୍ମଚାରୀଙ୍କ କାମ ବ୍ୟାଙ୍କ ହିସାବରକ୍ଷକଙ୍କ କାମ ବ୍ୟାଙ୍କ କ୍ୟାସିୟରଙ୍କ କାମ ବ୍ୟାଙ୍କ ମ୍ୟାନେଜରଙ୍କ କାମ
#222. ନିମ୍ନଲିଖିତ ମଧ୍ୟରୁ କେଉଁଟି ମସୃଣ ନୁହେଁ ?
କାଚ ଗୁଲି ବାଇଗଣ ମିଶ୍ରି ଦର୍ପଣ
#223. ଏମାନଙ୍କ ମଧ୍ୟରୁ କିଏ ଖାଦ୍ୟକୁ ପ୍ରଥମେ ଗିଳି ପକାନ୍ତି ଓ ପରେ ସେହି ଖାଦ୍ୟକୁ ପାଟିକୁ ଆଣି ପାକୁଳି କରନ୍ତି ?
ଷଣ୍ଢ ସିଂହ କୁକୁର ବାଘ
#224. ପୃଥିବୀର ନିକଟତମ ତାରକା କିଏ ?
ସୂର୍ଯ୍ୟ ପୃଥିବୀ ଶୁକ୍ର ବୁଧ
#225. କେଉଁ ଗଛରେ ଫୁଲ ହୁଏ ନାହିଁ ?
ଆମ୍ବ ନଡ଼ିଆ କଦଳୀ ପଣସ
#226. ସହରାଞ୍ଚଳ ଉନ୍ନତି ପାଇଁ କେଉଁ ସଂସ୍ଥା ଉଦ୍ଦିଷ୍ଟ ନୁହେଁ ?
ମ୍ୟୁନିସିପାଲିଟି ମହାନଗର ନିଗମ ବିଜ୍ଞାପିତ ଅଞ୍ଚଳ ପରିଷଦ ପଞ୍ଚାୟତ ସମିତି
#227. କେଉଁ ଦିବସ ସହ ଚାଚା ନେହେରୁଙ୍କ ସମ୍ପର୍କ ରହିଛି ?
ଗୁରୁ ଦିବସ ଶିଶୁ ଦିବସ ଉତ୍କଳ ଦିବସ ଜନରାଜ୍ୟ ଦିବସ
#228. ଜଗନ୍ନାଥଙ୍କର ରଥର ନାମ କ’ଣ ?
ଦେବଦଳନ ତାଳଧ୍ଵଜ ନନ୍ଦିଘୋଷ ଐରାବତ
#229. ତୁମ ମାଆଙ୍କ ବଡ଼ ଭଉଣୀଙ୍କ ଝିଅ ତୁମର କ’ଣ ହେବ ?
ଭାଉଜ ଭଉଣୀ ପିଉସୀ ମାଉସୀ
#230. ପ୍ରାର୍ଥନା କ୍ଲାସରେ ତମର ଡାହାଣରେ ଯେତିକି ପିଲା ଅଛନ୍ତି ବାମରେ ମଧ୍ୟ ସେତିକି ପିଲା ଅଛନ୍ତି, ପଡ଼ିଆରେ ଯଦି ମୋଟ ୨୭ ଜଣ ପିଲା ଥାଆନ୍ତି ତେବେ ତୁମର ସ୍ଥାନ କେଉଁଟି ?
୧୩ ଶ ୧୪ ଶ ୧୫ ଶ କୌଣସିଟି ନୁହେଁ
#231. ଯଦି ICE =935, CAB=312 ତେବେ BAG କେତେ ?
515 217 218 219
#232. ନିମ୍ନଲିଖିତ ମଧ୍ୟରୁ କେଉଁଟି ଡାକ୍ତରଖାନା ସହ ସଂପୃକ୍ତ ?
ଦମକଳ ଆମ୍ବୁଲାନ୍ସ କ୍ରେନ ରୋଲର୍
#233. କାର୍ତ୍ତିକ ମାସ ଓ ମାର୍ଗଶିର ମାସକୁ ନେଇ କେଉଁ ଋତୁ ହୋଇଥାଏ ?
ଶରତ ହେମନ୍ତ ଶୀତ ବସନ୍ତ
#234. ଦର୍ପଣରେ ‘b’ ର ପ୍ରତିବିମ୍ବ କିପରି ହେବ ?
b d p q
#235. ଉତ୍କଳମଣି =ଗୋପବନ୍ଧୁ, ଉତ୍କଳ କେଶରୀ=_ ?
ମଧୁସୂଦନ ଦାସ ହରେକୃଷ୍ଣ ମହତାବ ବିଜୁ ପଟ୍ଟନାୟକ ଚନ୍ଦ୍ରଶେଖର ବେହେରା
#236. କେଉଁଟି ତୃଣଭୋଜୀ ପଶୁ ?
ବାଘ ହରିଣ ସିଂହ କୁମ୍ଭୀର
#237. ଭାରତୀ ଓ ପ୍ରଭାତୀ ଦୁଇ ଭଉଣୀ,ଭାରତୀର ପୁଅ ପ୍ରଶାନ୍ତ।ପ୍ରଭାତୀର ବାପା ପ୍ରଶାନ୍ତର କ’ଣ ହୁଅନ୍ତି ?
ମାମୁ ବାପା ଅଜା ଭାଇ
#238. ନିମ୍ନଲିଖିତ ମଧ୍ୟରୁ କେଉଁଥିରୁ ବିଜୁଳି ଉତ୍ପାଦନ କରାଯାଏ ?
ସୁନା କୋଇଲା ଆଲୁମିନିୟମ ଲୁହା
#239. ଓଡ଼ିଶାରେ ପକ୍ଷୀ ଅଭୟାରଣ୍ୟ କେଉଁଠାରେ ଅଛି ?
ଶିମିଳିପାଳ ଉଷାକୋଠି ଚିଲିକା ସାତକୋଶିଆ
#240. ୩୨, ୧୬, ୮, ୪, _ ,_
୨,୧ ୧,୧ ୨,୨ ୧,୨
#241. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଧର୍ମଗ୍ରନ୍ଥ ନୁହେଁ ?
ଗୀତା ପାଞ୍ଜି କୋରାନ୍ ବାଇବେଲ୍
#242. ଓଡ଼ିଶାର ବୃହତ୍ତମ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
ପୁରୀ ଜଗତସିଂହପୁର ଭଦ୍ରକ ବାଲେଶ୍ଵର
#243. ଚିଲିକା ମଝିରେ ଥିବା ପ୍ରସିଦ୍ଧ ଦେବୀପୀଠର ନାମ କ’ଣ ?
ଭଗବତୀ ଚର୍ଚ୍ଚିକା କାଳିଜାଈ ଘଣ୍ଟେଶ୍ବରୀ
#244. ନିମ୍ନଲିଖିତ ଚାରୋଟି ପଦାର୍ଥ ମଧ୍ୟରୁ କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା ?
ଝାଳ ମୂତ୍ର ମଳ ରକ୍ତ
#245. ଇଂରାଜୀ ବର୍ଷର ସପ୍ତମ ମାସର ଦିନ ସଂଖ୍ୟା କେତେ ?
୨୮ ୨୯ ୩୦ ୩୧
#246. ନିମ୍ନଲିଖିତ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ କାହାର ଜନ୍ମ କେନ୍ଦୁଝର ଜିଲ୍ଲାରେ ?
ଲକ୍ଷ୍ମଣ ନାୟକ ବିର୍ସାମୁଣ୍ଡା ଧରଣୀଧର ବକ୍ସି ଜଗବନ୍ଧୁ
#247. ପଠାଣି ସାମନ୍ତ କାଠ ଓ ବାଉଁଶ ନଳୀ ସାହାଯ୍ୟରେ ଉଦ୍ଭାବନ କରିଥିବା ଯନ୍ତ୍ରର ନାମ କ’ଣ ?
ଶଙ୍କୁ ଖ-ଗୋଲ ଉଲମ୍ବିଚକ୍ର ଉପରୋକ୍ତ ସମସ୍ତ
#248. କେଉଁ ମାସରେ ସାଧବମାନେ ବିଦେଶରୁ ବୋଇତରେ ଫେରୁଥିଲେ ?
ଆଷାଢ଼ କାର୍ତ୍ତିକ ବୈଶାଖ ଶ୍ରାବଣ
#249. ଆମ ରାଜ୍ୟର କେଉଁ ଠାରେ ବନ୍ଦର ଅଛି ?
ଚାନ୍ଦିପୁର କଟକ ପାରାଦ୍ଵୀପ କୌଣସିଟି ନୁହେଁ
#250. କେରଳର ପ୍ରଚଳିତ ଭାଷାର ନାମକୁ କ’ଣ କୁହାଯାଏ ?
କନ୍ନଡ଼ ମାଲାୟାଲାମ୍ ତେଲୁଗୁ ତାମିଲ୍
#251. ବଣ ଅଦାଲତ ସମୟରେ ଉଚ୍ଚ ପଥର ଚଟାଣ ଉପରେ କିଏ ବସିଥିଲେ ?
ବ୍ୟାଘ୍ର ଭଲ୍ଲୁକ ହାତୀ ମଣିଷ
#252. ‘ବିଭବ’ ର ସମାନ ଅର୍ଥ ବୁଝାଉଥିବା ଶବ୍ଦଟିକୁ ବାଛ ।
ଶାସନ ସ୍ଵଭାବ ସମ୍ପତ୍ତି ଶ୍ରଦ୍ଧା
#253. କେଉଁ ମାନେ ଅନ୍ୟର ଘରକୁ ଉଜାଡ଼ି ନିଜ ଘରକୁ ସଜାଡି ଥାଆନ୍ତି ?
ବାଘ ବିଲୁଆ ମଣିଷ ହାତୀ
#254. କୋଣାର୍କ ମନ୍ଦିର କେଉଁ ନଦୀ ମୁହାଣରେ ତୋଳା ହୋଇଥିଲା ?
ଚନ୍ଦ୍ରଭାଗା ବୁଢ଼ାବଳଙ୍ଗ ଗଙ୍ଗା ମହାନଦୀ
#255. ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି।ଏ ଉକ୍ତି ଟି କାହାର ?
ଦଳବେହେରା ବକ୍ସି ଜଗବନ୍ଧୁ କରୁଣାକର ଛୁଆଳ ସିଂହ
#256. ନିମ୍ନୋକ୍ତ ମଧ୍ୟରୁ’ ମିଳନ ‘ ର ବିପରୀତ ଶବ୍ଦ ଟି ହେଉଛି ………
ମିଶାଣ ବିରାଗ ବିରଳ ବିଚ୍ଛେଦ
#257. ମନସ୍ଥ କରିବାର ଅର୍ଥ କ’ଣ ?
ମନେ କରିବା ସ୍ଥିର କରିବା ମନେପକାଇବା କୌଣସିଟି ନୁହେଁ
#258. କେଉଁଟି ଯୋଡ଼ି ଶବ୍ଦ ନୁହଁ ?
ଦଳଦଳ ସମତଳ ସରସର ଧରଧର
#259. ଠିକ୍ ଶବ୍ଦଟି କୁ ବାଛି ଲେଖିବ ।
ମୂହୁର୍ତ୍ତ ମୁହୂର୍ତ୍ତ ମୂହୂର୍ତ୍ତ ମୁ଼ହୂର୍ତ
#260. ଯେପରି ଉଦୟରୁ ଉଦିତ, ସେହିପରି ସ୍ନାନରୁ _ ।
ସ୍ନାତ ସ୍ନାନିତ ସାନିତ ସିନାନ
#261. ନିମ୍ନ ଯୋଡ଼ି ମଧ୍ୟ ରୁ କେଉଁ ଟି ଭୁଲ୍ ?
ଧନୀ-ନିର୍ଦ୍ଧନୀ ଦିବସ-ରଜନୀ ଭୟ-ଅଭୟ ସଂପତି-ବିପତ୍ତି
#262. କେଉଁ ଟି ଜଳର ପ୍ରତିଶବ୍ଦ ନୁହେଁ ?
ବାରି ପାଣି ନୀର ନଦୀ
#263. ଭକତି ଅନ୍ତରେ କିଏ ପରମେଶ୍ଵରକୁ ଡାକୁଥିଲା ?
ଭଅଁର ମହୁମାଛି ପବନ ଟିକିଫୁଲ
#264. ପଲ୍ଲୀର ଅର୍ଥ କ’ଣ ?
ସହର ଦେଶ ରାଜ୍ୟ ଗ୍ରାମ
#265. ପାନେ ଦେବାର ଅର୍ଥ କେଉଁ ଟି ଠିକ୍ ?
ଦଣ୍ଡ ଦେବା ପାନ ଖଣ୍ଡେ ଦେବା ଉଚିତ ଶିକ୍ଷାଦେବା ପିଇବାକୁ ଦେବା
#266. ଲୁଣ ଛାଡିଲେ ବେମାରରୁ ସୁଫଳ ମିଳେ ବୋଲି ଗାନ୍ଧିଜୀ କେଉଁ ଠାରୁ ଜାଣିଥିଲେ ?
ବହିରୁ ଡାକ୍ତରଙ୍କଠାରୁ ସାଙ୍ଗମାନଙ୍କଠାରୁ ଖବର କାଗଜରୁ
#267. କେଉଁ ନାମଟି ସପ୍ତର୍ଷି ମଣ୍ଡଳର ତାରାଙ୍କ ନାମ ନୁହଁ ?
ପୁଲସ୍ତ୍ୟ ପୁଲହ ବାଲ୍ମିକୀ ଅଙ୍ଗିରା
#268. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?
ରବିନ୍ଦ୍ର ନାଥ ଲକ୍ଷ୍ମଣକାନ୍ତ ବୀରକିଶୋର ମଧୁସୂଦନ ରାଓ
#269. ସଠିକ୍ ବନାନ୍ ଟି ବାଛି ଲେଖ ।
ନିରୀକ୍ଷଣ ନୀରୀକ୍ଷଣ ନିରିକ୍ଷଣ ନୀରିକ୍ଷଣ
#270. ମାଙ୍କଡ଼ମାନଙ୍କ ଯୋଜନାକୁ କିଏ ଶୁଣିନେବ ବୋଲି ସେମାନେ ଭାବିଲେ ?
କୁମ୍ଭୀର ମାଛ ଆକାଶ ଜହ୍ନ
#271. ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟାର ଦଶକ ସ୍ଥାନର ଅଙ୍କ ଏକକ ସ୍ଥାନ ଅଙ୍କର ୩ ଗୁଣ।ଶତକ ସ୍ଥାନର ଅଙ୍କ ଦଶକ ସ୍ଥାନ ଅଙ୍କର ଅଧା।ଏକକ ସ୍ଥାନର ଅଙ୍କ ୨ ହେଲେ ସଂଖ୍ୟାଟି କେତେ ?
୬୩୨ ୩୬୨ ୨୩୬ ୩୨୬
#272. ତୁମ ବାପାଙ୍କ ବୟସ ତୁମ ମାଆଙ୍କ ବୟସଠାରୁ ୫ ବର୍ଷ ଅଧିକ ତୁମ ମାଆ ତୁମଠାରୁ ୨୫ ବର୍ଷ ବଡ଼। ବର୍ତ୍ତମାନ ତୁମର ବୟସ ୧୦ ବର୍ଷ ହେଲେ ତୁମ ବାପାଙ୍କ ବୟସ କେତେ ?
୪୦ ବର୍ଷ ୩୫ ବର୍ଷ ୩୦ ବର୍ଷ ୨୫ ବର୍ଷ
#273. ୪୦୦ ସଂଖ୍ୟାଟି ୫୦ ଠାରୁ ଯେତିକି ଅଧିକ କେଉଁ ସଂଖ୍ୟାଟି ୫୦୦ ଠାରୁ କେତେକ କମ୍? ?
୧୦୦ କମ୍ ୨୦୦ କମ୍ ୧୫୦ କମ୍ ୨୫୦ କମ୍
#274. ୬ କୁ କେତେ ଥର ଯୋଗ କଲେ ୧୦ ର ୩ ଗୁଣ ସହିତ ସମାନ ହେବ ?
୩ ଥର ୫ ଥର ୪ ଥର ୬ ଥର
#275. ୫ ଟଙ୍କା ୫୦ ପଇସାକୁ ପଇସାରେ ପରିଣତ କଲେ କେତେ ହେବ ?
୫୦୫ ପଇସା ୫୫୦ ପଇସା ୫୫୫ ପଇସା ୫୦୦ ପଇସା
#276. ଦୁଇ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଏବଂ କ୍ଷୁଦ୍ରତମ ସଂଖ୍ୟାର ଗୁଣଫଳ କେତେ ?
୭୯୦ ୮୯୦ ୯୯୦ ୫୯୦
#277. କେଉଁ ଜ୍ୟାମିତିକ ଉକ୍ତିଟି ଭୁଲ୍ ଚିହ୍ନାଅ ।
ତ୍ରିଭୁଜର ୩ ଟି କୋଣ ଅଛି ଚତୁର୍ଭୁଜର ୪ ଟି ବାହୁ ଅଛି ବୃତ୍ତର ୧ ଟି କୋଣ ଅଛି ପଞ୍ଚଭୁଜରେ ୫ଟି ବାହୁ ଅଛି
#278. ଏ ବର୍ଷ ଶିଶୁ ଦିବସ ନଭେମ୍ବର ୧୪ ତାରିଖ ଶୁକ୍ରବାରରେ ପଡ଼ିଲା। ଆସନ୍ତା ମାସର ୧୪ ତାରିଖ ଅର୍ଥାତ୍ ଡିସେମ୍ବର ୧୪ ତାରିଖ କେଉଁ ବାରରେ ପଡ଼ିବ ?
ରବିବାର ସୋମବାର (ଶନିବାର) ମଙ୍ଗଳବାର ବୁଧବାର
#279. ଇଂରାଜୀ କ୍ୟାଲେଣ୍ଡରରେ କେତୋଟି ମାସ ୩୧ ଦିନିଆ ପଡେ ?
୪ ଟି ୫ ଟି ୬ ଟି ୭ ଟି
#280. କେଉଁ ତିନୋଟି କ୍ରମିକ ସଂଖ୍ୟାର ଗୁଣଫଳ ୪୮୦ ?
୪,୬,୮ ୬,୮,୧୦ ୮,୧୦,୧୨ ୨,୪,୭
#281. ଭାଜକ = ୫, ଭାଗଫଳ = ୧୦, ଭାଗଶେଷ = ୨ ହେଲେ ଭାଜ୍ୟ = କେତେ ?
୫୦ ୪୮ ୫୨ ୫୪
#282. ତୁମ ଗଣିତ ବହିରେ କେତେ ପ୍ରକାର ବଟକରା କଥା କୁହାଯାଇଛି ଲେଖ।
୪ ଟି ୬ଟି ୭ଟି ୮ଟି
#283. ୬୧୪୩ରେ ଏକକ ଓ ଶତକ ଘର ଅଙ୍କକୁ ବଦଳାଇ ଦେଲେ ନୂତନ ସଂଖ୍ୟାଟି କେତେ ଅଧିକ ବା କମ୍ ହେବ ?
୨୭୦ ଅଧିକ ୨୭୦ କମ୍ ୧୯୮ ଅଧିକ ୧୯୮ କମ୍
#284. ୫ ଘଣ୍ଟା ୩୦ ମିନିଟ୍ କେତେ ମିନିଟ୍ ?
୫୩୦ ମିନିଟ୍ ୩୦୩ ମିନିଟ୍ ୫୦୩ ମିନିଟ୍ ୩୩୦ ମିନିଟ୍
#285. କେଉଁ ସଂଖ୍ୟାର ୨ ଗୁଣ ଓ ୩ ଗୁଣର ବିୟୋଗଫଳ ୧୬ ହେବ ?
୧୪ ୧୬ ୧୮ ୨୦
#286. ଘଣ୍ଟାରେ କେତେବେଳେ ତିନୋଟିଯାକ କଣ୍ଟା ଏକାଠି ହୁଅନ୍ତି ?
୬ ଟା ବେଳେ ୧୨ ଟା ବେଳେ ୬ ଟା ୩୦ ବେଳେ ୧୨ଟା ୩୦ ବେଳେ
#287. ୧୦୨୪ରେ ୨ ର ସ୍ଥାନୀ଼ମାନ ଓ ସାଧାରଣ ମାନର ଯୋଗଫଳ କେତେ ?
୨୨ ୨୦ ୨୪ ୧୮
#288. ତୁମ ବୟସର ପିଲା ପାଇଁ ଯଦି ପ୍ୟାଣ୍ଟ ତିଆରିରେ ୮୦ ସେ.ମି. କପଡ଼ା ଓ ସାର୍ଟ ତିଆରିରେ ୧ମି.୫୦ ସେ.ମି. କପଡ଼ା ଆବଶ୍ୟକ ତେବେ ତୁମେ ଓ ତୁମ ସାଙ୍ଗ ପାଇଁ ମୋଟରେ ପ୍ୟାଣ୍ଟ ଓ ସାର୍ଟ କେତେ କପଡ଼ା ଆବଶ୍ୟକ ?
୨ ମି. ୩୦ ସେ.ମି. ୪ ମି. ୩୦ ସେ.ମି. ୨ ମି. ୬୦ ସେ. ମି. ୪ ମି.୬୦ ସେ. ମି.
#289. ବିଦ୍ୟାଳୟରେ ପାଠପଢ଼ା ୧୦ ଟା ୩୦ ମିନିଟ୍ ରେ ଆରମ୍ଭ ହୋଇ ୪ ଟା ୩୦ ମିନିଟ୍ ରେ ଶେଷ ହୁଏ ଏବଂ ମଝିରେ ୪୫ ମିନିଟ୍ ମଧ୍ୟାହ୍ନ ଭୋଜନ ବିରତି ହୁଏ। ତେବେ ସମୁଦାୟ ପାଠପଢ଼ା କେତେ ସମୟ ହୁଏ ?
୪ ଘଣ୍ଟା ୧୫ ମି. ୪ ଘଣ୍ଟା ୪୫ ମି. ୫ ଘଣ୍ଟା ୧୫ ମି. ୫ ଘଣ୍ଟା ୪୫ ମି.
#290. ୨୦୦ ଗ୍ରାମ୍ ବଟକରାରେ କେତେଥର ଓଜନ କଲେ ୧ କି.ଗ୍ରା.୨୦୦ ଗ୍ରାମ୍ ଓଜନର ଜିନିଷ ଓଜନ ହୋଇପାରିବ ?
୫ ଥର ୬ ଥର ୭ ଥର ୮ ଥର
#291. ତୁମ ଜ୍ୟାମିତି ବାକ୍ସରେ ଥିବା ସ୍କେଲରେ କେତେ ଥର ମାରିଲେ ୪୫ ସେ.ମି. ହେବ ?
୩ ଥର ୪ ଥର ୫ ଥର ୬ ଥର
#292. କୋନ୍ ଆକୃତିର ବସ୍ତୁ କେଉଁଟି ?
ରୁଲ୍ ବାଡ଼ି ବ୍ୟାଟେରୀ କ୍ରିକେଟ ବଲ୍ ଟୋପି
#293. ୨୦ ରେ ଯେତେଥର ଅଛି କେତେରେ ୧୪ ସେତେଥର ଅଛି ?
୬୦ ୫ ୮୦ ୭୦
#294. ଧାଡ଼ିରେ ରହିବା ନିୟମଟି କେଉଁଠାରେ ଉପଯୋଗୀ ?
ଖେଳପଡିଆରେ ଖେଳିବା ସମୟରେ ବଗିଚାରେ ଘାସ ବାଛିବା ସମୟରେ ଶ୍ରେଣୀରେ ଦଳଗତ ଶିକ୍ଷଣ ସମୟରେ ଷ୍ଟେସନରେ ରେଳ ଟିକେଟ କାଟିବା ସମୟରେ
#295. ଗ୍ରାମାଞ୍ଚଳ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା କାହାର କାର୍ଯ୍ୟ ?
ଡାକ୍ତର ନର୍ସ କମ୍ପାଉଣ୍ଡର ସ୍ବାସ୍ଥ୍ୟକର୍ମୀ
#296. କେଉଁ ଫୋନ୍ ନମ୍ୱରଟି ଅଲଗା ?
୧୦୮ ୧୦୨ ୧୦୧ କୌଣସିଟି ନୁହଁ
#297. ବର୍ତ୍ତମାନ କେଉଁ କାମ ଡାକଘରେ ହେଉନାହିଁ ?
ରେଜେଷ୍ଟ୍ରି ଟେଲିଗ୍ରାମ୍ ମନି ଅର୍ଡର ପାର୍ସଲ
#298. ଆମ ଦେଶର କେଉଁ ଦିଗରେ ଆମ ରାଜ୍ୟ ଅବସ୍ଥିତ ?
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ
#299. ଆଦିମ ମଣିଷ ପ୍ରଥମେ କିପରି ନିଆଁକୁ ବାହାର କଲା ?
ପଥରକୁ କାଠରେ ଘଷି ପଥରକୁ ପଥରରେ ଘଷି ପଥରକୁ ହାଡ଼ରେ ଘଷି ଦିଆସିଲି ମାରି
#300. ସବ୍ ଡିଭିଜନର ମୁଖ୍ୟ କିଏ ଅଟନ୍ତି ?
ଉପଜିଲ୍ଲାପାଳ ସହକାରୀ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ
#301. ଟ୍ରାଫିକ ପୋଷ୍ଟରେ ଦେଖାଯାଉଥିବା ହଳଦିଆ ରଙ୍ଗର ଅର୍ଥ କ’ଣ ?
ଗମନ କର ରହିଯାଅ ସତର୍କ ରୁହ କୌଣସିଟି ନୁହେଁ
#302. କିଏ ଭାରତର ମହିଳା ମହାକାଶଚାରୀ ଅଟନ୍ତି ?
ପିଟି ଉଷା କଳ୍ପନା ଚାୱଲା କିରଣ ବେଦୀ ବଚ୍ଛେନ୍ଦ୍ରୀ ପାଲ
#303. ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥା କିଏ ଅଟନ୍ତି ?
ପଞ୍ଚାୟତ ସମିତି ଏନ୍,ଏ,ସି, ମ୍ୟୁନିସିପାଲଟି ମହାନଗର ନିଗମ
#304. ଜେବ୍ରା କ୍ରସିଂ କେଉଁମାନଙ୍କ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ ଅଟେ ?
ପଦଚାରୀ ଡ୍ରାଇଭର ଜେବ୍ରା ସାଇକେଲ ଚାଳକ
#305. କେଉଁଟି ଆମ ମୟୂରଭଞ୍ଜର ପଡୋଶୀ ଜିଲ୍ଲା ଅଟେ ?
ଭଦ୍ରକ କଟକ ସମ୍ବଲପୁର ମେଦିନୀପୁର
#306. ଷ୍ଟେଥୋସ୍କୋପ୍ କିଏ ବ୍ୟବହାର କରନ୍ତି ?
ପୋଲିସ ଡାକ୍ତର ପୋଷ୍ଟମାଷ୍ଟର ବ୍ୟାଙ୍କ ମ୍ୟାନେଜର
#307. କେତେ ବର୍ଷ ସର୍ବନିମ୍ନ ବୟସ ହେଲେ ଜଣେ ବ୍ୟକ୍ତି ସାଧାରଣ ନିର୍ବାଚନରେ ଭୋଟ ଦେଇପାରିବେ ?
୧୪ ବର୍ଷ ୨୧ ବର୍ଷ ୧୮ ବର୍ଷ ୨୫ ବର୍ଷ
#308. ଉଦ୍ଭିଦ କେଉଁ ସମୟରେ ଅମ୍ଳଜାନ ଛାଡେ ନାହିଁ ?
ଦିନରେ ରାତିରେ ସକାଳେ ସବୁବେଳେ
#309. କେଉଁ ଉଦ୍ଭିଦଟି ଗୁଚ୍ଛମୂଳ ଅଟେ ?
ଆମ୍ବ ନିମ୍ବ କଲରା ଧାନ
#310. କେଉଁଟି ଆମ ପରିପାକ କ୍ରିୟାର ଅଂଶ ଅଟେ ?
ଶିରା ଧମନୀ ଅନ୍ତନଳୀ ବୃକକ
#311. କେଉଁ ଗଛରେ ଫୁଲ ହୁଏ ନାହିଁ ?
ଆମ୍ବ ନଡ଼ିଆ କଦଳୀ ପଣସ
#312. ଖରାପ ବା ଦୂଷିତ ଜଳ ପିଇଲେ କି ରୋଗ ହେବ ?
ଜ୍ୱର ଝାଡ଼ା ଏକଜିମା କାଶ ବା ଶ୍ଵାସ
#313. ନିମ୍ନ ଲକ୍ଷଣ ମଧ୍ୟରୁ କେଉଁଟି ପ୍ରାଣୀ ଠାରେ ଦେଖାଯାଏ ନାହିଁ ?
ଖାଦ୍ୟ ଗ୍ରହଣ ଅଙ୍ଗାରକାମ୍ଳ ଗ୍ରହଣ ବଂଶବୃଦ୍ଧି ପ୍ରତିକ୍ରିୟା ପ୍ରକାଶ
#314. ନିଜ ଚାରିପଟେ ପୃଥିବୀ ଘୂର୍ଣ୍ଣନର ଦିଗ କେଉଁଟି ?
ପଶ୍ଚିମରୁ ପୂର୍ବ ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ଦକ୍ଷିଣରୁ ଉତ୍ତର
#315. ବିଶ୍ବ ଜଳ ସଂରକ୍ଷଣ ଦିବସଟି ହେଉଛି ………..
ମେ ୨୨ ଜୁନ୍ ୨୩ ମାର୍ଚ୍ଚ ୨୨ ଅଗଷ୍ଟ ୧୫
#316. କେଉଁଟି ଜଳ ବିଶୋଧକ ନୁହେଁ ?
ଫିଟିକିରି ବ୍ଲିଚିଂ କ୍ଲେରିନ୍ ସର୍ଫଗୁଣ୍ଡ
#317. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବସ୍ତୁର ଗୁଣକୁ ବୁଝାଏ ?
ରଙ୍ଗ ଖଦଡା ନରମ ଏ ସମସ୍ତ
#318. ଯେଉଁ ନାଡି ଦେଇ ରକ୍ତ ପ୍ରବାହ ହୃତପିଣ୍ଡରୁ ଘଟେ ତାହା _ ଅଟେ।
ଶିରା ଧମନୀ ଅନ୍ତନଳୀ ଶ୍ଵାସ ନଳୀ
#319. ଯଦି ‘ ପ’ =୧, ‘ଫ’ =୨, ‘ବ’=୩,’ଭ’ =୪,’ମ’=୫ ହୁଏ ତେବେ ‘ମ୍ପ’ =କେତେ ହେବ ?
୬ ୫ ୮ ୭
#320. ବାପୁନ୍ ର ଭଉଣୀ ମାଳତୀ ଅଟେ।ମାଳତୀଙ୍କ ପୁଅ ଶିବୁନ୍। ବାପୁନ୍ ର ବାପା ଶିବୁନ୍ ର କ’ଣ ହେବେ ?
ଅଜା ବାପା ଦାଦା ଭାଇ
#321. କେଉଁଟି ମୟୂରଭଞ୍ଜର ପଡୋଶୀ ଜିଲ୍ଲା ନୁହେଁ ?
ବାଲେଶ୍ଵର କେନ୍ଦୁଝର ଯାଜପୁର ଢେଙ୍କାନାଳ
#322. ତଳେ ଥିବା କେଉଁ ଦୁଇଟି ଇଂରାଜୀ ଅକ୍ଷରର ଛବି ଆଇନାରେ ଦେଖିଲେ ବଦଳିଯିବ ?
AX MO PT WH
#323. କେଉଁ ଗଛର ଫୁଲ ରାତିରେ ଫୁଟି ସକାଳ ବେଳକୁ ଝଡ଼ି ତଳେ ପଡ଼ିଥାଏ ?
ମଲ୍ଲୀ କନିଅର ଗଙ୍ଗଶିଉଳି ଶ୍ଵେତମନ୍ଦାର
#324. ଯେପରି ‘ ବିରାଟ କୋହଲି ‘ ଜଣେ ଖେଳାଳି ସେପରି ‘ ଅଫ୍ ଦୁଲ କଲାମ ‘ ଜଣେ କ’ଣ ?
ନେତା ଲେଖକ ପ୍ରଧାନମନ୍ତ୍ରୀ ବୈଜ୍ଞାନିକ
#325. ସୀତ, ଗୀତାଠାରୁ ବଡ଼, କିନ୍ତୁ ମିତାଠାରୁ ସାନ । ଗୀତା ଓ ତାହାର ସାଙ୍ଗ ଲୀତା ଏକା ବୟସର। ତେବେ ଲୀତା ଓ ମିତା ମଧ୍ୟରେ ସାନ କିଏ ?
ମିତା ଲୀତା ଉଭୟ ସମାନ ବୟସର କେଉଁଟି ନୁହେଁ
#326. ତଳ ଉଦାହରଣ ଯୋଡ଼ା ଦେଖି ଚାରିଯୋଡା ମଧ୍ୟରୁ କେଉଁଟି ଠିକ୍ ଓ ଖାଲି ଘରେ ଲେଖାଯିବ ? ରୋଗୀ : ଡାକ୍ତର : : _ ।
ଚୋର : ପୁଲିସ୍ ଛାତ୍ର : ଶିକ୍ଷକ ମନ୍ତ୍ରୀ : ମୁଖ୍ୟମନ୍ତ୍ରୀ ରୋଗ : ଔଷଧ
#327. ମରୁଭୂମି : ଓଟପକ୍ଷୀ : : ନଈ : _ ।
ପାଣି କୁମ୍ଭୀର ଡଙ୍ଗା ବାଲି
#328. ତୁମେ ତୁମ ଘରୁ ବାହାରି ଠିକ୍ ଉତ୍ତର ଦିଗକୁ ୨ କି,ମି, ଚାଲି ଚାଲି ଗଲ। ସେଠାରୁ ପଛକୁ ବୁଲିପଡ଼ି ସିଧା ୩ କି,ମି, ଫେରି ଠିଆହୋଇଛ। ଏବେ ତୁମେ ଘରଠାରୁ କେଉଁ ଦିଗରେ ଠିଆହୋଇଛ ?
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ
#329. କୋଭିଡ-୧୯ ଭୂତାଣୁ ସଂକ୍ରମଣ ନ ହେବା ପାଇଁ ତଳେ ଥିବା କେଉଁ କଥାଟି ସମ୍ପୂର୍ଣ୍ଣ ଠିକ୍ ନୁହେଁ ?
ନାକ ଓ ପାଟିକୁ ଘୋଡ଼ାଇ ମାସ୍କ ପିନ୍ଧିବା ହାତକୁ କେବଳ ସାବୁନ୍ ରେ ହିଁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା। ୬ ଫୁଟ୍ ବା ୨ ଗଛର ଦୂରତାରେ କଥାବାର୍ତ୍ତା ହେବା । ଅତ୍ୟାବଶ୍ୟକ ନ ଥିଲେ ଘରୁ ବାହାରି ବୁଲାବୁଲି କରିବା ନାହିଁ।
#330. ‘ପାରା’ କିପରି ଖାଏ ?
ଖୁମ୍ପି ଖୁମ୍ପି ଖୁଣ୍ଟି ଖୁଣ୍ଟି କାଟି କାଟି ଚାଟି ଚାଟି
#331. ଶିମିଳିପାଳ: ବାଘ : : ଯଶୀପୁର: _।
ନଦୀ ବରେଇପାଣି କୁମ୍ଭୀର ହରିଣ
#332. କ’ଣ କଲେ ବାୟୁ ପ୍ରଦୂଷଣ ହୁଏ ?
ପତ୍ର ତୋଳିଲେ ଗ୍ୟାସ୍ ଜଳାଇଲେ କାଠ କାଟିଲେ କାଠ ଜଳାଇଲେ
#333. ଗୋଟିକୁ ଗୋଟି _ ଫୁଟି, କୋଳେ ତା’ ଲୋଟି ଉଠଇ ହସି ।
କୁସୁମ ବିହଙ୍ଗ ସାଗର ଶ୍ୟାମଳ
#334. ଜନ୍ମଭୂମିର ପାଦ କିଏ ଧୋଇ ଦିଏ ?
ବିମଳଶଶୀ ଶ୍ୟାମଳ ତରୁ ନୀଳ ଲହରୀ ମଧୁର ଗାନ
#335. କାହାକୁ ଧରିପାରିବା ନାହିଁ ?
ଗଛରେ ବସିଥିବା ପକ୍ଷୀ ଗଛର ଚେର ହନୁମାଙ୍କଡ ପାଣିରେ ଥିବା ଜହ୍ନ