MCQ Questions for Class 3 Math : Problems in Mathematics are a part of the curriculum from the very beginning. Through exclusive questions and articles, only iBACS comes with all the resources to deal with Math related issues.
All these exclusive articles will help you ace your exams like never before! So, keep reading for more exclusive content!
We hope that the questions we have shared here will be a great help for your upcoming exams. Studying such questions regularly is one of the best ways to stay confident while answering tricky multiple-choice questions in front of an audience.
You can also download our mobile app, where you can use ‘experts’ and get right answers in just a tap!
MCQ Questions for Class 3 Math PDF Download
MCQ Questions for Class 3 Math – Part 23
QUIZ START
#1. 6କୁ କେତେ ଥର ଯୋଗକଲେ 10ର 3ଗୁଣ ସହିତ ସମାନ ହେବ ?
#2. ଦୁଇ ଅଙ୍କ ବିଶିଷ୍ଟ ବୃହତମ ସଂଖ୍ୟା ଏବଂ କ୍ଷୁଦ୍ରତମ ସଂଖ୍ୟାର ଗୁଣଫଳ କେତେ ?
#3. 6143ରେ ଏକକ ଓ ଶତକ ଘର ଅଙ୍କ କୁ ବଦଳାଇ ଦେଲେ ନୂତନ ସଂଖ୍ୟାଟି କେତେ ଅଧିକ ବା କମ ହେବ ?
#4. ଇଂରାଜୀ କେଲେଣ୍ଡରରେ କେତୁଟି ମାସ 31 ଦିନିଆ ପଡେ ?
#5. ଷଠଚତ୍ୱାରିଂଶ କେଉଁ ସଂଖ୍ୟାର ପୂରଣବାଚକ ସଂଖ୍ୟା ?
#6. ହରିବାବୁ ଦୈନିକ 70ଟଙ୍କା ସଂଚୟ କଲେ ଗୋଟିଏ ସପ୍ତାହରେ କେତେ ଟଙ୍କା ସଞ୍ଚୟ କରିବେ ?
#7. ନିମ୍ନଲିଖିତ ସଂଖ୍ୟା କ୍ରମର ଚତୁର୍ଥ ସଂଖ୍ୟାଟି କେତେ ?400,350,300,-------------
#8. ସଂଖ୍ୟା 4 କୁ ଟାଲି ରେ କିପରି ଲେଖା ୟାଏ ?
#9. 595 ରେ 5ର ସ୍ଥାନୀୟମାନ ଦ୍ୱୟର ଅନ୍ତରଫଳ କେତେ ?
#10. ସମଘନର ଶୀଷ ସଂଖ୍ୟା କେତେ ?
#11. ନିମ୍ନ ଯୋଡି ମଧ୍ୟରୁ କେଉଁ ଯୋଡିଟି ଠିକ ?
#12. 13x0x4x5=କେତେ ?
#13. ଆକୃତି ଦୃଷ୍ଟିରୁ କେଉଁଟି ଅଲଗା ?
#14. 2016 ମସିହା ଜାନୁଆରୀ ,ଫେବୃଆରୀ ,ନଭେମ୍ବର ଓ ଡ଼ିସେମ୍ବର ମାସର ଦିନ ସଂଖ୍ୟା ମିଶି କେତେ ?
#15. 52ରେ ଆଉ କେତଟି 52 ମିଶିଲେ 520 ହେବ ?
#16. ଆଦ୍ୟା ଓ ଅଲିଶା ଦୁହିଁଙ୍କ ବୟସ ମିଶି 22 ବର୍ଷ 12 ବର୍ଷପରେ ସେମାନଙ୍କ ବୟସ ମିଶି କେତେ ହେବ ?
#17. ପୋଖରୀ ହୁଡାର ଚାରିପାଖରେ ଦୁଇଟି ଗଛ ମଧ୍ୟରେ 3 ମିଟର ବ୍ୟବଧାନରେ 10 ଟି ଗଛ ଲଗାଯାଇଛି .ତେବେ ପୋଖରୀ ହୁଡାର ଚାରିପାଖର ଦୈଘ୍ୟ କେତେ ?
#18. ଦୁଇଟି ସଂଖ୍ୟାର ବିୟୋଗ ଫଳ 5 | ସାନ ସଂଖ୍ୟା ଟି 15 ହେଲେ ବଡ ସାଂଖ୍ୟଟି କେତେ ?
#19. ଆୟତ ଚିତ୍ରର କର୍ଣ୍ଣ ସର୍ବାଧିକ କେତୋଟି ?
#20. 1 ଘଣ୍ଟା କେତେ ସେକେଣ୍ଡ ?
#21. 5 ଲିଟର 5ମିଲି ଲିଟର କେତେ ମିଲି ଲିଟର ?
#22. ଭାଜ୍ୟ 306,ଭାଗଶେଷ 6 ଓ ଭାଗଫଳ 30 ହେଲେ ଭାଜକ କେତେ ?
#23. 9 ରେ କେତେ ଯୋଗ କଲେ ଅଯୁଗ୍ମ ସଂଖ୍ୟାଟି ହେବ ?
#24. IX କହିଲେ କେଉଁ ସଂଖ୍ୟା କୁ ବୁଝାଏ ?
#25. 199 ର ପରବର୍ତ୍ତୀ ସଂଖ୍ୟା କେତେ ?
Finish
More Class 3 MCQ Test | Click Here |
Odia Shayari | Click Here |