Synthetic Fibres And Plastics MCQ in Odia

Facebook
Telegram
WhatsApp
LinkedIn

Explore our comprehensive MCQ blog post for Class 8 Chapter 3 on ‘ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକସ’ (Synthetic Fibres and Plastics). This resource is designed to help students understand the properties, uses, and environmental impact of synthetic fibres and plastics. With a variety of multiple-choice questions, students can test their knowledge and prepare effectively for exams, ensuring a thorough grasp of this important science topic

Synthetic Fibres And Plastics MCQ in Odia

1. ନାଇଲନ, ରେୟନ, ପଲିଷ୍ଟର, ଏକ୍ରିଲିକ ଆଦି —- ତନ୍ତୁ ଅଟେ ?
A. ପ୍ରାକୃତିକ ତନ୍ତୁ
B. ପବସି
C. କୃତ୍ରିମ ତନ୍ତୁ
D. ପଲିଷ୍ଟର

[expand title=”Show Answer”]Ans :C. କୃତ୍ରିମ ତନ୍ତୁ[/expand]

2. କପା, ଝୋଟ, ଉଲ, ଟସର, ରେଶମ ଆଦି — ତନ୍ତୁ ?
A. ପ୍ରାକୃତିକ ତନ୍ତୁ
B.ପଲିଥିନ
C. କୃତ୍ରିମ ତନ୍ତୁ
D. ପଲିଷ୍ଟର

[expand title=”Show Answer”]Ans :A. ପ୍ରାକୃତିକ ତନ୍ତୁ[/expand]

3. ପଲିଥିନ —- ତନ୍ତୁର ଉଦାହରଣ ?
A.ପ୍ରାକୃତିକ ତନ୍ତୁ
B. ପଲିଥିନ
C. କୃତ୍ରିମ ତନ୍ତୁ
D. ପଲିଷ୍ଟର

[expand title=”Show Answer”]Ans :C. କୃତ୍ରିମ ତନ୍ତୁ[/expand]

4.ଉଚ୍ଚ ତାପମାତ୍ରା, ଅତ୍ୟଧିକଚାପ ପ୍ରୟୋଗ ଦ୍ୱାରା ଏଥିଲିନ ଯୌଗିକ ଅନେକଗୁଡିଏ ଅଣୁ ଏକତ୍ର ଯୁକ୍ତହୋଇ ଗୋଟିଏ ବୃହତ ଅଣୁରେ ପରିଣତ ହୋଇପାରନ୍ତି। ଏହି ବୃହତ ଅଣୁଗୁଡିକୁ ଗୋଟିଏ ଗୋଟିଏ —– କୁହାଯାଏ ?
A.ପ୍ରାକୃତିକ ତନ୍ତୁ
B. ପଲିଥିନ
C. କୃତ୍ରିମ ତନ୍ତୁ
D. ଏକକ

[expand title=”Show Answer”]Ans :D. ଏକକ[/expand]

5. କେତେକ ରାସାୟନିକ ପ୍ରକ୍ରିୟା ଦ୍ୱାରା ଏହି ଏକକଗୁଡିକ ଏକତ୍ର ସଂଯୋଜିତ ହୋଇ ଆହୁରି ବୃହତ ଏକକ ସୃଷ୍ଟି କରନ୍ତି, ଯାହାର ନାମ —–
A. ଏକକ
B. ପଲିଷ୍ଟର
C. ପଲିଥିନ
D. ଏକ୍ରିଲିକ

[expand title=”Show Answer”]Ans :C. ପଲିଥିନ[/expand]

6. ଏକକଗୁଡିକ ଗୋଟିଏ ହାରରେ ଥିବା —- ପରି ସଜ୍ଜିତ ହୋଇ ରହିଥାନ୍ତି ?
A. ଶିକା
B. ଚେନ
C. ମାଳି
D. ଶିକୁଳି

[expand title=”Show Answer”]Ans :C. ମାଳି[/expand]

7. ବ୍ୟବହାର କରୁଥିବା ପଲିଷ୍ଟର ବସ୍ତ୍ରର ତନ୍ତୁ ଅନେକଗୁଡିଏ ଇଷ୍ଟର ଏକକରୁ ସଂଶ୍ଲେଷିତ ହୋଇଥାଏ ତାହାକୁ —- ତନ୍ତୁ କୁହାଯାଏ ?
A.ପ୍ରାକୃତିକ ତନ୍ତୁ
B.ସଂଶ୍ଲେଷିତ ତନ୍ତୁ
C. କୃତ୍ରିମ ତନ୍ତୁ
D. ଏକକ

[expand title=”Show Answer”]Ans : B.ସଂଶ୍ଲେଷିତ ତନ୍ତୁ[/expand]

8. ପଲି (poly) + ଇଷ୍ଟର (ester ) = ?
A.ଏକକ
B. ପଲିଷ୍ଟର
C. ପଲିଥିନ
D. ଏକ୍ରିଲିକ

[expand title=”Show Answer”]Ans :B. ପଲିଷ୍ଟର[/expand]

9. ଇଷ୍ଟର ହେଉଛି ଏକ ପ୍ରକାର —- ପଦାର୍ଥ ଅଟେ?
A. ଭୌତିକପଦାର୍ଥ
B. ରାସାୟନିକ ପଦାର୍ଥ
C. ଯୌଗିକ ପଦାର୍ଥ
D କୌଣସିଟି ନୁହେଁ

[expand title=”Show Answer”]Ans :B. ରାସାୟନିକ ପଦାର୍ଥ[/expand]

10.ପଲିଷ୍ଟର + ଉଲ =?
A. ପଲିଷ୍ଟର
B. ପଲିଉଲ
C. ପଲିକଟ
D. ଟେରିଉଲ

[expand title=”Show Answer”]Ans :B. ପଲିଉଲ[/expand]

11. ପାଇଷ୍ଟର + କଟନ = ?
A. ପଲିଷ୍ଟର
B. ପଲିଉଲ
C. ପଲିକଟ
D. ଟେରିଉଲ

[expand title=”Show Answer”]Ans :C. ପଲିକଟ[/expand]

12. ଟେରିଲିନ + ଉଲ =?
A. ପଲିଷ୍ଟର
B. ପଲିଉଲ
C. ପଲିକଟ
D. ଟେରିଉଲ

[expand title=”Show Answer”]Ans :D. ଟେରିଉଲ[/expand]

13. ପଲିଉଲ, ପଲିକଟ, ଟେରିଉଲ, ଟେରିକଟ, ଇତ୍ୟାଦି କପଡା —- ପ୍ରକାର ତନ୍ତୁର ମିଶ୍ରଣ ଅଟେ ?
A. ଦୁଇ
B. ତିନି
C. ଚାରି
D. ଏକ

[expand title=”Show Answer”]Ans :. ଦୁଇ[/expand]

14. — ଶବ୍ଦଟି ଦୁଇଟି ଗ୍ରୀକ ଶବ୍ଦ ‘poly’ଓ ‘mer ‘ରୁ ଅନୀତ?
A. ପଲିଷ୍ଟର
B. ଟେରିଉଲ
C. ପଲିଉଲ
D. ପଲିମର

[expand title=”Show Answer”]Ans :D. ପଲିମର[/expand]

15. ‘Poly ‘ଶବ୍ଦର ଅର୍ଥ ହେଉଛି —-?
A. କମ
B. ମାଧ୍ୟ୍ୟମ
C. ଅନେକ
D. ଅଳ୍ପ

[expand title=”Show Answer”]Ans :C. ଅନେକ[/expand]

16. ‘Mer’ ଶବ୍ଦର ଅର୍ଥ ହେଉଛି —-?
A. କମ
B. ମାଧ୍ୟ୍ୟମ
C. ଅନେକ
D. ଏକ ପ୍ରକାର ଆଣୁର ବାରମ୍ବାରତା

[expand title=”Show Answer”]Ans :D. ଏକ ପ୍ରକାର ଆଣୁର ବାରମ୍ବାରତା[/expand]

17. ଉଦ୍ଭିଦ ଜୀବକୋଷର ପ୍ରାଚୀର ରେ — ନାମକ ଏକ ପ୍ରକାର ପଲିମର ଅଛି ?
A. ପ୍ରାକୃତିକ
B. ସେଲ୍ୟୁ୍ଲୋଜ
C. ଗ୍ଲକୋଜ
D. ଟେରିଲିନ

[expand title=”Show Answer”]Ans :B. ସେଲ୍ୟୁ୍ଲୋଜ[/expand]

18. ବହୁ ସଂଖ୍ୟକ ଗ୍ଲୋକୋଜ ଏକକର ସମାହାରରେ —– ପଲିମର ଗଠିତ ?
A.ପ୍ରାକୃତିକ
B. ସେଲ୍ୟୁ୍ଲୋଜ
C. ଗ୍ଲକୋଜ
D. ଟେରିଲିନ

[expand title=”Show Answer”]Ans :B. ସେଲ୍ୟୁ୍ଲୋଜ[/expand]

19. — ର ତନ୍ତୁ ସେଲ୍ୟୁ୍ଲୋଜ ପଲିମରରେ ଗଠିତ ?
A. ସିମିଲି
B. କପା
C. ପଳାଶ
D. କୌଣସିଟି ନୁହେଁ
Ans :B. କପା

[expand title=”Show Answer”]Ans :B. କପା[/expand]

20.— ଏକ ପ୍ରାକୃତିକ ପଲିମର ?
A. ସିମିଲି
B. କପା
C. ପଳାଶ
D. କୌଣସିଟି ନୁହେଁ

[expand title=”Show Answer”]Ans :B. କପା[/expand]

21. ଝୁଣା ଓ ରବର —- ପଲିମରର ଉଦାହରଣ ?
A.ପ୍ରାକୃତିକ
B. ସେଲ୍ୟୁ୍ଲୋଜ
C. ଗ୍ଲକୋଜ
D. ଟେରିଲିନ

[expand title=”Show Answer”]Ans : A.ପ୍ରାକୃତିକ[/expand]

22. ଟେରିଲିନ ସୂତା ଓ କପା ସୁତା ଏକତ୍ର ହୋଇ —- ତିଆରିହୁଏ ?
A. ପଲିଷ୍ଟର
B. ଟେରିକଟ
C. ପଲିଉଲ
D. ପଲିମର

[expand title=”Show Answer”]Ans :B. ଟେରିକଟ[/expand]

23. ଟେରିଲିନ ସୂତା ଏକ —- ତନ୍ତୁ ଅଟେ ?
A.ପ୍ରାକୃତିକ
B. ସେଲ୍ୟୁ୍ଲୋଜ
C. ଗ୍ଲକୋଜ
D. କୃତ୍ରିମ

[expand title=”Show Answer”]Ans : କୃତ୍ରିମ[/expand]

24. ଟେରିଲିନ କୁ —— ତନ୍ତୁ କୁହାଯାଏ ?
A.ପ୍ରାକୃତିକ
B. ସେଲ୍ୟୁ୍ଲୋଜ
C. ସଂଶ୍ଳେଷିତ
D. କୃତ୍ରିମ

[expand title=”Show Answer”]Ans :C. ସଂଶ୍ଳେଷିତ[/expand]

25. କପା ବା ତୁଳା ସୂତା — ଗଛର ସୂତାରୁ ମିଳେ ?
A. ସିମିଲି
B. କପା
C. ପଳାଶ
D. କୌଣସିଟି ନୁହେଁ

[expand title=”Show Answer”]Ans :B. କପା[/expand]

26. କପା ଏକ —– ପ୍ରାକୃତିକ ତନ୍ତୁ ?
A. ଉଦ୍ଭିଦଜ ପ୍ରାକୃତିକ
B. ପ୍ରାଣୀଜ ପ୍ରାକୃତିକ
C.both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :A. ଉଦ୍ଭିଦଜ ପ୍ରାକୃତିକ[/expand]

27. କପା ସୂତାରୁ ବୁଣାଯାଉଥିବା କପଡ଼ାକୁ —- ବସ୍ତ୍ର କୁହାଯାଏ ?
A.A. ପଲିଷ୍ଟର
B. ଟେରିକଟ
C. କପାସୂତା
D. ପଲିମର

[expand title=”Show Answer”]Ans :C. କପାସୂତା[/expand]

28. ସିମିଲି ନାମକ ବିରାଟକାୟ ଗଛର ଫଳରୁ — ମିଳିଥାଏ?
A. ସିମିଳି
B. କପା / ତୁଳା
C. ପଳାଶ
D. କୌଣସିଟି ନୁହେଁ

[expand title=”Show Answer”]Ans :B. କପା / ତୁଳା[/expand]

29. —- ରେ ଗାଦି,ତକିଆ, ତିଆରିହୁଏ ?
A. ସିମିଳି
B. କପା / ତୁଳା
C. ପଳାଶ
D. କୌଣସିଟି ନୁହେଁ

[expand title=”Show Answer”]Ans :A. ସିମିଳି[/expand]

30. ବ୍ରହ୍ମପୁରୀ ପାଟ, ସମ୍ବଳପୁରୀ ଶାଢ଼ୀ, ଟସର ଚାଦର ଆଦି —- ରୁ ତିଆରି ?
A. ସିମିଳି
B. କପା / ତୁଳା
C. କୀଟର ଖୋସା
D. କୌଣସିଟି ନୁହେଁ

[expand title=”Show Answer”]Ans :C. କୀଟର ଖୋସା[/expand]

31. ରେଶମ କୀଟରୁ ବାହାରୁଥିବା ସୂତାରୁ ତିଆରି କପଡ଼ାକୁ — ବସ୍ତ୍ର କୁହାଯାଏ?
A. ରେଶମ ବସ୍ତ୍ର
B. ପାଟ
C. ପଲିଷ୍ଟର ବସ୍ତ୍ର
D. ସୁତା ବସ୍ତ୍ର

[expand title=”Show Answer”]Ans :A. ରେଶମ ବସ୍ତ୍ର[/expand]

32. ସ୍ୱତନ୍ତ୍ର ଜାତିର ମେଣ୍ଢା, ଛେଳି, ଓଟ, ଚମରୀଗାଈ ଆଦି ପଶୁମାନଙ୍କ ଲୋମ ବା ତାନ୍ତୁକୁ — କୁହାଯାଏ ?
A. ରେଶମ
B. ପଶମ
C. ଉଲ
D. ପଲିଷ୍ଟର

[expand title=”Show Answer”]Ans :C. ଉଲ[/expand]

33. ଉଲ ରେ ବୁଣାଯାଉଥିବା କପଡ଼ାକୁ କଣ କୁହାଯାଏ?
A. ରେଶମ
B. ପଶମ
C. ଉଲ
D. ପଲିଷ୍ଟର

[expand title=”Show Answer”]Ans :B. ପଶମ[/expand]

34. ଉଭୟ ରେଶମ ଓ ପଶମ ବସ୍ତ୍ର —- ତନ୍ତୁ ?
A. ଉଦ୍ଭିଦଜ ପ୍ରାକୃତିକ
B. ପ୍ରାଣୀଜ ପ୍ରାକୃତିକ
C.both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :B. ପ୍ରାଣୀଜ ପ୍ରାକୃତିକ[/expand]

35. ଝୋଟ ଓ ନଳିତାଗଛ ର ବକଳରୁ ତିଆରି ତନ୍ତୁ —- ତନ୍ତୁ ଅଟେ?
A. ଉଦ୍ଭିଦଜ ପ୍ରାକୃତିକ
B. ପ୍ରାଣୀଜ ପ୍ରାକୃତିକ
C.both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :A. ଉଦ୍ଭିଦଜ ପ୍ରାକୃତିକ[/expand]

36. ରେୟନ ନାଇଲନ, ପଲିଷ୍ଟର, ଏକ୍ରିଲିକ, —- ତନ୍ତୁ ?
A.ପ୍ରାକୃତିକ
B. ସେଲ୍ୟୁ୍ଲୋଜ
C. ସଂଶ୍ଳେଷିତ
D. କୃତ୍ରିମ

[expand title=”Show Answer”]Ans :C. ସଂଶ୍ଳେଷିତ[/expand]

37. ପଲିମର ବସ୍ତ୍ର କୁ ସଂକ୍ଷ୍ୟେପରେ କଣ କୁହାଯାଏ?
. ରେଶମ
B. ପଶମ
C. ପଲିବସ୍ତ୍ର
D. ପଲିଷ୍ଟର

[expand title=”Show Answer”]Ans :C. ପଲିବସ୍ତ୍ର[/expand]

38. — ଦେଖିବାକୁ ସୁନ୍ଦର, ଚକଚକ, ପତଳା, ଓ ହାଲୁକା, ଏବଂ ବିଭିନ୍ନ ରଙ୍ଗାରେ ଉପଲବ୍ଧ?
A.ରେଶମ
B. ପଶମ
C. ଉଲ
D. ପଲିଷ୍ଟର

[expand title=”Show Answer”]Ans : A.ରେଶମ[/expand]

39.— ତନ୍ତୁରା ମୂଲ୍ୟ ସବୁଠୁ ଅଧିକ?
A.ରେଶମ
B. ପଶମ
C. ଉଲ
D. ପଲିଷ୍ଟର

[expand title=”Show Answer”]Ans : A.ରେଶମ[/expand]

40. କାଠ ମଣ୍ଡରୁ — ତନ୍ତୁ ତିଆରି?
A.ରେଶମ
B. ପଶମ
C. ଉଲ
D. ରେୟନ

[expand title=”Show Answer”]Ans :D. ରେୟନ[/expand]

41.ରେୟନ ତନ୍ତୁ, ରେଶମତନ୍ତୁ, ଭଳି ଚକଚକ ଦେଖାଯାଉଥିବାରୁ ଏହାକୁ —– ତନ୍ତୁ କୁହାଯାଏ ?
A. ପ୍ରାକୃତିକ ରେଶମ ତନ୍ତୁ
B. କୃତ୍ରିମ ରେଶମ ତନ୍ତୁ
C. Both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :B. କୃତ୍ରିମ ରେଶମ ତନ୍ତୁ[/expand]

42. କୃତ୍ରିମ ରେଶମ ତନ୍ତୁରୁ ପ୍ରସ୍ତୁତ ବସ୍ତ୍ରକୁ କଣ କୁହାଯାଏ ?
A. ପ୍ରାକୃତିକ ରେଶମ ବସ୍ତ୍ର
B. କୃତ୍ରିମ ରେଶମ ବସ୍ତ୍ର
C. Both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :B. କୃତ୍ରିମ ରେଶମ ବସ୍ତ୍ର[/expand]

43. ରେୟନ ତନ୍ତୁରମୂଳ ଉପାଦାନ ହେଉଛି —– ତନ୍ତୁ?
A. ପ୍ରାକୃତିକ ସେଲ୍ୟୁ୍ଲୋଜ
B. କୃତ୍ରିମ ସେଲ୍ୟୁ୍ଲୋଜ
C. Both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :A. ପ୍ରାକୃତିକ ସେଲ୍ୟୁ୍ଲୋଜ[/expand]

44. ରେୟନ ସୂତା ଓ କପାସୂତା ମିଶ୍ରିତ କପଡାରେ —- ପ୍ରସ୍ତୁତି କରାଯାଏ ?
A. ତକିଆ. ରେଜି
B. ଗଜକନା
C. ଦଉଡି
D. ଗାଲିଚା

[expand title=”Show Answer”]Ans :A. ତକିଆ. ରେଜି[/expand]

45. ରେୟନ ସୂତା ଓ ଉଲସୂତା ମିଶ୍ରିତ କପଡାରେ —- ପ୍ରସ୍ତୁତି କରାଯାଏ ?
A. ତକିଆ. ରେଜି
B. ଗଜକନା
C. ଦଉଡି
D. ଗାଲିଚା

[expand title=”Show Answer”]Ans :D. ଗାଲିଚା[/expand]

46. ରେୟନ ସୂତାରେ ପ୍ରସ୍ତୁତ ଗଜ କନା ଅପେକ୍ଷ୍ୟା — ସୂତାର ଗଜ କନା କ୍ଷତ ଷ୍ଟାଣରୁ ସହଜରେ ବାହାରିଯାଏ ?
A. ଲାଇଲନ ସୂତା
B.କପାସୂତା
C. ପଲିଷ୍ଟର ସୂତା
D. ଟେରିଲିନ ସୂତା

[expand title=”Show Answer”]Ans : B.କପାସୂତା[/expand]

47. ମୋଟର ଟାୟାର, ହୋସ ପାଇପ, କାଭେୟର ବେଲଟ ଆଦିର ପ୍ରସ୍ତୁତିରେ — ତନ୍ତୁ ବ୍ୟବହାର କରାଯାଏ ?
A. ଲାଇଲନ
B.କପାସୂତା
C.ରେୟନ
D. ଟେରିଲିନ

[expand title=”Show Answer”]Ans : C.ରେୟନ[/expand]

48. — ଏକ ମନୁଷ୍ୟକୃତ ତନ୍ତୁ?
A. ଟେରିଲିନ
B. ପଲିଷ୍ଟର
C. ନାଇଲନ
D. ପଲିଉଲ

[expand title=”Show Answer”]Ans :C. ନାଇଲନ[/expand]

49.—- ମସିହାରେ ଆମେରିକାର ନ୍ୟୁୟକ ସହରରେ ଏବଂ ଇଂଲଣ୍ଡ ର ଲଣ୍ଡନ ସହରରେ ଏକ ସମୟରେ ନାଇଲସଲ ପ୍ରସ୍ତୁତ କରାଯାଉଥିଲା?
A. 1947
B. 1931
C. 1564
D.2004

[expand title=”Show Answer”]Ans :B. 1931[/expand]

50. ନ୍ୟୁୟକ ର କେଉଁ ଦୁଇଟି ଅକ୍ଷର ଦୁଇଟିରୁ ନାଇଲନ ଶବ୍ଦ ସୃଷ୍ଟି ?
A. W , k
B. P , o
C. N ,Y
D. O, N

[expand title=”Show Answer”]ANS :C. N ,Y[/expand]

51. ଲଣ୍ଡନ ର କେଉଁ ତିନିଟି ଅକ୍ଷର ଦୁଇଟିରୁ ନାଇଲନ ଶବ୍ଦ ସୃଷ୍ଟି ?
A. W , k, H
B. P , o, Q
C. N ,Y
D. L, O, N

[expand title=”Show Answer”]ANS :D. L, O, N[/expand]

52.ଜଳ, ବାୟୁ , କୋଇଲା ରୁ — ତନ୍ତୁ ପ୍ରସ୍ତୁତ ?
A. ପ୍ରାକୃତିକ
B. କୃତ୍ରିମ
C. Both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :B. କୃତ୍ରିମ[/expand]

53.— ତନ୍ତୁ ଶକ୍ତ, ସ୍ଥିତିସ୍ଥାପକ ଓ ହାଲୁକା ?
A.ରେୟନ
B. ପଶମ
C. ନାଇଲନ
D. ପଲିଷ୍ଟର

[expand title=”Show Answer”]Ans :C. ନାଇଲନ[/expand]

54. ନାଇଲନ ତନ୍ତୁ ରୁ ପ୍ରସ୍ତୁତ ଦଉଡି —-ଦଉଡିଠାରୁ ଅଧିକାର ଶକ୍ତ ?
A. କପା
B. ରେଶମ
C. ଷ୍ଟିଲ
D. ପଲିଷ୍ଟର

[expand title=”Show Answer”]Ans :C. ଷ୍ଟିଲ[/expand]

55. ଆକାଶ ଛତା —- ଦଉଡ଼ିରେ ପ୍ରସ୍ତୁତ ?
A. କପା
B. ନାଇଲନ
C. ଷ୍ଟିଲ
D. ପଲିଷ୍ଟର

[expand title=”Show Answer”]Ans :B. ନାଇଲନ[/expand]

56. କାର ସିଟବେଲ୍ଟ, ତମ୍ବୁରକପଡା,ଟୁଥବ୍ରସ, ଆଦି — ତନ୍ତୁରେ ତିଆରି ?
A. କପା
B. ନାଇଲନ
C. ଷ୍ଟିଲ
D. ପଲିଷ୍ଟର

[expand title=”Show Answer”]Ans :B. ନାଇଲନ[/expand]

57.ମଶାରୀ, ପାରାଦା କନା, ଛତା, — ତନ୍ତୁରେ ତିଆରି?
A. କପା
B. ନାଇଲନ
C. ଷ୍ଟିଲ
D. ପଲିଷ୍ଟର

[expand title=”Show Answer”]Ans :. ନାଇଲନ[/expand]

58. ମାଛଧରାଜାଲ, ବନସୀ କଣ୍ଟାରେ ଲାଗୁଥିବା ସୂତା — ତନ୍ତୁରେ ତିଆରି?
A. କପା
B. ନାଇଲନ
C. ଷ୍ଟିଲ
D. ପଲିଷ୍ଟର[expand title=”Show Answer”]Ans :B. ନାଇଲନ[/expand]

59. ମଟର ଟାB. ନାଇଲନ ୟାର, କନଭେୟାର ବେଲଟ ଆଦି — ତନ୍ତୁରେ ତିଆରି?
A. କପା
B. ନାଇଲନ
C. ଷ୍ଟିଲ
D. ପଲିଷ୍ଟର

[expand title=”Show Answer”]Ans :B. ନାଇଲନ[/expand]

60. ଲାଇଲନ ସୂତା ଓ ଉଲ ସୂତା କପଡା ମଜବୁତ ଓ —-?
A. କ୍ଷଣସ୍ଥାୟୀ
B. ଦୀର୍ଘସ୍ଥାୟୀ
C. କମସ୍ଥାୟୀ
D. କୌଣସିଟି ନୁହେଁ

[expand title=”Show Answer”]Ans :B. ଦୀର୍ଘସ୍ଥାୟୀ[/expand]

61.ଫୁଲର ବାସ୍ନା ଓ ପାଚିଲାଫଳର ବାସ୍ନା ରେ —- ନାମକ ରାସାୟନିକ ଜୟଗିକ ଯୋଗୁଁ ହୋଇଥାଏ ?
A. ପଲି
B. ଇଷ୍ଟର
C. ଉଲ
D. କୌଣସିଟି ନୁହେଁ

[expand title=”Show Answer”]Ans :B. ଇଷ୍ଟର[/expand]

62. ଇଷ୍ଟର ଏକକକୁ ନେଇ ଗଠିତ ପଲିମରକୁ — କୁହାଯାଏ ?
A. ପଲିଷ୍ଟର
B. ଏଥିଲିନ
C. ଟେରିଲିନ
D. ପଲି – ଇଷ୍ଟର

[expand title=”Show Answer”]Ans :D. ପଲି – ଇଷ୍ଟର[/expand]

63. ଟେରିଲିନର ଅନ୍ୟ ନାମ —–?
A. ପଲିଷ୍ଟର
B. ଡେ଼କ୍ରନ
C. ଟେରିଲିନ
D. ପଲି – ଇଷ୍ଟର

[expand title=”Show Answer”]Ans :B. ଡେ଼କ୍ରନ[/expand]

64. — କପଡା ମଜବୁତ ଓ ବହୁକାଳ ସ୍ଥାୟୀ ଅଟେ ?
A. ପଲିଷ୍ଟର
B. ଟେରିଲିନ
C. ଟେରିଲିନ
D. ପଲି – ଇଷ୍ଟର

[expand title=”Show Answer”]Ans :B. ଟେରିଲିନ[/expand]

65. — କପଡା ଧୋଇଲେ ଜଲଦି ଶୁଖିଯାଏ ?
A. ପଲିଷ୍ଟର
B. ଟେରିଲିନ
C. ଟେରିଲିନ
D. ପଲି – ଇଷ୍ଟର

[expand title=”Show Answer”]Ans :B. ଟେରିଲିନ[/expand]

66. —- ଆଦୌ ଲୋଚାକୋଚା ହୁଏନାହିଁ ?
A. ପଲିଷ୍ଟର
B. ଟେରିଲିନ
C. ଟେରିଲିନ
D. ପଲି – ଇଷ୍ଟର

[expand title=”Show Answer”]Ans :B. ଟେରିଲିନ[/expand]

67. ଟେରିଲିନ କପଡାକୁ ଆଉ କେଉ କପଡା ରୂପେ ପରିଚିତ ?
A. ପଲିଷ୍ଟର
B. ପଲିଉଲ
C. ଟେରିକଟ
D. ଧୂଆ ଓ ପିନ୍ଧ

[expand title=”Show Answer”]Ans :D. ଧୂଆ ଓ ପିନ୍ଧ[/expand]

68. କପା, ସିଲକ, ରେୟନ, ନାଇଲନ ବସ୍ତ୍ର ଅପେକ୍ଷା — ବସ୍ତ୍ରର ଚାହିଦା ଅଧିକ ?
A.ପଲିଷ୍ଟର
B. ଟେରିଲିନ
C. ଟେରିଲିନ
D. ପଲି – ଇଷ୍ଟର

[expand title=”Show Answer”]Ans :B. ଟେରିଲିନ[/expand]

69. ଟେରିଲିନ ସୂତା ଓ ଉଲ ସୂତା ମିଶାଯାଇ — ପ୍ରସ୍ତୁତ ହୁଏ ?
A.ପଲିଷ୍ଟର
B. ଟେରିଉଲ
C. ଟେରିକଟ
D. ପଲି – ଇଷ୍ଟର

[expand title=”Show Answer”]Ans :C. ଟେରିକଟ[/expand]

70.ଟେରିଲିନ ସୂତା ଓ ଉଲସୂତା ମିଶାଇ —- ପ୍ରସ୍ତୁତ ହୁଏ ?
A.ପଲିଷ୍ଟର
B. ଟେରିଉଲ
C. ଟେରିକଟ
D. ପଲି – ଇଷ୍ଟର

[expand title=”Show Answer”]Ans :B. ଟେରିଉଲ[/expand]

71.poly ethylene terepthalate ର ସଂକ୍ଷିପ୍ତ ନାମ କଣ ?
A.POL
B. PLP
C. PET
D. କୌଣସିଟି ନୁହେଁ

[expand title=”Show Answer”]ANS :C. PET[/expand]

72.– ତନ୍ତୁ ପୋଡ଼ିଗଲେ ପାଉଁଶ ସ୍ତୁଷ୍ଟି ହୁଏ ଓ ଶିଖା ସହ ଜଳେ ?
A. ନାଇଲନ
B. ସିଲିକ
C. ପଲିଷ୍ଟର
D. କଟନ

[expand title=”Show Answer”]Ans :D. କଟନ[/expand]

73.— ତନ୍ତୁ ଆସ୍ତେ ଆସ୍ତେ ଜଳେ କେଶ ପୋଡା ଗନ୍ଧ ହୁଏ?
A. ନାଇଲନ
B. ସିଲିକ
C. ପଲିଷ୍ଟର
D. ଏକ୍ରିଲିକ

[expand title=”Show Answer”]Ans :B. ସିଲିକ[/expand]

74.— ତନ୍ତୁ ପୋଡିଲେ କାଗଜପୋଡ଼ା ଗନ୍ଧ ହୁଏ ?
A.ନାଇଲନ
B. ରେୟନ
C. ପଲିଷ୍ଟର
D. ଏକ୍ରିଲିକ

[expand title=”Show Answer”]Ans :B. ରେୟନ[/expand]

75.— ତନ୍ତୁ ବିଳମ୍ବରେ ଜଳେ। କେଶପୋଡ଼ା ଗନ୍ଧ ହୁଏ।
A. ନାଇଲନ
B. ସିଲିକ
C. ପଲିଷ୍ଟର
D. ଏକ୍ରିଲିକ

[expand title=”Show Answer”]Ans :A. ନାଇଲନ[/expand]

76..— ତନ୍ତୁ ବିଳମ୍ବରେ ଜଳେ। କଳାଧୂଆଁ ବାହାରେ ?
A. କଟନ
B. ସିଲିକ
C. ପଲିଷ୍ଟର
D. ଏକ୍ରିଲିକ

[expand title=”Show Answer”]Ans :C. ପଲିଷ୍ଟର[/expand]

77…— ତନ୍ତୁ କଳାଧୂଆଁ ସହଜଳେ ଓ ସଂକୁଚିତ ହୋଇ କଳା ରଙ୍ଗର କଠିନ କଣ୍ଠି ସୃଷ୍ଟି ହୁଏ ?
A. କଟନ
B. ସିଲିକ
C. ରେୟନ
D. ଏକ୍ରିଲିକ

[expand title=”Show Answer”]Ans :D. ଏକ୍ରିଲିକ[/expand]

78.— ତନ୍ତୁ ତିଆରି ବସ୍ତ୍ର ମଜବୁତ, ଧୋଇବାସହଜ, ଶୀଘ୍ର ଶୁଖିଯାଏ ?
A. କଟନ
B. ପଲିଷ୍ଟର
C. ପଲିମର
D. ରେଶମ

[expand title=”Show Answer”]Ans :C. *ପଲିମର[/expand]

79..— ତନ୍ତୁ ଫିମ୍ପି, ବ୍ୟାକ୍ଟ୍ରିୟ, ଅସରପା, ଅମ୍ଳ ଦୂର କ୍ଷୟ ହୁଏ ନାହିଁ ?
A. କଟନ
B. ପଲିଷ୍ଟର
C. ପଲିମର
D. ରେଶମ

[expand title=”Show Answer”]Ans :C. ପଲିମର[/expand]

80. — ଏକ କୃତ୍ରିମ ସଂଶ୍ଳେଷିତ ତନ୍ତୁ ?
A. କଟନ
B. ପ୍ଲାଷ୍ଟିକ
C. ପଲିମର
D. ରେଶମ

[expand title=”Show Answer”]Ans :B. ପ୍ଲାଷ୍ଟିକ[/expand]

81. ଭୌତିକ ପ୍ରକୃତିରୁ ପ୍ଲାଷ୍ଟିକ — ପ୍ରକାର ?
A. ଦୁଇ
B. ଚାରି
C. ଏକ
D. ପାଞ୍ଚ

[expand title=”Show Answer”]Ans :A. ଦୁଇ[/expand]

82. ଭୌତିକ ପ୍ରକୃତିରୁ ପ୍ଲାଷ୍ଟିକ ଦୁଇ ପ୍ରକାର ଯଥା ଥମୋପ୍ଲାଷ୍ଟିକ ଓ ଅନ୍ୟଟି —?
A. ରେୟନ
B. ସେଲି୍ୟୁସ
C. ଥମୋସେଟିଙ୍ଗ ପ୍ଲାଷ୍ଟିକ
D. କୌଣସିଟି ନୁହେଁ

[expand title=”Show Answer”]Ans :C. ଥମୋସେଟିଙ୍ଗ ପ୍ଲାଷ୍ଟିକ[/expand]

83.— ପ୍ଲାଷ୍ଟିକ ଅଗ୍ନିନିରୁଧୋକ ଅଟେ?
A. ଥରମସେଟିଙ୍ଗ
B. ପଲିମର
C. ମେଲାମାଇନ
D. କୌଣସିଟି ନୁହେଁ

[expand title=”Show Answer”]Ans :C. ମେଲାମାଇନ[/expand]

84.ଦଉଡି, ଗାଲିଚା ବୁଣିବା, ମାଛଧରା ଜାଲର ସୂତା ?
A. ପବସି
B. ପଲିପ୍ରପିନ
C. ପଲିଷ୍ଟିରିନ
D. ପଲିଥିନ

[expand title=”Show Answer”]Ans :B. ପଲିପ୍ରପିନ[/expand]

85. ଶିଶି, ବୋତଲ, ଜାର, ମଗ, ଆଦି — ରେ ତିଆରି?
A. PVC
B. ପଲିପ୍ରପିନ
C. ପଲିଷ୍ଟିରିନ
D. ପଲିଥିନ

[expand title=”Show Answer”]Ans :A. PVC[/expand]

86. ବଡ ବଡ ପାଣିଟାଙ୍କି — ରେ ତିଆରି ?
A. PVC
B. ପଲିପ୍ରପିନ
C. ପଲିଷ୍ଟିରିନ
D. ପଲିଥିନ

[expand title=”Show Answer”]ANS :D. ପଲିଥିନ[/expand]

87. ଥେର୍ମୋକୋଲ — ଶ୍ରେଣୀ ଅନ୍ତର୍ଭୁକ୍ତ ?
A. PVC
B. ପଲିପ୍ରପିନ
C. ପଲିଷ୍ଟିରିନ
D. ପଲିଥିନ

[expand title=”Show Answer”]ANS :C. ପଲିଷ୍ଟିରିନ[/expand]

88. — କୁ କୃତ୍ରିମ ସୋଲ୍ଲ କୁହାଯାଏ?
A. PVC
B. ପଲିପ୍ରପିନ
C. ଥର୍ମୋକୋଲ
D. ପଲିଥିନ

[expand title=”Show Answer”]ANS :C . ଥର୍ମୋକୋଲ[/expand]

89. କାଚଜିନିଷ, ଔଷଧ ବୋତଲ, କ୍ୟାମେରା, ଟେଲିଫୋନ, ଆଦି — ରେ ତିଆରି?
A. PVC
B. ପଲିପ୍ରପିନ
C. ଥର୍ମୋକୋଲ
D. ପଲିଥିନ

[expand title=”Show Answer”]ANS :C. ଥର୍ମୋକୋଲ[/expand]

90. ଫ୍ରିଜ ଓ କୂଲର ରେ ତାପ ଅପରିବାହୀ ରୂପେ — ବ୍ୟବହାର କରାଯାଏ ?
A. PVC
B. ପଲିପ୍ରପିନ
C. ଥର୍ମୋକୋଲ
D. ପଲିଥିନ

[expand title=”Show Answer”]ANS :C. ଥର୍ମୋକୋଲ[/expand]

91. ନନ -ଷ୍ଟିକ, କଡେଇ, ତାୱା, ରେ — ଲାଗେ?
A. PVC
B. ପଲିପ୍ରପିନ
C. ଟେଫଲନ
D. ପଲିଥିନ

[expand title=”Show Answer”]Ans :C. ଟେଫଲନ[/expand]

92. କାନ୍ଥରେ ଦିଏ ଯାଇଥିବା ରଙ୍ଗରେ — ମିଶାଇ ଦିଆଯାଏ?
A. PVC
B. ପଲିପ୍ରପିନ
C. ଟେଫଲନ
D. ପଲିଥିନ

[expand title=”Show Answer”]Ans :C. ଟେଫଲନ[/expand]

93. ବସ, କାର, ଉଡ଼ାଜାହାଜ, ଜଳଜାହାଜ ଝରକାର — ଲାଗେ?
A. ଏକ୍ରିଲିକ
B. ପଲିପ୍ରପିନ
C. ଟେଫଲନ
D. ପଲିଥିନ

[expand title=”Show Answer”]Ans :A. ଏକ୍ରିଲିକ[/expand]

94. ବିଦ୍ୟୁତ ଉପକରଣ — ରେ ପ୍ରସ୍ତୁତ ?
A. ଏକ୍ରିଲିକ
B. ପଲିପ୍ରପିନ
C. ଟେଫଲନ
D. ବେକେଲାଇଟ

[expand title=”Show Answer”]Ans : D. ବେକେଲାଇଟ[/expand]

95. ଫର୍ମିକ — ଶ୍ରେଣୀ ଅନ୍ତର୍ଭୂକ୍ତ?
A. ଏକ୍ରିଲିକ
B. ପଲିପ୍ରପିନ
C. ସନମାଇକା
D. ବେକେଲାଇଟ

[expand title=”Show Answer”]Ans :C. ସନମାଇକା[/expand]

96. କାଠ ତିଆରି ଜିନିଷ ଉପରେ — ର ଆବରଣ ଦିଆଯାଇଛି ?
A. ଏକ୍ରିଲିକ
B. ଫର୍ମିକା
C. ସନମାଇକା
D. ବେକେଲାଇଟ

[expand title=”Show Answer”]Ans :B. ଫର୍ମିକା[/expand]

97. ରେଳଗାଡ଼ି, ବସ ର ଭିତର ପାଖରେ — ର ଆବରଣ ଦିଆଯାଇଛି ?
A. ଏକ୍ରିଲିକ
B. ଫର୍ମିକା
C. ସନମାଇକା
D. ବେକେଲାଇଟ

[expand title=”Show Answer”]Ans :B. ଫର୍ମିକା[/expand]

98. — ନିଆଁ ଲିଭଳିମାନେ ପିନ୍ଧୁଥିବା ପୋଷକରେ — ବ୍ୟବହାର କରାଯାଏ?
A. ଏକ୍ରିଲିକ
B. ଫର୍ମିକା
C. ମେଲାମାଇନ
D. ବେକେଲାଇଟ

[expand title=”Show Answer”]Ans :C. ମେଲାମାଇନ[/expand]

99. ବାସନ କୁସନ, କପ, ପ୍ଲେଟ, ତିଆରିରେ — ବ୍ୟବହାର ହୁଏ?
A. ଏକ୍ରିଲିକ
B. ଫର୍ମିକା
C. ମେଲାମାଇନ
D. ବେକେଲାଇଟ

[expand title=”Show Answer”]Ans :C. ମେଲାମାଇନ[/expand]

100. ଯେଉଁ ପ୍ଲାଷ୍ଟିକ ମାଟିରେ ବ୍ୟାକ୍ଟ୍ରିଆ ନଷ୍ଟ କରିପାରେ ନାହିଁ ତାହାକୁ — ପ୍ଲାଷ୍ଟିକ କୁହାଯାଏ ?
A. ଜୈବ ଅବକ୍ଷୟ ଯୋଗ୍ୟ
B.ଜୈବ ଅବକ୍ଷୟ ଅଯୋଗ୍ୟ
C. Both a&b
D. କୌଣସିଟି ନୁହେଁ

[expand title=”Show Answer”]Ans : B.ଜୈବ ଅବକ୍ଷୟ ଅଯୋଗ୍ୟ[/expand]

101.— ମସିହାରେ ପ୍ଲାଷ୍ଟିକ ସମ୍ବଦ୍ଧରେ ଭାରତସରକାର ଆଇନ ପ୍ରାଣାୟନ କରିଲେ ?
A.2007
B.2006
C. 2009
D. 2010

[expand title=”Show Answer”]Ans :C. 2009[/expand]

102.କେତେକ ପ୍ଲାଷ୍ଟିକସ ଆବର୍ଜନକୁ ସଂଗ୍ରହ କରି ରାସାୟନିକ ପଦ୍ଧତିରେ ପୁନର୍ବାର ବ୍ୟବହାର ଯୋଗ୍ୟ ଭିନ୍ନ ଧରଣର ପ୍ଲାଷ୍ଟିକ ଜିନିଷ ପ୍ରସ୍ତୁତି କରାଯାଇପାରେ ତାହାକୁ — ପ୍ଲାଷ୍ଟିକ କୁହାଯାଏ?
A. .ପୁନଚକ୍ରଣଯୋଗ୍ୟ
B.ପୁନଚକ୍ରଣ ଅଯୋଗ୍ୟ
C. Both a&b
D. କୌଣସିଟି ନୁହେଁ

[expand title=”Show Answer”]Ans :A. . ପୁନଚକ୍ରଣଯୋଗ୍ୟ[/expand]

103.କେତେକ ପ୍ଲାଷ୍ଟିକସ ଆବର୍ଜନକୁ ସଂଗ୍ରହ କରି ରାସାୟନିକ ପଦ୍ଧତିରେ ପୁନର୍ବାର ବ୍ୟବହାର ଯୋଗ୍ୟ ଭିନ୍ନ ଧରଣର ପ୍ଲାଷ୍ଟିକ ଜିନିଷ ପ୍ରସ୍ତୁତି କରି ହୁଏ ନାହିଁ ତାହାକୁ — ପ୍ଲାଷ୍ଟିକ କୁହାଯାଏ?.
A. .ପୁନଚକ୍ରଣଯୋଗ୍ୟ
B.ପୁନଚକ୍ରଣ ଅଯୋଗ୍ୟ
C. Both a&b
D. କୌଣସିଟି ନୁହେଁ

[expand title=”Show Answer”]Ans : B.ପୁନଚକ୍ରଣ ଅଯୋଗ୍ୟ[/expand]

104. କାଗଜ, କପାସୂତା, କାଠ, ପଶମ ବସ୍ତ୍ର, ଟିଣ, ଆଦି —- ଶ୍ରେଣୀ ଭୁକ୍ତ ?
A.ଜୈବଅବକ୍ଷୟ ଯୋଗ୍ୟ
B.ଜୈବଅବକ୍ଷୟ ଅଯୋଗ୍ୟ
C. both a&b
D. କୌଣସିଟି ନୁହେଁ[expand title=”Show Answer”]Ans :A. ଜୈବଅବକ୍ଷୟ ଯୋଗ୍ୟ[/expand]

105.ପ୍ଲାଷ୍ଟିକ ଜିନିଷ — ଶ୍ରେଣୀ ଭୁକ୍ତ ?
A.ଜୈବଅବକ୍ଷୟ ଯୋଗ୍ୟ
B.ଜୈବଅବକ୍ଷୟ ଅଯୋଗ୍ୟ
C. both a&b
D. କୌଣସିଟି ନୁହେଁ

[expand title=”Show Answer”]Ans : B.ଜୈବଅବକ୍ଷୟ ଅଯୋଗ୍ୟ[/expand]

106.ପାରିବା, ଫଳ ଚୋପା ଅବକ୍ଷୟ ହେବାପାଇଁ — ଦିନ ସମୟ ଲାଗେ ?
A.ଏକ ବର୍ଷ
B.ଏକ ରୁ ଦୁଇ ସପ୍ତାହ
C.2-5 ମାସ
D.10ରୁ 30 ଦିନ

[expand title=”Show Answer”]Ans : B.ଏକ ରୁ ଦୁଇ ସପ୍ତାହ[/expand]

107. କାଗଜ ଅବକ୍ଷୟ ହେବାପାଇଁ — ଦିନ ସମୟ ଲାଗେ ?
A.ଏକ ବର୍ଷ
B.ଏକ ରୁ ଦୁଇ ସପ୍ତାହ
C.2-5 ମାସ
D.10ରୁ 30 ଦିନ

[expand title=”Show Answer”]Ans : D. 10ରୁ 30 ଦିନ[/expand]

108. କପାସୂତା ଅବକ୍ଷୟ ହେବାପାଇଁ — ଦିନ ସମୟ ଲାଗେ ?
A.ଏକ ବର୍ଷ
B.10-15 ବର୍ଷ
C.2-5 ମାସ
D.10.30 ଦିନ

[expand title=”Show Answer”]Ans :C. 2-5 ମାସ[/expand]

109. କାଠ ଅବକ୍ଷୟ ହେବାପାଇଁ — ଦିନ ସମୟ ଲାଗେ ?
A.ଏକ ବର୍ଷ
B.10-15 ବର୍ଷ
C.2-5 ମାସ
D.10.30 ଦିନ

[expand title=”Show Answer”]Ans :B. 10-15 ବର୍ଷ[/expand]

110.ପଶମ ବସ୍ତ୍ର ଅବକ୍ଷୟ ହେବାପାଇଁ — ଦିନ ସମୟ ଲାଗେ ?
A. ଏକ ବର୍ଷ
B.10-15 ବର୍ଷ
C.2-5 ମାସ
D.10.30 ଦିନ

[expand title=”Show Answer”]Ans :A. ଏକ ବର୍ଷ[/expand]

Leave a Comment