List of European countries Basic Details : Below is a list of European countries, in order of their geographical area. As a continent, Europe’s geographical area is about 10.18 million square kilometres.[1]
14 countries (marked with an *) are transcontinental countries. These countries are ranked according to the size of their European part only.
List of European countries Basic Details
୧• ଆଲବାନିଆ
ସ୍ଵାଧୀନତା ଦିବସ | ୨୮ ନଭେମ୍ବର ୧୯୧୨ |
ଆୟତନ | ୨୮, ୭୪୮, ବର୍ଗ କି.ମି. |
ରାଜଧାନୀ | ତିରାନା |
ମୁଖ୍ୟ ଭାଷା | ଆଲବାନିଏନ୍ |
ପ୍ରଚଳିତ ମୁଦ୍ରା | ଲେକ୍ |
୨• ଆଣ୍ଡୋରା
ସ୍ଵାଧୀନତା ଦିବସ | ୧୨୭୮ ମସିହା |
ଆୟତନ | ୪୬୮ବର୍ଗ କି.ମି. |
ରାଜଧାନୀ | ଆଣ୍ଡୋରା ଲାଭେଲା |
ମୁଖ୍ୟ ଭାଷା | କାଟାଲାନ |
ପ୍ରଚଳିତ ମୁଦ୍ରା | ୟୁରୋ |
୩• ଅଷ୍ଟ୍ରିଆ
ସ୍ଵାଧୀନତା ଦିବସ | ୧୧୫୬ ମସିହା |
ଆୟତନ | ୮୩,୮୭୧ ବର୍ଗ କି.ମି. |
ରାଜଧାନୀ | ଭିଏନା |
ମୁଖ୍ୟ ଭାଷା | ଜର୍ମାନ |
ପ୍ରଚଳିତ ମୁଦ୍ରା | ୟୁରୋ |
୪• ବେଲାରୁଷ
ସ୍ଵାଧୀନତା ଦିବସ | ୨୫ ଅଗଷ୍ଟ ୧୯୯୧ |
ଆୟତନ | ୨, ୦୭,୬୦୦ ବର୍ଗ କି.ମି. |
ରାଜଧାନୀ | ମିନସ୍କ |
ମୁଖ୍ୟ ଭାଷା | ବେଲାଋଷି, ଋଷିଆନ୍ |
ପ୍ରଚଳିତ ମୁଦ୍ରା | ରୁବଲ |
୫• ବେଲ୍ଜିୟମ୍
ସ୍ଵାଧୀନତା ଦିବସ | ୪ ଅକ୍ଟୋବର ୧୮୩୦ |
ଆୟତନ | ୩୦ , ୫୨୮ ବର୍ଗ କି.ମି. |
ରାଜଧାନୀ | ବ୍ରସେଲ୍ସ |
ମୁଖ୍ୟ ଭାଷା | ଡଚ୍ , ଫ୍ରେଞ୍ଚ, ଜର୍ମାନ |
ପ୍ରଚଳିତ ମୁଦ୍ରା | ୟୁରୋ |
୬• ବୋସନିଆ ହର୍ଜଗୋଭିନା
ସ୍ଵାଧୀନତା ଦିବସ | ୧ ମାର୍ଚ୍ଚ ୧୯୯୨ |
ଆୟତନ | ୫୧ , ୨୦୯ ବର୍ଗ କି.ମି. |
ରାଜଧାନୀ | ସାରାଜେଭୋ |
ମୁଖ୍ୟ ଭାଷା | ସର୍ବିଆନ୍, କ୍ରୋସିଆନ୍ |
ପ୍ରଚଳିତ ମୁଦ୍ରା | ମାର୍କ |
୭• ବୁଲଗେରିଆ
ସ୍ଵାଧୀନତା ଦିବସ | ୨୨ ସେପ୍ଟେମ୍ବର ୧୯୦୮ |
ଆୟତନ | ୧, ୧୦, ୮୭୯ ବର୍ଗ କି.ମି. |
ରାଜଧାନୀ | ସୋଫିଆ |
ମୁଖ୍ୟ ଭାଷା | ବୁଲଗେରିଆନ୍ |
ପ୍ରଚଳିତ ମୁଦ୍ରା | ଲେଭ |
୮• କ୍ରୋଏସିଆ
ସ୍ଵାଧୀନତା ଦିବସ | ୨୫ ଜୁନ୍ ୧୯୯୧ |
ଆୟତନ | ୫୬, ୫୯୪ ବର୍ଗ କି.ମି. |
ରାଜଧାନୀ | ଜାଗ୍ରେବ |
ମୁଖ୍ୟ ଭାଷା | କ୍ରୋଏସିଆନ୍ |
ପ୍ରଚଳିତ ମୁଦ୍ରା | କୁନା |
୯• ଚେକ୍ ସାଧାରଣତନ୍ତ୍ର
ସ୍ଵାଧୀନତା ଦିବସ | ୧ ଜାନୁଆରୀ ୧୯୯୩ |
ଆୟତନ | ୭୮, ୮୬୫ ବର୍ଗ କି.ମି. |
ରାଜଧାନୀ | ପ୍ରେଗ୍ |
ମୁଖ୍ୟ ଭାଷା | ଚେକ୍ |
ପ୍ରଚଳିତ ମୁଦ୍ରା | କରୁନା |
୧୦• ଡେନମାର୍କ
ସ୍ଵାଧୀନତା ଦିବସ | ଦଶମ ଶତାବ୍ଦୀରେ ସଂଗଠିତ ରାଜ୍ୟ ୧୮୪୯ ମସିହାରେ ସାମ୍ବିଧାନିକ ରାଜତନ୍ତ୍ର |
ଆୟତନ | ୪୩, ୦୯୪ ବର୍ଗ କି.ମି. |
ରାଜଧାନୀ | କୋପେନହେଗେନ |
ମୁଖ୍ୟ ଭାଷା | ଡାନିଶ୍ |
ପ୍ରଚଳିତ ମୁଦ୍ରା | ଡାନିସ୍ କ୍ରୋନ୍ |
୧୧• ଇଷ୍ଟୋନିଆ
ସ୍ଵାଧୀନତା ଦିବସ | ୨୦ ଅଗଷ୍ଟ ୧୯୯୧ |
ଆୟତନ | ୪୫, ୨୨୭ ବର୍ଗ କି.ମି. |
ରାଜଧାନୀ | ତାଲିନ୍ |
ମୁଖ୍ୟ ଭାଷା | ଏସ୍ତୋନିଆ |
ପ୍ରଚଳିତ ମୁଦ୍ରା | ୟୁରୋ |
୧୨• ଫିନ୍ଲାଣ୍ଡ
ସ୍ଵାଧୀନତା ଦିବସ | ୬ ଡିସେମ୍ବର ୧୯୧୭ |
ଆୟତନ | ୩, ୩୮, ୪୨୪ ବର୍ଗ କି.ମି. |
ରାଜଧାନୀ | ହେଲିସିଙ୍କି |
ମୁଖ୍ୟ ଭାଷା | ଫିନିଶ୍, ସୁଇଡିଶ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
୧୩•
ସ୍ଵାଧୀନତା ଦିବସ | ୪୮୬ ମସିହା |
ଆୟତନ | ୬, ୪୦,୬୭୯ ବର୍ଗ କି.ମି. |
ରାଜଧାନୀ | ପ୍ୟାରିସ୍ |
ମୁଖ୍ୟ ଭାଷା | ଫ୍ରେଞ୍ଚ |
ପ୍ରଚଳିତ ମୁଦ୍ରା | ୟୁରୋ |
୧୪•ଜର୍ମାନୀ
ସ୍ଵାଧୀନତା ଦିବସ | ୩ ଅକ୍ଟୋବର ୧୯୯୦ ପୂର୍ବ-ଜର୍ମାନୀ ଓ ପଶ୍ଚିମ- ଜର୍ମାନୀ ଏକତ୍ରୀକରଣ। |
ଆୟତନ | ୩, ୫୭, ୧୧୪ ବର୍ଗ କି.ମି. |
ରାଜଧାନୀ | ବର୍ଲିନ୍ |
ମୁଖ୍ୟ ଭାଷା | ଜର୍ମାନ |
ପ୍ରଚଳିତ ମୁଦ୍ରା | ୟୁରୋ |
୧୫• ଗ୍ରୀସ୍
ସ୍ଵାଧୀନତା ଦିବସ | ୨୫ ମାର୍ଚ୍ଚ ୧୮୨୧ |
ଆୟତନ | ୧,୩୧,୯୯୦ ବର୍ଗ କି.ମି. |
ରାଜଧାନୀ | ଏଥେନ୍ସ |
ମୁଖ୍ୟ ଭାଷା | ଗ୍ରୀକ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
୧୬• ହଙ୍ଗେରୀ
ସ୍ଵାଧୀନତା ଦିବସ | ୧୦୦୦ ମସିହା |
ଆୟତନ | ୯୩ , ୦୩୩ ବର୍ଗ କି.ମି. |
ରାଜଧାନୀ | ବୁଦାପେଷ୍ଟ |
ମୁଖ୍ୟ ଭାଷା | ହଙ୍ଗେରିଆନ୍ |
ପ୍ରଚଳିତ ମୁଦ୍ରା | ଫୋରିଣ୍ଟ |
୧୭• ଆଇସ୍ଲାଣ୍ଡ
ସ୍ଵାଧୀନତା ଦିବସ | ୧୭ ଜୁନ୍ ୧୯୪୪ |
ଆୟତନ | ୧,୦୩, ୦୦୦ ବର୍ଗ କି.ମି. |
ରାଜଧାନୀ | ରେଇକ୍ଜାଭିକ୍ |
ମୁଖ୍ୟ ଭାଷା | ଆଇସଲାଣ୍ଡିକ୍ |
ପ୍ରଚଳିତ ମୁଦ୍ରା | କ୍ରୋନା |
୧୮• ଆର୍ୟଲାଣ୍ଡ
ସ୍ଵାଧୀନତା ଦିବସ | ୬ ଡିସେମ୍ବର ୧୯୨୧ |
ଆୟତନ | ୭୦,୨୭୩ ବର୍ଗ କି.ମି. |
ରାଜଧାନୀ | ଡବଲିନ୍ |
ମୁଖ୍ୟ ଭାଷା | ଆଇରିଶ୍, ଇଂରାଜୀ |
ପ୍ରଚଳିତ ମୁଦ୍ରା | ୟୁରୋ |
୧୯• ଇଟାଲୀ
ସ୍ଵାଧୀନତା ଦିବସ | ୧୭ ମାର୍ଚ୍ଚ ୧୮୬୧ |
ଆୟତନ | ୩,୦୧,୩୩୬ ବର୍ଗ କି.ମି. |
ରାଜଧାନୀ | ରୋମ୍ |
ମୁଖ୍ୟ ଭାଷା | ଇଟାଲିଆନ |
ପ୍ରଚଳିତ ମୁଦ୍ରା | ୟୁରୋ |
୨୦• ଲାଟିଭିଆ
ସ୍ଵାଧୀନତା ଦିବସ | ୨୧ ଅଗଷ୍ଟ ୧୯୯୧ |
ଆୟତନ | ୬୪,୫୫୯ ବର୍ଗ କି.ମି. |
ରାଜଧାନୀ | ରିଗା |
ମୁଖ୍ୟ ଭାଷା | ଲାଟିଭିଆନ |
ପ୍ରଚଳିତ ମୁଦ୍ରା | ଲାଟସ୍ |
୨୧• ଲିକ୍ ଟେନଷ୍ଟିନ
ସ୍ଵାଧୀନତା ଦିବସ | ୨୩ ଜାନୁଆରୀ ୧୭୧୯ |
ଆୟତନ | ୧୬୦ ବର୍ଗ କି.ମି. |
ରାଜଧାନୀ | ଭାଦୁଜ |
ମୁଖ୍ୟ ଭାଷା | ଜର୍ମାନ |
ପ୍ରଚଳିତ ମୁଦ୍ରା | ସୁବାସଫ୍ରାଙ୍କ୍ |
୨୨• ଲାଥୁନିଆ
ସ୍ଵାଧୀନତା ଦିବସ | ୧୧ ମାର୍ଚ୍ଚ ୧୯୯୦ |
ଆୟତନ | ୬୫, ୩୦୦ ବର୍ଗ କି.ମି. |
ରାଜଧାନୀ | ଭିଲ୍ନିସ୍ |
ମୁଖ୍ୟ ଭାଷା | ଲିଥୁନିଆନ |
ପ୍ରଚଳିତ ମୁଦ୍ରା | ଲିଟାସ୍ |
୨୩• ଲକ୍ସମବର୍ଗ
ସ୍ଵାଧୀନତା ଦିବସ | ୧୮୩୯ ମସିହା |
ଆୟତନ | ୨୫୮୬ ବର୍ଗ କି.ମି. |
ରାଜଧାନୀ | ଲକ୍ସମବର୍ଗ |
ମୁଖ୍ୟ ଭାଷା | ଲୁକସମବର୍ଗିଆନ୍, ଫ୍ରେଞ୍ଚ୍, ଜର୍ମାନ |
ପ୍ରଚଳିତ ମୁଦ୍ରା | ୟୁରୋ |
୨୪•ମାସିଡୋନିଆ
ସ୍ଵାଧୀନତା ଦିବସ | ୮ ସେପ୍ଟେମ୍ବର ୧୯୯୧ |
ଆୟତନ | ୨୫,୭୧୩ ବର୍ଗ କି.ମି. |
ରାଜଧାନୀ | ସ୍କୋପିଜ୍ |
ମୁଖ୍ୟ ଭାଷା | ମାସିଡୋନିଆନ୍, ଆଲବାତିଆନ |
ପ୍ରଚଳିତ ମୁଦ୍ରା | ଦିନାର |
୨୫• ମାଲଟା
ସ୍ଵାଧୀନତା ଦିବସ | ୨୧ ସେପ୍ଟେମ୍ବର ୧୯୬୪ |
ଆୟତନ | ୩୧୬ ବର୍ଗ କି.ମି. |
ରାଜଧାନୀ | ଭାଲେଟା |
ମୁଖ୍ୟ ଭାଷା | ମାଲଟିଜ, ଇଂରାଜୀ |
ପ୍ରଚଳିତ ମୁଦ୍ରା | ୟୁରୋ |
୨୬• ମାଲଡୋଭା
ସ୍ଵାଧୀନତା ଦିବସ | ୨୭ ଅଗଷ୍ଟ ୧୯୯୧ |
ଆୟତନ | ୩୩, ୮୪୬ ବର୍ଗ କି.ମି. |
ରାଜଧାନୀ | ଚିସ୍ନାଭ |
ମୁଖ୍ୟ ଭାଷା | ମୋଲଡୋଭାନ |
ପ୍ରଚଳିତ ମୁଦ୍ରା | ଲିଉ |
୨୭• ମୋନାକୋ
ସ୍ଵାଧୀନତା ଦିବସ | ୧୪୧୯ ମସିହା |
ଆୟତନ | ୨.୦୨ ବର୍ଗ କି.ମି. |
ରାଜଧାନୀ | ମୋନାକୋ |
ମୁଖ୍ୟ ଭାଷା | ଫ୍ରେଞ୍ଚ |
ପ୍ରଚଳିତ ମୁଦ୍ରା | ୟୁରୋ |
୨୮• ନେଦରଲ୍ୟାଣ୍ଡ
ସ୍ଵାଧୀନତା ଦିବସ | ୧୫୭୯ ମସିହା |
ଆୟତନ | ୪୧,୮୫୦ ବର୍ଗ କି.ମି. |
ରାଜଧାନୀ | ଆମଷ୍ଟରଡାମ୍ |
ମୁଖ୍ୟ ଭାଷା | ଡଚ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
୨୯• ନରୱେ
ସ୍ଵାଧୀନତା ଦିବସ | ୭ ଜୁନ୍ ୧୯୦୫ |
ଆୟତନ | ୩,୨୩, ୮୦୨ ବର୍ଗ କି.ମି. |
ରାଜଧାନୀ | ଓସଲୋ |
ମୁଖ୍ୟ ଭାଷା | ନରଓରିଆନ୍ |
ପ୍ରଚଳିତ ମୁଦ୍ରା | ନରୱେ କ୍ରୋନ୍ |
୩୦• ପୋଲାଣ୍ଡ
ସ୍ଵାଧୀନତା ଦିବସ | ୧୧ ନଭେମ୍ବର ୧୯୧୮ |
ଆୟତନ | ୩, ୧୨, ୬୭୯ ବର୍ଗ କି.ମି. |
ରାଜଧାନୀ | ୱାର୍ସ |
ମୁଖ୍ୟ ଭାଷା | ପୋଲିଶ୍ |
ପ୍ରଚଳିତ ମୁଦ୍ରା | ଜ୍ଲୋଟ୍ |
୩୧• ପର୍ତ୍ତୁଗାଲ୍
ସ୍ଵାଧୀନତା ଦିବସ | ୧୧୪୩ ମସିହା |
ଆୟତନ | ୯୨,୦୯୦ ବର୍ଗ କି.ମି. |
ରାଜଧାନୀ | ଲିସ୍ବନ୍ |
ମୁଖ୍ୟ ଭାଷା | ପର୍ତ୍ତୁଗୀଜ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
୩୨• ରୋମାନିଆ
ସ୍ଵାଧୀନତା ଦିବସ | ୯ ମେ ୧୮୭୭ |
ଆୟତନ | ୨,୩୮,୩୯୧ ବର୍ଗ କି.ମି. |
ରାଜଧାନୀ | ବୁଖାରେଷ୍ଟ |
ମୁଖ୍ୟ ଭାଷା | ରୋମାନିଆ |
ପ୍ରଚଳିତ ମୁଦ୍ରା | ଲିଉ |
୩୩• ଋଷିଆ
ସ୍ଵାଧୀନତା ଦିବସ | ୨୪ ଅଗଷ୍ଟ ୧୯୯୧ |
ଆୟତନ | ୧,୭୦,୯୮,୨୪୬ ବର୍ଗ କି.ମି. |
ରାଜଧାନୀ | ମସ୍କୋ |
ମୁଖ୍ୟ ଭାଷା | ରସିଆନ୍ |
ପ୍ରଚଳିତ ମୁଦ୍ରା | ରୁବଲ୍ |
୩୪• ସାନମାରିନୋ
ସ୍ଵାଧୀନତା ଦିବସ | ୩ ସେପ୍ଟେମ୍ବର ୩୦୧ ଖ୍ରୀଷ୍ଟାବ୍ଦ |
ଆୟତନ | ୬୧ ବର୍ଗ କି.ମି. |
ରାଜଧାନୀ | ସାନମାରିନୋ |
ମୁଖ୍ୟ ଭାଷା | ଇଟାଲିଆନ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
୩୫• ସର୍ବିଆ
ସ୍ଵାଧୀନତା ଦିବସ | ୨୭ ଅପ୍ରେଲ୍ ୧୯୯୨ |
ଆୟତନ | ୮୮, ୩୬୧ ବର୍ଗ କି.ମି. |
ରାଜଧାନୀ | ବେଲ୍ଗ୍ରେଡ |
ମୁଖ୍ୟ ଭାଷା | ସର୍ବିଆନ୍ |
ପ୍ରଚଳିତ ମୁଦ୍ରା | ସର୍ବିଆର ଦିନାର |
୩୬• ସ୍ଳୋଭାକିଆ
ସ୍ଵାଧୀନତା ଦିବସ | ୧ ଜାନୁଆରୀ ୧୯୯୩ |
ଆୟତନ | ୪୯,୦୩୬ ବର୍ଗ କି.ମି. |
ରାଜଧାନୀ | ବ୍ରାଟିସ୍ଲେଭା |
ମୁଖ୍ୟ ଭାଷା | ସ୍ଲୋଭାକ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
୩୭• ସ୍ଲୋଭେନିଆ
ସ୍ଵାଧୀନତା ଦିବସ | ୨୫ ଜୁନ୍ ୧୯୯୧ |
ଆୟତନ | ୨୦, ୨୭୩ ବର୍ଗ କି.ମି. |
ରାଜଧାନୀ | ଲୁବ୍ଲିଜାନା |
ମୁଖ୍ୟ ଭାଷା | ସ୍ଳୋଭିନି |
ପ୍ରଚଳିତ ମୁଦ୍ରା | ୟୁରୋ |
୩୮• ସ୍ପେନ
ସ୍ଵାଧୀନତା ଦିବସ | ୧୪୯୨ ମସିହା |
ଆୟତନ | ୫,୦୫,୯୯୨ ବର୍ଗ କି.ମି. |
ରାଜଧାନୀ | ମାଦ୍ରିଦ୍ |
ମୁଖ୍ୟ ଭାଷା | ସ୍ପାନିଶ୍,ଗାଲିସିଆନ୍,ବାସ୍କ,କାଟାଲାନ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
୩୯• ସୁଇଡେନ୍
ସ୍ଵାଧୀନତା ଦିବସ | ୬ ଜୁନ୍ ୧୫୨୩ |
ଆୟତନ | ୪,୫୦,୨୯୫ ବର୍ଗ କି.ମି. |
ରାଜଧାନୀ | ଷ୍ଟକ୍ ହୋମ୍ |
ମୁଖ୍ୟ ଭାଷା | ସ୍ବିଡିଶ |
ପ୍ରଚଳିତ ମୁଦ୍ରା | କ୍ରୋନ୍ |
୪୦• ସୁଇଜରଲ୍ୟାଣ୍ଡ
ସ୍ଵାଧୀନତା ଦିବସ | ୧ ଅଗଷ୍ଟ ୧୨୯୧ |
ଆୟତନ | ୪୧, ୨୮୪ ବର୍ଗ କି.ମି. |
ରାଜଧାନୀ | ବର୍ଣ୍ଣ |
ମୁଖ୍ୟ ଭାଷା | ଜର୍ମାନ, ଫ୍ରେଞ୍ଚ୍,ଇଟାଲିଆନ୍ |
ପ୍ରଚଳିତ ମୁଦ୍ରା | ସୁଇସ୍ଫ୍ରାଙ୍ଗ୍ |
୪୧• ୟୁକ୍ରେନ
ସ୍ଵାଧୀନତା ଦିବସ | ୨୪ ଅଗଷ୍ଟ ୧୯୯୧ |
ଆୟତନ | ୬, ୦୩, ୫୦୦ ବର୍ଗ କି.ମି. |
ରାଜଧାନୀ | କିଏଭ |
ମୁଖ୍ୟ ଭାଷା | ୟୁକ୍ରନିଆନ |
ପ୍ରଚଳିତ ମୁଦ୍ରା | ହ୍ରିବନା |
୪୨• ଯୁକ୍ତରାଜ୍ୟ ( ଗ୍ରେଟ୍ ବ୍ରିଟେନ୍)
ସ୍ଵାଧୀନତା ଦିବସ | ୧୨୮୪ ମସିହା |
ଆୟତନ | ୨, ୪୨,୪୯୫ ବର୍ଗ କି.ମି. |
ରାଜଧାନୀ | ଲଣ୍ଡନ |
ମୁଖ୍ୟ ଭାଷା | ଇଂରାଜୀ |
ପ୍ରଚଳିତ ମୁଦ୍ରା | ପାଉଣ୍ଡ ଷ୍ଟଲିଂ |
୪୩• ମଣ୍ଟେନେଗ୍ରୋ
ସ୍ଵାଧୀନତା ଦିବସ | ୩ ଜୁନ୍ ୨୦୦୬ |
ଆୟତନ | ୧୩, ୮୧୨ ବର୍ଗ କି.ମି. |
ରାଜଧାନୀ | ସେଟିନଜ୍, ପୋଡଗୋରିକା |
ମୁଖ୍ୟ ଭାଷା | ସର୍ବିଆନ୍ |
ପ୍ରଚଳିତ ମୁଦ୍ରା | ୟୁରୋ |
More General Knowledge in Odia |
Click Here |
List of European countries Basic Details, List of European countries Basic Details, List of European countries Basic Details, List of European countries Basic Details,