Class 8 Social Science Geography Chapter 2 Land, Soil, Water, Natural Vegetation and Wildlife Resources
Class 8 Social Science Geography Chapter 2 Land, Soil, Water, Natural Vegetation and Wildlife Resources
ପ୍ରକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀ
ପ୍ରକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀ
1. ମନୁଷ୍ୟର ବିନା ସାହାଯ୍ୟରେ ଆପେ ଆପେ ଜନ୍ମି, ବଢିଥିବା ବୃକ୍ଷ, ଲତା, ଓ ତୃଣ, ଆଦିକୁ କଣ କୁହାଯାଏ ?
A. ପ୍ରାଣୀ
B. ପ୍ରାକୃତିକ ଉଦ୍ଭିଦ
C. କୃତ୍ରିମ ଉଦ୍ଭିଦ
D. କୌଣସିଟି ନୁହେଁ
[expand title=”Show Answer”]B. ପ୍ରାକୃତିକ ଉଦ୍ଭିଦ [/expand]
2. ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ମିଳନ ସ୍ଥଳରେ ଥିବା ସଂକୀନ ଅଞ୍ଚଳ ଯେଉଁଠାରେ ପ୍ରାକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀମାନେ ରହିଥାନ୍ତି ତାହାକୁ କଣ କୁହାଯାଏ ?
A. ଅଶ୍ମମଣ୍ଡଳ
B. ବାୟୁମଣ୍ଡଳ
C. ବାରିମଣ୍ଡଳ
D. ଜୈବମଣ୍ଡଳ
[expand title=”Show Answer”]Ans :D. ଜୈବମଣ୍ଡଳ [/expand]
3. — ମନୁଷ୍ୟକୁ ବିଭିନ୍ନ ଭାବରେ ସାହାଯ୍ୟ କରିଥାନ୍ତି ?
A. ପ୍ରାଣୀ
B. ପ୍ରାକୃତିକ ଉଦ୍ଭିଦ
C. କୃତ୍ରିମ ଉଦ୍ଭିଦ
D. କୌଣସିଟି ନୁହେଁ
[expand title=”Show Answer”]Ans :B. ପ୍ରାକୃତିକ ଉଦ୍ଭିଦ [/expand]
4. ଆମେ ପ୍ରଶ୍ଵାସରେ ବ୍ୟବହାର କରୁଥିବା ଅମ୍ଳଜାନ — ଠାରୁ ପାଉ?
A. ପ୍ରାଣୀ
B. ଉଦ୍ଭିଦ
C. Both a&b
D.କୌଣସିଟି ନୁହେଁ
Ans :B. ଉଦ୍ଭିଦ
[expand title=”Show Answer”]Ans :B. ପ୍ରାକୃତିକ ଉଦ୍ଭିଦ [/expand]
A. ଡାୟିକ୍ଲୋଫେନାକ
B. ପେନସିଲିୟମ
C. ବସନ୍ତ
D. ମିଳିମିଳା
[expand title=”Show Answer”]Ans :A. ଡାୟିକ୍ଲୋଫେନାକ [/expand]
6. ପଶୁ ପକ୍ଷୀ, କୀଟପତଙ୍ଗ, ଏପରିକି ଜଳଚର ଜୀବମାନଙ୍କୁ — ରୂପେ ବିବେଚନା କରାଯାଏ ?
A. ଉଦ୍ଭିଦ
B. ପ୍ରାଣୀ
C. ବନ୍ୟପ୍ରାଣୀ
D. ଉପରୁକ୍ତ ସମସ୍ତ
[expand title=”Show Answer”]Ans :C. ବନ୍ୟପ୍ରାଣୀ [/expand]
7. ମହୁମାଛି ଫେଣାରୁ ଆମେ — ସଂଗ୍ରହ କରୁ ?
A. ପିତା
B.ଲୁଣ
C. ମହୁ
D. ରାଗ
[expand title=”Show Answer”]Ans :C. ମହୁ [/expand]
8. କିଏ ଫୁଲରେ ପରାଗ ସଙ୍ଗମ କରେ?
A. କୁକୁଡ଼ା
B. ମହୁମାଛି
C. କୁକୁର
D. ହାତୀ
[expand title=”Show Answer”]Ans :B. ମହୁମାଛି [/expand]
9. — ର ବୃଦ୍ଧି ମୁଖ୍ୟତଃ ଆଲୋକ, ଉତ୍ତାପ ଓ ଆଦ୍ରତା ଉପରେ ନିର୍ଭର କରେ?
A. ଉଦ୍ଭିଦ
B. ପ୍ରାଣୀ
C. ବନ୍ୟପ୍ରାଣୀ
D. ଉପରୁକ୍ତ ସମସ୍ତ
[expand title=”Show Answer”]Ans :A. ଉଦ୍ଭିଦ [/expand]
10. ପୃଥିବୀର ବିଭିନ୍ନ ଅଞ୍ଚଳର ଉଦ୍ଭିଦକୁ — ଭାଗରେ ବିଭକ୍ତ ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ [/expand]
11. ପୃଥିବୀର ମାଧମ ବୃଷ୍ଟିଯୁକ୍ତ ଅଞ୍ଚଳରେ ଛୋଟ ଛୋଟ ଗଛ ଥିବା — ଦେଖାଯାଏ ?
A. ତୃଣଭୂମି
B. କଣ୍ଟାବୁଦା
C. ବଣ ବୁଦା
D ଶିଉଳି
[expand title=”Show Answer”]Ans :A. ତୃଣଭୂମି [/expand]
12. ଅଳ୍ପବୃଷ୍ଟି ହେଉଥିବା ଶୁଷ୍କ ଅଞ୍ଚଳରେ — ଦେଖାଯାଏ?
A.ତୃଣଭୂମି
B. କଣ୍ଟାବୁଦା
C. ବଣ ବୁଦା
D ଶିଉଳି
[expand title=”Show Answer”]Ans :B. କଣ୍ଟାବୁଦା [/expand]
13. — ଅଞ୍ଚଳରେ ଶିଉଳି ଓ ହିମଗୁଳ୍ମ ମୁଖ୍ୟ ଉଦ୍ଭିଦ ?
A. ଗରମ
B. ଶୀତ
C. ଶୁଷ୍କ
D. ମେରୁ
[expand title=”Show Answer”]Ans :D. ମେରୁ [/expand]
14. ମେରୁ ଅଞ୍ଚଳରେ ଶିଉଳି ଓ ହିମଗୁଳ୍ମ ମୁଖ୍ୟ ଉଦ୍ଭିଦ ଦେଖାଯାଏ ତାହାକୁ କଣ କୁହାଯାଏ ?
A. ତୃଣଭୂମି
B. କଣ୍ଟାବୁଦା
C. ବଣ ବୁଦା
D. ତୁନ୍ଦ୍ରା
[expand title=”Show Answer”]Ans 😀 ତୁନ୍ଦ୍ରା [/expand]
15. ବରଫବୃତ ପର୍ବତ ଶିଖର ଗୁଡିକରେ — ଉଦ୍ଭିଦ ଜନ୍ମେ ?
A. ତୃଣଭୂମି
B. କଣ୍ଟାବୁଦା
C. ବଣ ବୁଦା
D. ତୁନ୍ଦ୍ରା
[expand title=”Show Answer”]Ans 😀 ତୁନ୍ଦ୍ରା [/expand]
16. ପତ୍ରଝଡ ଦେବ ଦୃଷ୍ଟିକୋଣରୁ ବିଚାରକଲେ ଜଙ୍ଗଲ — ପ୍ରକାର ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ [/expand]
17. — ଅରଣ୍ୟର ଉଦ୍ଭିଦଗୁଡିକ ଅତିବୃଷ୍ଟି ଅଞ୍ଚଳରେ ଥିବାରୁ ସେଗୁଡିକ ବର୍ଷସାରା ଜଲଭାବର ସମ୍ମୁଖୀନ୍ନ ହୁଅନ୍ତି ନାହିଁ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. କ୍ରାନ୍ତୀୟ
D. ନିରକ୍ଷୀୟ
[expand title=”Show Answer”]Ans :B. ଚିରହରିତ [/expand]
18. — ଅରଣ୍ୟର ପତ୍ର ବର୍ଷ ସାର ସବୁଜ ଥାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. କ୍ରାନ୍ତୀୟ
D. ନିରକ୍ଷୀୟ
[expand title=”Show Answer”]Ans :B. ଚିରହରିତ [/expand]
19. ବିଷୁବରେଖାର ଉଭୟ ପାର୍ଶ୍ୱରେ 5 ଡିଗ୍ରୀ ଉତ୍ତର ଓ 5ଡିଗ୍ରୀ ଦକ୍ଷିଣ ଅକ୍ଷଂଶ ମଧ୍ୟରେ — ଅରଣ୍ୟ ଅବସ୍ଥିତ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. କ୍ରାନ୍ତୀୟ
D. ନିରକ୍ଷୀୟ
[expand title=”Show Answer”]Ans :B. ଚିରହରିତ [/expand]
20. ବିଷୁବରେଖାର ଉଭୟ ପାର୍ଶ୍ୱରେ 5 ଡିଗ୍ରୀ ଉତ୍ତର ଓ 5ଡିଗ୍ରୀ ଦକ୍ଷିଣ ଅକ୍ଷଂଶ ମଧ୍ୟରେ ଉତ୍ତାପ ଓ ଜଳ ର ପ୍ରଚୁଯ୍ୟ ହେତୁ ଶକ୍ତ କାଠ ବିଶିଷ୍ଟ ଘନ, ଚିରହରିତଅରଣ୍ୟ ଦେଖାଯାଏ ତାହାକୁ — ଅରଣ୍ୟ କୁହାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. କ୍ରାନ୍ତୀୟ
D. ନିରକ୍ଷୀୟ
[expand title=”Show Answer”]Ans :D. ନିରକ୍ଷୀୟ [/expand]
21. ଦକ୍ଷିଣ ଆମେରିକାର ଆମଯାନ ଅବବାହିକ, ଆଫ୍ରିକାର କଙ୍ଗୋ ଅବବାହିକ ଓ ଭାରତର ପଶ୍ଚିମଘାଟ ପାର୍ବତମାଳାର ପଶ୍ଚିମାଂଶରେ — — ଅରଣ୍ୟ ଦେଖାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. କ୍ରାନ୍ତୀୟ
D. ନିରକ୍ଷୀୟ
[expand title=”Show Answer”]Ans :D. ନିରକ୍ଷୀୟ [/expand]
22. — ଅରଣ୍ୟରେ ଆବୁଲସ, ମେହଗାନି, ରବର ଇତ୍ୟାଦି ବୃକ୍ଷ ଦେଖାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. କ୍ରାନ୍ତୀୟ
D. ନିରକ୍ଷୀୟ
[expand title=”Show Answer”]Ans :D. ନିରକ୍ଷୀୟ [/expand]
23. ନିରାକ୍ଷୀୟ ଅରଣ୍ୟର ଉଭୟ ପାଶ୍ୱରେ 5°ଉତ୍ତରରୁ 25°ଓ 5°ଦକ୍ଷିଣ ରୁ 25°ଦକ୍ଷିଣ ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ଋତୁକାଳୀନ ବର୍ଷା ହେଉଥିବାରୁ ତାହାକୁ କଣ କୁହାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ନିରକ୍ଷୀୟ
[expand title=”Show Answer”]Ans :C. ମୌସୁମୀ [/expand]
24. ମୌସୁମୀ ଅରଣ୍ୟର ବୃକ୍ଷଗୁଡିକ ବର୍ଷର ଏକ ନିର୍ଦିଷ୍ଟ ଋତୁରେ ପତ୍ରଝଡା ଦେଉଥିବାରୁ ତାହାକୁ — କୁହାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ନିରକ୍ଷୀୟ
[expand title=”Show Answer”]Ans :A. ପର୍ଣ୍ଣମୋଚୀ [/expand]
25. ଦକ୍ଷିଣ -ପୂର୍ବ ଏସିଆ, ଉତ୍ତର ଅଷ୍ଟ୍ରେଲିଆ, ପୂର୍ବ ଆଫ୍ରିକା, ପୂର୍ବ ବ୍ରାଜିଲ, ଓ ପଶ୍ଚିମ ଭାରତୀୟ ଦୀପପୁଞ୍ଜରେ —- ପ୍ରକାର ଅରଣ୍ୟ ଦେଖାଯାଏ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ନିରକ୍ଷୀୟ
[expand title=”Show Answer”]Ans :A. ପର୍ଣ୍ଣମୋଚୀ [/expand]
26. —- ଅରଣ୍ୟରେ ଶାଳ, ପିଆଶାଳ, ଶିଶୁ, ବାଉଁଶ ଇତ୍ୟାଦି ବୃକ୍ଷ ଦେଖାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ନିରକ୍ଷୀୟ
[expand title=”Show Answer”]Ans :A. ପର୍ଣ୍ଣମୋଚୀ [/expand]
27. ଉଭୟ ଗୋଲାର୍ଦ୍ଧରେ 25° ରୁ 65°ଅକ୍ଷଂଶ ମଧ୍ୟରେ ଥିବା ଅରଣ୍ୟକୁ —- ଅରଣ୍ୟ କୁହାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ନାତିଶୀତୋଷ୍ଣ
[expand title=”Show Answer”]Ans :D. ନାତିଶୀତୋଷ୍ଣ [/expand]
28. ନାତିଶୀତୋଷ୍ଣ ଅରଣ୍ୟ — ପ୍ରକାର ?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :B. ଦୁଇ [/expand]
29. ଉଷ୍ଣ ନାତିଶୀତୋଷ୍ଣ ଅରଣ୍ୟ — ଅରଣ୍ୟକୁ ଲାଗିକରି ରହିଥାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. କ୍ରାନ୍ତୀୟ
D. ନିରକ୍ଷୀୟ
[expand title=”Show Answer”]Ans :C. କ୍ରାନ୍ତୀୟ [/expand]
30. — ଅରଣ୍ୟରେ ଦୀର୍ଘ, ତୈଳଯୁକ୍ତ ପତ୍ର ଏବଂ ମୋଟ ବକକଳ ଯୁକ୍ତ ଅଲିଭ ଓ ଓକ ବୃକ୍ଷ ଜନ୍ମେ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ଉଷ୍ଣ ନାତିଶୀତୋଷ୍ଣ
[expand title=”Show Answer”]Ans :D. ଉଷ୍ଣ ନାତିଶୀତୋଷ୍ଣ [/expand]
31. ମହାଦେଶ ଗୁଡିକର ପୂର୍ବ ଓ ପଶ୍ଚିମ ଉପକୂଳ ଏବଂ ଭୂମଧ୍ୟ ସାଗରୀୟ ଦେଶ ଗୁଡିକରେ — ଅରଣ୍ୟ ଦେଖା ଯାଏ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ଉଷ୍ଣ ନାତିଶୀତୋଷ୍ଣ
[expand title=”Show Answer”]Ans :D. ଉଷ୍ଣ ନାତିଶୀତୋଷ୍ଣ [/expand]
32. — ଅରଣ୍ୟର ବୃକ୍ଷ ଗୁଡିକ ସରଳ ବର୍ଗୀୟ, ନରମ କାଠଯୁକ୍ତ ଓ ପାଇନ ଜାତୀୟ ଅଟେ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ଉଷ୍ଣ ନାତିଶୀତୋଷ୍ଣ
[expand title=”Show Answer”]Ans :D. ଉଷ୍ଣ ନାତିଶୀତୋଷ୍ଣ [/expand]
33. — ଅରଣ୍ୟରେ ପାଇନ, ଫିର, ଇତ୍ୟାଦି ବୃକ୍ଷ ଦେଖାଯାଏ ?
A. ପର୍ଣ୍ଣମୋଚୀ
B. ଚିରହରିତ
C. ମୌସୁମୀ
D. ଉଷ୍ଣ ନାତିଶୀତୋଷ୍ଣ
[expand title=”Show Answer”]Ans :D. ଉଷ୍ଣ ନାତିଶୀତୋଷ୍ଣ [/expand]
34. ଓଡ଼ିଶାର ଶତକଡା ପ୍ରାୟ — ଭାଗ ଭୂମିରେ ଅରଣ୍ୟ ଦେଖାଯାଏ ?
A.32
B.45
C.57
D.55
[expand title=”Show Answer”]Ans :A. 32 [/expand]
35. କ୍ରାନ୍ତୀୟ ଆଦ୍ର ପର୍ଣ୍ଣା୍ମୋଚୀ ଅରଣ୍ୟ ସମୁଦାୟ ଅରଣ୍ୟର ଶତକଡା — ଭାଗ?
A.32
B.45
C.80
D.55
[expand title=”Show Answer”]Ans :C. 80 [/expand]
36.ଜଙ୍ଗଲରେ ମୁକ୍ତ ଭାବରେ ବିଚରଣ କରି ବାସ କରୁଥିବା ପଶୁ ପଶୁ, ପକ୍ଷୀ, କୀଟ ପତଙ୍ଗ ଓ ସରୀସୃପ ଆଦିକୁ କଣ କୁହାଯାଏ ?
A. ବନ୍ୟପ୍ରାଣୀ
B. ଜଙ୍ଗଲ
C. ଜାତୀୟ ଉଦ୍ୟାନ
D. ଉଦ୍ୟାନ
[expand title=”Show Answer”]Ans :A. ବନ୍ୟପ୍ରାଣୀ [/expand]
37. ଆହାର ଦୃଷ୍ଟିକୋଣରୁ ବିଚାର କଲେ ବନ୍ୟପ୍ରାଣୀ — ପ୍ରକାର?
A. ଏକ
B. ଦୁଇ
C. ତିନି
D. ଚାରି
[expand title=”Show Answer”]Ans :C. ତିନି [/expand]
38. ଆହାର ଦୃଷ୍ଟିକୋଣରୁ ବିଚାର କଲେ ବନ୍ୟପ୍ରାଣୀ ତିନି ପ୍ରକାର ଯଥା : ତୃଣଭୋଜୀ, ମାଂସାଶୀ, ଓ ଅନ୍ୟଟି — ?
A. ତୃଣଭୋଜୀ
B. ମାଂସାସୀ
C. ଉଭୟଭୋଜି
D. କୌଣସିଟି ନୁହେଁ
[expand title=”Show Answer”]Ans :C. ଉଭୟଭୋଜି [/expand]
39. ହାତୀ, ମୃଗ, ସମ୍ବର, ହରିଣ, ଜେବ୍ରା, ଜିରାଫ, ଆଦି — ବନ୍ୟପ୍ରାଣୀ ?
A. ତୃଣଭୋଜୀ
B. ମାଂସାସୀ
C. ଉଭୟଭୋଜି
D. କୌଣସିଟି ନୁହେଁ
[expand title=”Show Answer”]Ans :A. ତୃଣଭୋଜୀ [/expand]
40. ଯେଉଁମାନେ ନିଜ ଖାଦ୍ୟପାଇଁ ଉଦ୍ଭିଦ ଉପରେ ନିର୍ଭର କରନ୍ତି ତାହାକୁ କଣ କୁହାଯାଏ ?
A. ତୃଣଭୋଜୀ
B. ମାଂସାସୀ
C. ଉଭୟଭୋଜି
D. କୌଣସିଟି ନୁହେଁ
[expand title=”Show Answer”]Ans :A. ତୃଣଭୋଜୀ [/expand]
41. ବାଘ, ସିଂହ, ହେଟାବାଘ, ଆଦି — ପ୍ରାଣୀ ?
A. ତୃଣଭୋଜୀ
B. ମାଂସାସୀ
C. ଉଭୟଭୋଜି
D. କୌଣସିଟି ନୁହେଁ
[expand title=”Show Answer”]Ans :B. ମାଂସାସୀ [/expand]
42. ଯେଉଁମାନେ ନିଜ ଖାଦ୍ୟ ପାଇଁ ତୃଣଭୋଜୀ ପ୍ରାଣୀମାନଙ୍କୁ ମାରି ଖାଆନ୍ତି ତାହାକୁ କଣ କୁହାଯାଏ ?
A. ତୃଣଭୋଜୀ
B. ମାଂସାସୀ
C. ଉଭୟଭୋଜି
D. କୌଣସିଟି ନୁହେଁ
[expand title=”Show Answer”]Ans :B. ମାଂସାସୀ [/expand]
43. ବିଲୁଆ, ଭାଲୁ, ଆଦି — ପ୍ରାଣୀ ?
A. ତୃଣଭୋଜୀ
B. ମାଂସାସୀ
C. ଉଭୟଭୋଜି
D. କୌଣସିଟି ନୁହେଁ
[expand title=”Show Answer”]Ans :. ଉଭୟଭୋଜି [/expand]
44. ଯେଉଁମାନେ ନିଜର ଖାଦ୍ୟ ପାଇଁ ଉଭୟ ମାଂସାସୀ ଓ ତୃଣଭୋଜୀ ପ୍ରାଣୀମାନଙ୍କ ମାଂସ ଉପରେ ନିର୍ଭର କରିଥାନ୍ତି ତାହାକୁ କଣ କୁହାଯାଏ ?
A. ତୃଣଭୋଜୀ
B. ମାଂସାସୀ
C. ଉଭୟଭୋଜି
D. କୌଣସିଟି ନୁହେଁ
[expand title=”Show Answer”]Ans :C. ଉଭୟଭୋଜି [/expand]
45. ସମସ୍ତ ବନ୍ୟପ୍ରାଣୀ ବଞ୍ଚିବା ପାଇଁ — ଉପରେ ନିର୍ଭରକରନ୍ତି ?
A. ପ୍ରାଣୀ
B. ଉଦ୍ଭିଦ
C. ଜଙ୍ଗଲ
D. ଭଗବାନ
[expand title=”Show Answer”]Ans :C. ଜଙ୍ଗଲ [/expand]
46. ସାହାରା ଓ ସାଉଦିଆରବର ଗ୍ରୀଷ୍ମ ମଣ୍ଡଳୀୟ ମରୁଭୂମି ଗୁଡିକରେ — ମୁଖ୍ୟ ପ୍ରାଣୀ ?
A. ଗଣ୍ଡା
B. ଓଟ
C. ପେଙ୍ଗୁଇନ
D. ମୟୂର
[expand title=”Show Answer”]Ans :B. ଓଟ [/expand]
47 କିଏ କମ୍ ପାଣି ପିଇ ଅଧିକାର ଦିନ ବଞ୍ଚେ ?
A. ଗଣ୍ଡା
B. ଓଟ
C. ପେଙ୍ଗୁଇନ
D. ମୟୂର
[expand title=”Show Answer”]Ans :B. ଓଟ [/expand]
48. ଆଫ୍ରିକାର କଳାହାରୀ ମରୁଭୂମିରେ — ରହେ ?
A. ଗଣ୍ଡା
B. ଓଟପକ୍ଷୀ
C. ପେଙ୍ଗୁଇନ
D. ମୟୂର
[expand title=”Show Answer”]Ans :B. ଓଟପକ୍ଷୀ [/expand]
49. ଅଷ୍ଟ୍ରି୍ଲିଆର ମରୁଭୂମିରେ — ଓ — ପ୍ରଧାନ ପ୍ରାଣୀ ?
A. ଏମୁ
B. କଙ୍ଗାରୁ
C. ଜଙ୍ଗଲୀ ହାତୀ
D. Both a&b
[expand title=”Show Answer”]Ans :D. Both a&b [/expand]
50. ଅଣ୍ଟକଟୀକା ବରଫବୃତ ଅଞ୍ଚଳରେ — ନାମକ ପକ୍ଷୀ ରହେ ?
A. ଗଣ୍ଡା
B. ସିଂହ
C. ପେଙ୍ଗୁଇନ
D. ମୟୂର
[expand title=”Show Answer”]Ans :C. ପେଙ୍ଗୁଇନ [/expand]
51. — ଅଞ୍ଚଳରେ ଧଳାଭାଲୁ, ସିଲ, ସିଲଭର, ଫକ୍ସ ଆଦି ନରମ ଲୋମଯୁକ୍ତ ପ୍ରାଣୀ ବାସ କରନ୍ତି ?
A. ଆସାମ
B. ମେରୁ
C. ଉତ୍ତରମେରୁ
D. ଦକ୍ଷିଣ ମେରୁ
[expand title=”Show Answer”]Ans :C. ଉତ୍ତରମେରୁ [/expand]
52. ସୁନ୍ଦରବନ ଅଞ୍ଚଳରେ — ପାଇଁ ପ୍ରସିଦ୍ଧ ?
A କସ୍ତୁରୀମୃଗ
B. ଚମରିଗଈ
C.both A&b
D. ବାଘ
[expand title=”Show Answer”]Ans :D. ବାଘ [/expand]
53. ଭାରତ-ନେପାଳ ସୀମାନ୍ତରେ ହିମାଳୟ ଅଞ୍ଚଳରେ କସ୍ତୁରୀମୃଗ ଓ —- ଦେଖାଯାଆନ୍ତି ?
A କସ୍ତୁରୀମୃଗ
B. ଚମରିଗଈ
C.both A&b
D. ବାଘ
[expand title=”Show Answer”]Ans : c.both A&b* [/expand]
54. — ଭାରତର ଜାତୀୟ ପକ୍ଷୀ ?
A. ଗଣ୍ଡା
B. ସିଂହ
C. ବାଘ
D. ମୟୂର
[expand title=”Show Answer”]Ans :D. ମୟୂର [/expand]
55. — ଭାରତର ଜାତୀୟ ପଶୁ ?
A. ଗଣ୍ଡା
B. ସିଂହ
C. ବାଘ
D. ମୟୂର
[expand title=”Show Answer”]Ans :C. ବାଘ [/expand]
56. ଅନୁଗୁଳ, ସମ୍ବଲପୁର, କୋରାପୁଟ, ଜିଲ୍ଲାରେ — ଓ — ଦେଖାଯାଏ ?
A. ବଣୁଆମାହିଷି
B.ନୀଳଗାଈ
C ଚୌଶିଙ୍ଗା ହରିଣ
D. Both b&
[expand title=”Show Answer”]Ans :D. Both b &C [/expand]
57. ମାଲକାନଗିରି, ଓ ଖଡ଼ିଆଳ ଅଞ୍ଚଳର ଅରଣ୍ୟମାନଙ୍କରେ — ଦେଖାଯାଏ ?
A. ବଣୁଆମାହିଷି
B.ନୀଳଗାଈ
C ଚୌଶିଙ୍ଗା ହରିଣ
D. Both b&c
[expand title=”Show Answer”]Ans :A. ବଣୁଆମାହିଷି [/expand]
58. ଚିଲିକା ହ୍ରଦରେ —- ଦେଖିବାକୁ ଅନେକ ପର୍ଯ୍ୟଟକ ଆସନ୍ତି ?
A.ମୟୁର
B. ବାଘ
C. ଡ଼ଲଫିନ
D କଙ୍କଡା
[expand title=”Show Answer”]Ans :C. ଡ଼ଲଫିନ [/expand]
59. ଅଭୟରଣ୍ୟ ଅପେକ୍ଷ୍ୟା — ପଶୁପକ୍ଷୀ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଏ ?
A. ୟୁକୋ କ୍ଳବ
B. ବନ୍ୟପ୍ରାଣୀ ବୋର୍ଡ
C. ସଂରକ୍ଷଣ ବୋର୍ଡ
D.ଜାତୀୟ ଉଦ୍ୟାନ
[expand title=”Show Answer”]Ans : D.ଜାତୀୟ ଉଦ୍ୟାନ [/expand]
60. ଆଜିକାଲି ଅଣ୍ଡକୁ ବହୁଳ ଭାବରେ ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବାରୁ କାହାର ବଂଶ ଲୋପ ପାଉଛି?
A. କୁକୁଡ଼ା
B. ବତକ
C. Both a& b
D. କୌଣସିଟି ନୁହେଁ
[expand title=”Show Answer”]Ans :C. Both a& b [/expand]
61. କାହାର ପର ଏକ ଲୋଭନୀୟ ବସ୍ତୁ ?
A. ଗଣ୍ଡା
B. ସିଂହ
C. ହାତୀ
D. ମୟୂର
[expand title=”Show Answer”]Ans :D. ମୟୂର [/expand]
62. ପର ସଂଗ୍ରହ ପାଇଁ କାହାକୁ ହତ୍ୟା କରାଯାଉଛି ?
A. ଗଣ୍ଡା
B. ସିଂହ
C. ହାତୀ
D. ମୟୂର
[expand title=”Show Answer”]Ans :D. ମୟୂର [/expand]
63. ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ — ମସିହାରେ ଆମ ଦେଶରେ ବନ୍ୟପ୍ରାଣୀ ବୋର୍ଡ ଗଠନ କରାଯାଇଛି ?
A.1967
B.1656
C.1972
D.1950
[expand title=”Show Answer”]Ans :C. 1972 [/expand]
64. ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ 1972 ମସିହାରେ ଆମ ଦେଶରେ —- ଗଠନ କରାଯାଇଛି ?
A. ୟୁକୋ କ୍ଳବ
B. ବନ୍ୟପ୍ରାଣୀ ବୋର୍ଡ
C. ସଂରକ୍ଷଣ ବୋର୍ଡ
D. କୌଣସିଟି ନୁହେଁ
[expand title=”Show Answer”]Ans :B. ବନ୍ୟପ୍ରାଣୀ ବୋର୍ଡ [/expand]
65. ଆସାମର ମାନସ ଓ ପଶ୍ଚିମବଙ୍ଗର ସୁନ୍ଦରବନରେ — ପ୍ରକଳ୍ପ ଅଛି?
A. ଏକ ଶିଙ୍ଗ ଥିବା ଗଣ୍ଡା
B. ସିଂହ
C. ହାତୀ
D. ବ୍ୟାଘ୍ର ପ୍ରକଳ୍ପ
[expand title=”Show Answer”]Ans :D. ବ୍ୟାଘ୍ର ପ୍ରକଳ୍ପ [/expand]
66. ଓଡ଼ିଶାର — ରେ ବ୍ୟାଘ୍ର ପ୍ରକଳ୍ପ ଅଛି ?
A. ଚନ୍ଦକା
B. ଶିମିଳିପାଳ
C. ଭିତରକନିକା
D. ଆସାମ
[expand title=”Show Answer”]v [/expand]
67. ଆସାମର ଜୋରହାଟ ଅନ୍ତର୍ଗତ କାଜିରାଙ୍ଗ ଜାତୀୟ ଉଦ୍ୟାନ ରେ — ଦେଖାଯାଏ ?
A. ଏକ ଶିଙ୍ଗ ଥିବା ଗଣ୍ଡା
B. ସିଂହ
C. ହାତୀ
D. ବାଘ
[expand title=”Show Answer”]Ans :A. ଏକ ଶିଙ୍ଗ ଥିବା ଗଣ୍ଡା [/expand]
68. ଗୁଜୁରାଟର ସୌରାଷ୍ଟ୍ର ଅନ୍ତର୍ଗତ ଗୀର ଜାତୀୟ ଉଦ୍ୟାନର — ଦେଖାଯାଏ ?
A. ବିଭିନ୍ନପ୍ରକାର ପକ୍ଷୀ
B. ସିଂହ
C. ହାତୀ
D. ବାଘ
[expand title=”Show Answer”]Ans :B. ସିଂହ [/expand]
69. ରାଜସ୍ଥାନର ଭରତପୁର ରେ — ଦେଖାଯାଏ ?
A. ବିଭିନ୍ନପ୍ରକାର ପକ୍ଷୀ
B. କୁମ୍ଭୀର ସଂରକ୍ଷଣ
C. ହାତୀ
D. ବାଘ
[expand title=”Show Answer”]Ans :A. ବିଭିନ୍ନପ୍ରକାର ପକ୍ଷୀ [/expand]
70. ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ରେ — ଦେଖାଯାଏ ?
A.ପକ୍ଷୀ ବିହାର
B. କୁମ୍ଭୀର ସଂରକ୍ଷଣ
C. ହାତୀ
D. ବାଘ
[expand title=”Show Answer”]Ans :D. ବାଘ [/expand]
71. ଭୁବନେଶ୍ୱର ନିକଟବର୍ତ୍ତୀ ଚନ୍ଦକା ଜଙ୍ଗଲରେ — ଦେଖାଯାଏ ?
A.ପକ୍ଷୀ ବିହାର
B. କୁମ୍ଭୀର ସଂରକ୍ଷଣ
C. ହାତୀ
D. ବାଘ
[expand title=”Show Answer”]Ans :C. ହାତୀ [/expand]
72. ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଟିକରପଡ଼ାର ସତକୋଶିଆ ଏବଂ କେନ୍ଦ୍ରାପଡା ଜିଲ୍ଲାର ଭିତର କନିକାର — ଦେଖାଯାଏ ?
A. ପକ୍ଷୀ ବିହାର
B. କୁମ୍ଭୀର ସଂରକ୍ଷଣ
C. ହାତୀ
D. ବାଘ
[expand title=”Show Answer”]Ans :B. କୁମ୍ଭୀର ସଂରକ୍ଷଣ [/expand]
73. ଚିଲିକା ହ୍ରଦରେ — ଦେଖାଯାଏ ?
A. ପକ୍ଷୀ ବିହାର
B. କୁମ୍ଭୀର ସଂରକ୍ଷଣ
C. ହାତୀ
D. ବାଘ
[expand title=”Show Answer”]v [/expand]