Free Odisha Constable Political Science MCQ Part 4 in Odia
Free Odisha Constable Political Science MCQ: Political Science is a discipline that analyses political, social, and economic systems. It also looks at the world from a variety of perspectives and considers how people think about these issues. Political science question MCQs help you in understanding the basics of political science..
Free Odisha Constable Political Science MCQ
Part of a series on ରାଜନୀତି ବିଜ୍ଞାନ
ରାଜନୀତି ବିଜ୍ଞାନ Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 28
Passed Percentage : 70%
Free Odisha Constable Political Science MCQ
Do you know that a lot of political science question MCQs are available online? Here is a collection of questions related to politics, which will help you in your studies.
Do you know that there are many ways to get a good mark in your class? This article will tell you how to answer the questions in political science and also help you prepare for other exams like SSC, OSSSC, OPSC, ARMY, NAVY, GRE, GMAT, CAT etc. you check about political science in wiki.
Free Odisha Constable Political Science MCQ
Not sure how to start preparing ? Are you preparing for any exam? This article will tell you how to prepare for the questions asked in political science exams and also help you get a good grade.
#1. ଏନ.ଏ.ସି. ବା N.A.C କୁ ଅନ୍ୟଥା କଣ କୁହାଯାଏ ?
#2. ଏକଲକ୍ଷରୁ ଊର୍ଦ୍ଦ୍ୱ ଥିବା ଜନସଂଖ୍ୟା ବିଶିଷ୍ଟ ସହରରେ କ'ଣ ଗଠନ କରାଯାଏ ?
#3. କେବେ କଟାକୁ ନିଗମ ରୂପେ ଘୋଷଣା କରାଗଲା ?
#4. ମହାନଗର ନିଗମର ପ୍ରତ୍ୟେକ ୱାର୍ଡର ନିର୍ବାଚିତ ପ୍ରତିନିଧିଙ୍କୁ କ'ଣ କୁହାଯାଏ ?
#5. ନିଗମର ପ୍ରକୃତ ଶାସନ ପରିଚାଳନା କରିବାପାଇଁ ରାଜ୍ୟସରକାର କାହୂ ନିଯୁକ୍ତ କରିଥାନ୍ତି ?
#6. ନିଗମରେ ବୈଠକରେ ଯୋଗଦାନ କରିଥିବା କେଉଁ ପଦାଧିକାରୀଙ୍କ ଭୋଟ ଦେବାର ଅଧିକାର ନ ଥାଏ ?
#7. ଓଡ଼ିଶାର କେଉଁ ସହରରେ ନିଗମ ଗଠିତ ହୋଇଛି ?
#8. କଟକ ଓ ଭୁବନେଶ୍ୱରେ ପରେ ଓଡ଼ିଶାର କେଉଁଠାରେ ନିଗମ କାର୍ଯ୍ୟକାରୀ ହେଉଛି ?
#9. କିଏ ମହାନଗମର ନିଗମ ଅଟନ୍ତି ?
#10. ମହାନଗର ନିଗର କାର୍ଯ୍ୟକାଳ ...........
#11. କେଉଁଟି ନିଗମର ବାଧ୍ୟତାମୂଳକ କାର୍ଯ୍ୟ ନୁହେଁ ?
#12. ଆମ ଓଡ଼ିଶାରେ କେତେଗୋଟି ପୌରସଂସ୍ଥା ଅଛି ?
#13. କୌଣସି ମ୍ୟୁନସିପାଲିଟିର ସର୍ବାଧିକ କେତୋଟି ୱାର୍ଡ ରହିବାର ବ୍ୟବସ୍ଥା ଅଛି ?
#14. କୌଣସି ଛୋଟ ସହରରୁ ନଗର ପାଳିକାରେ ପରିଣତ କରିବାକୁ ହେଲେ ଏହାକୁ ଅତିକମରେ କେତୋଟି ୱାର୍ଡରେ ବିଭକ୍ତ କରାଯିବ| ଆବଶ୍ୟକ ?
#15. ମ୍ୟୁନସିପାଲିଟିର ପ୍ରତ୍ୟକ ୱାର୍ଡର ପ୍ରତିନିଧିଙ୍କୁ କ'ଣ କୁହାଯାଏ ?
#16. ମ୍ୟୁନସିପାଲିଟି ବା ନଗରପାଳିକାର ଚେୟାରମ୍ୟାନ ନିର୍ବାଚିତ କାଉନସିଲର ମାନଙ୍କ ଦ୍ୱାରା ନିର୍ବାଚିତ ହେବାର ବ୍ୟବସ୍ଥା କେବେଠାରୁ ପ୍ରବର୍ତ୍ତିତ ହୋଇଅଛି ?
#17. କେଉଁ ନିର୍ବ|ଚନରେ ସମସ୍ତ ପ୍ରାର୍ଥୀ ବିଭିନ୍ନ ରାଜନୈତିକ ଦଳର ସଂକେତ ବ୍ୟବହାର କରିପାରିବାର ବ୍ୟବସ୍ଥା ରହିଛି ?
#18. କିଏ ନଗର ପାଳିକା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାନ୍ତି ?
#19. ନଗରପାଳିକାର କାର୍ଯ୍ୟକାଳ ............
#20. କିଏ ମୁନିସିପାଲିଟିର ବୈଠକ ଆହ୍ୱାନ କରିଥାନ୍ତି ?
#21. ଆମ ରାଜ୍ୟରେ କେତେଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି ?
#22. ବିଜ୍ଞାପିତ ଅଞ୍ଚଳର ପରିଷଦରେ ଜନସଂଖ୍ୟା ସର୍ବନିମ୍ନ .......... ହେବ| ଆବଶ୍ୟକ ?
#23. କେଉଁଟି ଏ.ଏନ.ସି ର ଇଚ୍ଛାଧୀନ କାର୍ଯ୍ୟ ?
#24. କିଏ ଗ୍ରାମପଞ୍ଚାୟତର ମୁଖ୍ୟ ?
#25. ସରପଞ୍ଚଙ୍କ କାର୍ଯ୍ୟକାଳ କେତେ ବର୍ଷ ?
Related Article :
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 1
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 2
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 5
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 4
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 3