Free Odisha Static MCQ

Free Odisha Static MCQ

Facebook
Telegram
WhatsApp
LinkedIn

Odisha Static MCQ TEst

Free Odisha Static MCQ : Hello Aspirants, in this article we are going to talk about Odisha Static GK. Most of the civil service exams in Odisha, including OPSC, OCS, etc require expert knowledge and a good understanding of General Awareness. This Odisha static GK article will be useful in all your upcoming coming Exam

Odisha Static GK  (ଲେଖା ଓ ଲେଖକ)

Are You looking for Free Odisha Gk MCQs ?

You came to the right place ! In this article, You’ll find all the important Odisha Gk Multiple Choice Questions that You are looking for. you can check about in Odia Grammar in wiki

These Multiple Choice Questions will be very helpful for You to know more about the beautiful Indian State “Odisha” and many fascinating facts that You’ve never heard before

Odisha Static GK Click Start Quiz

 
QUIZ START

#1. କେଉଁଟି ଫକୀର ମୋହନଙ୍କ ଲେଖା ନୁହେଁ?

#2. କେଉଁଟି ଭୀମ ଭୋଇଙ୍କ ଲେଖା ଅଟେ?

#3. କେଉଁଟି ଉପେନ୍ଦ୍ରଭଞ୍ଜଙ୍କ କୃତି?

#4. କେଉଁଟି ଉପେନ୍ଦ୍ରଭଞ୍ଜଙ୍କ କାଳ୍ପନିକ କାବ୍ୟ?

#5. ‘ ଉତ୍କଳ ଭ୍ରମଣ ‘ କାହାଙ୍କର ଲେଖା?

#6. ‘ ଉତ୍କଳିକା ‘ ର ରଚୟିତା କିଏ?

#7. ‘ ଇନ୍ଦୁମତୀ ‘ କାହାଙ୍କର ଲେଖା?

#8. ଅର୍ଥଶାସ୍ତ୍ରର ରଚନା କିଏ କରିଥିଲେ?

#9. ‘ ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ‘ କାହାର ରଚନା?

#10. ‘ ପଶୁ ପକ୍ଷୀର ‘ କାବ୍ୟର ରଚୟିତା କିଏ?

#11. ନିମ୍ନଲିଖିତ ମଧ୍ୟରୁ କେଉଁଟି ଗୋପବନ୍ଧୁ ଦାସଙ୍କର ରଚନା ନୁହେଁ?

#12. ‘ ଅରଣ୍ୟ ଫସଲ ‘ ନାଟକଟିର ରଚୟିତା କିଏ?

#13. ‘ ଅବସର ବାସରେ ‘ – ଏହାର କବି କିଏ?

#14. ଗଙ୍ଗାଧରଙ୍କ କାବ୍ୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ କାବ୍ୟ?

#15. ରାଧାନାଥଙ୍କର ସର୍ବଶ୍ରେଷ୍ଠ କୃତି କେଉଁଟି?

#16. କେଉଁ ଉପନ୍ୟାସଟି ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ନୁହେଁ?

#17. ‘ ବିଲଙ୍କା ରାମାୟଣ ‘ କାହାଦ୍ଵାରା ରଚିତ?

#18. ‘ ବାଲେଶ୍ଵରୀ ପଂଗାଲୁଣ ‘ ଗଳ୍ପଟି କାହାଦ୍ଵାରା ରଚିତ?

#19. ‘ ବିଦଗ୍ଧ ଚିନ୍ତାମଣି ‘ କାହାଙ୍କର ଲେଖା?

#20. ‘ ଜଗତେ କେବଳ ଜନେ ହସିବେ ‘ କାହାଙ୍କର ଲେଖା?

#21. ‘ ତୁଣ୍ଡ ବାଇଦ ‘ କାହାଙ୍କର ଲେଖା?

#22. ଏମାନଙ୍କ ମଧ୍ୟରୁ କେଉଁଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କୃତି?

#23. ‘ ବର୍ଣ୍ଣବୋଧ ‘ କିଏ ଲେଖିଛନ୍ତି?

#24. କେଉଁଟି ଭୀମଭୋଇଙ୍କ ଲେଖା?

#25. ‘ କୃଷ୍ଣଭକ୍ତି କଳ୍ପକତା ‘ କାହାଙ୍କର କୃତି?

Previous
Finish

Results

Congratulation

Better Luck Next Time

Related Articles :

 

1 thought on “Free Odisha Static MCQ”

Leave a Comment

error: Content is protected !!