OSSSC Question Paper Quiz Test

Free OSSSC Question Paper Quiz Test

Facebook
Telegram
WhatsApp
LinkedIn

OSSSC Question Paper Quiz Test: Are you a student who loves to quiz yourself on the latest knowledge? OSSSC Exam Questions has the perfect quiz for you! This website offers MCQ (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Exam Questions has got you covered. So what are you waiting for? Start quizzing today!

OSSSC Constable Odia Questions Quiz Test

Do you want to know the best way to deal with OSSSC Exam Questions MCQ? If so, this post is for you! In it, we will discuss the different types of Constable Questions quiz test, how to answer them, and some tips on how to improve your test performance. So if you’re looking to boost your score on the OSSSC Exam Questions quiz test, be sure to read on.

PART – 7

OSSSC Question Paper Quiz Test

Number of Questions25
Questions LanguageOdia
Pass Mark70%
More MCQ Test in OdiaClick Here
OSSSC Official WebsiteClick Here
Excise Constable Part 1 MCQClick Here
Excise Constable Part 2 MCQClick Here
Excise Constable Part 3 MCQClick Here
Excise Constable Part 4 MCQClick Here
Excise Constable Part 5 MCQClick Here
Excise Constable Part 6 MCQClick Here

 
QUIZ START

#1. ୨୦୧୦-୧୧ରେ ମୁଣ୍ଡପିଛା ଆୟ କେତେ ଥିଲା?

#2. ସ୍ବାଧୀନତା ପରଠାରୁ ଆମଦେଶରେ କାର୍ଯ୍ୟ କାରୀ ହେଉଥିବା ଅର୍ଥନୈତିକ ବ୍ୟବସ୍ଥାକୁ କ’ଣ କୁହାଯାଏ?

#3. କାହାକୁ ଆଧାର ଭାବେ କରାଯାଇ ଆର୍ଥିକ ବିକାଶ ନିରୂପଣ କରାଯାଏ?

#4. ଦ୍ର ନିୟନ୍ତ୍ରଣ ପାଇଁ କେଉଁ ବ୍ୟାଙ୍କ୍ ମୁଦ୍ରା ପ୍ରଚଳନକୁ ସଙ୍କୁଚିତ କରିଥାଏ?

#5. ନିମ୍ନୋକ୍ତ କେଉଁଟି ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ନୁହେଁ?

#6. ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକ ମଧ୍ୟରୁ କେଉଁଟିରେ ଉଚ୍ଚ ଆୟକାରୀ ଓ ଖାଉଟି ଦ୍ରବ୍ୟ ଉପରେ ଟିକସ ବସାଇବା ବ୍ୟବସ୍ଥା ରହିଛି?

#7. କେଉଁଟି ସାଧାରଣ ବଣ୍ଟନ ବ୍ୟବସ୍ଥାର ଅନ୍ତର୍ଗତ?

#8. କେଉଁଟି ଦରବୃଦ୍ଧି ପାଇଁ ଦାୟୀ?

#9. ଦରବୃଦ୍ଧି ହେଲେ ସରକାର କେଉଁ ମାନଙ୍କ ଉପରେ ଟିକସ ବସାଇ ଦର ନିୟନ୍ତ୍ରଣ କରିଥାନ୍ତି?

#10. ଦେଶରେ କେତୋଟି ଦ୍ରବ୍ୟ କୁ ପାଇକାରୀ ଦ୍ର ସୂଚକ ପ୍ରସ୍ତୁତି କରିବାରେ ବ୍ୟବହାର କରାଯାଉଛି?

#11. କେଉଁଟି ସାଧାରଣ ବଣ୍ଟନ ବ୍ୟବସ୍ଥାର ଅନ୍ତର୍ଗତ ନୁହେଁ?

#12. ଦେଶରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ପ୍ରଚଳନକୁ ସଙ୍କୁଚିତ କରିବା ପଦକ୍ଷେପକୁ କ’ଣ କୁହାଯାଏ?

#13. ଦରବୃଦ୍ଧି ମୁଖ୍ୟତଃ କେତୋଟି କାରଣ ଯୋଗୁଁ ହୋଇଥାଏ।

#14. ଯୁକ୍ତରାଷ୍ଟ୍ର ଆମେରିକାରେ କେଉଁ ମସିହାରେ ଖାଉଟିଙ୍କ ଅଧିକାର ସମ୍ବନ୍ଧରେ ପ୍ରଥମ ଇସ୍ତାହାର ପ୍ରକାଶ ପାଇଥିଲା?

#15. ଖାଉଟି ଆନ୍ଦୋଳନର ଜନ୍ମ ଦାତା କିଏ?

#16. କେଉଁ ମସିହାରେ ଆମ ଦେଶରେ ଖାଉଟି ସୁରକ୍ଷା ଆଇନ ପାର୍ଲିଆମେଣ୍ଟ ଦ୍ବାରା ସ୍ବୀକୃତି ଲାଭ କରିଥିଲା?

#17. ପ୍ରତିବର୍ଷ କେଉଁ ତାରିଖରେ ବିଶ୍ବ ଖାଉଟି ଅଧିକାର ଦିବସ ପାଳନ କରାଯାଏ?

#18. ଆମ ଦେଶରେ ପ୍ରତିବର୍ଷ କେଉଁ ତାରିଖକୁ ଜାତୀୟ ଉପଭୋକ୍ତା ଦିବସ ରୂପେ ପାଳନ କରାଯାଏ?

#19. ଜାତୀୟ ଖାଉଟି କମିଶନଙ୍କ କାର୍ଯ୍ୟାଳୟ କେଉଁ ଠାରେ ଅବସ୍ଥିତ?

#20. ପ୍ରଥମ ଖାଉଟି ସୁରକ୍ଷା ଆନ୍ଦୋଳନ କେଉଁ ଠାରେ ଆରମ୍ଭ ହୋଇଥିଲା?

#21. କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ?

#22. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଖାଉଟି ଶୋଷିତ ହେବାର କାରଣ ନୁହେଁ?

#23. ଖାଉଟି ସୁରକ୍ଷା ଆଇନ ଅନୁଯାୟୀ ଆମ ଦେଶରେ କେତୋଟି ସ୍ତରରେ ଖାଉଟି ଅଦାଲତ ମାନ ସ୍ଥାପନ କରାଯାଇଛି?

#24. ଭାରତ କେଉଁ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ସର୍ବାଧିକ?

#25. ୨୦୦୪-୦୫ ମସିହାରେ ସହରାଞ୍ଚଳ ପାଇଁ ମାସିକ ମୁଣ୍ଡପିଛା କେତେ ରହିଛି?

Previous
Finish

Results

Congratulation

Better Luck Next Time

Leave a Comment

error: Content is protected !!