OSSSC Question Paper Quiz Test: Are you a student who loves to quiz yourself on the latest knowledge? OSSSC Exam Questions has the perfect quiz for you! This website offers MCQ (multiple choice questions) on a variety of topics, so you can sharpen your skills and test your knowledge in an easy and fun way. Whether you’re a student who needs to brush up on their English vocabulary, or want to test your knowledge of science, OSSSC Exam Questions has got you covered. So what are you waiting for? Start quizzing today!
OSSSC Constable Odia Questions Quiz Test
Do you want to know the best way to deal with OSSSC Exam Questions MCQ? If so, this post is for you! In it, we will discuss the different types of Constable Questions quiz test, how to answer them, and some tips on how to improve your test performance. So if you’re looking to boost your score on the OSSSC Exam Questions quiz test, be sure to read on.
PART – 8
OSSSC Question Paper Quiz Test
Number of Questions | 25 |
Questions Language | Odia |
Pass Mark | 70% |
More MCQ Test in Odia | Click Here |
OSSSC Official Website | Click Here |
Excise Constable Part 1 MCQ | Click Here |
Excise Constable Part 2 MCQ | Click Here |
Excise Constable Part 3 MCQ | Click Here |
Excise Constable Part 4 MCQ | Click Here |
Excise Constable Part 5 MCQ | Click Here |
Excise Constable Part 6 MCQ | Click Here |
#1. ୧୯୯୩-୯୪ ମସିହାରେ ଜାତୀୟ ନମୁନା ସର୍ଭେ ସଂସ୍ଥା ଅନୁଯାୟୀ ଶ୍ରମିକ ଓ ଜନସଂଖ୍ୟା ଅନୁପାତ କେତେ ଥିଲା?
#2. ପୁଞ୍ଜିର ଅଭାବରେ ଶ୍ରମିକ ନିଯୁକ୍ତି ବାଧାପ୍ରାପ୍ତ ହୋଇ କେଉଁ ବେକାରୀ ସୃଷ୍ଟି ହୁଏ?
#3. କେବେ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୀତ ହୋଇଥିଲା?
#4. କେଉଁ ସହରକୁ ଜାତୀୟ ରାଜଧାନୀ ଅଞ୍ଚଳର ମାନ୍ୟତା ମିଳିଛି?
#5. କେଉଁ ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରିପରିଷଦର ବ୍ୟବସ୍ଥା କରାଯାଇଛି?
#6. କେଉଁଟି ଫରାସୀ ଅଧିକୃତ ଅଞ୍ଚଳ ନଥିଲା?
#7. କିଏ 'କ' ଶ୍ରେଣୀଭୁକ୍ତ ରାଜ୍ୟର ମୁଖ୍ୟ ଥିଲେ?
#8. ନିମ୍ନୋକ୍ତ କେଉଁଟି 'ଗ' ଶ୍ରେଣୀର ଅନ୍ତର୍ଭୁକ୍ତ ନଥିଲା?
#9. କିଏ ' ଭାଷାଭିତ୍ତିକ ରାଜ୍ୟ ବା ପ୍ରଦେଶ ଆୟୋଗ ' ର ସଦସ୍ୟ ନଥିଲେ?
#10. କେବେ ପୋଟ୍ଟି ଶ୍ରୀରାମୁଲୁଙ୍କ ମୃତ୍ୟୁ ହୋଇଥିଲା?
#11. ନିମ୍ନୋକ୍ତ କେବେ ଆନ୍ଧ୍ର ପ୍ରଦେଶ ଗଠିତ ହେଲା?
#12. ନିମ୍ନୋକ୍ତ ସମ୍ବିଧାନର ଧାରା କେତେ ଅନୁସାରେ ସଂସଦ ଆଇନ ପ୍ରଣୟନ କରି ଭାରତର ସଂଘୀୟ ବ୍ୟବସ୍ଥାରେ ନୂତନ ରାଜ୍ୟ ସାମିଲ କରିପାରିବ ବା ନୂତନ ରାଜ୍ୟ ପ୍ରତିଷ୍ଠା କରିପାରିବ?
#13. ସିକିମ୍ କେବେ ପୂର୍ଣ୍ଣାଙ୍ଗ ରାଜ୍ୟ ର ମାନ୍ୟତା ପାଇଲା?
#14. ନିମ୍ନୋକ୍ତ କେବେ ମେଘାଳୟ ରାଜ୍ୟ ପାହ୍ୟାକୁ ଉନ୍ନିତ ହେଲା?
#15. ନିମ୍ନୋକ୍ତ କେବେ ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି ହୋଇଛି?
#16. ନିମ୍ନୋକ୍ତ କେବେ କାରଗିଲ୍ ଯୁଦ୍ଧ ହେଇଥିଲା?
#17. ଭାରତ ସ୍ବାଧୀନ ହେବାବେଳକୁ ଭାରତରେ କେତୋଟି ଦେଶୀୟ ରାଜ୍ୟ ଥିଲା?
#18. ' ସଦର - ଇ- ରିୟାସତ୍ ' ପଦବୀର କେଉଁ ମସିହା ପରଠାରୁ ବିଲୋପ ଘଟିଲା ?
#19. ନିମ୍ନୋକ୍ତ କେବେ ରାଷ୍ଟ୍ରପତି ଜାମ୍ମୁକାଶ୍ମୀର ସରକାରଙ୍କ ସହିତ ପରାମର୍ଶ କରି ଏକ ' ସମ୍ବିଧାନିକ ଆଦେଶ ନାମା' ଜାରି କରିଥିଲେ?
#20. ଭାରତ ସମ୍ବିଧାନର ନିମ୍ନୋକ୍ତ କେଉଁ ଧାରା ଅନୁସାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ସାମ୍ବିଧାନିକ ତଥା ପ୍ରଶାସନିକ ସ୍ଥିତି ଭିନ୍ନ ଓ ସ୍ବତନ୍ତ୍ର ଅଟେ?
#21. ନିମ୍ନୋକ୍ତ କେଉଁ ମସିହା ପରଠାରୁ ଅଦ୍ୟାବଧି ଭାରତରେ ସାତଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି?
#22. କେବେ ମହୀଶୂର ରାଜ୍ୟର ନାମ ପରିବର୍ତ୍ତନ ହୋଇ କର୍ଣ୍ଣାଟକ ହୋଇଛି?
#23. କେବେ ଦାଦ୍ରା ଓ ନଗର ହାବେଳୀ କେନ୍ଦ୍ରଶାସିତ ଅଞ୍ଚଳ ହେଲା?
#24. କେବେ ବିହାରର କିଛି ଅଞ୍ଚଳକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଗଠିତ ହୋଇଥିଲା?
#25. ମାଡ୍ରାସ ରାଜ୍ୟର ନୂତନ ନାମ କ'ଣ?