Free Odisha Constable Mathematics MCQ Part 5 in Odia
Free Odisha Constable Mathematics Question MCQ: Political Science is a discipline that analyses political, social, and economic systems. It also looks at the world from a variety of perspectives and considers how people think about these issues. Political science question MCQs help you in understanding the basics of political science..
Free Odisha Constable Political Science MCQ
Part of a series on Mathematics
Math Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 28
Passed Percentage : 70%
Free Odisha Constable Political Science MCQ
Do you know that a lot of Free Odisha Constable Mathematics Question MCQs are available online? Here is a collection of questions related to politics, which will help you in your studies.
Do you know that there are many ways to get a good mark in your class? This article will tell you how to answer the questions in political science and also help you prepare for other exams like SSC, OSSSC, OPSC, ARMY, NAVY, GRE, GMAT, CAT etc. you check about mathe in wiki.
Free Odisha Constable Political Science MCQ
Not sure how to start preparing ? Are you preparing for any exam? This article will tell you how to prepare for the questions asked in political science exams and also help you get a good grade.
#1. ଗୋଟିଏ ପୋଲ ନିର୍ମାଣ ୬୦ ଦିନରେ ଶେଷ କରିବାକୁ ଜଣେ କଣ୍ଟ୍ରାକ୍ଟର ୫୦ ଜଣ ଲୋକ ନିଯୁକ୍ତି କଲେ ।୧୦ ଦିନ ପରେ ସେ ଦେଖିଲେ ଯେ ସମୁଦାୟ କାର୍ଯ୍ୟ ର ମାତ୍ର ୧/୭ ଅଂଶ ସମ୍ପୂର୍ଣ୍ଣ ହୋଇଛି।ସେ ଆଉ ଅଧିକ କେତେ ଜଣ ଲୋକ ନିଯୁକ୍ତି କଲେ ପୋଲଟି ଠିକ୍ ସମୟରେ ନିର୍ମିତ ହୋଇପାରିବ ?
#2. ଜଣ ମିସ୍ତ୍ରୀ ଗୋଟିଏ ଘର 7 ଦିନରେ ପଲସ୍ତରା କରିପାରନ୍ତି । 14 ଜଣ ମିସ୍ତ୍ରୀ କେତେ ଦିନରେ ସେହି ଘର ପଲସ୍ତରା କରିପାରିବେ ?
#3. 'କ' ଓ 'ଖ' ଏକତ୍ର ଗୋଟିଏ କାର୍ଯ୍ୟକୁ 8 ଦିନରେ, 'କ' ଓ 'ଗ' ସେହି କାର୍ଯ୍ୟକୁ 12 ଦିନରେ ଏବଂ 'ଖ' ଓ 'ଗ' ଉକ୍ତ କାର୍ଯ୍ୟକୁ 24 ଦିନରେ ଶେଷ କରନ୍ତି। ତେବେ 'କ' ,'ଖ' ଓ 'ଗ' ଏକତ୍ର ସେହି କାର୍ଯ୍ୟକୁ କେତେ ଦିନରେ ଶେଷ କରିବେ?
#4. ଗୋଟିଏ ଶାଢିରେ ସୂଚୀ କାମ କରିବା ପାଇଁ ମିଲିକୁ 15 ଦିନ ଲାଗେ ଓ ଲିଲିକୁ 10 ଦିନ ଲାଗେ। ଉଭୟ ବୁଣା କାର୍ଯ୍ୟ କୁ ଆରମ୍ଭ କରିବାର 2 ଦିନ ପରେ ଲିଲି କାମ ଛାଡି ଚାଲିଗଲା। ମିଲି ଅବଶିଷ୍ଟ କାମକୁ କେତେ ଦିନରେ କରିପାରିବ ?
#5. ଦିନକୁ 3 ଘଣ୍ଟା କରି ସୂତା କାଟି 12 ଦିନରେ ରମା 5 କି.ଗ୍ରା.ସୂତା କାଟନ୍ତି।ସେ ଦିନକୁ 4 ଘଣ୍ଟା କରି ସୂତା କାଟି କେତେ ଦିନରେ 5 କି.ଗ୍ରା. ସୂତା କାଟି ପାରିବେ?
#6. 2 ଜଣ ପୁରୁଷ ବା 3 ଜଣ ସ୍ତ୍ରୀ ଲୋକ ଗୋଟିଏ କାର୍ଯ୍ୟକୁ 45 ଦିନରେ ଶେଷ କରନ୍ତି।8 ଜଣ ପୁରୁଷ ଓ 15 ଜଣ ସ୍ତ୍ରୀ ଲୋକ ସେହି କାର୍ଯ୍ୟକୁ କେତେ ଦିନରେ ଶେଷ କରିପାରିବେ?
#7. ଦିନକୁ 6 ଘଣ୍ଟା ପରିଶ୍ରମ କରି ଜଣେ ଚାଷୀ 18 ଦିନରେ ଗୋଟିଏ ଜମିକୁ ହଳ କରନ୍ତି। ଦିନକୁ କେତେ ଘଣ୍ଟା ପରିଶ୍ରମ କଲେ ସେ 12 ଦିନରେ ସେହି ଜମିକୁ ହଳ କରିପାରିବେ?
#8. ରାମ ଓ ଶ୍ୟାମ ଏକତ୍ର ଗୋଟିଏ କାମକୁ 8 ଦିନରେ ଶେଷ କରନ୍ତି। ରାମ ସେହି କାର୍ଯ୍ୟକୁ ଏକାକୀ 12 ଦିନରେ ଶେଷ କରିପାରୁଥିଲେ, ଶ୍ୟାମ ଏକାକୀ ସେହି କାର୍ଯ୍ୟଟିକୁ କେତେ ଦିନରେ ଶେଷ କରିପାରିବ?
#9. ଗୋଟିଏ କାର୍ଯ୍ୟକୁ 'କ' 6 ଦିନରେ,'ଖ' 10 ଦିନରେ ଓ 'ଗ' 15 ଦିନରେ ଶେଷ କରନ୍ତି। ତିନି ଜଣ ଏକାଠି କାର୍ଯ୍ୟଟିକୁ କେତେ ଦିନରେ ଶେଷ କରିପାରିବେ?
#10. ଗୋଟିଏ କାମକୁ 15 ଜଣ ଲୋକ 12 ଦିନରେ ଶେଷ କରନ୍ତି। ସେହି କାମକୁ 20 ଜଣ କେତେ ଦିନରେ ଶେଷ କରିବେ?
#11. ସୀତା 35 ଦିନରେ 25ଟି ଟୋକେଇ ତିଆରି କରେ। 110ଟି ଟୋକେଇ ତିଆରି କରିବାକୁ ତାକୁ କେତେ ଦିନ ଲାଗିବ?
#12. 5 ଜଣ ଲୋକ ଯେତିକି ଦିନରେ 50,000 ଇଟା ଗଢନ୍ତି, କେତେ ଜଣ ଲୋକ ସେତିକି ଦିନରେ 70,000 ଇଟା ଗଢିବେ?
#13. 8 ଜଣ ଲୋକ ଗୋଟିଏ କାମକୁ 15 ଦିନରେ କରନ୍ତି। କେତେ ଜଣ ଲୋକ ସେହି କାମକୁ 12 ଦିନରେ ଶେଷ କରିବେ ?
#14. ଗୋଟିଏ ରାସ୍ତା ତିଆରି କରିବାକୁ 39 ଜଣ ଲୋକଙ୍କୁ 76 ଦିନ ଲାଗେ। ସେହି ରାସ୍ତାଟି ତିଆରି କରିବାକୁ 52 ଜଣ ଲୋକଙ୍କୁ କେତେ ଦିନ ଲାଗିବ? ଗୋଟିଏ ରାସ୍ତା ତିଆରି କରିବାକୁ 39 ଜଣ ଲୋକଙ୍କୁ 76 ଦିନ ଲାଗେ। ସେହି ରାସ୍ତାଟି ତିଆରି କରିବାକୁ 52 ଜଣ ଲୋକଙ୍କୁ କେତେ ଦିନ ଲାଗିବ?
#15. ଜଣେ ଲୋକ ଗୋଟିଏ କାମର 0.0625 ଅଂଶକୁ 12 ଦିନରେ ଶେଷ କଲେ, ସେ ପୂରା କାର୍ଯ୍ୟକୁ କେତେ ଦିନରେ ଶେଷ କରିବେ?
Related Article :
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 1
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 2
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 5
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 4
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 3