OSSSC Question Paper Quiz Test: Are you a student who loves to quiz yourself on the latest knowledge? OSSSC Exam Questions has the perfect quiz for you! This website offers MCQ (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Exam Questions has got you covered. So what are you waiting for? Start quizzing today!
OSSSC Constable Odia Questions Quiz Test
Do you want to know the best way to deal with OSSSC Exam Questions MCQ? If so, this post is for you! In it, we will discuss the different types of Constable Questions quiz test, how to answer them, and some tips on how to improve your test performance. So if you’re looking to boost your score on the OSSSC Exam Questions quiz test, be sure to read on.
PART – 9
OSSSC Question Paper Quiz Test
Number of Questions | 25 |
Questions Language | Odia |
Pass Mark | 70% |
More MCQ Test in Odia | Click Here |
OSSSC Official Website | Click Here |
Excise Constable Part 1 MCQ | Click Here |
Excise Constable Part 2 MCQ | Click Here |
Excise Constable Part 3 MCQ | Click Here |
Excise Constable Part 4 MCQ | Click Here |
Excise Constable Part 5 MCQ | Click Here |
Excise Constable Part 6 MCQ | Click Here |
#1. ନୂତନ ନାଗାଲାଣ୍ଡ ରାଜ୍ୟ କେବେ ଗଠିତ ହୋଇଥିଲା?
#2. ଜାମ୍ମୁ ଓ କାଶ୍ମୀର ରାଜ୍ୟର ସରକାରୀ ଭାଷା କ'ଣ ଅଟେ?
#3. ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତ ମଧ୍ୟରୁ କିଏ ନିଯୁକ୍ତ କରନ୍ତି?
#4. ଲୋକସଭାର ସଦସ୍ୟ ନିର୍ବାଚନରେ ନିମ୍ନୋକ୍ତ କେଉଁଟି ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
#5. ଏବେ ପୃଥିବୀରେ ପ୍ରାୟତଃ କେତୋଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି?
#6. "ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥାଆନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ।"- ଏହା କିଏ କହିଥିଲେ?
#7. ନିମ୍ନୋକ୍ତ କେଉଁ ମସିହାରେ ଆନ୍ଧ୍ର ପ୍ରଦେଶ ରେ ବିଧାନ ପରିଷଦ ପୁନଃ ସ୍ଥାପିତ ହୋଇଛି?
#8. ଭାରତରେ ବର୍ତ୍ତମାନ କେତେ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ସାବାଳକ ନାଗରିକ ମତଦାନ ଅଧିକାର ଉପଭୋଗ କରୁଛନ୍ତି?
#9. ଆମ ସମ୍ବିଧାନର କେତେ ଧାରା ରେ ସାର୍ବଜନୀନ ସାବାଳକ ମତଦାନ ପ୍ରଥା ବିଷୟରେ ଉଲ୍ଲେଖ ରହିଛି?
#10. ଭାରତରେ ଗଣତନ୍ତ୍ରର ସଫଳ ରୂପାୟନ ପାଇଁ ନିର୍ବାଚନରେ ମତଦାନ କରିବା ନାଗରିକ ମାନଙ୍କର ନିମ୍ନୋକ୍ତ କେଉଁ କର୍ତ୍ତବ୍ୟ ବୋଉକୁ ବୁଝାଉଛି?
#11. ଆମ ଦେଶର ଲୋକ ସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ନିମ୍ନୋକ୍ତ କେତେ ବର୍ଷରେ ଥରେ ନିର୍ବାଚନ କରାଯାଏ?
#12. ଆମ ଦେଶକୁ କେତେ ଗୋଟି ଏକ ସଦସ୍ୟ ବିଶିଷ୍ଟ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଛି?
#13. ଆମ ଦେଶରେ ଜନଗଣନା ନିମ୍ନୋକ୍ତ କେତେ ବର୍ଷରେ ଥରେ ହୋଇଥାଏ?
#14. ଭାରତୀୟ ସମ୍ବିଧାନର ନିମ୍ନୋକ୍ତ କେଉଁ ଧାରା ରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ଲୋକସଭାରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି?
#15. ରାଷ୍ଟ୍ରପତି ଲୋକସଭାକୁ ସାଂସଦ ଭାବେ ନିମ୍ନୋକ୍ତ କେତେ ଜଣଙ୍କୁ ଆଙ୍ଗ୍ଲୋ- ଭାରତୀୟ ସମ୍ପ୍ରଦାୟରୁ ମନୋନୀତ କରନ୍ତି?
#16. ଖୋର୍ଦ୍ଧା ଜିଲ୍ଲାର ନିମ୍ନୋକ୍ତ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି?
#17. ଓଡ଼ିଶାର ନିମ୍ନୋକ୍ତ କେଉଁ ଜିଲ୍ଲାରେ ଗୋଟିଏ ମାତ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରହିଛି?
#18. କଟକ ଜିଲ୍ଲାରେ ନିମ୍ନୋକ୍ତ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି?
#19. ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓଡ଼ିଶାର ନିମ୍ନୋକ୍ତ କେଉଁ ଜିଲ୍ଲାର ଅନ୍ତର୍ଗତ?
#20. ନିମ୍ନୋକ୍ତ କାହାର ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ ଲୋକସଭା ପାଇଁ ସାଧାରଣ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରନ୍ତି?
#21. ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗ ନିମ୍ନୋକ୍ତ କେତେ ଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିଯୁକ୍ତ କରନ୍ତି?
#22. ମତଦାନ କେନ୍ଦ୍ରଠାରୁ ନିମ୍ନୋକ୍ତ କେତେ ଦୂରତା ମଧ୍ୟରେ କୌଣସି ପ୍ରକାର ନିର୍ବାଚନ ପ୍ରଚାର ନିଷଦ୍ଧ ଅଟେ?
#23. ରାଜ୍ୟ ସରକାର ସର୍ବାଧିକ ସଦସ୍ୟ ସଂଖ୍ୟା ନିମ୍ନୋକ୍ତ ମଧ୍ୟରୁ କେତେ?
#24. ଓଡ଼ିଶା ବିଧାନ ସଭାର ସଦସ୍ୟ ମାନେ ରାଜ୍ୟ ସଭାକୁ ନିମ୍ନୋକ୍ତ କେତେ ଜଣଙ୍କୁ ନିର୍ବାଚିତ କରନ୍ତି?
#25. ଗଣତନ୍ତ୍ର ହେଉଛି " ଲୋକମାନଙ୍କର,ଲୋକମାନଙ୍କ ଦ୍ବାରା, ଲୋକମାନଙ୍କ ପାଇଁ ସରକାର"।- ଏହା କିଏ କହିଥିଲେ?