Freeze option means you have finalized admission to your allotted institute. Flot means wishes a better Honors in your higher preferences for same Institution only. Slode means better Honors as well as better Institution as per your higher preference
Read Freeze Slide Float Meaning
Freeze –If you are satisfied with the allotted seat i.e. both the Institution and the Honors subject, you can choose this option. After selecting this option you will not be able to participate in further selection process(Remaining Rounds). In this situation, you have to pay the admission fees as shown in the screen and required to visit the destination HEI(College/University) with all the required documents mentioned in the Intimation Letter to complete the admission process.Otherwise, you will be debarred from the admission process and the allotted seat will be allocated to another eligible applicant in subsequent round.
(ଫ୍ରିଜ୍) – ଯଦି ଆପଣ ଚୟନ ହୋଇଥିବା ଆସନ ଅର୍ଥାତ୍ ଉଭୟ ଶିକ୍ଷାନୁଷ୍ଠାନ ଏବଂ ଅନର୍ସ ବିଷୟ ରେ ସନ୍ତୁଷ୍ଟ ଥାଆନ୍ତି ତେବେ ଆପଣ ଏହି ବିକଳ୍ପ ଚୟନ କରିପାରିବେ। ଏହି ବିକଳ୍ପ ଚୟନ କରିବା ପରେ ଆପଣ ମାନେ ଆଉ ପରବର୍ତ୍ତୀ ଚୟନ ପ୍ରକ୍ରିୟା ରେ ଭାଗ ନେଇ ପାରିବେ ନାହିଁ । ଏହି ପରିସ୍ଥିତିରେ, ଆପଣଙ୍କୁ ସ୍କ୍ରିନରେ ଦେଖାଯାଉଥିବା ଆଡମିଶନ ଫି ଦେବାକୁ ପଡିବ ଏବଂ ଆଡମିଶନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଇଣ୍ଟିମେସନ୍ ଲେଟର୍ (Intimation Letter) ରେ ଉଲ୍ଲେଖ ଥିବା ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ସହିତ ଚୟନ(Selection) ହୋଇଥିବା ଶିକ୍ଷାନୁଷ୍ଠାନ କୁ ଯାଇ ନାମଲେଖା କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ, ନଚେତ ଆପଣ ଆଡମିଶନ ପ୍ରକ୍ରିୟାରୁ ବାଦ ପଡିବେ ଏବଂ ପରବର୍ତ୍ତୀ ଚୟନ ପ୍ରକ୍ରିୟା ରେ ଆପଣଙ୍କ ସୀଟ ଟିକୁ ଅନ୍ୟ ଏକ ଯୋଗ୍ୟ ପ୍ରାର୍ଥୀ ଙ୍କୁ ଆବଣ୍ଟନ କରିଦିଆଯିବ ।
Float – If you have accepted the allotted seat and also wishes a better Honors in your higher preferences for same Institution only, you can choose this option. In this situation, you have to pay the admission fees as shown in the screen but not required to visit the selected Institution because you will not get an Intimation Letter.
(ଫ୍ଲୋଟ) – ଯଦି ଆପଣ ଚୟନ ହୋଇଥିବା ଆସନ/ବିଷୟକୁ ଗ୍ରହଣ କରୁଛନ୍ତି ଏବଂ ପରବର୍ତ୍ତୀ ଚୟନ ପ୍ରକ୍ରିୟାରେ କେବଳ ବର୍ତ୍ତମାନ ମିଳିଥିବା ଶିକ୍ଷାନୁଷ୍ଠାନର ଉଚ୍ଚ ପସନ୍ଦର ଅନର୍ସ ବିଷୟରେ ଚୟନ ହେବାକୁ ଚାହୁଁଛନ୍ତି, ତେବେ ଆପଣ Float(ଫ୍ଲୋଟ) ବିକଳ୍ପ ଚୟନ କରିପାରିବେ। ଏହି ପରିସ୍ଥିତିରେ, ଆପଣଙ୍କୁ ସ୍କ୍ରିନରେ ଦେଖାଯାଉଥିବା ଆଡମିଶନ ଫି ଦେବାକୁ ପଡିବ କିନ୍ତୁ ଚୟନ(Selection) ହୋଇଥିବା ଶିକ୍ଷାନୁଷ୍ଠାନ କୁ ଯିବାର କୌଣସି ଆବଶ୍ୟକତା ନାହିଁ ଏବୋଂ ଆପଣଙ୍କୁ ଏହି ଚୟନ ପ୍ରକ୍ରିୟା ରେ ଇଣ୍ଟିମେସନ୍ ଲେଟର୍ (Intimation Letter) ମିଳିବ ନାହିଁ ।
Slide – If you have accepted the allotted seat but also wants for a better Honors as well as better Institution as per your higher preference, you can choose this option. In this situation, you have to pay the admission fees as shown in the screen but not required to visit the selected Institution because you will not get an Intimation Letter.
(ସ୍ଲାଇଡ୍) – ଯଦି ଆପଣ ଚୟନ ହୋଇଥିବା ଆସନ/ବିଷୟକୁ ଗ୍ରହଣ କରୁଛନ୍ତି ଏବୋଂ ପରବର୍ତ୍ତୀ ଚୟନ ପ୍ରକ୍ରିୟା ରେ ଭାଗ ନେଇ CAF ରେ ପ୍ରଦାନ କରିଥିବା ଉଚ୍ଚ ବିକଳ୍ପ ଗୁଡିକ (ଉଭୟ ବିଷୟ ଏବଂ ଶିକ୍ଷାନୁଷ୍ଠାନ) ରେ ଚୟନ ହେବାକୁ ଚାହୁଁଛନ୍ତି, ତେବେ ଆପଣ Slide (ସ୍ଲାଇଡ) ବିକଳ୍ପ ଚୟନ କରିପାରିବେ। ଏହା ନିମନ୍ତେ ଆପଣଙ୍କୁ ସ୍କ୍ରିନରେ ଦେଖାଯାଉଥିବା ଆଡମିଶନ ଫି ଦେବାକୁ ପଡିବ କିନ୍ତୁ ଚୟନ(Selection) ହୋଇଥିବା ଶିକ୍ଷାନୁଷ୍ଠାନ କୁ ଯିବାର କୌଣସି ଆବଶ୍ୟକତା ନାହିଁ ଏବଂ ଆପଣଙ୍କୁ ଏହି ଚୟନ ପ୍ରକ୍ରିୟା ରେ ଇଣ୍ଟିମେସନ୍ ଲେଟର୍ (Intimation Letter) ମିଳିବ ନାହିଁ ।
What is meaning of freeze in admission?
The candidate does not wish to further modify their seat or go for higher options in the next round
What is meaning of Flot in admission?
If you have accepted the allotted seat and also wishes a better Honors in your higher preferences for same Institution only,
What is meaning of Slide in admission?
If you have accepted the allotted seat but also wants for a better Honors as well as better Institution as per your higher preference
More information about Freeze , Flot, Slide Click Here
Read our Recent blog Post – ITM Course in Odisha