Odia Grammar Questions and Answers

Odia Grammar Questions and Answers

Facebook
Telegram
WhatsApp
LinkedIn

Explore Odisha PGT Odia Grammar Questions and Answers and other commpetative Exam Odia Grammar Questions and Answers with MCQ Test.

100 Odia Grammar Questions and Answers

In 2023, the Post Graduate Teacher (PGT) requirement in Odisha includes PGT Questions of Odia Grammar knowledge. Aspiring candidates for PGT positions in Odisha are expected to be well-versed in Odia Grammar. This requirement entails a set of 100 questions and answers focused specifically on Odia Grammar. These questions aim to assess the candidates’ proficiency in the grammar rules and intricacies of the Odia language

1.କେଉଁ ପ୍ରାକୃତରୁ ଓଡ଼ିଆ ଭାଷାର ଉତ୍ପତ୍ତି ବୋଲି ସ୍ୱୀକୃତ ?
(A) ମହାରାଷ୍ଟ୍ରୀ
(B) ମାଗଧୀ
(A) ପୈଶାଚୀ
(D) ଶୌରସେନୀ

(B) ମାଗଧୀ

2.’ନିରୁକ୍ତ’ ର ରଚୟିତା କିଏ ?
(A) ପାଣିନି
(B) ପତଞ୍ଜଳୀ
(C) ୟାସ୍କ
(D) ବରରୁଚି

(C) ୟାସ୍କ

3.ପାଳିଭାଷା ଆର୍ଯ୍ୟଭାଷାର କେଉଁ ସ୍ତରର ?
(A) ଅପଭ୍ରଂଶ
(B) ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା
(C) ବୈଦିକ ଭାଷା
(D) ମଧ୍ୟଭାରତୀୟ ଆର୍ଯ୍ୟଭାଷା

(D) ମଧ୍ୟଭାରତୀୟ ଆର୍ଯ୍ୟଭାଷା

4.ଅଷ୍ଟାଧ୍ୟାୟୀ ବ୍ୟାକରଣର ରଚୟିତା କିଏ ?
(A) ପତଞ୍ଜଳୀ
(B) ପଣିନି
(C) ଚଣ୍ଡ
(D) ଜୈମିନି

(B) ପଣିନି

5.ଅଶୋକଙ୍କ ଧଉଳି ଶିଳାଲେଖ କେଉଁ ଭାଷାରେ ଲିଖିତ ?
(A) ପୈଶାଚୀ
(B) ଅପଭ୍ରଂଶ
(C) ଅର୍ଦ୍ଧମାଗଧୀ
(D) ପାଲି

(D) ପାଲି

6.ଅର୍ଦ୍ଧମାଗଧୀ ପ୍ରାକୃତ କେଉଁ ଧର୍ମର ପବିତ୍ର ଭାଷା ?
(A) ଜୈନଧର୍ମ
(B) ବୌଦ୍ଧଧର୍ମ
(C) ଶାକ୍ତଧର୍ମ
(D) ପାଶୁପତ ଶୈବଧର୍ମ

(A) ଜୈନଧର୍ମ

7.ଓଡ଼ିଆ ଭାଷାର ‘ନ’ ଧ୍ୱନୀ କେଉଁ ପ୍ରାଚୀନ ଭାଷାରେ ରହିଛି ?
(A) ସଂସ୍କୃତ
(B) ବୈଦିକ ସଂସ୍କୃତ
(C) ପ୍ରର୍ବି ଅପଭ୍ରଂଶ
(D) ନିୟ ପ୍ରାକୃତ

(B) ବୈଦିକ ସଂସ୍କୃତ

8.କେଉଁ ସାହିତ୍ୟର ଭାଷାକୁ ମାନକ ଓଡ଼ିଆର ମାନ୍ୟତା ଦିଆଯାଏ ?
(A) ଜଗନ୍ନାଥ ଦାସଙ୍କ ଭାଗବତ
(B) ସାରଳା ମହାଭାରତ
(C) ଚଣ୍ଡି ପୁରାଣ
(D) ଦାଣ୍ଡୀ ରାମାୟଣ

(A) ଜଗନ୍ନାଥ ଦାସଙ୍କ ଭାଗବତ

9.ଓଡ଼ିଆ ଭାଷାରେ ‘କୂଅ’ କି ପ୍ରକାର ଶବ୍ଦ ?
(A) ତତସମ
(B) ତତଭବ
(C) ଦେଶକ
(D) ଵୈଦେଶିକ

(B) ତତଭବ

10.ନିମ୍ନଲିଖିତ ଶବ୍ଦମାନଙ୍କ ଭିତରୁ କେଉଁଟି ଦେଶଜ ?
(A) ବୋଇତ
(B) ଗରାଖ
(C) ତାଲା
(D) ଚାଙ୍ଗୁଡ଼ି

(D) ଚାଙ୍ଗୁଡ଼ି

11.’ଆଲକାତାରା’ ଶବ୍ଦଟି କେଉଁ ଭାଷାରୁ ଓଡ଼ିଆ ଭାଷାକୁ ଆସିଛି?
(A) ଇଂରାଜୀ
(B) ପାର୍ଶୀ
(C) ପର୍ତ୍ତୃଗୀଜ
(D) ଆରବୀ

(C) ପର୍ତ୍ତୃଗୀଜ

12.’ତାଲା ‘ଶବ୍ଦଟିର ମୂଳଶବ୍ଦ କଣ ?
(A) ତାଲାବ
(B) ତାଳ
(C) ତାଲକ
(D) ତୁଲ୍ୟ

(C) ତାଲକ

13.ନିମ୍ନୋକ୍ତ କେଉଁ ଶବ୍ଦଟି ଦ୍ରାବିଡ଼ ଭାଷାରୁ ଆସିଛି ?
(A) ପିଲା
(B) କାନତରାଟି
(C) ଲଣ୍ଠନ
(D) ଫିତା

(A) ପିଲା

14.’ଓଡ଼ିଆ ଭାଷାତତ୍ତ୍ୱ’ଗ୍ରନ୍ଥଟି କାହାଦ୍ୱାରା ରଚିତ ?
(A) ଗୋଲକ ବିହାରୀ ଧଳ
(B) ଗିରିଜା ଶଙ୍କର ରାୟ
(C) ବିନାୟକ ମିଶ୍ର
(D) ଗୋପୀନାଥ ନନ୍ଦ

(D) ଗୋପୀନାଥ ନନ୍ଦ

15.’ପ୍ରାକୃତ ସର୍ବସ୍ୱ’ ଗ୍ରନ୍ଥର ରଚୟିତା କିଏ ?
(A) ମାର୍କଣ୍ଡେୟ
(B) ବରରୁଚି
(C) ଚଣ୍ଡ
(D) ହେମଚନ୍ଦ୍ର

(A) ମାର୍କଣ୍ଡେୟ

16.କିଏ ପାଲିକୁ କଳିଙ୍ଗର ଭାଷାବୋଲି କହିଥିଲେ ?
(A) ରିଜ୍ ଡେଭିଡ
(B) ଓଲଡେନବର୍ଗ
(C) ପିସେଲ
(D) ମାକ୍ସମୁଲର

(B) ଓଲଡେନବର୍ଗ

17.କିଏ ‘ଉଡ୍ରଜା’ ଵିଭାଷା କଥା ଲେଖିଛନ୍ତି ?
(A) ଅଶ୍ୱଘୋଷ
(B) ଶୁଦ୍ରକ
(C) ଭରତମୁନି
(D) ବିଶାଖା ଦତ୍ତ

(C) ଭରତମୁନି

18.ଉରଜାମ ଶିଳାଲେଖର ସମୟ କେତେ ?
(A) 619 ଖ୍ରୀ.
(B) 1051ଖ୍ରୀ.
(C) 1249ଖ୍ରୀ.
(D) 1384ଖ୍ରୀ.

(B) 1051ଖ୍ରୀ.

19.ଭୂବନେଶ୍ୱର ଦ୍ଵେଭାଷିକ ଶିଳାଲେଖ କେଉଁ ଦୁଇଟି ଲିପିରେ ଖୋଦିତ ?
(A) ଓଡ଼ିଆ ଓ ତାମିଲ
(B) ଓଡ଼ିଆ ଓ ଦେବନାଗରୀ
(C) ଓଡ଼ିଆ ଓ ତେଲୁଗୁ
(D) ଓଡ଼ିଆ ଓ ବ୍ରାହ୍ମୀ

(A) ଓଡ଼ିଆ ଓ ତାମିଲ

20.’କାଆ ତରୁବର ପଞ୍ଚବିଡାଳ’କେଉଁ ସିଦ୍ଧାଚାର୍ଯ୍ୟଙ୍କ ରଚନା ?
(A) ସବରୀପା
(B) କାହ୍ନୁପା
(C) ଲୁଇପା
(D) ଢେଙ୍କିପା

(C) ଲୁଇପା

21.ଡୋମ୍ବିଚର୍ଯ୍ୟାର ଲେଖକ କିଏ ?
(A) ଭୁସୁକୁପା
(B) ଦାରିକପା
(C) ସରହପା
(D) କାହ୍ନୁପା

(D) କାହ୍ନୁପା

22.’ଓଡିଶା ତେଲେଙ୍ଗୀ ଯେ ନଗରୀ ଦଖିଣୀ କନାଉଜ ଆହରଣ ଗଉଡୀ ଆଚକ୍ରାୟଣୀ’ ଏହା କେଉଁ ଗ୍ରନ୍ଥରେ ଲିଖିତ ?
(A) ରୁଦ୍ରସୂଧାନିଧୀ
(B) ସାରଳା ମହାଭାରତ
(C) ଚଣ୍ଡୀ ପୁରାଣ
(D) ଦାଣ୍ଡି ରାମାୟଣ

(A) ରୁଦ୍ରସୂଧାନିଧୀ

23.ଚଣ୍ଡୀ ପୁରାଣରେ ମହିଷାସୁରର ଆଜ୍ଞାପତ୍ର କାହା ଉଦେଶ୍ୟରେ ଲିଖିତ ?
(A) ଇନ୍ଦ୍ର
(B) ବିଷ୍ଣୁ
(C) ଚଣ୍ଡୀ
(D) ବୃହସ୍ପତି

(B) ବିଷ୍ଣୁ

24.’ବୋଲଇ ଦାଶ ଜଗନ୍ନାଥ !ପ୍ରାକୃତ ବନ୍ଦେ ଭାଗବତ!’-ଏଠାରେ ‘ପ୍ରାକୃତ ‘ଶବ୍ଦଟିର ଅର୍ଥ କ’ଣ ?
(A) ପ୍ରାକୃତ ଭାଷା
(B) ଓଡ଼ିଆ ଭାଷା
(C) ଅପଭ୍ରଂଶ ଭାଷା
(D) ସଂସ୍କୃତ ଭାଷା

(B) ଓଡ଼ିଆ ଭାଷା

Odia Grammar Questions and Answers

25.’ଚନ୍ଦ୍ର ଘରେ ପୁତାରେ କିଛି ନ ଛୁଇଁବୁ |ଭକ୍ଷିଲେ ପୁତାରେ ଅବଶ୍ୟ ମରିବୁ |ରୋଗୀ ହେବୁ |ହାଇ ହେବ ‘-ଏହା କେଉଁ ଗ୍ରନ୍ଥର ଗଦ୍ୟ ରଚନା ?
(a) ତୁଳା ଭିଣା
(B) ରୁଦ୍ର ସୁଧାନିଧି
(C) ସୋମନାଥ ବ୍ରତ କଥା
(D) ମାଦଳା ପାଞ୍ଜି

(a) ତୁଳା ଭିଣା

26.ଆର୍ତ୍ତବଲ୍ଳବ ମହାନ୍ତି କେଉଁ ବ୍ରତକଥାକୁ ପ୍ରାଚୀନତମ ବୋଲି କହିଛନ୍ତି ?
(A) ଅନନ୍ତ ବ୍ରତକଥା
(B) ସୋମନାଥ ବ୍ରତକଥା
(C) କୁକକୁଟୀ ବ୍ରତକଥା
(D) ରାଇଦାମୋଦର ବ୍ରତକଥା

(B) ସୋମନାଥ ବ୍ରତକଥା

27.’ଦେବ କହି ଭଗତି କରୁଣ,ଅଛନ୍ତି ଭୋ କୁମାରସେଣ’ଏହା କେଉଁ ଶିଳାଲେଖର ଭାଷା ?
(A) ଚଣ୍ଡୀବେଢ ଶିଳାଲେଖ
(B) କୋଣାର୍କ ଶିଳାଲେଖ
(C) ନୃସିଂହନ୍ନାଥ ଶିଳାଲେଖ
(D) ଜୟ ବିଜୟ ଶିଳାଲେଖ

(A) ଚଣ୍ଡୀବେଢ ଶିଳାଲେଖ

28.’ଶିଶୁବେଦ’ କେଉଁ ଧର୍ମର ରଚନା ?
(A) ବୌଦ୍ଧଧର୍ମ
(B ) ଶାକ୍ତଧର୍ମ
(C ) ନାଥ ଧର୍ମ
(D ) ବୈଷ୍ଣବଧର୍ମ

(C ) ନାଥ ଧର୍ମ

29.’ଶିଶୁବୁଦ୍ଧି ମୋହର ବୟସ ଅଲ୍ପଟି ‘-ଏ କଥା କେଉଁ କବି କହିଛନ୍ତି ?
(A) ବତ୍ସା ଦାସ
(B) ମାର୍କଣ୍ଡ ଦାସ
(C) ବଳରାମ ଦାସ
(D) ସାରଳା ଦାସ

(B) ମାର୍କଣ୍ଡ ଦାସ

30.ସଂସ୍କୃତ ମହାଭାରତର କେଉଁ ପର୍ବଟି ସାରଳା ମହାଭାରତରେ ନାହିଁ ?
(A) ମହାପ୍ରତ୍ସାନିକ ପର୍ବ
(B) ସଭାପର୍ବ
(C) ଭୀଷ୍ମପର୍ବ
(D) ବନପର୍ବ

(A) ମହାପ୍ରତ୍ସାନିକ ପର୍ବ

31.କେଉଁ ଚଉତିଶାର ଶିବ ବୁଢ଼ାବର ଭୂମିକାରେ ଅବର୍ଣ୍ଣିତ ?
(A) ଶିବ ଚଉତିଶା
(B) କଳାକଳେବର ଚଉତିଶା
(C) ବା ଚଉତିଶା
(D) କଳସା ଚଉତିଶା

(D) କଳସା ଚଉତିଶା

32.ଓଡିଶାକୁ ଶ୍ରୀଚୈତନ୍ୟ କେବେ ଆସିଥିଲେ ?
(A) 1486 ଖ୍ରୀ.
(B) 1510 ଖ୍ରୀ.
(C) 1533 ଖ୍ରୀ.
(D) 1803 ଖ୍ରୀ.

(B) 1510 ଖ୍ରୀ.

33.’ନୃସିଂହ ପୁରାଣ’ କିଏ ଲେଖିଛନ୍ତି ?
(A) ଚଣ୍ଡୀ ଦାସ
(B) ପୀତାମ୍ବର ଦାସ
(C) ବଳରାମ ଦାସ
(D) ଅନନ୍ତ ଦାସ

B) ପୀତାମ୍ବର ଦାସ

34.ପଞ୍ଚସଖା ଯୁଗର ବୟୋଜ୍ୟେଷ୍ଠ କବି କିଏ ?
(A) ବଳରାମ ଦାସ
(B) ଜଗନ୍ନାଥ ଦାସ
(C) ଶିଶୁଅନନ୍ତ ଦାସ
(D) ଯଶୋବନ୍ତ ଦାସ

(A) ବଳରାମ ଦାସ

35.ଜ୍ଞାନମିଶ୍ର| ଭକ୍ତିକୁ କେଉଁ ଧର୍ମ ଗୁରୁତ୍ଵ ଦେଉଥିଲା ?
(A) ଗୌଡ଼ିୟ ବୈଷ୍ଣବ
(B) ଉତ୍କଳୀୟ ବୈଷ୍ଣବ
(C) ଆଲୱାର ପନ୍ଥୀ
(D) ରାମାନନ୍ଦୀ ବୈଷ୍ଣବ

(B) ଉତ୍କଳୀୟ ବୈଷ୍ଣବ

36.ଜଗନ୍ନାଥ ଦାସଙ୍କୁ କିଏ ଅତିବଡ଼ି ଉପାଧି ଦେଇଥିଲେ ?
(A) ମତ୍ତ ବଳରାମ
(B) ପ୍ରତାପରୁଦ୍ର ଦେବ
(C) ଶ୍ରୀଧର ସ୍ୱାମୀ
(D) ଶ୍ରୀ ଚୈତନ୍ୟ

(D) ଶ୍ରୀ ଚୈତନ୍ୟ

37.କେଉଁଟି ଓଡ଼ିଆରେ ପ୍ରଥମ କାଳ୍ପନିକ କାବ୍ୟ ?
(A) କଳ୍ପଲତା
(B) ଶଶୀସେଣା
(C) କାଞ୍ଚନଲତା
(D) ପରିମଳା

(A) କଳ୍ପଲତା

38.ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ରେ ନାୟକର ପୂର୍ବଜନ୍ମର ନାମ କ’ଣ ?
(A) ଶଶୀଶେଖର
(B) ବିଶ୍ୱଭୂତି
(C) ପୁଷ୍ପକେତୁ
(D) ପ୍ରଭାକର

(D) ପ୍ରଭାକର

39.କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଉପରେ କେଉଁ କାବ୍ୟର ପ୍ରଭାବ ପଡିଛି ?
(A) ବିଦଗ୍ଧ ମାଧବ
(B) ଚୌର ଚିନ୍ତାମଣି
(C) ଗଙ୍ଗବଂଶାନୁଚରିତମ
(D) ଜଗନ୍ନାଥ ବଲ୍ଲବ

(D) ଜଗନ୍ନାଥ ବଲ୍ଲବ

40.’ଶ୍ୟାମ ଅପବାଦ ମୋତେ ଲାଗିଥାଉ ‘ପଦାବଳୀର କବି କିଏ ?
(A) ବନମାଳୀ
(B) ଗୋପାଳକୃଷ୍ଣ
(C) ଚକ୍ରପାଣି
(D) ସାରିଆ ଭିଖ

(C) ଚକ୍ରପାଣି

41.ଫୋର୍ଟ ଉଇଲିଅମ କଲେଜ କେବେ ପ୍ରତିଷ୍ଠିତ ହୋଇଥିଲା ?
(A) ଖ୍ରୀ.1800
(B) ଖ୍ରୀ.1803
(C) ଖ୍ରୀ.1866
(D) ଖ୍ରୀ.1868

(A) ଖ୍ରୀ.1800

42.ଓଡ଼ିଶାର ପ୍ରଥମମୁଦ୍ରାଯନ୍ତ୍ରର ନାମ କ’ଣ ?
(A) କକଟ ପ୍ରିଣ୍ଟିଂ ପ୍ରେସ
(B) ଅରୁଣୋଦୟ ପ୍ରେସ
(C) କକଟ ମିଶନ ପ୍ରେସ
(D) ଉତ୍କଳ ପ୍ରିଣ୍ଟିଂ ପ୍ରେସ

(C) କକଟ ମିଶନ ପ୍ରେସ

43.’ସମ୍ବଲପୁର ହିତୈସିଣି’ ପତ୍ରିକା କେଉଁଠୁ ପ୍ରକାଶିତ ହେଉଥିଲା ?
(A) ସମ୍ବଲପୁର
(B) ସୋନପୁର
(C) ବାମଣ୍ଡା
(D) ବଲାଙ୍ଗୀର

(C) ବାମଣ୍ଡା

44.ରାଧାନାଥଙ୍କ ‘ଵିଵେକୀ’ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା ?
(A) ଉତ୍କଳ ମଧୁପ
(B) ଉତ୍କଳ ପୁତ୍ର
(C) ଉତ୍କଳ ପ୍ରଭା
(D) ଉତ୍କଳ ଦର୍ପଣ

(D) ଉତ୍କଳ ଦର୍ପଣ

45.’ରେବତୀ’ ଗଳ୍ପ କେଉଁ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇଥିଲା ?
(A) ସମ୍ବାଦ ବାହିକା
(B) ବୋଧଦାୟିନୀ
(C) ଉତ୍କଳ ସାହିତ୍ୟ
(D) କୁର

(C) ଉତ୍କଳ ସାହିତ୍ୟ

46.’ବିବାସିନୀ’ ଉପନ୍ୟାସର ଲେଖକ କିଏ ?
(A) ରମାଶଙ୍କର ରାୟ
(B) ଫକୀରମୋହନ
(C) ଉମେଶଚନ୍ଦ୍ର ସରକାର
(d) ଗୋପାଳ ବଲ୍ଲବ ଦାସ

(A) ରମାଶଙ୍କର ରାୟ

47.ରାଧାନାଥ ଗ୍ରନ୍ଥାବଳୀ ପ୍ରଥମେ କେବେ ପ୍ରକାଶିତ ହୋଇଥିଲା ?
(a) ଖ୍ରୀ.1900
(b) ଖ୍ରୀ.1902
(c) ଖ୍ରୀ.1908
(d) ଖ୍ରୀ.1914

(a) ଖ୍ରୀ.1900

48.ଗୋପୀନାଥ ବଲ୍ଲଭ ନାଟକର ସ୍ରଷ୍ଟା କିଏ ?
(A) ଖଡଗା ପ୍ରସାଦ
(B) ରାମଶଙ୍କର ରାୟ
(C) ବୀର ବିକ୍ରମଦେବ
(D) ରଘୁନାଥ ପରିଚ୍ଛା

(D) ରଘୁନାଥ ପରିଚ୍ଛା

49.ରାମଶଙ୍କର ରାୟ କେଉଁ ରଙ୍ଗମଞ୍ଚ ସହ ସଂପୃକ୍ତ ଥିଲେ ?
(A) ବିକ୍ରମ ଥିଏଟର
(B) କୋଠପଦା ରଙ୍ଗମଞ୍ଚ
(C) ଓଡିଶା ଥିଏଟର
(D) ପଦ୍ମନାଭ ରଙ୍ଗାଳୟ

(B) କୋଠପଦା ରଙ୍ଗମଞ୍ଚ

Odia Grammar Questions and Answers

50.ଓଡିଶା ଭାଷାରେ ପ୍ରଥମେ କିଏ ‘ଉତ୍କଳ ସାହିତ୍ୟର ଇତିହାସ’ ଲେଖିଥିଲେ ?
(A) ମନମୋହନ ଚକ୍ରବର୍ତୀ
(B) ଶ୍ୟାମସୁନ୍ଦର ରାଜଗୁରୁ
(C) ତାରିଣୀଚରଣ ରଥ
(D) ବିନାୟକ ମିଶ୍ର

(C) ତାରିଣୀଚରଣ ରଥ

51.ସହସ୍ରଶିରା ରାବଣ କେଉଁ ରାମାୟଣର ଚରିତ୍ର ?
(A) ଆଧ୍ୟାତ୍ମ୍ୟ ରାମାୟଣ
(B) ଵିଲଙ୍କା ରାମାୟଣ
(C) ଦାଣ୍ଡି ରାମାୟଣ
(D) ବିଚିତ୍ର ରାମାୟଣ

(B) ଵିଲଙ୍କା ରାମାୟଣ

52.ସାରଳା ମହାଭାରତରେ ଉଆଁସୀକନ୍ୟା କିଏ ?
(A) କୁନ୍ତୀ
(B) ଗାନ୍ଧାରୀ
(C) ଗଙ୍ଗା
(D) ଦୁଃସାଳି

(B) ଗାନ୍ଧାରୀ

53.ଜଗମୋହନ ରାମାୟଣରେ କିଏ ସୀତା ରୂପରେ ଜନ୍ମଗ୍ରହଣ କରିଥିଲେ ?
(A) ବେଦମତୀ
(B) ଭୂମିସୁତା
(C) ଜାନକୀ
(D) ମାୟା

(A) ବେଦମତୀ

54.ଜଗନ୍ନାଥ ଦାସ କେଉଁ ମଠରେ ସାଧନା କରୁଥିଲେ ?
(A) ବଡ଼ଛତା ମଠ
(B) ଶଙ୍କର ମଠ
(C) ସାତଲହଡ଼ି ମଠ
(D) ରାଘବ ମଠ

(C) ସାତଲହଡ଼ି ମଠ

55.ଭାଗବତର କେଉଁ ସ୍କନ୍ଧ ପର୍ଯ୍ୟନ୍ତ ଜଗନ୍ନାଥ ଦାସ ଲେଖିଥିଲେ ?
(A) ଦଶମ
(B) ଏକାଦଶ
(C) ଦ୍ଵାଦଶ
(D) ତ୍ରୟୋଦଶ

(B) ଏକାଦଶ


56.ସାତଖଣ୍ଡିଆ ହରିବଂଶ କିଏ ଲେଖିଥିଲେ ?
(A) ଯଶୋବନ୍ତ ଦାସ
(B) ଅନନ୍ତ ଦାସ
(C) ପିତାମ୍ବର ଦାସ
(D) ଅଚ୍ୟୁତାନନ୍ଦ ଦାସ

(D) ଅଚ୍ୟୁତାନନ୍ଦ ଦାସ

57.’ଜ୍ଞାନଶୂନ୍ୟ ହେଇଲାଣି ଭେଳାଳ ତା ମତି,ଗୁଣ ଲକ୍ଷଣ ବୁଢାର ନାହିଁ ତହିଁ ଗତି |’-ଏଠାରେ ବୁଢାଟି କିଏ ?
(A) ନାରଦ
(B) ରାବଣ
(C) ମହାଦେବ
(D) ଦୁର୍ବାସା

(C) ମହାଦେବ

58.’କେଶବ କୋଇଲି’ ରେ ଦୁଃଖ ଗୁହାରିଥିବା ଜନନୀ କିଏ ?
(A) ଦେବକୀ
(B) ଯଶୋଦା
(C) କୌଶଲ୍ୟା
(D) କୋଇଲି

(B) ଯଶୋଦା


59.’ରୁଦ୍ର ସୂଧାନିଧୀ’ରେ ମୋହିନୀ କନ୍ୟାକୁ ଦେଖି କିଏ କାମାସକ୍ତ ହୋଇପଡିଥିଲେ ?
(A ) ମୋହନ
(B ) ନନ୍ଦୀସ୍ୱର
(C ) ମହିଷାସୁର
(D ) ଅଭିନବ ଚଇତନ

(D ) ଅଭିନବ ଚଇତନ

60.’ରହସ୍ୟ ମଞ୍ଜରୀ’ କାବ୍ୟରେ କେଉଁଭାବର ଶ୍ରେଷ୍ଟତ୍ୱ ପ୍ରତିପାଦନ କରାଯାଇଛି ?
(A ) ଗୋପୀଭାବ
(B ) ଦାସ୍ୟଭାବ
(C ) କୃଷ୍ଣଭାବ
(D ) ବ୍ରହ୍ମଭାଵ

(A ) ଗୋପୀଭାବ


61.’ଆର୍ତ୍ତତ୍ରାଣ ଚଉତିଶା ‘ର କବି କିଏ ?
(
A ) ଦୀନକୃଷ୍ଣ ଦାସ
(B ) ଅଭିମନ୍ୟୁ
(C ) ଶିଶୁସଙ୍କର ଦାସ
(D ) ଘନଭଞ୍ଜ

(A ) ଦୀନକୃଷ୍ଣ ଦାସ

62.’କ ଅକ୍ଷରେ ହୋଇଛି ନିଅମ |କଥା ନୋହେ ଦିବ୍ୟ ଅଦିବ୍ୟ ସମ |’-ଏହା କେଉଁ କାବ୍ୟ ବିଷୟରେ କୁହାଯାଇଛି ?
(A ) କୁଞ୍ଜବିହାରୀ
(B ) କଳା କଉତୁକ
(C ) କନକଲତା
(D ) ରସ କଲ୍ଲୋଳ

(D ) ରସ କଲ୍ଲୋଳ

63.ନିମ୍ନୋକ୍ତ କେଉଁ କାବ୍ୟ ଉପେନ୍ଦ୍ର ଭଞ୍ଜଙ୍କ ନୁହେ ?
(A ) ରସାଲେଖା
(B ) ରସପଞ୍ଚଳ
(C ) ସୁବର୍ଣ୍ଣରେଖା
(D ) ପ୍ରେମ ମଞ୍ଜରୀ

(D ) ପ୍ରେମ ମଞ୍ଜରୀ

64.କେଉଁ କାବ୍ୟରେ କବି ନିଜ କାବ୍ୟକୁ ‘ଘେନ ନୈଷଧ ପରାୟେ’ବୋଲି କହିଛନ୍ତି ?
(A ) ଲାବଣ୍ୟବତୀ
(B ) କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
(C ) ରସିକ ହରାବଳୀ
(D ) ପ୍ରେମ ସୂଧାନିଧି

(B ) କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

65.’ସନ୍ତି ଚିନ୍ତାମଣିତ୍ରୟଃ’ -ଉକ୍ତଟି କାହାର ?
(A ) ଶ୍ୟାମ ସୁନ୍ଦର ରାଜଗୁରୁ
(B ) ମୃତୁଞ୍ଜୟ ରଥ
(C ) କୁଳମଣି ଦାସ
(D ) ଅପର୍ଣ୍ଣା ପଣ୍ଡା

(B ) ମୃତୁଞ୍ଜୟ ରଥ

66.କିଏ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଗୁରୁଥିଲେ ?
(A ) କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା
(B ) କବିସୂର୍ଯ୍ୟ ବଳଦେବ ରଥ
(C ) ଦେବଦୁର୍ଲଭ ଦାସ
(D ) ଭୂପତି ପଣ୍ଡିତ

(A ) କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା

67.’ବିଦଗ୍ଧ ଚିନ୍ତାମଣି’ କାବ୍ୟର ଗୋବର୍ଦ୍ଧନ ମଲ୍ଲର ସ୍ତ୍ରୀ କିଏ ?
(A ) ମଦନୀକା
(B ) ଚମ୍ପକଲତା
(C ) ଚନ୍ଦ୍ରାବଳି
(D ) ବିଶାଖା

(C ) ଚନ୍ଦ୍ରାବଳି

68.’କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ କେଉଁ ରାଜାଙ୍କ ନାମରେ ଭଣିତା ହୋଇଛି ?
(A ) ଆଠଗଡର ରାଜା
(B ) ମହୁରୀର ରାଜା
(C ) ପାରିକୁଦର ରାଜା
(D ) ଧରାକୋଟର ରାଜା

(A ) ଆଠଗଡର ରାଜା

69.କବିସୂର୍ଯ୍ୟ ଗ୍ରନ୍ଥାବଳୀ ପ୍ରଥମେ କିଏ ସମ୍ପାଦନ କରିଥିଲେ ?
(A ) ତାରିଣୀ ଚରଣ ରଥ
(B) ଅପର୍ଣ୍ଣା ପଣ୍ଡା
(C) ଆର୍ତ୍ତତ୍ରାଣ ଶତପଥୀ
(D) କୁଳମଣୀ ଦାସ

(D) କୁଳମଣୀ ଦାସ

70.କିଶୋରଚନ୍ଦ୍ରାନନ୍ଦ କାବ୍ୟର କେଉଁ ଗୀତରେ ରାଧାକୃଷ୍ଣଙ୍କର ମିଳନ ଘଟିଛି ?
(A) ‘ଚ’ ଗୀତ
(B) ‘ଲ’ ଗୀତ
(C) ‘ମ’ ଗୀତ
(D) ‘କ୍ଷ’ ଗୀତ

(D) ‘କ୍ଷ’ ଗୀତ

71.’ଚତୁର ବିନୋଦ’ର ମୂଳ କାହାଣୀର ନାୟୀକା କିଏ ?
(A) ଚଞ୍ଚଳାକ୍ଷୀ
(B) ପଦ୍ମାବତୀ
(C) ମାର୍ଜାରମୂଖୀ
(D) ଖଞ୍ଜନୀ

(C) ମାର୍ଜାରମୂଖୀ

72.’ଏଡ଼େ ଭାଗ୍ୟ ମୋର ହେବକି |ହେବି ବୃନ୍ଦାବନେଶ୍ୱରୀ ସେବକି |’ଏକଥା କେଉଁ କବି କହିଛନ୍ତି ?
(A) ବନମାଳୀ
(B) ଗୋପାଳକୃଷ୍ଣ
(C) ଭକ୍ତ ଚରଣ ଦାସ
(D) ଚୈତନ୍ୟ ଦାସ

(A) ବନମାଳୀ

73.ଭୀମଭୋଇଙ୍କ ମୁଖ୍ୟ ସାଧନାପୀଠ କେଉଁଠି ?
(A) ଜୋରନ୍ଦା
(B) ରେଢ଼ାଖୋଲ
(C) ଖଲିଆପାଲି
(D) ତୁଡିଖାଲ

(B) ରେଢ଼ାଖୋଲ

74.ଫକୀରମୋହନଙ୍କ କେଉଁ ଉପନ୍ୟାସ ପ୍ରଥମେ ‘ଅପୂର୍ବ ମିଳନ’ ନାମରେ ପ୍ରକାଶ ପାଇଥିଲା ?
(A) ଛ’ମାଣ ଆଠଗୁଣ୍ଠ
(B) ଲଛମା
(C) ମାମୁଁ
(D) ବିସମଞ୍ଜି

(B) ଲଛମା

75.କେଉଁଠାରୁ ଫକୀରମୋହନ ‘ସରସ୍ୱତୀ’ ଉପାଧି ପାଇଥିଲେ ?
(A) ମୟୁରଭଞ୍ଜ
(B) ତାଳଚେର
(C) ଢେଙ୍କାନାଳ
(D) ବାମଣ୍ଡା

(D) ବାମଣ୍ଡା

76.ଓଡ଼ିଆରେ ଲେଖିବାକୁ ରାଧନାଥଙ୍କୁ କେଉଁ ପଣ୍ଡିତ ପ୍ରେରଣା ଦେଇଥିଲେ ?
(A ) ଶିବନାଥ ଶାସ୍ତ୍ରୀ
(B ) ବଙ୍କିମଚନ୍ଦ୍ର
(C ) କେଶବ ଚନ୍ଦ୍ର ସେନ
(D ) ଭୂଦେବ ମୁଖୋପାଧ୍ୟାୟ

(D ) ଭୂଦେବ ମୁଖୋପାଧ୍ୟାୟ

77.କେଉଁ କାବ୍ୟ ଉପରେ ଓଭିଡ଼ଙ୍କର ‘ଆପଲୋଡାପନି’ କାହାଣୀର ପ୍ରଭାବ ପଡିଛି ?
(A ) ଚନ୍ଦ୍ରକାନ୍ତା
(B ) ନନ୍ଦୀକେଶ୍ଵରୀ
(C ) କେଦାରଗୌରୀ
(D ) ପାର୍ବତୀ

(C ) କେଦାରଗୌରୀ

78.’ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛ କିପରି,ଭେଟିବାକୁ ମୃତୁସିନ୍ଧୁ କରାଳ ଲହରୀ’ ଏହା କେଉଁ କବିତାର ପଂକ୍ତି ?
(A ) ଋଷିପ୍ରାଣେ ଦେବାବତରଣ
(B ) ନୀଶୀଥଚିନ୍ତା
(C ) ଜୀବନଚିନ୍ତା
(D ) ଏ ସୃଷ୍ଟି ଅମୃତମୟ ହେ

(D ) ଏ ସୃଷ୍ଟି ଅମୃତମୟ ହେ

79.ସେକ୍ସପିଅରଙ୍କ ‘ଟେମ୍ପେଷ୍ଟ’ ନାଟକ ଅବଲମ୍ବନରେ ରାମଶଙ୍କରଙ୍କ କେଉଁ ନାଟକ ରଚିତ ?
(A ) କାଳିକାଳ
(B ) ବିଷମୋଦକ
(C ) ବାନାବାଳା
(D ) କାଞ୍ଚନମାଳ

(C ) ବାନାବାଳା

80.ଗଙ୍ଗାଧରଙ୍କ କେଉଁ କାବ୍ୟରେ ‘ଚପଳା’ ଚରିତ୍ର ରହିଛି ?
(A ) ଇନ୍ଦୁମତୀ
(B ) କୀଚକବଧ
(C ) ତପସ୍ୱିନୀ
(D ) ପ୍ରଣୟ ବଲ୍ଲରୀ

(B ) କୀଚକବଧ

81.ବିଶ୍ୱନାଥ କରଙ୍କ ସମ୍ପାଦିତ ‘ଉତ୍କଳ ସାହିତ୍ୟ’ ପ୍ରଥମେ କେବେ ପ୍ରକାଶ ପାଇଥିଲା ?
(A )1891ଖ୍ରୀ.
(B )1892ଖ୍ରୀ.
(C )1897ଖ୍ରୀ.
(D )1898ଖ୍ରୀ.

(C )1897ଖ୍ରୀ.


82.ନନ୍ଦକିଶୋର ବଳଙ୍କର ନିର୍ଝରିଣୀ କେଉଁ ଧରଣର କବିତା ଗ୍ରନ୍ଥ ?
(A ) କାବ୍ୟ
(B ) ଖଣ୍ଡ କାବ୍ୟ
(C ) ସମ୍ବୋଧନ କବିତା
(D ) ଗୀତିକବିତା

(A ) କାବ୍ୟ

83.’କବିଙ୍କୀ ସୁମରି ବିରାଗ ମୁଁହ ଫେରାଅ ପଛେ’-କୋଣାର୍କେ କାବ୍ୟରେ ଏ ଉକ୍ତିଟି କାହାପ୍ରତି ଉଦିଷ୍ଟ ?
(A) ଉପେନ୍ଦ୍ର ଭଞ୍ଜ
(B) ରାଧାନାଥ ରାୟ
(C) ଗୋପବନ୍ଧୁ ଦାସ
(D) ମଧୁସୂଦନ ଦତ୍ତ

(B) ରାଧାନାଥ ରାୟ

84.’ଯାହା ଅଙ୍ଗେ ଲିଭାଇଛି’ -କାହାର ଆତ୍ମଜୀବନୀ ?
(A) କାଳିନ୍ଦୀଚରଣ ପାଣିଗ୍ରାହୀ
(B) କାଳୀଚରଣ ପଟନାୟକ
(C) ଗୋପୀନାଥ ମହାନ୍ତି
(D) ସଚୀ ରାଉତରାୟ

(A) କାଳିନ୍ଦୀଚରଣ ପାଣିଗ୍ରାହୀ

85.କେଉଁ ନାଟକଟି କାଳୀଚରଣଙ୍କ ନୁହେଁ ?
(A ) ରକ୍ତମନ୍ଦାର
(B ) ଭରସା
(C ) ଚକ୍ରୀ
(D ) ଗାର୍ଲସ୍କୁଲ

(B ) ଭରସା

86.କେଉଁଟି ସଚ୍ଚି ରାଉତରାୟଙ୍କ ପ୍ରଥମ କବିତା ଗ୍ରନ୍ଥ ?
(A ) ପଲ୍ଲୀଶ୍ରୀ
(B ) ବାଜିରାଉତ
(C ) ପାଥେୟ
(D ) ଭାନୁମତିର ଦେଶ

(C ) ପାଥେୟ

87.’ବଙ୍କା ଓ ସିଧା’ କବିତା ଗ୍ରନ୍ଥର କବି କିଏ ?
(A) ଗୋଦାବରୀଶ ମିଶ୍ର
(B) ଗୋଦାବରୀଶ ମହାପାତ୍ର
(C) ମନମୋହନ ମିଶ୍ର
(D) କୃଷ୍ଣଚନ୍ଦ୍ର ତ୍ରିପାଠୀ

(A) ଗୋଦାବରୀଶ ମିଶ୍ର

88.’ମାଟିର -ତାଜ’ କେଉଁ ଧରଣର ଗ୍ରନ୍ଥ ?
(A) କବିତା
(B) ଆତ୍ମଜୀବନୀ
(C) ଉପନ୍ୟାସ
(D) କ୍ଷୁଦ୍ରଗଳ୍ପ

(A) କବିତା

89.’ଦାନାପାଣି’ ଉପନ୍ୟାସର ନାୟକ କିଏ ?
(A) ସଋଜୁ ସାଓତା
(B) ସୁକ୍ରଜାନୀ
(C) ରବି
(D) ବଳିଦତ୍ତ

(D) ବଳିଦତ୍ତ

90.ସିନ୍ଧୁ ଚୌଧୁରି କେଉଁ ଉପନ୍ୟାସର ଚରିତ୍ର ?
(A) ଲୟ ବିଲୟ
(B ) ଅନାମ
(C) ବଜ୍ରବାହୁ
(D) ମାଟିମଟାଳ

(D) ମାଟିମଟାଳ

91.’ପୋଳୁହକଟା’ଗଳ୍ପର ଗାଳ୍ପିକ କିଏ ?
(A) ଗୋପୀନାଥ ମହାନ୍ତି
(B) କାହ୍ନୁଚରଣ ମହାନ୍ତି
(C) ସୁରେନ୍ଦ୍ର ମହାନ୍ତି
(D) ଗୁରୁପ୍ରସାଦ ମହାନ୍ତି

(A) ଗୋପୀନାଥ ମହାନ୍ତି

92.’ଶରଦେଈ’ କେଉଁ ଉପନ୍ୟାସର ବରିଷ୍ଟ ନାରୀ ଚରିତ୍ର?
(A) ବଧୂ ଓ ପ୍ରିୟା
(B) କୃଷ୍ନାବେଣିରେ ସନ୍ଧ୍ୟା
(C) ନୀଳଶୈଳ
(D) ଅଚଳାୟତନ

(C) ନୀଳଶୈଳ

93.କେଉଁ ଗଳ୍ପ ସଂକଳନ ପାଇଁ ସୁରେନ୍ଦ୍ର ମହାନ୍ତି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ?
(A) ସବୁଜ ପତ୍ର ଓ ଧୂସର ଗୋଲାପ
(B) କୃଷ୍ଣଚୂଡ଼ା
(C) ମରାଳର ମୃତ୍ୟୁ
(D) ମହାନଗରୀର ରାତ୍ରି

(A) ସବୁଜ ପତ୍ର ଓ ଧୂସର ଗୋଲାପ

94.କେଉଁ ଉପନ୍ୟାସଟି ଆତ୍ମଜୈବନୀକ ପଦ୍ଧତିରେ ରଚନା ?
(A) ହଂସଗୀତି
(B) ନେତୀ ନେତୀ
(C) ଆଜୀବକର ଅଟ୍ଟହାସ
(D) ପ୍ରଜାପତି

(B) ନେତୀ ନେତୀ

95.କବି ବିନୋଦଚନ୍ଦ୍ର ନାୟକ କେଉଁ କବିତା ଗ୍ରନ୍ଥପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ?
(A) ନୀଳଚନ୍ଦ୍ରର ଉପତ୍ୟକା
(B) ଚନ୍ଦ୍ର ଓ ତାରା
(C) ଇଳାବୃତ୍ତ
(D) ସରୀସୃପ

(D) ସରୀସୃପ

96.’ସାତ ତାରାର ଦୀପ’ ର ମୁଖ୍ୟ ଚେତନା କ’ଣ ?
(A) ପ୍ରତିକବାଦୀ ଚେତନା
(B) ପ୍ରକୃତିବାଦୀ ଚେତନା
(C) ବାସ୍ତବବାଦୀ ଚେତନା
(D) ରୋମାଣ୍ଟିକ ଚେତନା

(B) ପ୍ରକୃତିବାଦୀ ଚେତନା

97.’କାଳପୁରୁଷ’କବିତାରେ କେଉଁ ଇଂରାଜୀ କବିଙ୍କ ପ୍ରଭାବ ରହିଛି ?
(A ) ମିଲଟନ
(B ) ଏଜରା ପାଉଣ୍ଡ
(C ) ୟେଟସ
(D ) ଟି.ଏସ .ଇଲିଏଟି

(D ) ଟି.ଏସ .ଇଲିଏଟି

98.କେଉଁ କବିତାପୁସ୍ତକ ଦୁଇଜଣ କବିଙ୍କ ଦ୍ଵାରା ଲିଖିତ ?
(A) ସମୁଦ୍ର ସ୍ନାନ
(B) ନୂତନ କବି
(C) ନଈ ଆରପାରି
(D) ନଈ ପହଁରା

(B) ନୂତନ କବି

99.’ପଥ ଓ ପୃଥିବୀ’ କି ଧରଣର ଗ୍ରନ୍ଥ ?
(A) ଗଳ୍ପ
(B) ଉପନ୍ୟାସ
(C) ଆତ୍ମଜୀବନୀ
(D) ଜୀବନୀ

(C) ଆତ୍ମଜୀବନୀ

100.ଗୁରୁପ୍ରସାଦ ମହାନ୍ତିଙ୍କ ‘ଚମ୍ପାଫୁଲା’କି ଧରଣର କବିତା ?
(A) ଶୋକ କବିତା
(B) ଗାଥା କବିତା
(C) ସମ୍ବୋଧନ କବିତା
(D) ସନେଟ

(D) ସନେଟ

Odia Grammar Questions and Answers

Explore our another blog post, where we post 15 Odia Grammar Questions and Answers with youtube video- Click Here

Odia Grammar Questions and Answers MCQ Test

Odia Grammar Questions and Answers MCQ Test Part 2Click Here
Odia Grammar Questions and Answers MCQ Test Part 3Click Here
Odia Grammar Questions and Answers MCQ Test Part 5Click Here
Odia Grammar Questions and Answers MCQ Test Part 6Click Here
Odia Grammar Questions and Answers MCQ Test Part 7Click Here
Odia Grammar Questions and Answers MCQ Test Part 8Click Here
Odia Grammar for Competitive ExamsClick Here
For more visit our website and search odia grammarClick Here

Leave a Comment