Odia Grammar Quiz Test (OPSC) | ଓଡ଼ିଆ ଗ୍ରାମାର

Facebook
Telegram
WhatsApp
LinkedIn

OPSC Odia Grammar test ଓଡ଼ିଆ ଗ୍ରାମାର

Odia Grammar Quiz Test: From grammar and spelling to style and tone, Grammarly’s suggestions are comprehensive, helping you communicate effectively and as you intend.

“Grammarly allows me to get those communications out and feel confident that I’m putting my best foot forward. Grammarly is like a little superpower, especially when I need to be at 110%.” your can check more on wiki

OPSC Odia Grammar test

Odia Grammar For All Odisha Competitive Exam ( Objective With 25 Practice question ) (20+ Multiple Choice Questions With Answers)

Odia Grammar Quiz Test

 
QUIZ START

#1. ଆଲୋ ସଖି ! ଆପଣା ମହତ ଆପେ ରଖି | ରଖାଙ୍କିତ ପଦଟିର ଅବ୍ୟୟ ନିର୍ଣ୍ଣୟ କର ?

#2. ବିପରୀତାର୍ଥବୋଧକ ଶବ୍ଦକୁ ନିର୍ଣ୍ଣୟ କର ?

#3. ‘ବାମେତର ‘ କେଉଁ ସନ୍ଧି ନିରୂପଣ କର ?

#4. ସିଂହଟି ଅତ୍ୟନ୍ତ କ୍ଷୁଧାତୁର ଥିଲା ତଥାପି ସେ ଶିକାରିଟିକୁ ଭକ୍ଷଣ କଲା ନାହିଁ | ଉକ୍ତ ବାକ୍ୟଟି ଵାକ୍ୟର ଗଠନ ଦୃଷ୍ଟିରୁ କେଉଁ ଶ୍ରେଣୀର ସ୍ଥିର କର ?

#5. ‘ଜନ୍ମାନ୍ଧ’ କେଉଁ ସମାସ ସ୍ଥିର କର ?

#6. ସମୋଚ୍ଛାରତି ଶବ୍ଦର ଅର୍ଥ ନିର୍ଣ୍ଣୟ କର ? ସୁକ୍ତି , ଶୁକ୍ତି

#7. ବସନ୍ତଋତୁରେ ମଳୟ ମରୁତ ବହେ | ରଖାଙ୍କିତ ପଦଟିର କାରକ ନିର୍ଣ୍ଣୟ କର |

#8. ଶୁଦ୍ଧି ପଦକୁ ନିର୍ଣ୍ଣୟ କର |

#9. ‘ ଅଗ୍ନିଶର୍ମ| ହେବା ‘ ରୂଢିଟିର ଉପଯୁକ୍ତ ନିର୍ଣ୍ଣୟ କର ?

#10. ଏକ ପଦରେ ପ୍ରକାଶ କର | ଅନୁସନ୍ଧାନ କରିବାର ଇଛା

#11. ‘ ଯେ ‘ କେଉଁ ଶ୍ରେଣୀର ବର୍ଣ୍ଣ ?

#12. ”ଅଭିହିତ ” ଶବ୍ଦର ଉପଯୋକ୍ତ ଅର୍ଥ ଲେଖ |

#13. ” ଅଧଃ ” ଶବ୍ଦର ବିପରୀତ ଅର୍ଥ ଲେଖ |

#14. ବାକ୍ୟରେ କାରଣ କାରକ ପଦ କେଉଁଠାରେ ବାସେ ?

#15. କାବେରୀକୁ ଦକ୍ଷିଣ ଭାରତରେ ଗଙ୍ଗା କହନ୍ତି | ରଖାଙ୍କିତ ପଦ କେଉଁ ବିଶେଷ୍ୟ ଚିହ୍ନ|ହ |

#16. ସ୍ୱର ବର୍ଣ୍ଣରେ କେତେଗୋଟି ଧ୍ଵନି ଅଛି ?

#17. ‘ସମ୍ବାଦ ‘ ପଦଟି କେଉଁ ଉପସର୍ଗରୁ ଆନୀତ ?

#18. ‘ଓ଼ଷ୍ଠ’ କେଉଁ ଧରଣର ଶବ୍ଦ ଚିହ୍ନାଅ |

#19. ସଂସାର କ୍ଷଣକ ବଦଳୁଛି | ରଖାଙ୍କିତ ପଦଟିର ବିଭକ୍ତି ନିର୍ଣ୍ଣୟ କର |

#20. ‘ ମାୟାବୀ ‘ ପଦଟିରେ କେଉଁ ପ୍ରତ୍ୟୟ ଯୋଗ କରାଯାଇଛି ?

#21. ‘ସଂସ୍କୃତି ‘ ର ସନ୍ଧି ନିର୍ଣ୍ଣୟ କର |

#22. ” ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ ” ଉକ୍ତ ପଦଟିରେ କେଉଁ ଅଳଙ୍କାର ର ପ୍ରୟୋଗ ଅଛି ଚିହ୍ନ|ଅ ?

#23. ନିମ୍ନନଲିଖିତ ଶବ୍ଦ ମାନଙ୍କ ମଧ୍ୟରୁ କେଉଁଟି ‘ ଆଳୀ ‘ ର ଅର୍ଥ ନୁହେଁ ?

#24. ‘ ବଂଶୀୟ ‘ ର ସ୍ତ୍ରୀଲିଙ୍ଗ ଚିହ୍ନ|ଅ |

Previous
Finish

Results

Congratulation

Better Luck Next Time

Thank you for visiting our website : jobalert360.com

Leave a Comment

error: Content is protected !!