Free Odia rudhi mcq Part 1 | ଓଡ଼ିଆ ରୂଢି କୁଇଜ ପରୀକ୍ଷା

Facebook
Telegram
WhatsApp
LinkedIn

Free Odia rudhi mcq Part 1

free Odia rudhi mcq test:/ Odisha rudhi question One of the ways through which a school/college student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school/college campus, no matter how big an educational centre it may be.

Odia rudhi mcq test/ Odisha rudhi question

Part of a series on ଓଡ଼ିଆ ଗ୍ରାମାର

ଓଡ଼ିଆ ରୂଢି AND LOKABANI Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 39
Passed Percentage : 70%

Odia rudhi mcq test / Odisha rudhi question

If you’re applying for School/college interview, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about English article  in wiki.

Odia rudhi mcq test / Odisha rudhi question

Not sure how to start preparing free Odia rudhi mcq test / Odisha rudhi question ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other  interview questions as well.

 

Odia rudhi mcq test

 
QUIZ START

#1. ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିବା-ଏହି ରୂଢିଟିର ଅର୍ଥ କ’ଣ?

#2. .ହାତ କରିବା-ଏହି ରୂଢିଟିର ଅର୍ଥ କ’ଣ?

#3. ମନ ଘର ଧରିବା-ଏହି ରୂଢିଟିର ଅର୍ଥ କ’ଣ?

#4. ଫଟେଇ ହେବା-ଏହି ରୂଢିଟିର ଅର୍ଥ କ’ଣ?ର

#5. ପିଲାଟି ଏପରି-ଯେ, ଯାହା କହିବ ତାହା କରିବା ।

#6. ତା’ ବାପା ଚିରଦିନ ପାଇଁ……..।

#7. ସେ ମୋ ସଂପତ୍ତି ଉପରେ………।

#8. ତାକୁ ଆଉ କିଛି କୁହନାହିଁ,ସେ ଉଭୟରେ _ ପଡିଗଲାଣି।

#9. ନାତିଟି ଆଈଙ୍କର……….. ହୋଇଛି।

#10. ନିର୍ବୋଧ ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ’ଣ ହେବ ?

#11. ବିରାଡ଼ି ଛିଙ୍କିବା-ରୂଢିଟିର ଅର୍ଥ କ’ଣ ?

#12. ମୁହଁ ଦେବା-ରୂଢିଟିର ଅର୍ଥ କ’ଣ?

#13. ବିପଦ ନ ଆସୁଣୁ ସତର୍କ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ଲେଖ ।

#14. ଅତି ପୁରୁଣା-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛି ଲେଖ ।

#15. ଭାଗ୍ୟଫଳ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ’ଣ?

#16. ବୃଥା ସ୍ବପ୍ନ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ’ଣ ?

#17. କ୍ଷୀଣ ଆଶ୍ରୟ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛି ଲେଖ ।

#18. ଦୁଃଖ ଉପରେ ଦୁଃଖ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛ।

#19. ଅସମ୍ଭବ କଥା ସମ୍ଭବ ହେବା-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ’ଣ?

#20. ନାଆଁ ରଖିବା-ଏହା କି ପ୍ରକାର ରୂଢି?

#21. ସବୁ ଶେଷ କରିଦେବା- ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ’ଣ?

#22. ପ୍ରସ୍ତୁତ ହୋଇ ରହିବା- ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ’ଣ?

#23. ଭଲ ବେଳ ପଡ଼ିବା-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ’ଣ?

#24. ବାଟ ଭାଙ୍ଗିବା-ଏହି ରୂଢିଟିର ଅର୍ଥ କ’ଣ?

#25. ତଳେ ପକାଇବା-ଏହି ରୂଢିଟି ଅର୍ଥ କ’ଣ?

#26. ବତେଇ ଦେଲା ବୁଦ୍ଧି,ମାଗି ଆଣିବା ତିଅଣ-ଏହି ଲୋକବାଣୀ ଟି ଅର୍ଥ କ’ଣ?

#27. ଯତ୍ନ କଲେ ରତ୍ନ ମିଳେ-ଭାବ ସଂପ୍ରସାରଣ କର।

#28. ହାତ ଅଳସେ ନିଶବଙ୍କା-ଭାବ ସଂପ୍ରସାରଣ କର।

#29. ଅଳ୍ପ ବିଦ୍ୟା ଭୟଙ୍କରୀ-ଭାବ ସଂପ୍ରସାରଣ କର।

#30. କାଲଠାର କାଲ ମାଆ ଜାଣେ-ଭାବ ସଂପ୍ରସାରଣ କର।

#31. ଆ ବଳଦ ମୋତେ ବିନ୍ଧ୍-ଭାବ ସଂପ୍ରସାରଣ କର।

#32. ଚାଲି ନଜାଣି………………।

#33. ଅତି ଭକ୍ତି…………ର ଲକ୍ଷଣ।

#34. ଛୋଟ ସାପର ବିଷ………..।

#35. ଘୁଷୁରିକି …………..।

#36. ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ…………. ସହିତ।

#37. ଅଭିଜ୍ଞତାରୁ ସତର୍କ ହେବା-ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ’ଣ?

#38. କ୍ଷୁଦ୍ର ମଧ୍ୟରେ ଭୟଙ୍କର ଗଡା-ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ’ଣ?

#39. ସାବଧାନ ହୋଇ କାମ କରିବା-ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ’ଣ?

Previous
Finish

Results

Congratulation

Better Luck Next Time

Related Article : 

 

Leave a Comment

error: Content is protected !!