୧|ଆର୍ଜେଣ୍ଟିନା
ସ୍ବାଧୀନତା ଦିବସ | ୯ ଜୁଲାଇ ୧୮୧୬ |
ଆୟତନ | ୨୭,୮୦,୪୦୦ ବର୍ଗ କି.ମି. |
ରାଜଧାନୀ | ବୁଏନ୍ ସଆରିସ୍ |
ମୁଖ୍ୟ ଭାଷା | ସ୍ପେନିଶ୍ |
ପ୍ରଚଳିତ ମୁଦ୍ରା | ପେସୋ |
୨| ବ୍ରାଜିଲ
ସ୍ବାଧୀନତା ଦିବସ | ୭ ସେପ୍ଟେମ୍ବର ୧୮୨୨ |
ଆୟତନ | ୮୫,୧୫,୭୬୭ ବର୍ଗ କି.ମି. |
ରାଜଧାନୀ | ବ୍ରାସିଲିଆ |
ମୁଖ୍ୟଭାଷା | ପର୍ତ୍ତୁଗୀଜ୍ |
ପ୍ରଚଳିତ ମୁଦ୍ରା | ରିଅଲ |
୩| ଚିଲି
ସ୍ବାଧୀନତା ଦିବସ | ୧୮ ସେପ୍ଟେମ୍ବର ୧୮୧୦ |
ଆୟତନ | ୭,୫୬,୧୦୨ ବର୍ଗ କି.ମି. |
ରାଜଧାନୀ | ସାଣ୍ଟିଆଗୋ |
ମୁଖ୍ୟଭାଷା | ସ୍ପେନିଶ୍ |
ପ୍ରଚଳିତ ମୁଦ୍ରା | ଚିଲିଆନ୍ ପେସୋ |
୪| କଲମ୍ବିଆ
ସ୍ବାଧୀନତା ଦିବସ | ୨୦ ଜୁଲାଇ ୧୮୧୦ |
ଆୟତନ | ୧୧,୪୧,୭୪୮,ବର୍ଗ କି.ମି. |
ରାଜଧାନୀ | ବୋଗୋଟା |
ମୁଖ୍ୟଭାଷା | ସ୍ପେନିଶ୍ |
ପ୍ରଚଳିତ ମୁଦ୍ରା | କଲମ୍ବିଆନ୍ ପେସୋ |
୫| ଇକୁଏଡର୍
ସ୍ବାଧୀନତା ଦିବସ | ୨୪ ମେ ୧୮୨୨ |
ଆୟତନ | ୨,୭୬,୮୪୧ ବର୍ଗ କି.ମି. |
ରାଜଧାନୀ | କୁଇଟୋ |
ମୁଖ୍ୟଭାଷା | ସ୍ପେନିଶ୍ |
ପ୍ରଚଳିତ ମୁଦ୍ରା | ୟୁଏସ୍ ଡଲାର |
୬| ଗୁଏନା
ସ୍ବାଧୀନତା ଦିବସ | ୨୬ ମେ ୧୯୬୬ |
ଆୟତନ | ୨, ୧୪, ୯୬୯ ବର୍ଗ କି.ମି. |
ରାଜଧାନୀ | ଜର୍ଜଟାଉନ୍ |
ମୁଖ୍ୟଭାଷା | ଇଂରାଜୀ |
ପ୍ରଚଳିତ ମୁଦ୍ରା | ଗୁଏନା ଡଲାର |
୭| ପାରାଗୁଏ
ସ୍ବାଧୀନତା ଦିବସ | ୧୪ ମେ ୧୮୧୧ |
ଆୟତନ | ୪,୦୬, ୭୫୨ ବର୍ଗ କି.ମି. |
ରାଜଧାନୀ | ଅସୁନସିଅନ୍ |
ମୁଖ୍ୟଭାଷା | ସ୍ପେନିଶ୍,ଗୁରାନି |
ପ୍ରଚଳିତ ମୁଦ୍ରା | ଗ୍ଵାରାନି |
୮| ପେରୁ
ସ୍ବାଧୀନତା ଦିବସ | ୨୮ ଜୁଲାଇ ୧୮୨୧ |
ଆୟତନ | ୧୨,୮୫,୨୧୬ ବର୍ଗ କି.ମି. |
ରାଜଧାନୀ | ଲିମା |
ମୁଖ୍ୟଭାଷା | ସ୍ପେନିଶ୍, କ୍ୱେଚୁଆ |
ପ୍ରଚଳିତ ମୁଦ୍ରା | ନିଉସୋଲ |
୯| ସୁରିନାମ
ସ୍ବାଧୀନତା ଦିବସ | ୨୫ ନଭେମ୍ବର ୧୯୭୫ |
ଆୟତନ | ୧,୬୩,୮୨୦ ବର୍ଗ କି.ମି. |
ରାଜଧାନୀ | ପାରାମାରିବୋ |
ମୁଖ୍ୟଭାଷା | ଡଚ୍,ଇଂରାଜୀ |
ପ୍ରଚଳିତ ମୁଦ୍ରା | ସୁରିନାମ ଗିଲଡର୍ |
୧୦| ଉରୁଗୁଏ
ସ୍ବାଧୀନତା ଦିବସ | ୧୫ ଅଗଷ୍ଟ ୧୮୨୫ |
ଆୟତନ | ୧,୭୬,୨୧୫ ବର୍ଗ କି.ମି. |
ରାଜଧାନୀ | ମଣ୍ଟେଭିଡିଓ |
ମୁଖ୍ୟଭାଷା | ସ୍ପେନିଶ୍ |
ପ୍ରଚଳିତ ମୁଦ୍ରା | ଉରୁଗୁୟାନ୍ ପେସୋ |
୧୧ ଭେନିଜୁଏଲା
ସ୍ବାଧୀନତା ଦିବସ | ୫ ଜୁଲାଇ ୧୮୧୧ |
ଆୟତନ | ୯,୧୬,୪୪୫ ବର୍ଗ କି.ମି. |
ରାଜଧାନୀ | କାରାକାସ୍ |
ମୁଖ୍ୟଭାଷା | ସ୍ପେନିଶ୍ |
ପ୍ରଚଳିତ ମୁଦ୍ରା | ବୋଲିଭାର୍ |
୧୨|ବଲିଭିଆ
ସ୍ବାଧୀନତା ଦିବସ | ୬ ଅଗଷ୍ଟ ୧୮୨୫ |
ଆୟତନ | ୧୦,୯୮,୫୮୧ବର୍ଗ କି.ମି. |
ରାଜଧାନୀ | ଲାପାଜ,ସୁକ୍ରେ |
ମୁଖ୍ୟଭାଷା | ସ୍ପେନିଶ୍, କ୍ୱେଚୁଆ |
ପ୍ରଚଳିତ ମୁଦ୍ରା | ବଲିଭିଆନ୍,ପେସୋ |
ସ୍ବାଧୀନତା ଦିବସ | |
ଆୟତନ | |
ରାଜଧାନୀ | |
ମୁଖ୍ୟଭାଷା | |