ଭୂସମ୍ବଳର ପରିଚୟ

Facebook
Telegram
WhatsApp
LinkedIn

Discover the fundamentals of Geomorphology: Explore landforms, geological processes, and their impact on Earth’s surface. Learn how erosion, deposition, and tectonic forces shape landscapes. Dive into the fascinating study of our planet’s dynamic terrain!

  1. ଭାରତର ଉତ୍ତର ଗୋଲାର୍ଦ୍ଧରେ —– ମହାଦେଶର ଦକ୍ଷିଣାଂଶରେ ଅବସ୍ଥିତ ?
    A. ୟୁରୋପ
    B. ଏସିଆ
    C. ଆଫ୍ରିକା
    D. ଅଷ୍ଟ୍ରେଲିଆ
    Ans :B. ଏସିଆ
  2. ଭାରତର ସମୁଦାୟ ଆୟତନ ହେଉଛି —– ନିୟୁତ ବର୍ଗ କିଲୋମିଟର ?
    A. 3.28
    B. 2.96
    C. 7.19
    D. 2.40
    Ans :A. 3.28
  3. ଭାରତ ପୃଥିବୀର ସମୁଦାୟ ଆୟତନର ପ୍ରାୟ ଶତକଡା —- ଭାଗ ?
    A. 3.3
    B. 2.9
    C. 7.1
    D. 2.4
    Ans :D. 2.4
  4. —– ପୃଥିବୀର ସପ୍ତମ ବୃହତ୍ତମ ଦେଶ ?
    A. ଭାରତ
    B. ନେପାଳ
    C. ନାଗାଲାଣ୍ଡ
    D. ଜାପାନ
    Ans :A. ଭାରତ
  5. —- ଉଭୟ ଜଳଭାଗ ଓ ସ୍ଥଳ ଭାଗକୁ ନେଇ ଗଠିତ ?
    A. ଭୂପୃଷ୍ଠ
    B. ଘର
    C. ଅରଣ୍ୟ
    D. ଜଙ୍ଗଲ
    Ans :A. ଭୂପୃଷ୍ଠ
  6. ଭୂ ପୃଷ୍ଠର ସମୁଦାୟ ଆୟତନର ଶତକଡା —- ଭାଗ ସ୍ଥଳଭାଗ ?
    A. 33
    B. 29
    C. 71
    D. 55
    Ans : B. 29
  7. ଭୂ ପୃଷ୍ଠର ସମୁଦାୟ ଆୟତନର ଶତକଡା —- ଭାଗ ଜଳ ଭାଗ ?
    A. 33
    B. 40
    C. 71
    D. 55
    Ans :C. 71
  8. ଉଚ୍ଚା୍ଵାଚ ଦୃଷ୍ଟି ରୁ ସମୁଦ୍ର ପତନଠାରୁ ସ୍ଥଳଭାଗର ଉଚ୍ଚତା ଅନୁସାରେ ଭୂ ଭାଗକୁ —- ଭାଗରେ ବିଭକ୍ତ କରାଯାଇଛି ?
    A. ଦୁଇ
    B. ତିନି
    C. ଚାରି
    D. ପାଞ୍ଚ
    Ans : B. ତିନି
  9. ଭାରତର ସମୁଦାୟ ଭୂ ସମ୍ବଳର ଆୟତନ ହେଉଛି —- ବର୍ଗ କିଲୋମିଟର ?
    A. 32 ଲକ୍ଷ 87 ହଜାର
    B. 45ଲକ୍ଷ 87 ହଜାର
    C. 34ଲକ୍ଷ 80 ହଜାର
    D. 80 ଲକ୍ଷ 80 ହଜାର
    Ans :A. 32 ଲକ୍ଷ 87 ହଜାର
  10. ପାହାଡ଼, ପର୍ବତ, ଓ ମାଳଭୂମିର ପୃଷ୍ଠ ମୃତ୍ତିକା ସ୍ତର — ଅଟେ ?
    A. ପତଳା
    B. ପଥୁରିଆ
    C. ପତଳା ଓ ପଥୁରିଆ
    D. କୌଣସିଟି ନୁହେଁ
    Ans :C. ପତଳା ଓ ପଥୁରିଆ
  11. ଭାରତର ସମୁଦାୟ ଭୂ ଭାଗର ପ୍ରାୟ ଶତକଡା —- ଭାଗ କୃଷି କାର୍ଯ୍ୟ କରାଯାଇଥାଏ ?
    A. 33
    B. 40
    C. 95
    D. 55
    Ans :D. 55
  12. ଭୂସମ୍ବଳ ବ୍ୟବହାର ସାଧାରଣତଃ —- ପ୍ରକ୍ରିୟା ଅବସ୍ଥା ଉପରେ ନିର୍ଭର କରିଥାଏ?
    A. ଦୁଇ
    B. ତିନି
    C. ଚାରି
    D. ପାଞ୍ଚ
    Ans :A. ଦୁଇ
  13. ଭୂପ୍ରକୃତି, ମୃତ୍ତିକା, ଉଦ୍ଭିଦ, ଜଳବାୟୁ, ଖଣିଜ ପଦାର୍ଥ ଆଦି —- ଅବସ୍ଥା ଅନ୍ତର୍ଗତ ?
    A. ମାନବୀୟ ଅବସ୍ଥା
    B. ପ୍ରାକୃତିକ ଅବସ୍ଥା
    C. ମୌଳିକ ଅବସ୍ଥା
    D. ଯୌଗିକ ଅବସ୍ଥା
    Ans :B. ପ୍ରାକୃତିକ ଅବସ୍ଥା
  14. ଜନସଂଖ୍ୟା ର ଘନତ୍ଵ, ଶିକ୍ଷା, ବୈଶାୟିକ ଜ୍ଞାନ, ପ୍ରୋ୍ୟାଗାତ୍ମକ କୌଶଳ ଇତ୍ୟାଦି —- ଅବସ୍ଥାର ପରିସର ଭୁକ୍ତ ?
    A. ମାନବୀୟ ଅବସ୍ଥା
    B. ପ୍ରାକୃତିକ ଅବସ୍ଥା
    C. ମୌଳିକ ଅବସ୍ଥା
    D. ଯୌଗିକ ଅବସ୍ଥା
    Ans :A. ମାନବୀୟ ଅବସ୍ଥା
  15. ପାଞ୍ଚବର୍ଷ ରୁ ଅଧିକ ସମୟ ଧରି ପଡିଆ ରହିଥିବା ଭୂମି କୁ —— ଭୂମି କୁହାଯାଏ ?
    A. କୃଷିଯୋଗ୍ୟ ଅବ୍ୟବହୃତ ଭୂମି
    B. ପତିତ ଭୂମି
    C. ଚଳନ୍ତି ପତିତ
    D. ପୁରୁଣା ପତିତ
    Ans : A. କୃଷିଯୋଗ୍ୟ ଅବ୍ୟବହୃତ ଭୂମି
  16. ଚଳନ୍ତି କୃଷି ବର୍ଷ ଵା ତା ଠାରୁ କମ ସମୟ ଧରି କୃଷିକାର୍ଯ୍ୟ କରାଯାଇନଥିବା ଭୂମି କୁ — ଭୂମି କୁହାଯାଏ ?
    A. ଅରଣ୍ୟ
    B. ପତିତ ଭୂମି
    C. ଚଳନ୍ତି ପତିତ
    D. ପୁରୁଣା ପତିତ
    Ans :C. ଚଳନ୍ତି ପତିତ
  17. ଏକ ବର୍ଷରୁ ପଞ୍ଚ ବର୍ଷ ପର୍ଯ୍ୟନ୍ତ କୃଷିକାର୍ଯ୍ୟ ନା ହୋଇଥିବା ଭୂମି କୁ —- ଭୂମି କୁହାଯାଏ ?
    A. ଅରଣ୍ୟ
    B. ପତିତ ଭୂମି
    C. ଚଳନ୍ତି ପତିତ
    D. ପୁରୁଣା ପତିତ
    Ans : D. ପୁରୁଣା ପତିତ
  18. ମନୁଷ୍ୟ ତାର ଜୀବନଯାପନ ପାଇଁ ଭୂସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ ତାହାକୁ —- କୁହାଯାଏ ?
    A. ଭୂବ୍ୟବହାର
    B. ଭୂସମ୍ବଳ
    C. ସମ୍ବଳ
    D. ଭୂଗୋଲ
    Ans :A. ଭୂବ୍ୟବହାର
  19. ଭାରତର ସମୁଦାୟ ଭୂମିର ଶତକଡା ପ୍ରାୟ — ଭାଗ ଅଞ୍ଚଳ ଅରଣ୍ୟଭୂମିର ଅନ୍ତର୍ଗତ ?
    A. 33
    B. 40
    C. 95
    D. 24. 39
    Ans :D. 24. 39
  20. ଜାତୀୟ ଅରଣ୍ୟ ନୀତି ଅନୁସାରେ ପରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନର ଶତକଡା —- ଭାଗ ଅରଣ୍ୟ ପାଇଁ ସଂରକ୍ଷିତ ରହିଵା ଆବଶ୍ୟକ ?
    A. 33
    B. 40
    C. 95
    D. 25
    Ans :A. 33
  21. ଲକ୍ଷଦ୍ବୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦୀପପଞ୍ଜାରେ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ନଗଲାଣ୍ଡରେ ସର୍ବାଧିକ —– ରହିଛି ?
    A. ଅରଣ୍ୟ ଭୂମି
    B. ପତିତ ଭୂମି
    C. ଚାରଣ ଭୂମି
    D. କୃଷି ଭୂମି
    Ans :A. ଅରଣ୍ୟ ଭୂମି
  22. ଆସାମ, ମଧ୍ୟପ୍ରଦେଶ, ଓଡିଶା, ଆନ୍ଦ୍ରପ୍ରଦେଶ ଓ ହିମାଚଳ ପ୍ରଦେଶ ରେ —- ଭାଗ ଅରଣ୍ୟ ଭୂମି ରହିଛି ?
    A. 20
    B. 40
    C. 20-40
    D. 40-75
    Ans :C. 20-40
  23. ହିମାଳୟର —– ଅଞ୍ଚଳରେ ଅରଣ୍ୟ ସଫା କରି କୃଷିକାର୍ଯ୍ୟ ହୋଇଛି ?
    A. ନାଇଗା
    B. ତରାଇ
    C. ବାଲଘାତ
    D. କୌଣସିଟି ନୁହେଁ
    Ans :B. ତରାଇ
  24. ପ୍ରତିବର୍ଷ ——- ମାସରେ ବନମହୋତ୍ସରବ ଓ ବୃକ୍ଷରୋପଣ ସପ୍ତାହ ପାଳନ କରାଯାଉଛି ?
    A. ଅଗଷ୍ଟ
    B. ଜୁଲାଇ
    C. June
    D. ଅଗଷ୍ଟ /ଜୁଲାଇ
    Ans :D. ଅଗଷ୍ଟ /ଜୁଲାଇ
  25. ଭାରତର ସମୁଦାୟ କ୍ଷେତ୍ରଫଳର ଶତକଡା ପ୍ରାୟ —- ଭାଗ ଭୂମି ଚାରଣ ଓ ଗୋଚର ଭୂମି ଭାବରେ ବ୍ୟବହୃତ ହେଉଛି ?
    A. 2.45
    B. 3.3
    C. 9.8
    D. 0.03
    Ans :B. 3.3
  26. ଭାରତର ହିମାଚଳ ପ୍ରଦେଶରେ ସର୍ବାଧିକ —- ଭୂମି ଦେଖାଯାଏ ?
    A. ଅରଣ୍ୟ ଭୂମି
    B. ପତିତ ଭୂମି
    C. ଚାରଣ ଭୂମି
    D. କୃଷି ଭୂମି
    Ans :C. ଚାରଣ ଭୂମି
  27. ଭାରତର ହିମାଚଳ ପ୍ରଦେଶରେ —– ପାଳନ କରାଯାଏ ?
    A. ମାଛ
    B. ପଶୁ
    C. ପକ୍ଷୀ
    D. କୌଣସିଟି ନୁହେଁ
    Ans :B. ପଶୁ
    28.ପୃଥିବୀର ମୋଟ ଚାଷ ଜମିର ଆୟତନ କୃଷି ଭୂମିର ସମୁଦାୟ କ୍ଷେତ୍ରଫଳ ର ପ୍ରାୟ ଶତକଡା —- ଭାଗ ?
    A. 32
    B. 40
    C. 95
    D. 25
    Ans :A. 32
  28. ଓଡ଼ିଶାରେ ସ୍ଥାନାନ୍ତରିତ କୃଷିକୁ —– କୁହାଯାଏ ?
    A. ଝୁମ
    B. ପୋଡୁ
    C. କଣ୍ଟି
    D. ପୁନମ
    Ans :B. ପୋଡୁ
  29. ଆସାମ ରେ ସ୍ଥାନାନ୍ତରିତ କୃଷିକୁ —– କୁହାଯାଏ ?
    A. ଝୁମ
    B. ପୋଡୁ
    C. କଣ୍ଟି
    D. ପୁନମ
    Ans :A. ଝୁମ
  30. ଆମ ମୌଳିକ ଆବଶ୍ୟକତା ର ପ୍ରାୟ ଶତକଡା —- ଭାଗ ଆମେ ଖାଦ୍ୟ, ବସ୍ତ୍ର, ବାସଗୃହ ଭାବେ ଭୂମିକୁ ପାଇଥାଉ ?
    A. 78
    B. 40
    C. 95
    D. 25
    Ans :C. 95

Leave a Comment