Odisha General Knowledge MCQ Test : Are you a student who loves to quiz yourself on the latest knowledge? Odisha Competition Exam related Questions has the perfect quiz for you! This website offers MCQ (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of General Knowledge, Odisha General Knowledge Exam Questions has got you covered. So what are you waiting for? Start quizzing today!
#1. ନିମ୍ନଲିଖିତମାନଙ୍କ ମଧ୍ୟରୁ ସବୁଠାରୁ କମ୍ ଦିନ ପାଇଁ କିଏ ମୁଖ୍ୟମନ୍ତ୍ରୀ ହୋଇଥିଲେ?
ଗିରିଧର ଗମାଙ୍ଗୋ ହେମାନନ୍ଦ ବିଶ୍ବାଳ ସଦାଶିବ ତ୍ରିପାଠୀ ବିଶ୍ଵନାଥ ଦାସ
ହେମାନନ୍ଦ ବିଶ୍ବାଳ
#2. କିଏ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି?
ଜାନକୀ ବଲ୍ଲଭ ପଟ୍ଟନାୟକ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ନବକୃଷ୍ଣ ଚୌଧୁରୀ
ନବୀନ ପଟ୍ଟନାୟକ
#3. କିଏ ଏକାଧିକ୍ରମେ ଚାରିଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି?
ବିଜୁ ପଟ୍ଟନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ନବୀନ ପଟ୍ଟନାୟକ କୌଣସି ଟି ନୁହେଁ
ନବୀନ ପଟ୍ଟନାୟକ
#4. ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେଉଁ ବିଭାଗର କେନ୍ଦ୍ରମନ୍ତ୍ରୀ ଥିଲେ?
ଇସ୍ପାତ ଶିଳ୍ପ ବାଣିଜ୍ୟ ଖଣି
ଖଣି
#5. ପ୍ରଥମେ କିଏ ଏକାଧିକ୍ରମେ ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ?
ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ହରେକୃଷ୍ଣ ମହତାବ
ନବୀନ ପଟ୍ଟନାୟକ
#6. କେଉଁ ମସିହାରେ ବିଜୁ ପଟ୍ଟନାୟକ ପ୍ରଥମେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ?
୧୯୭୧ ୧୯୭୭ ୧୯୮୦ ୧୯୮୪
୧୯୭୭
#7. ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ବେଳକୁ ସେ କାହାର ସଭ୍ୟ ଥିଲେ?
ଲୋକ ସଭା ରାଜ୍ୟ ସଭା ବିଧାନସଭା ଯୋଜନା ଆୟୋଗ
ଲୋକ ସଭା
#8. ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ କେବେ ତାଙ୍କର କାର୍ଯ୍ୟଭାର ଗ୍ରହଣ କରିଥିଲେ ?
୧୪ ଜୁନ୍ ୧୯୬୭ ୧୪ ଜୁନ୍ ୧୯୬୯ ୧୪ ଜୁନ୍ ୧୯୭୨ ୧୪ ଜୁନ୍ ୧୯୭୬
୧୪ ଜୁନ୍ ୧୯୭୨
#9. ୧୯୯୯ ମସିହାର ମହାବାତ୍ୟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ?
ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଡକ୍ଟର ଗିରିଧର ଗମାଙ୍ଗୋ ଶ୍ରୀ ହେମାନନ୍ଦ ବିଶ୍ୱାଳ ଶ୍ରୀ ନବୀନ ପଟ୍ଟନାୟକ
ଡକ୍ଟର ଗିରିଧର ଗମାଙ୍ଗୋ
#10. ଭାରତ ସ୍ବାଧୀନ ହେବାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେଲେ?
ଡଃ ହରେକୃଷ୍ଣ ମହତାବ ଶ୍ରୀ ନବକୃଷ୍ଣ ଚୌଧୁରୀ ଶ୍ରୀ ବିଶ୍ଵନାଥ ଦାସ କ୍ୟାପ୍ ଟେନ୍ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ
ଡଃ ହରେକୃଷ୍ଣ ମହତାବ
#11. କେଉଁଟି ଓଡ଼ିଶାରେ ସ୍ବୀକୃତିପ୍ରାପ୍ତ ପ୍ରଥମ ରାଜନୈତିକ ଦଳ?
ସ୍ବରାଜ ପାର୍ଟି ଗଣତନ୍ତ୍ର ପରିଷଦ ଉତ୍କଳ କଂଗ୍ରେସ ପ୍ରଗତି ଦଳ
ଗଣତନ୍ତ୍ର ପରିଷଦ
#12. କେଉଁ ମସିହାରେ ବିଜୁ ଜନତା ଦଳ ଗଠିତ ହୋଇ ସ୍ବୀକୃତି ପାଇଥିଲା?
୧୯୯୩ ୧୯୯୫ ୧୯୯୫ ୧୯୯୮
୧୯୯୫
#13. କେଉଁ ବିଧାନ ସଭା ନିର୍ବାଚନ ରେ ପ୍ରଥମ ବିଜୁ ଜନତା ଦଳ ବିଜୟ ଲାଭ କରିଥିଲା?
ଏକାଦଶ ଦ୍ବାଦଶ ତ୍ରୟୋଦଶ ଦଶମ
ଦ୍ବାଦଶ
#14. ୨୦୦୦ ମସିହାରେ ଦ୍ବାଦଶ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ କେତୋଟି ଆସନରେ ବିଜୟ ଲାଭ କରିଥିଲା?
୧୦୪ ୮୬ ୭୭ ୬୮
୬୮
#15. ‘ ସ୍ବତନ୍ତ୍ର ପାର୍ଟି ‘ ର ନେତୃତ୍ୱ କିଏ ନେଇଥିଲେ?
ହରେକୃଷ୍ଣ ମହତାବ ରାଜେନ୍ଦ୍ର ନାରାୟଣ ସିଂହଦେଓ ସଦାଶିବ ତ୍ରିପାଠୀ ବିଶ୍ଵନାଥ ଦାସ
ରାଜେନ୍ଦ୍ର ନାରାୟଣ ସିଂହଦେଓ
#16. ୧୯୬୦ ମସିହା ସମୟରେ ‘ଜନ କଂଗ୍ରେସ’ କିଏ ଗଠନ କରିଥିଲେ?
ବିଜୁ ପଟ୍ଟନାୟକ ବିଶ୍ଵ ନାଥ ଦାସ ନନ୍ଦ କିଶୋର ମିଶ୍ର ରାଜେନ୍ଦ୍ର ନାରାୟଣ ସିଂହଦେଓ ରାଜେନ୍ଦ୍ର ନାରାୟଣ ସିଂହଦେଓ
ରାଜେନ୍ଦ୍ର ନାରାୟଣ ସିଂହଦେଓ
#17. ୧୯୭୦ ମସିହାରେ ‘ଉତ୍କଳ କଂଗ୍ରେସ ‘ କିଏ ଗଠନ କରିଥିଲେ?
ବୀରେନ ମିତ୍ର ସଦାଶିବ ତ୍ରିପାଠୀ ନନ୍ଦିନୀ ଶତପଥୀ ବିଜୁ ପଟ୍ଟନାୟକ
ବିଜୁ ପଟ୍ଟନାୟକ
#18. ରାଜନୈତିକ ଦଳ ‘ ଓଡ଼ିଶା ଗଣ ପରିଷଦ’ କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା?
୧୯୯୮ ୧୯୯୯ ୨୦୦୦ ୨୦୦୨
୨୦୦୦
#19. କାହା ନେତୃତ୍ୱରେ ଓଡ଼ିଶା ଗଣ ପରିଷଦ ଗଠିତ ହୋଇଥିଲା?
ଦିଲୀପ ରାୟ ନଳିନୀ ମହାନ୍ତି ବିଜୟ ମହାପାତ୍ର ନବୀନ ପଟ୍ଟନାୟକ
ବିଜୟ ମହାପାତ୍ର
#20. ୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଲୋକସଭାରେ କେତୋଟି ଆସନ ପାଇଥିଲା?
୧୭ ୧୮ ୧୯ ୨୦
୨୦
#21. ନିମ୍ନଲିଖିତ କେଉଁଟି ଓଡ଼ିଶାର ଏକ ଆଞ୍ଚଳିକ ରାଜନୈତିକ ଦଳ?
ଭାରତୀୟ ସମାଜବାଦୀ ଦଳ ଝାଡ଼ଖଣ୍ଡ ଲୋକ ଦଳ ସମୃଦ୍ଧ ଓଡିଶା ପାର୍ଟି କଳିଙ୍ଗ ସେନା
ସମୃଦ୍ଧ ଓଡିଶା ପାର୍ଟି
#22. ବିଜୁ ପଟ୍ଟନାୟକ କେଉଁ ଆଞ୍ଚଳିକ ଦଳସହ ସଂଶ୍ଳିଷ୍ଟ ନ ଥିଲେ?
ବିଜୁ ଜନତା ଦଳ ଉତ୍କଳ କଂଗ୍ରେସ ପ୍ରଗତି ଦଳ ଲୋକ ଦଳ
ବିଜୁ ଜନତା ଦଳ
#23. କେଉଁ ଆଞ୍ଚଳିକ ରାଜନୈତିକ ଦଳ ପ୍ରଥମେ ଏକାକୀ ସରକାର ଗଠନ କରିଥିଲା?
ଉତ୍କଳ କଂଗ୍ରେସ ଗଣତନ୍ତ୍ର ପରିଷଦ ବିଜୁ ଜନତା ଦଳ ସ୍ଵତନ୍ତ୍ର ପାର୍ଟି
ସ୍ଵତନ୍ତ୍ର ପାର୍ଟି
#24. କେଉଁ ମସିହାରେ ଆଞ୍ଚଳିକ ରାଜନୈତିକ ଦଳ ‘ଉତ୍କଳ କଂଗ୍ରେସ ‘ ଗଠିତ ହୋଇଥିଲା?
୧୯୬୯ ୧୯୭୦ ୧୯୭୧ ୧୯୭୨
୧୯୭୦
#25. ଓଡ଼ିଶା କେବେ ଇଂରେଜ ଶାସନାଧୀନ ହୋଇଥିଲା?
୧୬୦୩ ଖ୍ରୀଷ୍ଟାବ୍ଦ ୧୭୦୩ ଖ୍ରୀଷ୍ଟାବ୍ଦ ୧୮୦୩ ଖ୍ରୀଷ୍ଟାବ୍ଦ ୧୯୦୩ ଖ୍ରୀଷ୍ଟାବ୍ଦ
୧୮୦୩ ଖ୍ରୀଷ୍ଟାବ୍ଦ
#26. ବ୍ରିଟିଶ ରାଜତ୍ଵ କାଳରେ ଓଡ଼ିଶାରେ କେତୋଟି ଜିଲ୍ଲା ଥିଲା?
୧୦ ୦୩ ୧୩ ୨୨
୦୩
#27. ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶାରେ ଶିକ୍ଷାଦାନ କେଉଁ ମସିହାରେ ପ୍ରଚଳନ କରାଯାଇଥିଲା?
୧୯୦୩ ୧୯୩୬ ୧୮୫୮ ୧୮୬୭
୧୮୬୭
#28. ୧୯୩୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ପ୍ରଦେଶ କାହାର ଅଂଶବିଶେଷ ଥିଲା?
କେନ୍ଦ୍ର ପ୍ରଦେଶ ମାନ୍ଦ୍ରାଜ ପ୍ରଦେଶ ବିହାର – ଓଡ଼ିଶା ପ୍ରଦେଶ ସମସ୍ତ
ସମସ୍ତ
#29. କଟକ, ବାଲେଶ୍ଵର ଓ ପୁରୀ ଜିଲ୍ଲା କେଉଁ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନକୁ ଆସିଥିଲା ?
୧୮୦୩ ୧୮୧୩ ୧୮୨୩ ୧୮୫୭
୧୮୨୩
#30. କେଉଁ ମସିହାରେ ବିହାର ଏବଂ ଓଡ଼ିଶା ବେଙ୍ଗଲ୍ ସାଧାରଣତନ୍ତ୍ର ଠାରୁ ପୃଥକ ହୋଇଥିଲା?
୧୯୦୭ ୧୯୧୨ ୧୮୫୭ ୧୯୦୯
୧୯୧୨
#31. ବହୁ ଦିନର ଦାବିପରେ ସମ୍ବଲପୁରରେ କେବେ ଓଡ଼ିଆ ଭାଷା ପ୍ରଚଳନ ହେଇଥିଲା?
୧୯୦୩ ୧୯୦୫ ୧୯୦୯ ୧୯୦୯
୧୯୦୩
#32. ନିମ୍ନୋକ୍ତ କେଉଁ ଅଞ୍ଚଳକୁ ‘ଗଡ଼ଜାତ ‘ ବୁଝାଏ?
ଦାକ୍ଷିଣାତ୍ୟ ଉପଖଣ୍ଡ ସାମନ୍ତ ରାଜ୍ୟ ବାଲେଶ୍ଵର ନୀଳଗିରି
ସାମନ୍ତ ରାଜ୍ୟ
#33. ସାମନ୍ତ ରାଜ୍ୟଗୁଡ଼ିକୁ ଓଡ଼ିଶା ପ୍ରଦେଶରେ ମିଶ୍ରଣ ପାଇଁ କେଉଁ କେନ୍ଦ୍ରୀୟ ନେତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ?
ଡଃ ବି. ଆର୍. ଆମ୍ବେଦକର ସି. ରାଜଗୋପାଳାଚାରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପଣ୍ଡିତ ଜବାହରଲାଲ ନେହେରୁ
ପଣ୍ଡିତ ଜବାହରଲାଲ ନେହେରୁ
#34. ନିମ୍ନୋକ୍ତ କେଉଁ ଅଞ୍ଚଳ ଶେଷରେ ଓଡ଼ିଶା ପ୍ରଦେଶରେ ମିଶ୍ରଣ ହୋଇଥିଲା?
ମୟୂରଭଞ୍ଜ ପାରଳାଖେମୁଣ୍ଡି ସମ୍ବଲପୁର ନୀଳଗିରି
ମୟୂରଭଞ୍ଜ
#35. କେବେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା –
୧ ଏପ୍ରିଲ୍ ୧୯୩୬ ୧ ମାର୍ଚ୍ଚ ୧୯୩୬ ୧ ଏପ୍ରିଲ ୧୯୩୭ ୧୫ ଅଗଷ୍ଟ ୧୯୪୭
୧ ଏପ୍ରିଲ୍ ୧୯୩୬
#36. ୧୯୩୬ ମସିହାରେ କେଉଁଟି ଓଡ଼ିଶାର ଗୋଟିଏ ଜିଲ୍ଲା ହୋଇ ନଥିଲା?
କଟକ କୋରାପୁଟ ବାଲେଶ୍ଵର କେନ୍ଦୁଝର
କେନ୍ଦୁଝର
#37. କେଉଁ ମସିହାରେ ଓଡ଼ିଶା ୧୩ ଟି ଜିଲ୍ଲାକୁ ବୃଦ୍ଧି ପାଇଥିଲା?
୧୯୪୭ ୧୯୪୯ ୧୯୫୧ ୧୯୫୭
୧୯୪୯
#38. ସ୍ବତନ୍ତ୍ର ପ୍ରଦେଶ ଗଠନ ପରେ ଓଡ଼ିଶାରେ କେଉଁ ପଦ୍ଧତିରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା?
ବିଶ୍ଵ ନାଗରିକ ଆନୁମାନିକ ପ୍ରତିନିଧିତ୍ଵ ଧାରା ସ୍ବଳ୍ପ ନାଗରିକତ୍ବ କୌଣସିଟି ନୁହେଁ
ସ୍ବଳ୍ପ ନାଗରିକତ୍ବ
#39. ଲଣ୍ଡନ ଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ପ୍ରାକ୍ – ସ୍ବାଧୀନତା ସମୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ କେଉଁ ଓଡ଼ିଆ ଦାବୀ କରିଥିଲେ?
ମଧୀସୂଦନ ଦାସ ଗୋପବନ୍ଧୁ ଦାସ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଆଚାର୍ଯ୍ୟ ହରିହର ଦାସ
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି
#40. ଓଡ଼ିଶାର ପ୍ରଥମ ନାରୀ ବିଧାୟକ କିଏ?
ଜାହ୍ନବୀ ଦେବୀ ଲକ୍ଷ୍ମୀ ଦେବୀ ସରଳା ଦେବୀ ପ୍ରିୟ ମ୍ବଦା ଦେବୀ
ସରଳା ଦେବୀ
#41. ଗୋପବନ୍ଧୁ ଦାସ କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ?
୫୦ ୫୧ ୫୬ ୬୧
୫୧
#42. ନିମ୍ନଲିଖିତ କେଉଁ ଜିଲ୍ଲାଟି ମୋଗଲବନ୍ଦୀ ଅଞ୍ଚଳରେ ନଥାଇ ପ୍ରତ୍ୟକ୍ଷ ଭାବେ ଇଂରେଜ ଶାସନାଧୀନ ଥିଲା?
ପୁରୀ ଗଞ୍ଜାମ କଟକ ବାଲେଶ୍ଵର
ଗଞ୍ଜାମ
#43. ୧୯୩୭ ମସିହା ଜୁନ ୨୪ ତାରିଖରେ କଟକଠାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଜନତା ସମ୍ମିଳନୀରେ କିଏ ଅଧ୍ୟକ୍ଷତା କରିଥିଲେ?
ଡଃ ହରେକୃଷ୍ଣ ମହତାବ ଡଃ ପି. ସୀତାରମୟା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୁଭାଷ ଚନ୍ଦ୍ର ବୋଷ
ଡଃ ପି. ସୀତାରମୟା
#44. କେଉଁ ମସିହାରେ ଓଡ଼ିଶାର ଐତିହାସିକ ପ୍ରଜାମଣ୍ଡଳ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା?
୧୯୨୩ ୧୯୩୭ ୧୮୧୭ ୧୮୫୭
୧୯୩୭
#45. ୧୯୩୭ ମସିହାରେ ଅନୁଷ୍ଠିତ ଓଡ଼ିଶା ବିଧାନ ସଭା ନିର୍ବାଚନରେ କେତୋଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦିତା କରିଥିଲେ?
ଦୁଇ ତିନି ପାଞ୍ଚ ଛଅ
ତିନି
#46. ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠନର ହେବାପରେ କେଉଁ ମସିହାରେ ପ୍ରଥମ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା?
୧୯୩୬ ୧୯୩୭ ୧୯୩୯ ୧୯୪୧
୧୯୩୭
#47. ଓଡ଼ିଶାର ଦ୍ବିତୀୟ ବିଧାନ ସଭା ନିର୍ବାଚନରେ କେଉଁ ରାଜନୈତିକ ଦଳ ସର୍ବାଧିକ ଆସନରେ ବିଜୟ ଲାଭ କରିଥିଲା?
ମୁସଲିମ ଲିଗ୍ ସାଂପ୍ରଦାୟିକ ଦଳ କଂଗ୍ରେସ ମିଳିତ ଦଳ
କଂଗ୍ରେସ
#48. ଦ୍ବିତୀୟ ବିଧାନ ସଭା ନିର୍ବାଚନ ପରେ ଓଡ଼ିଶାର ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ?
ବିଶ୍ଵ ନାଥ ଦାସ ହରେକୃଷ୍ଣ ମହତାବ ନବକୃଷ୍ଣ ଚୌଧୁରୀ କୃଷ୍ଣ ଚନ୍ଦ୍ର ଗଜପତି
ହରେକୃଷ୍ଣ ମହତାବ
#49. ସ୍ଵାଧୀନତା ପ୍ରାପ୍ତି ପରେ ପ୍ରଥମ ବିଧାନ ସଭା ସମ୍ବିଳନୀ କେଉଁ ଠାରେ ଅନୁଷ୍ଠିତ ହୋଇଥିଲା?
ରେଭେନ୍ସା ସମ୍ମିଳନୀ କକ୍ଷ ବାରବାଟୀ ଦୁର୍ଗ ସର୍ଦ୍ଦାର ପଟେଲ ସମ୍ମିଳନୀ କକ୍ଷ, ଭୁବନେଶ୍ୱର ସ୍ବରାଜ ଆଶ୍ରମ,କଟକ
Odisha General Knowledge MCQ Test
ସାଧାରଣ ଜ୍ଞାନ
Total Question Question : 49
Time Each Question : 60 Second
Question Language : Odia
#1. ନିମ୍ନଲିଖିତମାନଙ୍କ ମଧ୍ୟରୁ ସବୁଠାରୁ କମ୍ ଦିନ ପାଇଁ କିଏ ମୁଖ୍ୟମନ୍ତ୍ରୀ ହୋଇଥିଲେ?
#2. କିଏ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି?
#3. କିଏ ଏକାଧିକ୍ରମେ ଚାରିଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି?
#4. ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେଉଁ ବିଭାଗର କେନ୍ଦ୍ରମନ୍ତ୍ରୀ ଥିଲେ?
#5. ପ୍ରଥମେ କିଏ ଏକାଧିକ୍ରମେ ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ?
#6. କେଉଁ ମସିହାରେ ବିଜୁ ପଟ୍ଟନାୟକ ପ୍ରଥମେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ?
#7. ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ବେଳକୁ ସେ କାହାର ସଭ୍ୟ ଥିଲେ?
#8. ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ କେବେ ତାଙ୍କର କାର୍ଯ୍ୟଭାର ଗ୍ରହଣ କରିଥିଲେ ?
#9. ୧୯୯୯ ମସିହାର ମହାବାତ୍ୟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ?
#10. ଭାରତ ସ୍ବାଧୀନ ହେବାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେଲେ?
#11. କେଉଁଟି ଓଡ଼ିଶାରେ ସ୍ବୀକୃତିପ୍ରାପ୍ତ ପ୍ରଥମ ରାଜନୈତିକ ଦଳ?
#12. କେଉଁ ମସିହାରେ ବିଜୁ ଜନତା ଦଳ ଗଠିତ ହୋଇ ସ୍ବୀକୃତି ପାଇଥିଲା?
#13. କେଉଁ ବିଧାନ ସଭା ନିର୍ବାଚନ ରେ ପ୍ରଥମ ବିଜୁ ଜନତା ଦଳ ବିଜୟ ଲାଭ କରିଥିଲା?
#14. ୨୦୦୦ ମସିହାରେ ଦ୍ବାଦଶ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ କେତୋଟି ଆସନରେ ବିଜୟ ଲାଭ କରିଥିଲା?
#15. ' ସ୍ବତନ୍ତ୍ର ପାର୍ଟି ' ର ନେତୃତ୍ୱ କିଏ ନେଇଥିଲେ?
#16. ୧୯୬୦ ମସିହା ସମୟରେ 'ଜନ କଂଗ୍ରେସ' କିଏ ଗଠନ କରିଥିଲେ?
#17. ୧୯୭୦ ମସିହାରେ 'ଉତ୍କଳ କଂଗ୍ରେସ ' କିଏ ଗଠନ କରିଥିଲେ?
#18. ରାଜନୈତିକ ଦଳ ' ଓଡ଼ିଶା ଗଣ ପରିଷଦ' କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା?
#19. କାହା ନେତୃତ୍ୱରେ ଓଡ଼ିଶା ଗଣ ପରିଷଦ ଗଠିତ ହୋଇଥିଲା?
#20. ୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଲୋକସଭାରେ କେତୋଟି ଆସନ ପାଇଥିଲା?
#21. ନିମ୍ନଲିଖିତ କେଉଁଟି ଓଡ଼ିଶାର ଏକ ଆଞ୍ଚଳିକ ରାଜନୈତିକ ଦଳ?
#22. ବିଜୁ ପଟ୍ଟନାୟକ କେଉଁ ଆଞ୍ଚଳିକ ଦଳସହ ସଂଶ୍ଳିଷ୍ଟ ନ ଥିଲେ?
#23. କେଉଁ ଆଞ୍ଚଳିକ ରାଜନୈତିକ ଦଳ ପ୍ରଥମେ ଏକାକୀ ସରକାର ଗଠନ କରିଥିଲା?
#24. କେଉଁ ମସିହାରେ ଆଞ୍ଚଳିକ ରାଜନୈତିକ ଦଳ 'ଉତ୍କଳ କଂଗ୍ରେସ ' ଗଠିତ ହୋଇଥିଲା?
#25. ଓଡ଼ିଶା କେବେ ଇଂରେଜ ଶାସନାଧୀନ ହୋଇଥିଲା?
#26. ବ୍ରିଟିଶ ରାଜତ୍ଵ କାଳରେ ଓଡ଼ିଶାରେ କେତୋଟି ଜିଲ୍ଲା ଥିଲା?
#27. ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶାରେ ଶିକ୍ଷାଦାନ କେଉଁ ମସିହାରେ ପ୍ରଚଳନ କରାଯାଇଥିଲା?
#28. ୧୯୩୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ପ୍ରଦେଶ କାହାର ଅଂଶବିଶେଷ ଥିଲା?
#29. କଟକ, ବାଲେଶ୍ଵର ଓ ପୁରୀ ଜିଲ୍ଲା କେଉଁ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନକୁ ଆସିଥିଲା ?
#30. କେଉଁ ମସିହାରେ ବିହାର ଏବଂ ଓଡ଼ିଶା ବେଙ୍ଗଲ୍ ସାଧାରଣତନ୍ତ୍ର ଠାରୁ ପୃଥକ ହୋଇଥିଲା?
#31. ବହୁ ଦିନର ଦାବିପରେ ସମ୍ବଲପୁରରେ କେବେ ଓଡ଼ିଆ ଭାଷା ପ୍ରଚଳନ ହେଇଥିଲା?
#32. ନିମ୍ନୋକ୍ତ କେଉଁ ଅଞ୍ଚଳକୁ 'ଗଡ଼ଜାତ ' ବୁଝାଏ?
#33. ସାମନ୍ତ ରାଜ୍ୟଗୁଡ଼ିକୁ ଓଡ଼ିଶା ପ୍ରଦେଶରେ ମିଶ୍ରଣ ପାଇଁ କେଉଁ କେନ୍ଦ୍ରୀୟ ନେତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ?
#34. ନିମ୍ନୋକ୍ତ କେଉଁ ଅଞ୍ଚଳ ଶେଷରେ ଓଡ଼ିଶା ପ୍ରଦେଶରେ ମିଶ୍ରଣ ହୋଇଥିଲା?
#35. କେବେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା -
#36. ୧୯୩୬ ମସିହାରେ କେଉଁଟି ଓଡ଼ିଶାର ଗୋଟିଏ ଜିଲ୍ଲା ହୋଇ ନଥିଲା?
#37. କେଉଁ ମସିହାରେ ଓଡ଼ିଶା ୧୩ ଟି ଜିଲ୍ଲାକୁ ବୃଦ୍ଧି ପାଇଥିଲା?
#38. ସ୍ବତନ୍ତ୍ର ପ୍ରଦେଶ ଗଠନ ପରେ ଓଡ଼ିଶାରେ କେଉଁ ପଦ୍ଧତିରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା?
#39. ଲଣ୍ଡନ ଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ପ୍ରାକ୍ - ସ୍ବାଧୀନତା ସମୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ କେଉଁ ଓଡ଼ିଆ ଦାବୀ କରିଥିଲେ?
#40. ଓଡ଼ିଶାର ପ୍ରଥମ ନାରୀ ବିଧାୟକ କିଏ?
#41. ଗୋପବନ୍ଧୁ ଦାସ କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ?
#42. ନିମ୍ନଲିଖିତ କେଉଁ ଜିଲ୍ଲାଟି ମୋଗଲବନ୍ଦୀ ଅଞ୍ଚଳରେ ନଥାଇ ପ୍ରତ୍ୟକ୍ଷ ଭାବେ ଇଂରେଜ ଶାସନାଧୀନ ଥିଲା?
#43. ୧୯୩୭ ମସିହା ଜୁନ ୨୪ ତାରିଖରେ କଟକଠାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଜନତା ସମ୍ମିଳନୀରେ କିଏ ଅଧ୍ୟକ୍ଷତା କରିଥିଲେ?
#44. କେଉଁ ମସିହାରେ ଓଡ଼ିଶାର ଐତିହାସିକ ପ୍ରଜାମଣ୍ଡଳ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା?
#45. ୧୯୩୭ ମସିହାରେ ଅନୁଷ୍ଠିତ ଓଡ଼ିଶା ବିଧାନ ସଭା ନିର୍ବାଚନରେ କେତୋଟି ରାଜନୈତିକ ଦଳ ପ୍ରତିଦ୍ବନ୍ଦିତା କରିଥିଲେ?
#46. ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠନର ହେବାପରେ କେଉଁ ମସିହାରେ ପ୍ରଥମ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା?
#47. ଓଡ଼ିଶାର ଦ୍ବିତୀୟ ବିଧାନ ସଭା ନିର୍ବାଚନରେ କେଉଁ ରାଜନୈତିକ ଦଳ ସର୍ବାଧିକ ଆସନରେ ବିଜୟ ଲାଭ କରିଥିଲା?
#48. ଦ୍ବିତୀୟ ବିଧାନ ସଭା ନିର୍ବାଚନ ପରେ ଓଡ଼ିଶାର ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ?
#49. ସ୍ଵାଧୀନତା ପ୍ରାପ୍ତି ପରେ ପ୍ରଥମ ବିଧାନ ସଭା ସମ୍ବିଳନୀ କେଉଁ ଠାରେ ଅନୁଷ୍ଠିତ ହୋଇଥିଲା?
Related Articles : OSSSC Constable Odia Questions Quiz Test