Odisha Static GK Quiz Test
Odisha Static GK Quiz Test: Hello Aspirants, in this article we are going to talk about Odisha Static GK. Most of the civil service exams in Odisha, including OPSC, OCS, etc require expert knowledge and a good understanding of General Awareness. This Odisha static GK article will be useful in all your upcoming coming Exam
Odisha Static GK (ଓଡ଼ିଶାରେ କାହାକୁ କେଉଁ ଉପାଧି ମିଳିଛି)
Are You looking for Odisha Gk MCQs ?
You came to the right place ! In this article, You’ll find all the important Odisha Gk Multiple Choice Questions that You are looking for. you can check about in Odia Grammar in wiki
These Multiple Choice Questions will be very helpful for You to know more about the beautiful Indian State “Odisha” and many fascinating facts that You’ve never heard before
Odisha Static GK Click Start Quiz
#1. 'ଉତ୍କଳ କେଶରୀ' ନାମରେ କିଏ ନାମିତ ?
#2. 'କବି ରତ୍ନ' କାହାକୁ କୁହାଯାଏ ?
#3. 'ଜାତୀୟ କବି' କାହାକୁ କୁହାଯାଏ ?
#4. 'ସନ୍ଥ କବି' ଉପାଧି କାହାକୁ ଦିଆଯାଇଛି ?
#5. ' ଭୂମିପୁତ୍ର ' ଉପାଧି କାହାକୁ ଦିଆଯାଇଛି ?
#6. 'କର୍ମବୀର' ଉପାଧି କାହାକୁ ଦିଆଯାଇଛି ?
#7. 'ଲୋକରତ୍ନ ' କାହାକୁ କୁହାଯାଏ?
#8. ନିମ୍ନଲଖିତ ବ୍ୟକ୍ତିଙ୍କ ମଧ୍ୟରୁ କାହାକୁ ' ସ୍ବପ୍ନ କବି ' କୁହାଯାଏ ?
#9. ' ଅତିବଡ଼ି ' ଆଖ୍ୟା କାହାକୁ ଦିଆଯାଇଛି ?
#10. ମଧୁସୂଦନ ରାଓଙ୍କୁ କେଉଁ ଉପାଧି ଦିଆଯାଇଛି ?
#11. ଅଶ୍ଵିନୀ କୁମାର ଘୋଷଙ୍କୁ କେଉଁ ଉପାଧି ଦିଆଯାଇଛି ?
#12. ଜଗନ୍ନାଥ ବେହେରାଙ୍କୁ କେଉଁ ଉପାଧି ଦିଆଯାଇଛି ?
#13. ହରିନାଥଙ୍କୁ କେଉଁ ଉପାଧି ଦିଆଯାଇଛି ?
#14. ' ବିଦଗ୍ଧ କବି ' ଆଖ୍ୟା କାହାକୁ ଦିଆଯାଇଛି ?
#15. 'ପଲ୍ଲୀ କବି' କିଏ?
#16. ମାୟାଧର ମାନସିଂହଙ୍କୁ କେଉଁ ଉପାଧି ଦିଆଯାଇଛି ?
#17. ବଳଦେବ ରଥଙ୍କୁ କେଉଁ ଉପାଧି ଦିଆଯାଇଛି ?
#18. ' ଗଣକବି ' ଆଖ୍ୟା କାହାକୁ ଦିଆଯାଇଛି ?
#19. ନିମ୍ନଲିଖିତ ବ୍ୟକ୍ତିଙ୍କ ମଧ୍ୟରୁ କାହାକୁ ' ନାରୀ କବି ' କୁହାଯାଏ?
#20. ' ଗାୟକ ଶିରମଣି ' ଉପାଧି କାହାକୁ ଦିଆଯାଇଛି ?
#21. . ' କବି ଚନ୍ଦ୍ର ' ଉପାଧି କେଉଁ କବିଙ୍କୁ ଦିଆଯାଇଛି?
#22. ' ବାଣୀକଣ୍ଠ ' ଉପାଧି କାହାକୁ ଦିଆଯାଇଛି ?
#23. ଗୌରିଶଙ୍କର ରାୟଙ୍କୁ କେଉଁ ଉପାଧି ଦିଆଯାଇଛି ?
#24. 'ଓଡ଼ିଶାର ମଦର୍ ଟେରେସା ' କାହାକୁ କୁହାଯାଏ ?
#25. 'କଳିଙ୍ଗର ଗାନ୍ଧୀ ' କାହାକୁ କୁହାଯାଏ ?
Related Articles :