Science Question Class 9 MCQ

Free Science Question Class 9 MCQ Part 1 in ଓଡ଼ିଆ

Facebook
Telegram
WhatsApp
LinkedIn

Free Science Question Class 9 MCQ Part 1 in Odia

free science question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

free Science Question class 9 MCQ

ବିଜ୍ଞାନ

ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25

1. ………….ପଞ୍ଚତତ୍ତ୍ୱ ଅଂଶ ନୁହେଁ।

 ମାଟି ଜଳ ଅଗ୍ନି ଚନ୍ଦ୍ର

 ଚନ୍ଦ୍ର

#2. ନିମ୍ନଲିଖିତ ମଧ୍ୟରୁ ……… ଏକ ପଦାର୍ଥ ନୁହେଁ।

 କାଠ ବାୟୁ ଗନ୍ଧ ଜଳ

ଗନ୍ଧ

#3. ତାପମାତ୍ରା ବୃଦ୍ଧି ହେଲେ କଣିକାମାନଙ୍କର……….ବୃଦ୍ଧି ହୁଏ

 ବସ୍ତୁତ୍ୱ ଆକାର ଗତିଜ ଶକ୍ତି ଆକର୍ଷଣ

ଗତିଜ ଶକ୍ତି

#4. କଣିକା କଣିକା ମଧ୍ୟରେ …….. ଥିବାରୁ ଅନ୍ୟ କଣିକାମାନେ ଅବସ୍ଥାପିତ ହୋଇଯାଆନ୍ତି।

 ଆକର୍ଷଣ ବଳ ଗତିଜ ଶକ୍ତି ବସ୍ତୁତ୍ଵ ଫାଙ୍କାସ୍ଥାନ

 ଫାଙ୍କାସ୍ଥାନ

#5. ……….ମଧ୍ୟ ରେ ଗ୍ୟାସ୍ ର ବିସରଣ ଅଧିକ ହେବ।

 ଲୁହା ବାୟୁ ଜଳ ବରଫ

 ବାୟୁ

#6. ନିମସ୍ଥ ମଧ୍ୟରୁ ………ଏକ କଠିନ ପଦାର୍ଥ ନୁହେଁ।

 ସ୍ପଞ୍ଜ ପାରଦ ରବର ବ୍ୟାଣ୍ଡ ଚିନି

ପାରଦ

#7. ତରଳ ପଦାର୍ଥ ……….. କୁହାଯାଏ।

 ସଂବାହୀ କୁବାହୀ ପ୍ରବାହୀ ସୁବାହୀ

ପ୍ରବାହୀ

#8. ପଦାର୍ଥର ପ୍ରାବସ୍ଥା ପରିବର୍ତ୍ତନ ପାଇଁ ବ୍ୟବହୃତ ତାପକୁ …………. କୁହାଯାଏ।

 ସୁପ୍ତତାପ ଗୁପ୍ତତାପ ସ୍ଵଳ୍ପତାପ

 ଗୁପ୍ତତାପ

#9. ନିମ୍ନସ୍ଥ ମଧ୍ୟରୁ ……. ଏକ ଉର୍ଦ୍ଧ୍ଵପାତୀ ପଦାର୍ଥ।

 ଜଳ ମହମ କର୍ପୂର ଚିନି

 କର୍ପୂର

#10. ପଦାର୍ଥର ……….. ଅବସ୍ଥା ଅତି ଶକ୍ତିଶାଳୀ ଓ ଉତ୍ତେଜିତ କଣିକା ମାନଙ୍କୁ ନେଇ ଗଠିତ।

 କଠିନ ତରଳ ଗ୍ୟାସୀୟ ପ୍ଲାଜମା

 ପ୍ଲାଜମା

#11. ବାଷ୍ପୀଭବନର ବେଗ କାହା ଉପରେ ନିର୍ଭର କରେ ନାହିଁ?

 ତାପମାତ୍ରା ଆର୍ଦ୍ରତା ପବନର ବେଗ ଚାପ

 ଚାପ

#12. କେଉଁ ପ୍ରକ୍ରିୟାରେ ପଦାର୍ଥ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥା କୁ ରୂପାନ୍ତରିତ ହୋଇଥାଏ?

 ବାଷ୍ପୀଭବନ ବିଗଳନ ଉର୍ଦ୍ଧ୍ଵପାତନ ତରଳନ

ଉର୍ଦ୍ଧ୍ଵପାତନ

#13. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଚାପର ଏକକ ଅଟେ?

 କେଲ୍ ଭିନ୍ ନିଉଟନ୍ ପାସ୍ କାଲ୍ କି. ଗ୍ରା./ ମିଟର

ପାସ୍ କାଲ୍

#14. ନିମ୍ନୋକ୍ତ ମଧ୍ୟରୁ କେଉଁ ଗ୍ୟାସ୍‌ରୁ ଶୁଷ୍କ ବରଫ ପ୍ରସ୍ତୁତ କରାଯାଏ ?

 ଅମ୍ଳଜାନ ଉଦ୍‌ଜାନ ଅଙ୍ଗାରକାମ୍ଳ ଏମୋନିଆ

 ଅଙ୍ଗାରକାମ୍ଳ

#15. ରୋଷେଇ ପାଇଁ ବ୍ୟବହୃତ ପେଟ୍ରୋଲିୟମ୍ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ?

 କଠିନ ତରଳ ଗ୍ୟାସୀୟ ପ୍ଲାଜମା

 ତରଳ

#16. ନଖରୁ ପଲିସ୍ ଛଡ଼ାଇବା ପାଇଁ କ’ଣ ବ୍ୟବହୃତ ହୁଏ?

 ମିଥାନଲ୍ ଭିନେଗାର୍ ଏସିଟୋନ୍ ତରଳ ଏମୋନିଆ

ଏସିଟୋନ୍

#17. ବାଷ୍ପୀଭବନ ଏକ କି ପ୍ରକାର ପରିଘଟଣା ?

 ଚାପ ଥପନଭିତ୍ତିକ ପୃଷ୍ଠଭିତ୍ତିକ ଆୟତନଭିତ୍ତିକ

ପୃଷ୍ଠଭିତ୍ତିକ

#18. ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ କେଉଁପରି ପଦାର୍ଥ କ୍ଷେତ୍ରରେ ସର୍ବାଧିକ?

 କଠିନ ତରଳ ଗ୍ୟାସୀୟ ପ୍ଲାଜମା

କଠିନ

#19. ତରଳପଦାର୍ଥର ବାଷ୍ପୀଭବନ କ’ଣ ସୃଷ୍ଟି କରେ ?

 ଉଚ୍ଚତାପ ଉଚ୍ଚଚାପ ଶୁଷ୍କତା ଆର୍ଦ୍ରତା

ଆର୍ଦ୍ରତା

#20. ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ଆବଶ୍ୟକୀୟ ତାପକୁ କ’ଣ କୁହାଯାଏ?

 ଉତ୍ତାପ ଶୁଷ୍କତାପ ବିଶିଷ୍ଟ ତାପ ତାପମାତ୍ରା

ଶୁଷ୍କତାପ

#21. ଅତିକମ୍ ସାନ୍ଦ୍ରତାରେ କୌଣସି ଏକ ଗ୍ୟାସ୍ କୁ ଅତ୍ୟଧିକ ଥଣ୍ଡାକଲେ ଏହା କେଉଁ ଭୌତିକ ଅବସ୍ଥା ପ୍ରାପ୍ତ ହେବ?

 ବୋଷ ଆଇନ୍ ଷ୍ଟାଇନ୍ ସଂଘଟିତ ଅବସ୍ଥା ପ୍ଲାଜମା ଅବସ୍ଥା କଠିନ ଅବସ୍ଥା ତରଳ ଅବସ୍ଥା

 ବୋଷ ଆଇନ୍ ଷ୍ଟାଇନ୍ ସଂଘଟିତ ଅବସ୍ଥା

#22. ବରଫ ତରଳିବା ବେଳେ ତାହାର କ’ଣ ପରିବର୍ତ୍ତନ ହୁଏ ନାହିଁ?

 ଆକାର ଆକୃତି ତାପମାତ୍ରା ସାନ୍ଦ୍ରତା

ତାପମାତ୍ରା

#23. ବାଷ୍ପୀଭବନକୁ ପ୍ରଭାବିତ କରୁଥିବା ……….. ଏକ କାରକ ନୁହେଁ।

 ଚାପ ବୃଦ୍ଧି ତରଳ ଗ୍ୟାସୀୟ ପ୍ଲାଜମା

ଚାପ ବୃଦ୍ଧି

#24. ପିତ୍ତଳରେ …………. ଉପାଦାନଟିର ପରିମାଣ ଅଧିକ ।

 କପର ଜିଙ୍କ୍ ଟିନ୍ ଆଇରନ୍

 କପର

#25. …………ର ଔଜ୍ଜଲ୍ଯ ଥାଏ।

 ଧାତୁ ଅଧାତୁ ଉପଧାତୁ ମିଶ୍ରଧାତୁ

 ଧାତୁ

#26. କଳା କାଳିରୁ ………… ପଦ୍ଧତି ଦ୍ଵାରା ରଞ୍ଜକର ପୃଥକୀକରଣ ହୁଏ।

 ପାତନ ଉର୍ଦ୍ଧ୍ଵପାତନ କ୍ରୋମାଟୋଗ୍ରାଫି ଆଂଶିକ ପାତନ

କ୍ରୋମାଟୋଗ୍ରାଫି

#27. ………..ଧାତୁ ସାଧାରଣ ତାପମାତ୍ରାରେ ତରଳ ଭାବେ ରହିଥାଏ।

 ସୋଡିୟମ୍ ପୋଟାସିୟମ ପାରଦ ଲୌହ

ପାରଦ

free Science Question class 9 MCQ

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

free Science Question class 9 MCQ

Not sure how to start preparing science question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

free History Question class 9 MCQ

QUIZ START

Related Article : 

Leave a Comment