Prepare for the OAVS 2023 Class 6 Social Science exam with our collection of multiple-choice questions (MCQs). Get important practice questions, detailed answers, and enhance your chances of success. Start your revision now
ଆଦର୍ଶ ବିଦ୍ୟାଳୟ ପରୀକ୍ଷା 2023 ପୂର୍ବବର୍ଷର ପ୍ରଶ୍ନ
ବିଷୟ: Social Science | କ୍ଲାସ – 6
OAVS 2023 Class 6 Social Science MCQ
46. କେତେକ ଇଂରେଜ ବଣିକ କେଉଁ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା କରିଥିଲେ ?
A. 1600
B. 1605
C. 1607
D. 1610
Ans: A. 1600
47. 2011 ମସିହା ଜନଗଣନା ଅନୁଯାୟୀ ଓଡ଼ିଶାର ଲୋକସଂଖ୍ୟା କେତେ?
A. 3.12 କୋଟି
B. 3.67 କୋଟି
C. 4.19 କୋଟି
D. 4.39 କୋଟି
Ans: C. 4.19 କୋଟି
48. ନିମ୍ନସ୍ଥ ମଧ୍ୟରୁ କେଉଁଟି ଆମ ଦେଶର ଏକ ପ୍ରଧାନ ଆମଦାନୀ ଦ୍ରବ୍ୟ ଅଟେ ?
A. ସାର
B. ଚିନି
C. ଝୋଟ
D. ଚାହା
Ans: A. ସାର
49. ପଶମ ଶିଳ୍ପ ଆମ ଦେଶର କେଉଁ ଅଞ୍ଚଳରେ ଅଛି ?
A. ପଶ୍ଚିମବଙ୍ଗ
B. ଆନ୍ଧ୍ରପ୍ରଦେଶ
C. ହରିୟାଣାର ଫିରୋଜାବାଦ
D. ପଞ୍ଜାବର ଲୁଧିଆନା
Ans: D. ପଞ୍ଜାବର ଲୁଧିଆନା
50. ନିମ୍ନରେ ଦିଆଯାଇଥିବା ରାଜ୍ୟସଭା ସମ୍ପର୍କିତ କେଉଁ ତଥ୍ୟଟି ଠିକ ନୁହେଁ ?
A. ଏହା ଏକ ସ୍ଥାୟୀ ସଭା
B. ଏହି ସଭାର ସଭ୍ୟମାନେ ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି
C. ଉପରାଷ୍ଟ୍ରପତି ଏହି ସଭାର ସ୍ଥାୟୀ ସଭାପତି
D. ଏହି ସଭାରେ ପ୍ରତ୍ୟେକ ସଭ୍ୟ ପାଞ୍ଚ ବର୍ଷ ରୁହନ୍ତି
Ans: D. ଏହି ସଭାରେ ପ୍ରତ୍ୟେକ ସଭ୍ୟ ପାଞ୍ଚ ବର୍ଷ ରୁହନ୍ତି
51. “ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ” — ଉକ୍ତିଟି କାହାର ?
A. ଜବାହାରଲାଲ ନେହେରୁ
B. ମହାତ୍ମା ଗାନ୍ଧୀ
C. ଅବ୍ରାହମ ଲିଙ୍କନ
D. ଜନ ଏଫ କେନେଡି
Ans: C. ଅବ୍ରାହମ ଲିଙ୍କନ
52. କିଏ ନିର୍ବାଚିତ ହୋଇ ନ ଥାନ୍ତି ?
A. ମୁଖ୍ୟମନ୍ତ୍ରୀ
B. ପ୍ରଧାନମନ୍ତ୍ରୀ
C. ରାଜ୍ୟପାଳ
D. ରାଷ୍ଟ୍ରମନ୍ତ୍ରୀ
Ans: C. ରାଜ୍ୟପାଳ
54. ଭାରତର ଏକ ଅଂଶ ଆଣ୍ଡାମାନ ନିକୋବର ଦୀପପୁଞ୍ଜ —– ମଧ୍ୟରେ ରହିଛି ?
A. ପ୍ରଶାନ୍ତ ମହାସାଗର
B. ଆରବ ସାଗର
C. ଆଟଲାଣ୍ଟିକ ମହାସାଗର
D. ବଙ୍ଗୋପସାଗର
Ans: D. ବଙ୍ଗୋପସାଗର
55. ନିମ୍ନ ବିକଳ୍ପଗୁଡିକ ମଧ୍ୟରୁ ଅଲଗାଗୁଡିକୁ ବାଛ ?
A. ଚୀନ
B. ମିଆଁମାର
C. ବାଂଲାଦେଶ
D. ଥାଇଲ୍ୟାଣ୍ଡ
Ans: D. ଥାଇଲ୍ୟାଣ୍ଡ
56. ମାନଚିତ୍ରରେ ମାଳଭୂମି ଚିହ୍ନଟ କରିବା ପାଇଁ କେଉଁ ରଙ୍ଗ ଦିଆଯାଇଥାଏ ?
A. ସବୁଜ
B. ଫିକାବାଦାମୀ
C. ବାଦାମୀ
D. ନୀଳ
Ans: B. ଫିକାବାଦାମୀ
57. ଆମ ଦେଶକୁ ଲାଗିଥିବା ବଙ୍ଗୋପସାଗର, ଆରବସାଗର ଓ ଭାରତ ମହାସାଗର ମଧ୍ୟରେ 300 ଟି ଦ୍ବିପପୁଞ୍ଜ ଅଛି । ସେଗୁଡିକ ମଧ୍ୟରୁ କେତୋଟିରେ ଲୋକମାନେ ବାସ କରୁଛନ୍ତି ?
A. 15
B. 20
C. 30
D. 35
Ans: B. 20
58. ଚିର, ପାଇନ, ଓ ଦେବଦାରୁ ଆଦି ବୃକ୍ଷର ଅରଣ୍ୟ ନିମ୍ନସ୍ଥ କେଉଁ ଅଞ୍ଚଳରେ ଦେଖାଯାଏ ?
A. ଜାମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ
B. ମଧ୍ୟପ୍ରଦେଶ, ରାଜସ୍ଥାନ
C. ଝାଡ଼ାଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ
D. ଓଡ଼ିଶା, ଛତିଶଗଡ଼, ବିହାର
Ans: A. ଜାମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ
59. ଉର୍ବର ମୃତ୍ତିକାରେ କେଉଁ ଫସଲ ଉତ୍ତମରୂପେ ହୁଏ ?
A. କପା
B. ନଡ଼ିଆ
C. ଧାନ ଓ ଗହମ
D. ଚିନାବାଦାମ
Ans: C. ଧାନ ଓ ଗହମ
60. କେବେ ଓ କେଉଁଠାରେ ପ୍ରଥମେ ସିପାହୀ ବିଦ୍ରୋହ ସୂତ୍ରପାତ ହୋଇଥିଲା ?
A. 1857 ମସିହାରେ ଝାନସୀ
B. 1857 ମସିହାରେ ବଙ୍ଗର ବାରକାପୁର ଓ ବରହମପୁର
C. 1867 ମସିହାରେ ଝାନସୀ
D. 1867 ମସିହାରେ ବଙ୍ଗର ବାରାକାପୁର
Ans: B. 1857 ମସିହାରେ ବଙ୍ଗର ବାରକାପୁର ଓ ବରହମପୁର
Check out our other blog post: Class 6 Questions
OAVS 2023 Class 6 Science MCQ
OAVS 2023 Class 6 Math MCQ
Science Class 6 Previous Year Question Papers
OAVS Previous Year Math Questions
Adarsha Vidyalaya Exam 2023 Previous Year Question Papers OAVS Previous year question Quiz Test Different Year
Class 6 Navodaya Math Practise Question
Class 6 JNVST Practise Question
Class 6 NVS Practice Question
Class 6 Math Practice Questions