Enhance your understanding of ‘Mineral and Energy Resources’ with our comprehensive MCQ collection, specifically designed for Chapter 2 of the BSE Odisha Syllabus. Titled ‘ଖଣିଜ ସମ୍ବଳ,’ these multiple-choice questions are tailored to help students grasp key concepts and prepare effectively for exams. Dive into this valuable resource to test your knowledge and reinforce learning in an engaging and interactive way
ଖଣିଜ ସମ୍ବଳ
BSE Odisha Mineral and Energy Resources MCQ Class 8 – Chapter 2
1. ଖାଦ୍ୟରେ ଖାଉଥିବା ଲୁଣ ଓ ଲେଖୁଥିବା ପେନସିଲରେ ଥିବା ଗ୍ରାଫାଇଡ ମଧ୍ୟ ଗୋଟିଏ —?
A. ଖଣିଜ
B. ଶିଳା
C. ପେଟ୍ରୋଲିୟମ
D. ଧାତୁ
[expand title=”Show Answer”] Ans :A. ଖଣିଜ [/expand]
2. ପେନସିଲ ରେ — ନାମକ ଖଣିଜ ପଦାର୍ଥ ଅଛି ?
A. କ୍ରୋମାଇଡ
B. ଗ୍ରାଫାଇଡ
C. ମାଙ୍ଗାନିଜ
D. ଲୁହା
[expand title=”Show Answer”]Ans :B. ଗ୍ରାଫାଇଡ [/expand]
3. ମନୁଷ୍ୟର ବିନା ସାହାଯ୍ୟରେ ପ୍ରାକୃତିକ ଉପାୟରେ ସ୍ତୁଷ୍ଟ ଏକ ନିର୍ଦିଷ୍ଟ ରାସାୟନିକ ମିଶ୍ରଣ ଯୁକ୍ତ ବସ୍ତୁକୁ କଣ କୁହାଯାଏ ?
A. ଖଣିଜ
B. ଶିଳା
C. ପେଟ୍ରୋଲିୟମ
D. ଧାତୁ
[expand title=”Show Answer”]Ans :A. ଖଣିଜ [/expand]
4. — ଏକ ନିର୍ଦିଷ୍ଟ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥାନ୍ତି ?
A. ଖଣିଜ
B. ଶିଳା
C. ପେଟ୍ରୋଲିୟମ
D. ଧାତୁ
[expand title=”Show Answer”]Ans :A. ଖଣିଜ [/expand]
5. ଯେଉଁ ଶିଳାରେ ଖଣିଜ ମିଶି ରହିଥାଏ ତାହାକୁ କଣ କୁହାଯାଏ ?
A. ଖଣିଜ ପିଣ୍ଡ
B. ଧାତୁ ପିଣ୍ଡ
C. ମାଙ୍ଗାନିଜ ପିଣ୍ଡ
D. କୌଣସିଟି ନୁହେଁ
[expand title=”Show Answer”]Ans :A. ଖଣିଜ ପିଣ୍ଡ [/expand]
6. ପୃଥିବୀରେ — ପ୍ରକାର ଖଣିଜ ଚିହ୍ନିତ ହୋଇଛି?
A.280
B.100
C.2800
D.1500
[expand title=”Show Answer”]Ans :C. 2800 [/expand]
7. ପୃଥିବୀରେ 2800ପ୍ରକାର ଖଣିଜ ଚିହ୍ନିତ ହୋଇଛି ସେଥିମଧ୍ୟରୁ — ପ୍ରକାର ଖଣିଜ ଖଣିଜପିଣ୍ଡରେ ଅଧିକାର ପରିମାଣରେ ଦେଖିବାକୁ ମିଳୁଥାଏ ?
A.280
B.100
C.2800
D.1500
[expand title=”Show Answer”]Ans :B. 100 [/expand]
8. — ଏକ ବ ଏକାଧିକ ଖଣିଜର ଏକ ମିଶ୍ରଣ ?
A. ଖଣିଜ
B. ଶିଳା
C. ପେଟ୍ରୋଲିୟମ
D. ଧାତୁ
[expand title=”Show Answer”]Ans :B. ଶିଳା [/expand]
9. ଯେଉଁ ଶିଳାରୁ ଖଣିଜ ନିଷ୍କାସନ କରାଯାଏ ସେଗୁଡିକୁ କଣ କୁହାଯାଏ ?
A. ଖଣିଜ ପିଣ୍ଡ
B. ଧାତୁ ପିଣ୍ଡ
C. ମାଙ୍ଗାନିଜ ପିଣ୍ଡ
D. କୌଣସିଟି ନୁହେଁ
[expand title=”Show Answer”]Ans :A. ଖଣିଜ ପିଣ୍ଡ [/expand]
10. ସବୁ ଖଣିଜ ଶିଳା, କିନ୍ତୁ ସବୁ ଶିଳା — ନୁହେଁ ?
A. ଖଣିଜ
B. ଶିଳା
C. ପେଟ୍ରୋଲିୟମ
D. ଧାତୁ
[expand title=”Show Answer”]Ans :A. ଖଣିଜ [/expand]
11. ସୃଷ୍ଟି ଦୃଷ୍ଟି କୋଣରୁ ବିଚାର କଲେ ଖଣିଜକୁ — ଭାଗରେ ବିଭକ୍ତ ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ [/expand]
12. ଲୁହା, ସୁନା, ତମ୍ବା, ଆଦି — ଖଣିଜ?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଜୀବଶ୍ମ ଇନ୍ଧନ
D. ଧାତବ ଖଣିଜ
[expand title=”Show Answer”]Ans :B. ଅଜୈବ ଖଣିଜ [/expand]
13. ଲୁହା, ସୁନା, ତମ୍ବା, ଆଦି ଅଜୈବ ବସ୍ତୁରୁ ସୃଷ୍ଟି ହୋଇଥବାରୁ ସେଗୁଡିକୁ — ଖଣିଜ କୁହାଯାଏ?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଜୀବଶ୍ମ ଇନ୍ଧନ
D. ଧାତବ ଖଣିଜ
[expand title=”Show Answer”]Ans :B. ଅଜୈବ ଖଣିଜ [/expand]
14. କୋଇଲା, ଖଣିଜତୈଳ, ପ୍ରାକୃତିକ ବାଷ୍ପ — ଖଣିଜ?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଜୀବଶ୍ମ ଇନ୍ଧନ
D. ଧାତବ ଖଣିଜ
[expand title=”Show Answer”] Ans :A. ଜୈବ ଖଣିଜ [/expand]
15. କୋଇଲା, ଖଣିଜତୈଳ, ପ୍ରାକୃତିକ ବାଷ୍ପ ଆଦି ଜୈବ ବସ୍ତୁରୁ ସୃଷ୍ଟି ହୋଇଥିବାରୁ ତାହାକୁ କଣ କୁହାଯାଏ ?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଜୀବଶ୍ମ ଇନ୍ଧନ
D. ଧାତବ ଖଣିଜ
[expand title=”Show Answer”]Ans :A. ଜୈବ ଖଣିଜ [/expand]
16. ଜୈବ ଖଣିଜକୁ କଣ କୁହାଯାଇଥାଏ ?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଜୀବଶ୍ମ ଇନ୍ଧନ
D. ଧାତବ ଖଣିଜ
[expand title=”Show Answer”]Ans :C. ଜୀବଶ୍ମ ଇନ୍ଧନ [/expand]
17. ଉତ୍ପାଦନ ଦୃଷ୍ଟିରୁ ବିଚାରକଲେ ଖଣିଜକୁ — ଭାଗରେ ବିଭକ୍ତ ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ [/expand]
18. ଉତ୍ପାଦନ ଦୃଷ୍ଟିରୁ ବିଚାରକଲେ ଖଣିଜକୁ ଦୁଇ ଭାଗରେ ବିଭକ୍ତ ଯଥା : ଧାତବ ଖଣିଜ ଓ ଅନ୍ୟଟି —?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଜୀବଶ୍ମ ଇନ୍ଧନ
D. ଅଧାତବ ଖଣିଜ
[expand title=”Show Answer”]Ans :D. ଅଧାତବ ଖଣିଜ [/expand]
19. ଯେଉଁ ଖଣିଜରେ ଧାତୁ ଥାଏ ତାହାକୁ କଣ କୁହାଯାଏ?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans :C. ଧାତବ ଖଣିଜ [/expand]
20. ଲୌହପିଣ୍ଡା, ବକସାଇଡ, ମାଙ୍ଗାନିଜ ଆଦି —ଖଣିଜ?
A. ଜୈବ ଖଣିଜ
B. ଅଜୈବ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans :C. ଧାତବ ଖଣିଜ [/expand]
21. ଧାତବ ଖଣିଜ — ପ୍ରକାର?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ [/expand]
22. ଧାତବ ଖଣିଜ ଦୁଇ ଭାଗରେ ବିଭକ୍ତ,ଯଥା ଲୌହଯୁକ୍ତ ଓ ଅନ୍ୟଟି —ପ୍ରକାର?
A.ଲୌହବିହୀନ ଖଣିଜ
B.ଲୌହଯୁକ୍ତ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”] Ans : A.ଲୌହବିହୀନ ଖଣିଜ [/expand]
23. ଲୌହପିଣ୍ଡା, କ୍ରୋମାଇଡ ମାଙ୍ଗାନିଜ — ଖଣିଜ ?
A.ଲୌହବିହୀନ ଖଣିଜ
B.ଲୌହଯୁକ୍ତ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans :C. ଧାତବ ଖଣିଜ [/expand]
24. ଲୌହ ଅଂଶ ନଥିବା ଖଣିଜପିଣ୍ଡକୁ — ଖଣିଜ କୁହାଯାଏ ?
A.ଲୌହବିହୀନ ଖଣିଜ
B.ଲୌହଯୁକ୍ତ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans : A.ଲୌହବିହୀନ ଖଣିଜ [/expand]
25. ସୁନା, ରୂପା, ତମ୍ବା, ସୀସା, ଇତ୍ୟାଦି — ଖଣିଜ ,?
A.ଲୌହବିହୀନ ଖଣିଜ
B.ଲୌହଯୁକ୍ତ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans : A.ଲୌହବିହୀନ ଖଣିଜ [/expand]
26. ଧାତୁ ନଥିବା ଖଣିଜ ପିଣ୍ଡକୁ —– ଖଣିଜ କୁହାଯାଏ ,?
A.ଲୌହବିହୀନ ଖଣିଜ
B.ଲୌହଯୁକ୍ତ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans : A.ଲୌହବିହୀନ ଖଣିଜ[/expand]
27. ଚୂନପଥର, ଅଭ୍ର, ଜିପିସମ — ଖଣିଜ ?
A.ଲୌହବିହୀନ ଖଣିଜ
B.ଲୌହଯୁକ୍ତ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans :D. ଅଧାତବ ଖଣିଜ [/expand]
28. କୋଇଲା ପେଟ୍ରୋଲିୟମ ଆଦି ଜାଳେଣି ଖଣିଜ ଧାତୁ ଵିହୀନ ହୋଇଥିବାରୁ ସେଗୁଡିକୟ କଣ କୁହାଯାଏ ?
A.ଲୌହବିହୀନ ଖଣିଜ
B.ଲୌହଯୁକ୍ତ ଖଣିଜ
C. ଧାତବ ଖଣିଜ
D. ଅଧାତବ ଖଣିଜ
[expand title=”Show Answer”]Ans :D. ଅଧାତବ ଖଣିଜ [/expand]
29. ଭୂପୃଷ୍ଠାରେ କିମ୍ବା ଭୂପୃଷ୍ଠାରୁ ଅଧିକାର ଗଭୀରତାରେ ଥିବା ଶିଳା ସ୍ତରରେ ଗଛିତ ଖଣିଜ ପଦାର୍ଥକୁ ଯେଉଁ ପ୍ରକ୍ରିୟା ମାଧ୍ୟମରେ ଉତ୍ତାଳନ କରାଯାଏ ତାହାକୁ କଣ କୁହାଯାଏ ?
A.. ଖଣିଖନନ
B. ସାଧାରଣ ଖନନ
C. ମୁକ୍ତଗର୍ଭ ଖଣିଖନନ
D.. ଗଭୀର ଖଣିଖନନ
[expand title=”Show Answer”]Ans :A.. ଖଣିଖନନ [/expand]
30. ଖଣିଖନନ ପ୍ରକ୍ରିୟା —- ଭାଗରେ ବିଭକ୍ତ
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :C. ତିନି [/expand]
31. ଯେଉଁ ଖଣିଜ ଭୂପୃଷ୍ଟରେ ଦୃଷ୍ଟିଗୋଚର ହେଉଥାଏ ସେଗୁଡିକୁ ସାଧାରଣ ଭାବରେ ଖୋଳି ବାହାର କରାଯିବା ପ୍ରକ୍ରିୟାକୁ —- କୁହାଯାଏ ?
A.. ଖଣିଖନନ
B. ସାଧାରଣ ଖନନ
C. ମୁକ୍ତଗର୍ଭ ଖଣିଖନନ
D.. ଗଭୀର ଖଣିଖନନ
[expand title=”Show Answer”] Ans :B. ସାଧାରଣ ଖନନ[/expand]
32.. ଯେଉଁ ଖଣିଜ ଭୂପୃଷ୍ଠରେ ଶିଳାତଳେ ପୋତିହୋଇ ରହିଥାଏ ତାହାକୁ ଖଣି ଆକାରରେ ଖୋଲି ବାହାରକୁ ଆଣିବାକୁ ପ୍ରକ୍ରିୟାକୁ —- କୁହାଯାଏ?
A.. ଖଣିଖନନ
B. ସାଧାରଣ ଖନନ
C. ମୁକ୍ତଗର୍ଭ ଖଣିଖନନ
D.. ଗଭୀର ଖଣିଖନନ
[expand title=”Show Answer”]Ans :A.. ଖଣିଖନନ [/expand]
33. ଖଣିଖନନ — ପ୍ରକାରର ଅଟେ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ [/expand]
34. ଭୂପୃଷ୍ଠାର ଅଳ୍ପ ଗଭୀରତାରେ ଥବା ଖଣିଜକୁ ଯେଉଁ ପ୍ରକ୍ରିୟାରେ ବାହାରକୁ ଅଣାଯାଏ ତାହାକୁ —- ଖଣିଖନନ କୁହାଯାଏ ?
A.. ଖଣିଖନନ
B. ସାଧାରଣ ଖନନ
C. ମୁକ୍ତଗର୍ଭ ଖଣିଖନନ
D.. ଗଭୀର ଖଣିଖନନ
[expand title=”Show Answer”]Ans :C. ମୁକ୍ତଗର୍ଭ ଖଣିଖନନ [/expand]
35. ଭୂଗର୍ଭର ଅଧିକାର ଗଭୀରତାରେ ଥିବା ଖଣିଜକୁ ଯେଉଁ ଖନନ ପ୍ରକ୍ରିୟା ଦ୍ୱାରା ବାହାରକୁ ଅଣାଯାଏ ତାହାକୁ — ଖଣିଖନନ କୁହାଯାଏ ?
A.. ଖଣିଖନନ
B. ସାଧାରଣ ଖନନ
C. ମୁକ୍ତଗର୍ଭ ଖଣିଖନନ
D.. ଗଭୀର ଖଣିଖନନ
[expand title=”Show Answer”]Ans :D.ଗଭୀର ଖଣିଖନନ [/expand]
36. ଭୂଗର୍ଭର ଅତ୍ୟଧିକ ଗଭୀରତାରେ ଥିବା ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସକୁ ବାହାରକୁ ଆଣିବା ପାଇଁ କରାଯାଉଥିବା ଗଭୀର କୂପ ଖନନ ପ୍ରକ୍ରିୟାକୁ —- କୁହାଯାଏ ?
A.. ଡ୍ରିଲିଂ
B. ସାଧାରଣ ଖନନ
C. ମୁକ୍ତଗର୍ଭ ଖଣିଖନନ
D.. ଗଭୀର ଖଣିଖନନ
[expand title=”Show Answer”]Ans :A.. ଡ୍ରିଲିଂ [/expand]
37. ଖଣିଜପିଣ୍ଡକୁ ଭୂଗର୍ଭରୁ ବାହାରକୁ ଅଣାଯାଇ କାରଖାନାକୁ ନିଆଯିବ ପରେ ତହିଁରୁ ଖଣିଜକୁ ପୃଥକ କରିବା ପ୍ରକ୍ରିୟାକୁ —- କୁହାଯାଏ ?
A.. ଡ୍ରିଲିଂ
B. ନିଷ୍କାସନ
C. ମୁକ୍ତଗର୍ଭ ଖଣିଖନନ
D.. ଗଭୀର ଖଣିଖନନ
[expand title=”Show Answer”]Ans :B. ନିଷ୍କାସନ [/expand]
38. — ମାଳଭୂମିରେ ଲୌହପୂଣ୍ଡା, ଓଣ୍ଟାରିଓ ଗଛିତ ଥାଏ?
A. ଦକ୍ଷିଣ ଆଫ୍ରିକା
B. ଉତ୍ତର ସୁଇଡେନ
C. କାନାଡ଼ା
D. ଫ୍ରାନ୍ସ
[expand title=”Show Answer”] Ans:B. ଉତ୍ତର ସୁଇଡେନ[/expand]
39. କାନାଡ଼ା ମାଳଭୂମିରେ —- ଗଛିତ ଅଛି ?
A. ଲୁହା
B. ନିକେଲ
C. ରୁପା
D. ମାଙ୍ଗାନିଜ
[expand title=”Show Answer”] Ans :B. ନିକେଲ[/expand]
40. — ମାଳଭୂମିରେ ଲୌହ, ନିକେଲ, କ୍ରୋମାଇଡ ଏବଂ ପ୍ଲାଟିନମ ଗଛିତ ହୋଇରହିଛି ?
A. ଦକ୍ଷିଣ ଆଫ୍ରିକା
B. ଉତ୍ତର ସୁଇଡେନ
C. କାନାଡ଼ା
D. ଫ୍ରାନ୍ସ
[expand title=”Show Answer”]Ans :A. ଦକ୍ଷିଣ ଆଫ୍ରିକା [/expand]
41. ଦକ୍ଷିଣ ଆଫ୍ରିକାର ଜୋହାଁସବର୍ଗ ର—- ପାଇଁ ପୃଥିବୀ ପ୍ରସିଦ୍ଧ ?
A. ଲୁହା
B. ନିକେଲ
C. ସୁନାଖଣି
D. ମାଙ୍ଗାନିଜ
[expand title=”Show Answer”]Ans :C. ସୁନାଖଣି [/expand]
42. ଫ୍ରାନଂସ୍ର ର କକେସସ ଅଞ୍ଚଳରେ — ଗଛିତ ହୋଇଛି ?
A. ଚୂନପଥର
B. ନିକେଲ
C. ସୁନାଖଣି
D. ମାଙ୍ଗାନିଜ
[expand title=”Show Answer”]Ans :A. ଚୂନପଥର[/expand]
43. ଇଉକ୍ରେନ ଅଞ୍ଚଳରେ — ଗଛିତ ହୋଇଛି ?
A. ଚୂନପଥର
B. ନିକେଲ
C. ସୁନାଖଣି
D. ଜିପିସମ
[expand title=”Show Answer”]Ans :D. ଜିପିସମ [/expand]
44. ଅଲଜେରିଆର — ଗଛିତ ହୋଇଛି?
A. ଚୂନପଥର
B. ନିକେଲ
C.ଫସଫେଟ
D. ଜିପିସମ
[expand title=”Show Answer”]Ans : C.ଫସଫେଟ [/expand]
45. କୋଇଲା ଓ ପେଟ୍ରୋଲିୟମ ଭଳି ଜାଳେଣି ଖଣିଜ — ଶିଳାର ଉଦାହରଣ ଅଟେ?
A. ରୂପାନ୍ତରିତ ଶିଳା
B. ସ୍ତରୀଭୂତ
C. ଲାଭା
D. କୌଣସିଟି ନୁହେଁ
[expand title=”Show Answer”]Ans :B. ସ୍ତରୀଭୂତ [/expand]
46. —- ମିଶ୍ରଧାତୁରୁ ପ୍ରସ୍ତୁତ ?
A. ଚୂନପଥର
B. ନିକେଲ
C. ସୁନାଖଣି
D. ମାଙ୍ଗାନିଜ
[expand title=”Show Answer”]Ans :D. ମାଙ୍ଗାନିଜ [/expand]
47. ଇସ୍ପାତ ଓ ଚମଡା ଶିଳ୍ପରେ ବ୍ୟବହାର ହୁଏ ?
A.କ୍ରୋମାଇଡ
B. ନିକେଲ
C. ସୁନାଖଣି
D. ମାଙ୍ଗାନିଜ
[expand title=”Show Answer”]Ans :A.କ୍ରୋମାଇଡ [/expand]
48. ଆଲୁମିନିୟମ ଶିଳ୍ପରେ ବ୍ୟବହୃତ ହୁଏ?
A.କ୍ରୋମାଇଡ
B. ନିକେଲ
C. ବକସାଇଟ
D. ମାଙ୍ଗାନିଜ
[expand title=”Show Answer”]Ans :. ବକସାଇଟ [/expand]
49. ବୈଦ୍ୟୁତିକ ଶିଳ୍ପରେ — ବ୍ୟବହୃତ ହୁଏ ?
A.କ୍ରୋମାଇଡ
B. ଅଭ୍ର
C. ବକସାଇଟ
D. ମାଙ୍ଗାନିଜ
[expand title=”Show Answer”]Ans :B. ଅଭ୍ର [/expand]
50. ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ ଓ ଜାଳେଣି ରୂପେ — ବ୍ୟବହାର ହୁଏ ?
A.କ୍ରୋମାଇଡ
B. ଅଭ୍ର
C. କୋଇଲା
D. ମାଙ୍ଗାନିଜ
[expand title=”Show Answer”]Ans :C. କୋଇଲା [/expand]
51. ଅଳଙ୍କାର ତିଆରିରେ — ଖଣିଜ ବ୍ୟବହାର ହୁଏ?
A.କ୍ରୋମାଇଡ
B. ରତ୍ନପଥର
C. କୋଇଲା
D. ମାଙ୍ଗାନିଜ
[expand title=”Show Answer”]Ans :B. ରତ୍ନପଥର [/expand]
52. ମୁଦ୍ରା, ବୈଦ୍ୟୁତିକ ଶିଳ୍ପ ରେ — ନାମକ ଖଣିଜ ବ୍ୟବହାର ହୁଏ ?
A.କ୍ରୋମାଇଡ
B. ରତ୍ନପଥର
C. ତମ୍ବା
D. ମାଙ୍ଗାନିଜ
[expand title=”Show Answer”] Ans :C. ତମ୍ବା[/expand]