summer season essay in odia : There is a great international attraction to Odisha as a tourist destination. In recent times, several developed countries like South Korea and Japan have also started investing in its infrastructure and tourism projects. This essay will highlight the attractions of the state, providing evidence on its location, people and culture that is a good mix of East and West.
ଗ୍ରୀଷ୍ମ ଋତୁ:-
ଉପକ୍ରମ:-
ବର୍ଷର ବାର ମାସ ଓ ଛଅ ଋତୁ | ସେଥିମଧ୍ୟରୁ ଗ୍ରୀଷ୍ମ ଋତୁ ଅନ୍ୟତମ | ଏହା ବସନ୍ତ ଋତୁ ପରେ ଆସେ | ବୈଶାଖ ଓ ଜ୍ୟେଷ୍ଠ ମାସକୁ ଗ୍ରୀଷ୍ମ ଋତୁ କୁହାଯାଏ | ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇଥିବାରୁ ଏହି ଋତୁ ଅନେକ ଦିନ ଧରି ଏଠାରେ ଅନୁଭୂତ ହୋଇଥାଏ |
ବର୍ଣ୍ଣନା:-
ଏହି ଋତୁରେ ସୂର୍ଯ୍ୟକିରଣ ସିଧା ଭାବରେ ପୃଥିବୀ ଉପରେ ପଡିଥାଏ | ତେଣୁ ବହୁତ ଗରମ ହୁଏ | ଜୀବଜନ୍ତୁ,ଗଛଲତା,ମଣିଷ ସମସ୍ତେ କଷ୍ଟ ପାଆନ୍ତି | ଏହି ଋତୁରେ ଭୀଷଣ ଖରା ହୁଏ | ନଦୀ,ନାଳ,ପୋଖରୀ ଆଦିରୁ ପାଣି ଶୁଖିଯାଏ | ତେଣୁ ଚାରିଆଡେ ପାଣିର ଅଭାବ ଦେଖାଦିଏ | ପାଣିପାଇଁ ଲୋକମାନେ ଓ ଜୀବଜନ୍ତୁ ଡହଳବିକଳ ହୁଅନ୍ତି |ମାଧ୍ୟାନରେ ଗରମ ପବନ ବହେ | ଟାଣ ଖରାରେ ବାହାରକୁ ବାହାରିବା କଷ୍ଟ ହୁଏ | ଏହି ଋତୁରେ ଦିନ ବଡ ଓ ରାତି ସାନ ହୁଏ | ସମୟ ସମୟରେ ଧୂଳିଝଡ ହୁଏ | ଦେହରୁ ବେଶି ଝାଳ ବହେ | କୌଣସି କାମ କରିବାକୁ ଇଛା ହୁଏ ନାହିଁ | ଘରପୁଡ଼ି ମଧ୍ୟ ଘଟେ | ଏଥିପାଇଁ ଅନେକ ଧନ ଜୀବନ ନଷ୍ଟ ହୁଏ | ଲୋକମାନେ ଗରମରୁ ରକ୍ଷା ପାଇବାପାଇଁ ବିଜୁଳିପଙ୍ଖା,କୁଲର ଏବଂ ଏ.ସି ଆଦି ବ୍ୟବହାର କରନ୍ତି | ଏହି ସମୟରେ ଥଣ୍ଡା ଜିନିଷ ଖାଇବାକୁ ଓ ଥଣ୍ଡା ପାଣି ପିଇବାକୁ ଭଲପାଆନ୍ତି | ଏହି ଋତୁରେ ଦୀର୍ଘଦିନ ଧରି ସ୍କୁଲ,କଲେଜ ଓ କୋର୍ଟ କଚେରୀ ବନ୍ଦ ରହେ | ଏହି ଋତୁରେ ଆମ୍ବ,ପଣସ,ସପୁରି,ସପେଟା,ଖଜୁରୀ ଆଦି ଫଳ ପାଚେ ଏବଂ ମଲ୍ଲୀ,ଚମ୍ପା,ମାଳତୀ,ବଉଳ,ନାଗେଶ୍ୱର ଆଦି ସୁବାସିତ ଫୁଲ ଫୁଟେ | ବହୁ ପରିଶ୍ରମ କରି କୃଷକ ମାନେ ବାଡ଼ିବଗିଚାରେ ବାଇଗଣ,ଭେଣ୍ଡି,ଟମାଟୋ,କଲରା,ପୋଟଳ ଆଦି ପନିପରିବା ଚାଷ କରିଥାନ୍ତି |
ପର୍ବପର୍ବାଣି:-
ଅସହ୍ୟ ଉତ୍ତାପ ସତ୍ତ୍ୱେ ଗ୍ରୀଷ୍ମ ଋତୁର ପର୍ବପର୍ବାଣି ପଲ୍ଲୀଜୀବନକୁ ସରସ ଓ ମଧୁମୟ କରିଥାଏ | ଅଖୟ ତୃତୀୟା,ରଜ,ସ୍ନାନପୃର୍ଣିମା,ଚନ୍ଦନଯାତ୍ରା,ପଣାସଂକ୍ରାନ୍ତି,ସାବିତ୍ରୀଅମାବାସ୍ୟା ଇତ୍ୟାଦି ଏହି ଋତୁର ପ୍ରଧାନ ପର୍ବ | ଏହି ପର୍ବ ଗୁଡିକ ଉତ୍କଳର ପୁରପଲ୍ଲୀରେ ମହାସମାରୋହରେ ପାଳିତ ହୋଇଥାଏ |
ଉପସଂହାର:-
ଋତୁଚକ୍ରରେ ଗ୍ରୀଷ୍ମଋତୁ ସ୍ଥାନ ପ୍ରଥମ | ପ୍ରାଣୀ ଓ ଗଛଲତା ପାଇଁ ଏହି ଋତୁ ଦୁଃଖଦ ହେଲେ ମଧ୍ୟ ପରୋକ୍ଷରେ ପ୍ରୀତି,ପ୍ରଶାନ୍ତି ଓ ପୁଲକ ଆଣିଥାଏ |ଏହି ଋତୁ ବର୍ଷା ଋତୁକୁ ନିମନ୍ତ୍ରଣ ଜଣାଇ ଧରାପୃଷ୍ଠରୁ ବିଦାୟ ନିଏ | ଅସହ୍ୟ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବିଭିନ୍ନ ପର୍ବପର୍ବାଣି ତଥା ଫୁଲଫଳର ବହୁଳତା ପଲ୍ଲୀ ଜୀବନକୁ ସରସ,ସୁନ୍ଦର ଓ ମଧୁମୟ କରିଥାଏ | ବଳରାମ ପ୍ରଧାନ
Summer Season Essay in Odia Pdf Download
Summer is known as a season of happiness and joy. The scorching heat and long hours of sunshine make people feel alive. This season is also the time when people come together to celebrate various festivals and enjoy each other’s company. Odia people love spending their summers in their native villages where they can connect with their families and friends. The villages in Odia are idyllic places where people live a simple life and enjoy the simple pleasures of life.
Summer Season Essay in Odia Class 7
Summer Season | Click Here |
Summer Season | Click Here |
Summer Season | Click Here |
Thank you for visiting our website jobalert360.com