In this video, I’m going to introduce you to some of the most Odisha Famous Personality and His Upadhi, who have achieved incredible success in their respective fields. From renowned authors to acclaimed politicians and social activists, get an inside look at the people who made Odisha proud! Discover their inspiring stories and find out how they made it to the top of their game. Uncover what makes these individuals unique and get inspired to reach your own dreams.
ଓଡ଼ିଶାର ଉପାଧି ପ୍ରାପ୍ତ କବି
ଆଦିକବି – ସାରଳା ଦାସ
ଅତିବଡି – ଜଗନ୍ନାଥ ଦାସ
ଭକ୍ତକବି -ମଧୁସୂଦନ ରାଓ
ବ୍ୟାସକବି -ଫକୀରମୋହନ ସେନାପତି
ବିଦଗ୍ଧକବି – ଅଭିମନ୍ୟୁ ସାମନ୍ତ ସିଂହାର
ବାଣୀଭୂଷଣ – ମୃତୁଞ୍ଜୟ ରଥ
ଜାତୀୟକବି -ବୀରକିଶୋର ଦାସ
କବିବର – ରାଧାନାଥ ରାୟ
କବିଶେଖର -ଚିନ୍ତାମଣି ମହାନ୍ତି
କବିସୂର୍ଯ୍ୟ – ବଳଦେବ ରଥ
କବିମଞ୍ଜୁଲ – କୃଷ୍ଣପ୍ରସାଦ ବସୁ
କବିଚନ୍ଦ୍ର – କାଳୀଚରଣ ପଟଟନାୟକଙ୍କ
କାନ୍ତକବି – ଲକ୍ଷ୍ମୀକାନ୍ତ ମହାପାତ୍ର
କବିଶ୍ରୀ – ଗୋପାଳକୃଷ୍ଣ
କବିମନିଶି – ନୀଳକଣ୍ଠ ଦାସ
କଥାଶିଳ୍ପୀ – ସୁରେନ୍ଦ୍ର ମହାନ୍ତି
ଆର୍ଯ୍ୟକବି – ପ୍ରମୋଦ କୁମାର ମିଶ୍ର
ବୈସ୍ନବକବି – ବୈସ୍ନବ ଚରଣ ଦାସ
ବିଦ୍ୟାବିନୋଦ – ମଧୁସୂଦନ ଦାସ/ ସଦାଶିବ ରଥଶର୍ମା
ବିଦ୍ୟାବାରିଧି – କିଶୋର ମୋହନ ଦ୍ୟିଦେବି
ଭାଷାରତ୍ନ – ଖଗେଶ୍ବର ମାର୍ଥା
ବକ୍ସି ଜଗବନ୍ଧୁ – ବିଦ୍ୟାଧର ମହାପାତ୍ର
ଆଚାର୍ଯ୍ୟ – ହରିହର ଦାସ
ଚରଣକବି – ଭିକାରୀଚରଣ ପଟ୍ଟନାୟକ
ଗଜପତି – ଦିବ୍ୟସିଂହ ଦେବ
ଗାୟକରତ୍ନ – ହରିନାଥ
ଯବନକବି – ଭକ୍ତ ସାଲବେଗ
କୋକିଳକବି – ଭଗବାନ ପତି
ସନ୍ଥକବି – ଭୀମଭୋଇ
ଶିଳ୍ପୀଗୁରୁ – ବିମ୍ବାଧର ବର୍ମା
ଓଡ଼ିଶା ର ମଦର୍ ଟେରେସା – ପାର୍ବତୀ ଗିରି
ରହସ୍ୟ ସମ୍ରାଟ – ଭୂପେନ୍ ଗୋସ୍ୱାମୀ
କିଶୋରକବି – ଶ୍ୟାମସୁନ୍ଦର ଦାସ
କର୍ମବୀର – ଗୌରୀଶଙ୍କର ରାୟ
କଳନିଧି -ବାଞ୍ଛାନିଧି ଶତପଥୀ
ଗଣକବି – ବୈଷ୍ଣବ ପାଣି
ଗୀତିକବି – ଗୋପାଳ କୃଷ୍ଣ ପଟ୍ଟନାୟକ
ଗାୟକ ସୁଧାକର – ବାଳକୃଷ୍ଣ ଦାସ
ନାଟ୍ୟଭାରତୀ – ଅଶ୍ୱନିକୁମାର ଘୋଷ
କୁଳବୃଦ୍ଧ – ମଧୁସୂଦନ ଦାସ
ଉତ୍କଳପାନିନି – ଧନେଶ୍ଵର ମହାପାତ୍ର
ନେତାଜୀ – ସୁଭାଷ ଚନ୍ଦ୍ର ବୋଷ
ସ୍ବଭାବକବି – ଗଙ୍ଗାଧର ମେହେର
ଭୂମିପୁତ୍ର – ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ
ଉତ୍କଳମଣି – ଗୋପବନ୍ଧୁ ଦାସ
ଉତ୍କଗୌରବ – ମଧୁସୂଦନ ଦାସ
ଉତ୍କଳକେଶରୀ – ହରେକୃଷ୍ଣ ମହତାବ
ଉତ୍କଳଘଣ୍ଟ – ଯଦୁମଣି ମହାପାତ୍ର
ଉତ୍କଳରତ୍ନ – ବିଶ୍ଵନାଥ ମିଶ୍ର
ଉତ୍କଳରବାଚସ୍ପତି – ଗୌରୀ କୁମାର ବ୍ରହ୍ମା
ଉତ୍କଳଭାରତୀ – କୁନ୍ତଳା କୁମାରୀ ସାବତ
ପ୍ରଜ୍ଞା – ପ୍ରାଣକୃଷ୍ଣ ସାମଲ
କଳିଙ୍ଗଗାନ୍ଧି – ଚକ୍ରଧର ବେହେରା
ବିପ୍ଳବକବି – ରବି ସିଂ
ଭଜନସମ୍ରାଟ – ଭିକାରୀ ବଳ
ଗାଥାକବି – ଗୋଦାବରୀଶ ମିଶ୍ର
କବିସମ୍ରାଟ – ଉପେନ୍ଦ୍ର ଭଞ୍ଜ
ଲୋକବନ୍ଧୁ – ଗୋପବନ୍ଧୁ ଚୌଧୁରୀ
ଲୋକକବି – ଜଗନ୍ନାଥ ପାଣି
ଦରଦିକବି – ବିଶ୍ଵନାଥ କର
ବ୍ୟଙ୍ଗକବି – ଗୋଦାବରୀଶ ମହାପାତ୍ର
ଛନ୍ଦକବି – ରାଧାମୋହନ ଗଡ଼ନାୟକ
ପଲ୍ଲୀକବି – ନନ୍ଦକିଶୋର ବଳ
ପ୍ରେମିକକବି – ମାୟାଧର ମାନସିଂହ
ପଣ୍ତିତ – ନୀଳକଣ୍ଠ ଦାସ
ଏସିଆର ଆଲୋକ – ଗୌତମ ବୁଦ୍ଧ
ଗୁରୁଦେବ – ରବିଦ୍ରନାଥ ଠାକୁର
ଲୌହମାନବ ସର୍ଦ୍ଦାର – ବଲ୍ଲଭଭାଇ ପଟେଲ
ଓଡ଼ିଶାର ବୁଲବୁଲ – ସରୋଜିନୀ ନାଇଡୁ
ପ୍ରାଚ୍ୟ ଓ ପାଶ୍ଚାତ୍ୟର ଦୂତ – ସ୍ବାମୀ ବିବେକାନନ୍ଦ
Odisha Famous Personality and His Upadhi PDF
Odisha Famous Personality and His Upadhi | Click Here |
କାହାକୁ କହନ୍ତି | Click Here |
Question and Answers | Click Here |