In this blog post, we explore the topic of “Grain Production and Management” from Odisha Class 8 Science Chapter 2, titled “ଶସ୍ୟ ଉତ୍ପାଦନ ଓ ପରିଚାଳନା.” This chapter delves into the essential processes and techniques involved in cultivating grains, a staple in the agricultural practices of Odisha
Odisha Class 8 Science Chapter 2
Sub:ଶସ୍ୟ ଉତ୍ପାଦନ ଓ ପରିଚାଳନା
1. କୌଣସି ପ୍ରକାର ଗୋଟିଏ ଉଦ୍ଭିଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକ ମାତ୍ର ରେ ଚାଷ କରିବାକୁ କଣ କୁହାଯାଏ ?
A. ଅମଳ
B. ଫସଲ
C. କିସମ
D. କୌଣସିଟି ନୁହେଁ
[expand title=”Show Answer”]Ans : B. ଫସଲ[/expand]
2. ଭାରତ ଏକ — ପ୍ରଧାନ ଦେଶ ?
A. ଚାଷ
B. ଫସଲ
C. କୃଷି
D. ବୃଷ୍ଟି
[expand title=”Show Answer”]Ans : C. କୃଷି[/expand]
3.—- ଟି ଉନ୍ନତ କିସମ ର କୃଷିପ୍ରଣାଳୀ ରହିଛି ?
A. ତିନି
B. ଚାରି
C. ଦୁଇ
D. କୌଣସିଟି ନୁହେଁ
[expand title=”Show Answer”]Ans :Ans : C. ଦୁଇ [/expand]
4. .ଦୁଇଟି ଉନ୍ନତ କିସମ ର କୃଷିପ୍ରଣାଳୀ ରହିଛି ଗୋଟିଏ ହେଉଛି ଖରିଫ ଫସଲ ଓ ଅନ୍ୟଟି ହେଉଛି —- ?
A. ଖରିଫ ଫସଲ
B. ରବିଫସଲ
C. ବର୍ଷଫସଲ
D. ମେଘ ଫସଲ
[expand title=”Show Answer”]Ans :Ans : B. ରବିଫସଲ [/expand]
5.ବର୍ଷାଦିନେ ଚାଷ କରାଯାଉଥିବା ଫସଲକୁ କଣ କୁହାଯାଏ ?
A. ଖରିଫ ଫସଲ
B. ରବିଫସଲ
C. ବର୍ଷଫସଲ
D. ମେଘ ଫସଲ
[expand title=”Show Answer”]Ans : Ans : . ଖରିଫ ଫସଲ [/expand]
6. ଖରିଫ ଫସଲକୁ —- ରୁ — ମାସ ଚାଷ କରାଯାଏ ?
A. ଜାନୁଆରୀ ରୁ ଫେବୃଆରୀ
B. ଜୁନ ରୁ ସେପ୍ଟେମ୍ବର
C. ଅଗଷ୍ଟ ରୁ ଅକଟୋବର
D. ଜାନୁଆରୀ ରୁ ଜୁଲାଇ
[expand title=”Show Answer”]Ans : B. ଜୁନ ରୁ ସେପ୍ଟେମ୍ବର [/expand]
7. ଶୀତଦିନେ ଉତ୍ପାଦନ ହେଉଥିବା ଫସଲକୁ କଣ କୁହାଯାଏ ?
A. ଖରିଫ ଫସଲ
B. ରବିଫସଲ
C. ବର୍ଷଫସଲ
D. ମେଘ ଫସଲ
[expand title=”Show Answer”]Ans :B.ରବିଫସଲ [/expand]
8. ଧାନ, ମକା, ସୋୟାବିନ, ଚିନାବାଦାମ, କପା — ଫସଲ ର ଉଦାହରଣ ?
A. ଖରିଫ ଫସଲ
B. ରବିଫସଲ
C. ବର୍ଷଫସଲ
D. ମେଘ ଫସଲ
[expand title=”Show Answer”]Ans : A. ଖରିଫ ଫସଲ [/expand]
9. ରବିଫସଲ — ରୁ —- ମାସ ଚାଷ କରାଯାଏ ?
A. ଜାନୁଆରୀ ରୁ ଫେବୃଆରୀ
B. ଜୁନ ରୁ ସେପ୍ଟେମ୍ବର
C. ଅକଟୋବର ରୁ ମାର୍ଚ୍ଚ
D. ଜାନୁଆରୀ ରୁ ଜୁଲାଇ
[expand title=”Show Answer”]Ans : C. ଅକଟୋବର ରୁ ମାର୍ଚ୍ଚ [/expand]
10. ଗହମ, ବୁଟ, ମଟର, ସୋରିଷ, ରାଶି —- ଫସଲ ଅନ୍ତର୍ଗତ ଅଟେ ?
A. ଖରିଫ ଫସଲ
B. ରବିଫସଲ
C. ବର୍ଷଫସଲ
D. ମେଘ ଫସଲ
[expand title=”Show Answer”]Ans : B. ରବିଫସଲ [/expand]
11.ଡାଲି ଜାତୀୟ ଓ ପନିପରିବା —- ଋତୁରେ ଚାଷ କରାଯାଏ ?
A. ଗ୍ରୀଷ୍ମ
B. ବର୍ଷା
C. ଶୀତ
D. ଶରତ
[expand title=”Show Answer”]Ans : A. ଗ୍ରୀଷ୍ମ [/expand]
12. ଶୀତଦିନେ କାହିଁକି ଧାନ ଉତ୍ପାଦନ ହୁଏ ନାହିଁ ?
A. ଧାନ ଏକ ଖରିଫ ଫସଲ
B. ଧାନ ଏକ ରବି ଫସଲ
C. ଉଭୟ a & b
D. କୌଣସିଟି ନୁହେଁ
[expand title=”Show Answer”]Ans : A. ଧାନ ଏକ ଖରିଫ ଫସଲ [/expand]
13. ଧାନ କେଉଁ ଋତୁ ରେ ଚାଷ କରାଯାଏ ?
A. ଗ୍ରୀଷ୍ମ
B. ବର୍ଷା
C. ଶୀତ
D. ଶରତ
[expand title=”Show Answer”]Ans : A. ବର୍ଷା [/expand]
14. କୃଷି ପାଇଁ ବିଭିନ୍ନ କାର୍ଯ୍ୟ ଆବଶ୍ୟକ ଏହି ପ୍ରକାର କାର୍ଯ୍ୟକଳାପକୁ କଣ କୁହାଯାଏ ?
A. ଫସଲ
B. କୃଷି ପ୍ରଣାଳୀ
C. ମଞ୍ଜି ବୁଣା
D. ଅମଳ
[expand title=”Show Answer”]Ans : B. କୃଷି ପ୍ରଣାଳୀ [/expand]
15. କେଉଁଟି କୃଷି ପ୍ରଣାଳୀ ନୁହେଁ ?
A. ମୃତ୍ତିକା ପ୍ରସ୍ତୁତି
B. ଅମଳ
C. ଜଳସେଚନ
D. ମଞ୍ଜି ନ ବୁଣିବା
[expand title=”Show Answer”]Ans : D. ମଞ୍ଜି ନ ବୁଣିବା [/expand]
16. ଶସ୍ୟ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି —- ସୋପାନ ?
A. ଶେଷ ସୋପାନ
B. ମାଧମ ସୋପାନ
C. ପ୍ରଥମ ସୋପାନ
D. କୋଣସିଟି ନୁହେଁ
[expand title=”Show Answer”]Ans : C. ପ୍ରଥମ ସୋପାନ [/expand]
17. —- ର ମୁଖ୍ୟ ଉଦେଶ୍ୟ ହେଉଛି ମାଟିକୁ ତଳ ଉପର କରି ଫସଫସିଆ ଏବଂ ହାଲୁକା କରିବା ?
A. ଅମଳ
B. କୃଷି
C. ଚାଷ
D. ଫସଲ
[expand title=”Show Answer”]Ans : B. କୃଷି [/expand]
18.ହାଲୁକା ମୃତ୍ତିକା —- ଓ —- ବୃଦ୍ଧି ରେ ସହାୟକ ହୁଏ ?
A. ପୋକ ଓ ଜୋକ
B. ଜଳ ଓ ମାଟି
C. ଜିଆ ଓ ଅଣୁଜୀବ
D. କୌଣସିଟି ନୁହେଁ
[expand title=”Show Answer”]Ans : C. ଜିଆ ଓ ଅଣୁଜୀବ [/expand]
19. କିଏ କୃଷକର ବନ୍ଧୁ ?
A. ପୋକ ଓ ଜୋକ
B. ଜଳ ଓ ମାଟି
C. ଜିଆ ଓ ଅଣୁଜୀବ
D. କୌଣସିଟି ନୁହେଁ
[expand title=”Show Answer”]Ans : C. ଜିଆ ଓ ଅଣୁଜୀବ [/expand]
20. କିଏ ମାଟିକୁ ତଳ ଉପର କରି ହାଲୁକା କରିବା ସହିତ ଖତିର ବା ହ୍ୟୁମସ ବୃଦ୍ଧି କରିଥାନ୍ତି ?
A. ପୋକ ଓ ଜୋକ
B. ଜଳ ଓ ମାଟି
C. ଜିଆ ଓ ଅଣୁଜୀବ
D. କୌଣସିଟି ନୁହେଁ
[expand title=”Show Answer”]Ans : C. ଜିଆ ଓ ଅଣୁଜୀବ [/expand]
21. ମୃତ୍ତିକାକୁ ତଳ ଉପର ଏବଂ ହାଲୁକା କରିବା ପଦ୍ଧତି କୁ —- କରିବା କୁହାଯାଏ ?
A. ଲଙ୍ଗଳ କରିବା
B. ହଳ କରିବା
C. ଫସଫସିଆ କରିବା
D. ମଞ୍ଜିବୁଣିବା
[expand title=”Show Answer”]Ans : B. ହଳ କରିବା [/expand]
22. ହଳ କରିବା — ଦ୍ୱାରା ହୁଏ ?
A. କୋଦଳା
B. ଛୁରୀ
C.ଲଙ୍ଗଳ
D. କୋଣସିଟି ନୁହେଁ
[expand title=”Show Answer”]Ans : C. ଲଙ୍ଗଳ [/expand]
23. ଲଙ୍ଗଳ — ରେ ତିଆରି ?
A. ବାଉଁଶ
B. କାଠ କିମ୍ବା ଲୁହା
C. ମାଟି
D. କୁଟା
[expand title=”Show Answer”]Ans : କାଠ କିମ୍ବା ଲୁହା [/expand]
24. ହଳ ସମୟରେ ବାହାରି ପଢିଥିବା ବଡ ବଡ ମାଟିଖଣ୍ଡକୁ —– କୁହାଯାଏ ?
A. ମାଟିଟେଳା
B. ଫସଲ
C. ମହି
D. ଈଶ
[expand title=”Show Answer”]Ans :A. ମାଟିଟେଳା [/expand]
25 .—- କାର୍ଯ୍ୟ ପାଇଁ ଲଙ୍ଗଳ, କୋଦାଳ, ଆବଶ୍ୟକ ?
A. ଲଙ୍ଗଳ କରିବା
B. ହଳ କରିବା
C. ଫସଫସିଆ କରିବା
D. ମଞ୍ଜିବୁଣିବା
[expand title=”Show Answer”]Ans : D. ମଞ୍ଜିବୁଣିବା [/expand]
26. ବହୁ ପୁରାତନ କାଳରୁ ଜମି କର୍ଷଣ, ସାରା ବୁଣିବା ଏବଂ ଘାସ ଦମନ ପାଇଁ —- ବ୍ୟବହାର ହଉଥିଲା?
A. ଦାଉଲା
B. କୁରାଢ଼ୀ
C. ହଳଲଙ୍ଗଳ
D. କୌଣସିଟି ନୁହେଁ
[expand title=”Show Answer”]Ans : C. ହଳଲଙ୍ଗଳ [/expand]
27. ହଳଲଙ୍ଗଳ ରେ ଗୋଟିଏ ତ୍ରିଭୁଜାକୃତି ଏକ ଲୁହା ପ୍ଲେଟ ଥାଏ ତାହାକୁ କଣ କୁହାଯାଏ ?
A. ମାଟିଟେଳା
B. ଫସଲ
C. ମହି
D.ଲଙ୍ଗଳମୁଣ୍ଡା
[expand title=”Show Answer”]Ans : (D.)ଲଙ୍ଗଳମୁଣ୍ଡା: [/expand]
28. ଲଙ୍ଗଳର ଲମ୍ବା ଅଂଶକୁ — କୁହାଯାଏ
A.ମାଟିଟେଳା
B. ଈଷ
C. ମହି
D.ଲଙ୍ଗଳମୁଣ୍ଡା
[expand title=”Show Answer”]Ans :B. ଈଷ [/expand]
29. ଲଙ୍ଗଳର ହାତରେ ଧରିଥିବା ଅଂଶକୁ —- କୁହାଯାଏ ?
A.ମାଟିଟେଳା
B. ଈଷ
C. କଣ୍ଟି
D.ଲଙ୍ଗଳମୁଣ୍ଡା
[expand title=”Show Answer”]Ans : କଣ୍ଟି [/expand]
30.ଈଷ ର ଅନ୍ୟ ପ୍ରାନ୍ତଟି — ସହିତ ଦଉଡ଼ି ଦ୍ୱାରା ସଂଯୁକ୍ତ ହୋଇଥାଏ ?
A.ଜୁଆଳି
B. ଈଷ
C. କଣ୍ଟି
D.ଲଙ୍ଗଳମୁଣ୍ଡା
[expand title=”Show Answer”]Ans : A.ଜୁଆଳି [/expand]
31. ଆଜିକାଲି ଜମି ହଳ କରିବା ପାଇଁ ଟ୍ରାକ୍ଟର ଦ୍ୱାରା ଟଣାଯାଉଥିବା —- ବ୍ୟବହାର ହେଉଛି?
A. ଲଙ୍ଗଳ
B. କୁରାଢ଼ୀ
C. ହଳଲଙ୍ଗଳ
D. କୌଣସିଟି ନୁହେଁ
[expand title=”Show Answer”]Ans : A. ଲଙ୍ଗଳ [/expand]
32. — ଯନ୍ତ୍ର ଦ୍ୱାରା ମାଟିକୁ ହନି ହାଲୁକା କରିବା ସହ ଅନାବନା ଘାସ ସସଫା କରାଯାଏ ?
A. ଲଙ୍ଗଳ
B. କୋଦାଳ
C. ହଳଲଙ୍ଗଳ
D. କୌଣସିଟି ନୁହେଁ
[expand title=”Show Answer”]Ans: B. କୋଦାଳ [/expand]
33. ପାରମ୍ପରିକ ପଦ୍ଧତିରେ ମଞ୍ଜି ବୁଣିବା ପାଇଁ —- ସଦୃଶ ଯନ୍ତ୍ର ବ୍ୟବହାର କରାଯାଉଥିଲା?
A.. କାହାଳୀ
B. କୋଦାଳ
C. ଛୁରୀ
D. କୌଣସିଟି ନୁହେଁ
[expand title=”Show Answer”]Ans : A.. କାହାଳୀ [/expand]
34. ଆଜିକଷୁଳି ଟ୍ରାକ୍ଟର ରେ ଖଞ୍ଜାଯାଇଥିବ —- ଯନ୍ତ୍ର ଦ୍ୱାରା ମଞ୍ଜିବୁଣିବା କାର୍ଯ୍ୟ ହୋଇପାରୁଛି ?
A.କାହାଳୀ
B. କୋଦାଳ
C. ଡ୍ରିଲିଙ୍ଗ
D. କୌଣସିଟି ନୁହେଁ
[expand title=”Show Answer”]Ans : C . ଡ୍ରିଲିଙ୍ଗ [/expand]
35. ମୃତ୍ତିକାରେ ଗଛ ହୃଷ୍ଟପୃଷ ହୋଇ ବଢିବା ପାଇଁ ଯେଉଁ ପୋଷାକ ଅତିରିକ୍ତ ଭାବେ ପ୍ରୟୋଗ କରାଯାଏ ତାହାକୁ କଣ କୁହାଯାଏ ?
A. ବିଷ
B. ଖତ
C. ଲୁଣ
D. ସୋଢା
[expand title=”Show Answer”]Ans : B. ଖତ [/expand]
36. ରାସାୟନିକ ସାରଗୁଡିକୁ —- ରେ ତିଆରି କରାଯାଏ ?
A. ବିଲରେ
B. ଘରେ
C.କାରଖାନା
D.ଜଙ୍ଗଲ
[expand title=”Show Answer”]Ans : C.କାରଖାନା [/expand]
37. — ସାରା ପକାଇଲେ ଯଶ୍ମିରେ ଉର୍ବରତା କମିଯାଏ ?
A. ଖତ
B. ଜୈବିକ ସାର
C. ରାସାୟନିକ ସାର
D. କୌଣସିଟି ନୁହେଁ
[expand title=”Show Answer”]Ans : [/expand]
Ans : C. ରାସାୟନିକ ସାର 38. —- ମୃତ୍ତିକା ପ୍ରଦୂଷଣର ଏକ ଉତ୍ସ ?
A.ଖତ
B. ଜୈବିକ ସାର
C. ରାସାୟନିକ ସାର
D. କୌଣସିଟି ନୁହେଁ
[expand title=”Show Answer”]Ans : C. ରାସାୟନିକ ସାର [/expand]
39. —- ପ୍ରୟୋଗ ଦ୍ୱାରା ଜମିର ଉର୍ବରତା ବଢ଼ି ଥାଏ ?
A.ଖତ
B. ଜୈବିକ ସାର
C. ରାସାୟନିକ ସାର
D. କୌଣସିଟି ନୁହେଁ
[expand title=”Show Answer”]Ans :A.ଖତ [/expand]
40. —- ଏକ ଅଜୈବିକ ସାର ?
A.ଖତ
B. ଜୈବିକ ସାର
C. ରାସାୟନିକ ସାର
D. କୌଣସିଟି ନୁହେଁ
[expand title=”Show Answer”]Ans :C. ରାସାୟନିକ ସାର [/expand]
41. —- ମୃତିକାର ହ୍ୟୁମସ ଦେଇ ନଥାଏ ?
A.ଖତ
B. ଜୈବିକ ସାର
C. ରାସାୟନିକ ସାର
D. କୌଣସିଟି ନୁହେଁ
[expand title=”Show Answer”]Ans :(C). ରାସାୟନିକ ସାର [/expand]
42. — ଜମିରେ ପ୍ରସ୍ତୁତ ହୁଏ ?
A.ଖତ
B. ଜୈବିକ ସାର
C. ରାସାୟନିକ ସାର
D. କୌଣସିଟି ନୁହେଁ
[expand title=”Show Answer”]Ans :(A).ଖତ [/expand]
43.— ମୃତ୍ତିକାରୁ ପ୍ରଚୁର ପରିମାଣରେ ହ୍ୟୁମସ ଯୋଗାଇଥାଏ ?
A.ଖତ
B. ଜୈବିକ ସାର
C. ରାସାୟନିକ ସାର
D. କୌଣସିଟି ନୁହେଁ
[expand title=”Show Answer”]Ans : (A).ଖତ [/expand]
44. ଉଦ୍ଭିଦ ଦେହରେ —- ଭାଗ ଜଳ ରହିଛି ?
A. 50
B.30
C.90
D.100
[expand title=”Show Answer”]Ans : (C).90 [/expand]
45. ନିର୍ଦିଷ୍ଟ ସମୟ ବ୍ୟବଧାନରେ ଫସଲକୁ ଆବଶ୍ୟକ ଜଳ ଯୋଗାଇଦେବାକୁ — କୁହାଯାଏ ?
A. ଫସଲ
B. ଅମଳ
C. ଜଳସେଚନ
D. ପୋଷଣ
[expand title=”Show Answer”]Ans 🙁 C). ଜଳସେଚନ [/expand]
46. ନଦୀ, ହ୍ରଦ ପୋଖରୀ, କୂପ, ନଳକୂପ — ର ଉତ୍ସ ?
A.ଫସଲ
B. ଅମଳ
C. ଜଳସେଚନ
D. ପୋଷଣ
[expand title=”Show Answer”]Ans : (C.) ଜଳସେଚନ [/expand]
47. କେଉଁଟି ପୁରାତନ ପଦ୍ଧତି ନୁହେଁ ?
A. ମୋଟ
B. ଚେନ ପମ୍ପ
C. ତେଣ୍ଡା
D. କଣ୍ଟି
[expand title=”Show Answer”]Ans : (D.) କଣ୍ଟି [/expand]
48. ପର୍ଯ୍ୟାପ୍ତ ଜଳ ପାଉନଥିବା ଅସମତଳ ସ୍ଥାନରେ —- ପଦ୍ଧତି ରେ ଜଳସେଚନ କରାଯାଏ ?
A. ମୋଟ
B. ଚେନ ପମ୍ପ
C. ତେଣ୍ଡା
D. ଛିଞ୍ଛା ପଦ୍ଧତି
[expand title=”Show Answer”]Ans : (D)ଛିଞ୍ଛା ପଦ୍ଧତି [/expand]
50. — ପଦ୍ଧତିରେ ଜଳ ବୁନ୍ଦାବୁନ୍ଦା ହୋଇ ଉଦ୍ଭିଦ ମୂଳରେ ପଡ଼ିଥାଏ ?
A. ବୁନ୍ଦା ପଦ୍ଧତି
B. ଚେନ ପମ୍ପ
C. ତେଣ୍ଡା
D. ଛିଞ୍ଛା ପଦ୍ଧତି
[expand title=”Show Answer”]Ans :(A). ବୁନ୍ଦା ପଦ୍ଧତି [/expand]
51. ଜମିରେ ଫସଲ ସହିତ ଅନ୍ୟ କେତେକ ଅନାବନା ଗଛ ଆପେ ଆପେ ବଢିଥାଏ ତାହାକୁ କଣ କୁହାଯାଏ?
A. ନିର୍ମୁଳି
B. ଘାସ
C. ବାଳୁଙ୍ଗା
D. ତୃଣକ
[expand title=”Show Answer”]Ans 🙁 D) ତୃଣକ [/expand]
52. ଜମିରେ ଆପେ ବଢ଼ି ଥିବା ଅନାବନା ଫଛା ଦମନ କରିବାକୁ କଣ କୁହାଯାଏ ?
A ନିର୍ମୁଳି
B. ଘାସ
C. ବାଳୁଙ୍ଗା
D. ତୃଣକ ଦମନ
[expand title=”Show Answer”]Ans : (D.) ତୃଣକ ଦମନ [/expand]
53. 2,4.D ଏକ —- ଅଟେ?
A ନିର୍ମୁଳି
B. ଘାସ
C. ବାଳୁଙ୍ଗା
D. ତୃଣକ ଦମନ
[expand title=”Show Answer”]Ans : (D) ତୃଣକ ଦମନ [/expand]
54. ପାକଲା ଫସଲକୁ କାଟି ଖଳାକୁ ଆଣିବାକୁ —- କୁହାଯାଏ ?
A. ଫସଲ
B. ଅମଳ
C.both a & b
D. କୌଣସିଟି ନୁହେଁ
[expand title=”Show Answer”]Ans : (B)ଅମଳ [/expand]
55. ଶସ୍ୟ ଜାତୀୟ ଫସଲସକୁ ପବନରେ ଉଡାଇ ଅଗାଡି ଓ ଧୁଷ ଅଲଗା କରିବା ପାଇଁ —- ଯନ୍ତ୍ର ବାହାରିଛି ?
A. ଟ୍ରାକ୍ଟର
B. ଲଙ୍ଗଳ
C. କମ୍ବାଇନ
D.କୌଣସିଟି ନୁହେଁ
[expand title=”Show Answer”]Ans :(C). କମ୍ବାଇନ [/expand]
56. ଅମଳ ହୋଇଥବା ଦାନାକୁ କୁଲା ବା ମେସିନ ସାହାଯ୍ୟରେ ଉଡାଇ ଅଲଗା କରି ମଞ୍ଜି ସଂଗ୍ରହ କରିବାକୁ —- କୁହାଯାଏ ?
A.ଉଇନୋଇଙ୍ଗ
B. ଲଙ୍ଗଳ
C. କମ୍ବାଇନ
D.କୌଣସିଟି ନୁହେଁ
Ans :(A).ଉଇନୋଇଙ୍ଗ
[expand title=”Show Answer”]Ans : [/expand]
57. — ବ୍ୟବହାର କ୍ଷରି ଘରେ ଖାଦ୍ୟଶସ୍ୟ ସାଇତି ରଖାଯାଏ ?
A. ଆମ୍ବ ପତ୍ର
B. କଲରା ପତ୍ର
C. ପଣସ ପତ୍ର
D. ନିମ୍ବ ପତ୍ର
[expand title=”Show Answer”]Ans 🙁 D). ନିମ୍ବ ପତ୍ର [/expand]
58. ମାଛରୁ — ତେଲ ପାଉ ?
A. ରିଫାଇନ
B. ଓଲିଭ ତେଲ
C. କଡ଼ ଲିଭର ତେଲ
D. କୌଣସିଟି ନୁହେଁ
[expand title=”Show Answer”]Ans :. (C)କଡ଼ ଲିଭର ତେଲ [/expand]
59. ଘରେ ବା ଫାର୍ମ ରେ ପଶୁମାନଙ୍କୁ ଉପଯୁକ୍ତ ଖାଦ୍ୟଓ ରହିବ ସ୍ଥାନ ଯୋଗାଇ ଯତ୍ନ ସହ ରଖିବାକୁ — କହନ୍ତି ?
A. ତୃଣକ
B. ଫସଲ
C. ପଶୁପାଳନ
D. କୌଣସି ନୁହେଁ
[expand title=”Show Answer”]Ans :. (C)ପଶୁପାଳନ [/expand]
60.— ପଦ୍ଧତିରେ ପାଣି କମ୍ ନଷ୍ଟ ହୁଏ ?
A. ବୁନ୍ଦା ପଦ୍ଧତି
B. ଚେନ ପମ୍ପ
C. ତେଣ୍ଡା
D. ଛିଞ୍ଛା ପଦ୍ଧତି
Ans : (A). ବୁନ୍ଦା ପଦ୍ଧତି