Science Class 6 Previous Year Question Papers

Science Class 6 Previous Year Question Papers

Facebook
Telegram
WhatsApp
LinkedIn

Download BSE previous year science question papers for ଆଦର୍ଶ ବିଦ୍ୟାଳୟ exam 2023, Class 6. Prepare effectively with these past papers and improve your chances of success in the Adarsha Vidyalaya entrance exam

Science Class 6 Previous Year Question Papers

  1. ନିମନସ୍ଥ ମଧ୍ୟରୁ କେଉଁଟି ଜଳର ଅତିଶୟ ଅଭାବର ଏକ କାରଣ ଅଟେ ?
    A. ଅତ୍ୟଧିକ ବାଷ୍ପୀକରଣ
    B. ବହୁଳ ବ୍ୟବହାର ଓ ଅପବ୍ୟବହାର
    C. ଜଳବାୟୁ ପରିବର୍ତ୍ତନ
    D. ବିଶ୍ୱ ତାପନ
    Ans : B. ବହୁଳ ବ୍ୟବହାର ଓ ଅପବ୍ୟବହାର
  2. ପ୍ରତିବର୍ଷ କେଉଁ ଦିନ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ ?
    A. ଜୁନ ମାସ 5 ତାରିଖ
    B. ଜୁନ ମାସ 15 ତାରିଖ
    C. ମଇ ମାସ 5 ତାରିଖ
    D. ମଇ ମାସ 15 ତାରିଖ
    Ans : A. ଜୁନ ମାସ 5 ତାରିଖ
  3. ବାୟୁରେ ଥିବା କେଉଁ ଗ୍ୟାସ ସ୍ୱଚ୍ଛ ଜଳକୁ ଦୁଧିଆଳୀ ରଙ୍ଗ କରାଇ ଦିଏ ?
    A. ଅମ୍ଳଜାନ
    B. ଯବକ୍ଷାରଜାନ
    C. ଅଙ୍ଗାରକାମ୍ଳ
    D. ଜଳୀୟବାଷ୍ପ
    Ans : C. ଅଙ୍ଗାରକାମ୍ଳ
  4. ଜଙ୍ଗଲ କ୍ଷୟ ହେଲେ ବାୟୁମଣ୍ଡଳର —– ପରିମାଣ ବଢିଯାଇପାରେ ?
    A. ଅମ୍ଳଜାନ
    B. ଅଙ୍ଗାରକାମ୍ଳ
    C. ଯବକ୍ଷାରଜାନ
    D. ଜଳୀୟବାଷ୍ପ
    Ans : B. ଅଙ୍ଗାରକାମ୍ଳ
  5. ନିମ୍ନ ମଧ୍ୟରୁ କେଉଁଟି ଧାତୁସାର ଅଭାବଜନିତ ରୋଗ ଅଟେ ?
    A. ଅସ୍ଥିବଙ୍କା
    B. ସଂକ୍ରାମକ ରୋଗ
    C. ଯକ୍ଷ୍ମ
    D. ଗଳଗଣ୍ଡ
    Ans : D. ଗଳଗଣ୍ଡ
  6. କେଉଁ ମଶା କାମୁଡ଼ିଲେ ବାତଜ୍ଵର ହୁଏ ?
    A. ମାଈ ଏନୋଫିଲିସ
    B. ଏଡିସ
    C. କ୍ୟୁଲେକ୍ସ
    D. ଏନୋଫିଲିସ
    Ans : C. କ୍ୟୁଲେକ୍ସ
  7. ନିମ୍ନ ମଧ୍ୟରୁ କେଉଁଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପାଇଁ ଠିକ ନୁହେଁ ?
    A. ଏହା ମିଶ୍ରିତ ସାର ତିଆରି କରିବାରେ ବ୍ୟବହାର କରାଯାଏ
    B. ଏହା ବହୁ ସମୟ ପର୍ଯ୍ୟନ୍ତ ଉଜ୍ଜୀବିତ ରୁହେ
    C. ଏହା ଜଳିଲେ ବିଷାକ୍ତ ଧୂଆଁ ନିର୍ଗତ ହୁଏ
    D. ଉପରୋକ୍ତ ସମସ୍ତ
    Ans : A. ଏହା ମିଶ୍ରିତ ସାର ତିଆରି କରିବାରେ ବ୍ୟବହାର କରାଯାଏ
  8. ମାଛର କେଉଁ ଅଂଶ ତାର ଶ୍ୱାସକ୍ରିୟାରେ ସାହାଯ୍ୟ କରେ ?
    A. ପାଟି
    B. ଲାଞ୍ଜ
    C. ଗାଲିସ
    D. ଆଖି
    Ans : C. ଗାଲିସ
  9. ଜଳରେ ଆର୍ସେନିକର ମୁଖ୍ୟ ଉତ୍ସ କେଉଁଟି ?
    A. ବନ୍ୟା
    B. ସାର
    C. ଶିଳ୍ପ ଜନିତ ବର୍ଜ୍ୟବସ୍ତୁ
    D. ଉଭୟ (A) ଏବଂ (B)
    Ans : D. ଉଭୟ (A) ଏବଂ (B)
  10. ବାୟୁ ପ୍ରଦୂଷଣର ସ୍ତର ବଢିଲେ କଣ ହୁଏ ?
    A. ମୃତ୍ତିକା କ୍ଷୟ
    B. ଭୂମଣ୍ଡଳୀୟ ଉତ୍ତାପ
    C. ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା
    D. ଉପରୋକ୍ତ ସମସ୍ତ
    Ans : B. ଭୂମଣ୍ଡଳୀୟ ଉତ୍ତାପ
  11. କାର୍ଯ୍ୟ କରିବାର ଦକ୍ଷତାକୁ କଣ କୁହାଯାଏ ?
    A. ଶକ୍ତି
    B. ବଳ
    C. କ୍ଷମତା
    D. ଉଭୟ (A) ଏବଂ (B)
    Ans : C. କ୍ଷମତା
  12. ବସ୍ତୁର ଗତି ଓ ଅବସ୍ଥିତି ଅନୁଯାୟୀ ଯେଉଁ ଶକ୍ତି ନିହିତ ଥାଏ, ତାହା କେଉଁ ପ୍ରକାର ଶକ୍ତି ?
    A. ଯାନ୍ତ୍ରିକ ଶକ୍ତି
    B. ଆଲୋକ ଶକ୍ତି
    C. ତାପ ଶକ୍ତି
    D. କୌଣସିଟି ନୁହେଁ
    Ans : D. କୌଣସିଟି ନୁହେଁ
  13. କିଏ ପ୍ରଥମେ ରେଫ୍ରିଜୀରେଟର ଯନ୍ତ୍ର ତିଆରି କରିଥିଲେ?
    A. ଜାକୋବ ପାର୍କିନିସ
    B. ଯୋସେଫ ସ୍ୱାନ
    C. ଥୋମାସ ଏଡିସନ
    D. ମାକମିଳନ
    Ans : A. ଜାକୋବ ପାର୍କିନିସ
  14. ବାୟୁମଣ୍ଡଳରେ ଥିବା —– କ୍ଷତିକାରକ ଅତିବାଇଗଣୀ ରଶ୍ମିକୁ ପୃଥିବୀ ପୃଷ୍ଠରେ ପ୍ରବେଶ କରିବାକୁ ସୁରକ୍ଷା ଦେଇଥାଏ ?
    A. ଓଜୋନ
    B. ମିଥେନ
    C ଅମ୍ଳଜାନ
    D. ଅଙ୍ଗାରକାମ୍ଳ
    Ans : A. ଓଜୋନ
  15. ଆମେ କୌଣସି ଇନ୍ଧନ ଜଳାଇଲେ, ବାୟୁମଣ୍ଡଳକୁ —— ନିର୍ଗତ ହୋଇଥାଏ ?
    A. ଅଙ୍ଗାରକାମ୍ଳ
    B. ହିଲିୟମ
    C. ଅମ୍ଳଜାନ
    D. ଯବକ୍ଷାରଜାନ
    Ans : A. ଅଙ୍ଗାରକାମ୍ଳ

Check out our other blog post: Class 6 Questions

Science Class 6 Previous Year Question Papers
OAVS Previous Year Math Questions
Adarsha Vidyalaya Exam 2023 Previous Year Question Papers
Class 6 Navodaya Math Practise Question
Class 6 JNVST Practise Question
Class 6 NVS Practice Question
Class 6 Math Practice Questions
Class 6 Navodaya Ganita Practice Question Set
Class 6 Navoday Practice Question

Leave a Comment