Adarsha Vidyalaya Exam 2022 Previous Year Question Paper | Subject: Social Science, Class 6 | Review important questions from last year’s paper to boost your preparation and ensure success in your exam
OAVS 2022 Class 6 Social Science MCQ
ଆଦର୍ଶ ବିଦ୍ୟାଳୟ ପରୀକ୍ଷା 2022 ପୂର୍ବତନ ବର୍ଷର ପ୍ରଶ୍ନପତ୍ର | ବିଷୟ: ସାମାଜିକ ବିଜ୍ଞାନ, ଶ୍ରେଣୀ-6 | ପୂର୍ବ ପ୍ରସ୍ତୁତି ପାଇଁ ମହତ୍ତ୍ଵପୂର୍ଣ୍ଣ ପ୍ରଶ୍ନର ସମୀକ୍ଷା କରନ୍ତୁ ଏବଂ ଆପଣଙ୍କ ପରୀକ୍ଷାରେ ସଫଳତା ନିଶ୍ଚିତ କରନ୍ତୁ।
40. ପ୍ରତିବର୍ଷ ‘ବନମହୋତ୍ସବ’ କେବେ ପାଳନ କରାଯାଏ?
A. ଜୁନ ପ୍ରଥମ ସପ୍ତାହ
B. ଜୁଲାଇ ପ୍ରଥମ ସପ୍ତାହ
C. ଅଗଷ୍ଟ ପ୍ରଥମ ସପ୍ତାହ
D. ସେପ୍ଟେମ୍ବର ପ୍ରଥମ ସପ୍ତାହ
Ans: B. ଜୁଲାଇ ପ୍ରଥମ ସପ୍ତାହ
41. କେଉଁଟି ଅନ୍ୟ ତିନିଗୋଟିଠାରୁ ଭିନ୍ନ?
A. କର୍କଟକ୍ରାନ୍ତି
B. ମକରକ୍ରାନ୍ତି
C. ପ୍ରଧାନ ମଧ୍ୟଧୀନ ରେଖା
D. ବିଷୁବରେଖା
Ans: C. ପ୍ରଧାନ ମଧ୍ୟଧୀନ ରେଖା
42. କେଉଁ ନଦୀକୂଳରେ ବିଶ୍ୱବିଖ୍ୟାତ ‘ତାଜମହଲ’ ଅବସ୍ଥିତ?
A. ଗଙ୍ଗା
B. ବ୍ରହ୍ମପୁତ୍ର
C. ଯମୁନା
D. ସିନ୍ଧୁ
Ans: C. ଯମୁନା
43. ଭାରତ କେଉଁ ଦ୍ରବ୍ୟଟିକୁ ବିଦେଶକୁ ଆମଦାନୀ କରିନଥାଏ?
A. ଦସ୍ତା
B. ଚା
C. ସାର
D. କାଗଜ
Ans: B. ଚା
44. ଭାରତର ସଂସଦ କାହାକୁ ନେଇ ଗଠିତ?
i. ରାଷ୍ଟ୍ରପତି
ii. ରାଜ୍ୟସଭା
iii. ଲୋକସଭା
iv. ଉପ ରାଷ୍ଟ୍ରପତି
A. (i), (ii), ଏବଂ (iii)
B. (ii), ଏବଂ (iii)
C. (ii), (iii) ଏବଂ (iv)
D. (i), (ii), (iii) ଏବଂ (iv)
Ans: A. (i), (ii), ଏବଂ (iii)
45. କେଉଁ ରାଜ୍ୟର ଲୋକମାନେ ‘ଖାସି’ ଭାଷା କହନ୍ତି?
A. ଆସାମ
B. ମିଜୋରାମ
C. ମଣିପୁର
D. ମେଘାଳୟ
Ans: D. ମେଘାଳୟ
46. କେଉଁ ଜାତୀୟ ରାଜପଥଟି ଓଡିଶା ମଧ୍ୟ ଦେଇ ଯାଇନାହିଁ?
A. ଜାତୀୟ ରାଜପଥ – ନମ୍ବର 2
B. ଜାତୀୟ ରାଜପଥ – ନମ୍ବର 6
C. ଜାତୀୟ ରାଜପଥ – ନମ୍ବର 42
D. ଜାତୀୟ ରାଜପଥ – ନମ୍ବର 43
Ans: A. ଜାତୀୟ ରାଜପଥ – ନମ୍ବର 2
47. ନିମ୍ନୋକ୍ତ କେଉଁ ଯୋଡି ମଧ୍ୟରେ ମେଳ ନାହିଁ?
A. ଏଲିଫାଣ୍ଟ ଆଇଲାଣ୍ଡ – ମୁମ୍ବାଇ
B. ବାହାଇ ମନ୍ଦିର – ଚେନ୍ନାଇ
C. ଭିକ୍ଟୋରିଆଲ ମେମୋରିଆଲ – କୋଲକାତା
D. ହାୱାମହଲ – ଜୟପୁର
Ans: B. ବାହାଇ ମନ୍ଦିର – ଚେନ୍ନାଇ
48. ସାଧାରଣତଃ ରାଜ୍ୟ ମନ୍ତ୍ରୀମଣ୍ଡଳର କାର୍ଯ୍ୟକାଳ କେତେ ବର୍ଷ?
A. 3 ବର୍ଷ
B. 5 ବର୍ଷ
C. 6 ବର୍ଷ
Ans: C. 5 ବର୍ଷ
49. କେଉଁ ବନ୍ଦରଟି ଭାରତର ପୂର୍ବ ଉପକୂଳ ଅନ୍ତର୍ଗତ ନୁହେଁ?
A. ଆଲାପୁଝା
B. ନାଗାପଟ୍ଟୀନମ
C. ବିଶାଖାପାଟଣା
D. ହଳଦିଆ
Ans: A. ଆଲାପୁଝା
50. ଚଣ୍ଡିଗଡର ‘ପ୍ରସ୍ତର ଉଦ୍ୟାନ’ କିଏ ନିର୍ମାଣ କରିଥିଲେ?
A. ପ୍ରେମଚାନ୍ଦ
B. କେମଚାନ୍ଦ
C. ନେକ ଚାନ୍ଦ
D. ରାମକିଙ୍କର ବୈଜ
Ans: C. ନେକ ଚାନ୍ଦ
51. ଶିଳ୍ପ ଓ ତାର ଅବସ୍ଥିତି ଦୃଷ୍ଟିରୁ କେଉଁ ଯୋଡ଼ାଟି ଠିକ ନୁହେଁ?
A. ସାର କାରଖାନା – ଟ୍ରମ୍ବେ
B. ପଶମ ଶିଳ୍ପ – ନଙ୍ଗଲ
C. ରେଶମ ଶିଳ୍ପ – ଲୁଧିଆନା
D. ଚିନି କଳ – ଢେଙ୍କାନାଳ
Ans: B. ପଶମ ଶିଳ୍ପ – ନଙ୍ଗଲ
52. କେଉଁ ଦ୍ରବ୍ୟଟି ଆମେ ବିଦେଶରୁ ଆମଦାନୀ କରିଥାଉ?
A. ଅଭ୍ର
B. କାଗଜ
C. ଝୋଟ
D. ଚାଉଳ
Ans: B. କାଗଜ
Check out our other Blog Post: Class 6 Questions
OAVS 2023 Class 6 Science MCQ
OAVS 2023 Class 6 Math MCQ
Science Class 6 Previous Year Question Papers
OAVS Previous Year Math Questions
Adarsha Vidyalaya Exam 2023 Previous Year Question Papers
OAVS Previous year question Quiz Test Different Year
Class 6 Navodaya Math Practise Question
Class 6 JNVST Practise Question
Class 6 NVS Practice Question
Class 6 Math Practice Questions