Download a comprehensive PDF on Odisha Kabi and His Upadhi, exploring the lives and titles of renowned poets from Odisha. Perfect for students, researchers, and literature enthusiasts
Odisha Kabi And His Upadhi Pdf Download
ଆଦିକବି | ସାରଳା ଦାସ |
ଅତିବଡି | ଜଗନ୍ନାଥ ଦାସ |
ଭକ୍ତକବି | ମଧୁସୂଦନ ରାଓ |
ବ୍ୟାସକବି | ଫକୀରମୋହନ ସେନାପତି |
ବିଦଗ୍ଧକବି | ଅଭିମନ୍ୟୁ ସାମନ୍ତ ସିଂହାର |
ବାଣୀଭୂଷଣ | ବାଣୀଭୂଷଣ |
ଜାତୀୟକବି | ବୀରକିଶୋର ଦାସ |
କବିବର | ରାଧାନାଥ ରାୟ |
କବିଶେଖର | ଚିନ୍ତାମଣି ମହାନ୍ତି |
କବିସୂର୍ଯ୍ୟ | ବଳଦେବ ରଥ |
କବିମଞ୍ଜୁଲ | କୃଷ୍ଣପ୍ରସାଦ ବସୁ |
କବିଚନ୍ଦ୍ର | କାଳୀଚରଣ ପଟଟନାୟକଙ୍କ |
କାନ୍ତକବି | ଲକ୍ଷ୍ମୀକାନ୍ତ ମହାପାତ୍ର |
କବିଶ୍ରୀ | ଗୋପାଳକୃଷ୍ଣ |
କବିମନିଶି | ନୀଳକଣ୍ଠ ଦାସ |
କଥାଶିଳ୍ପୀ | ସୁରେନ୍ଦ୍ର ମହାନ୍ତି |
ଆର୍ଯ୍ୟକବି | ପ୍ରମୋଦ କୁମାର ମିଶ୍ର |
ବୈସ୍ନବକବି | ବୈସ୍ନବ ଚରଣ ଦାସ |
ବିଦ୍ୟାବିନୋଦ | ମଧୁସୂଦନ ଦାସ/ ସଦାଶିବ ରଥଶର୍ମା |
ବିଦ୍ୟାବାରିଧି | କିଶୋର ମୋହନ ଦ୍ୟିଦେବି |
ଭାଷାରତ୍ନ | ଖଗେଶ୍ବର ମାର୍ଥା |
ବକ୍ସି ଜଗବନ୍ଧୁ | ବିଦ୍ୟାଧର ମହାପାତ୍ର |
ଆଚାର୍ଯ୍ୟ | ହରିହର ଦାସ |
ଚରଣକବି | ଭିକାରୀଚରଣ ପଟ୍ଟନାୟକ |
ଗଜପତି | ଦିବ୍ୟସିଂହ ଦେବ |
ଗାୟକରତ୍ନ | ହରିନାଥ |
ଯବନକବି | ଭକ୍ତ ସାଲବେଗ |
କୋକିଳକବି | ଭଗବାନ ପତି |
ସନ୍ଥକବି | ଭୀମଭୋଇ |
ଶିଳ୍ପୀଗୁରୁ | ବିମ୍ବାଧର ବର୍ମା |
ଓଡ଼ିଶା ର ମଦର୍ ଟେରେସା | ପାର୍ବତୀ ଗିରି |
ରହସ୍ୟ ସମ୍ରାଟ | ଭୂପେନ୍ ଗୋସ୍ୱାମୀ |
କିଶୋରକବି | ଶ୍ୟାମସୁନ୍ଦର ଦାସ |
କର୍ମବୀର | ଗୌରୀଶଙ୍କର ରାୟ |
କଳନିଧି | ବାଞ୍ଛାନିଧି ଶତପଥୀ |
ଗଣକବି | ବୈଷ୍ଣବ ପାଣି |
ଗୀତିକବି | ଗୋପାଳ କୃଷ୍ଣ ପଟ୍ଟନାୟକ |
ଗାୟକ ସୁଧାକର | ବାଳକୃଷ୍ଣ ଦାସ |
ନାଟ୍ୟଭାରତୀ | ଅଶ୍ୱନିକୁମାର ଘୋଷ |
କୁଳବୃଦ୍ଧ | ମଧୁସୂଦନ ଦାସ |
ଉତ୍କଳପାନିନି | ଧନେଶ୍ଵର ମହାପାତ୍ର |
ନେତାଜୀ | ସୁଭାଷ ଚନ୍ଦ୍ର ବୋଷ |
ସ୍ବଭାବକବି | ଗଙ୍ଗାଧର ମେହେର |
ଭୂମିପୁତ୍ର | ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ |
ଉତ୍କଳମଣି | ଗୋପବନ୍ଧୁ ଦାସ |
ଉତ୍କଗୌରବ | ମଧୁସୂଦନ ଦାସ |
ଉତ୍କଳକେଶରୀ | ହରେକୃଷ୍ଣ ମହତାବ |
Odisha Kabi And His Upadhi PDF Download