Free Odia rudhi mcq Part 1
free Odia rudhi mcq test:/ Odisha rudhi question One of the ways through which a school/college student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school/college campus, no matter how big an educational centre it may be.
Odia rudhi mcq test/ Odisha rudhi question
Part of a series on ଓଡ଼ିଆ ଗ୍ରାମାର
ଓଡ଼ିଆ ରୂଢି AND LOKABANI Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 39
Passed Percentage : 70%
Odia rudhi mcq test / Odisha rudhi question
If you’re applying for School/college interview, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about English article in wiki.
Odia rudhi mcq test / Odisha rudhi question
Not sure how to start preparing free Odia rudhi mcq test / Odisha rudhi question ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other interview questions as well.
#1. ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିବା-ଏହି ରୂଢିଟିର ଅର୍ଥ କ'ଣ?
#2. .ହାତ କରିବା-ଏହି ରୂଢିଟିର ଅର୍ଥ କ'ଣ?
#3. ମନ ଘର ଧରିବା-ଏହି ରୂଢିଟିର ଅର୍ଥ କ'ଣ?
#4. ଫଟେଇ ହେବା-ଏହି ରୂଢିଟିର ଅର୍ଥ କ'ଣ?ର
#5. ପିଲାଟି ଏପରି-ଯେ, ଯାହା କହିବ ତାହା କରିବା ।
#6. ତା' ବାପା ଚିରଦିନ ପାଇଁ........।
#7. ସେ ମୋ ସଂପତ୍ତି ଉପରେ.........।
#8. ତାକୁ ଆଉ କିଛି କୁହନାହିଁ,ସେ ଉଭୟରେ _ ପଡିଗଲାଣି।
#9. ନାତିଟି ଆଈଙ୍କର........... ହୋଇଛି।
#10. ନିର୍ବୋଧ ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ ହେବ ?
#11. ବିରାଡ଼ି ଛିଙ୍କିବା-ରୂଢିଟିର ଅର୍ଥ କ'ଣ ?
#12. ମୁହଁ ଦେବା-ରୂଢିଟିର ଅର୍ଥ କ'ଣ?
#13. ବିପଦ ନ ଆସୁଣୁ ସତର୍କ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ଲେଖ ।
#14. ଅତି ପୁରୁଣା-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛି ଲେଖ ।
#15. ଭାଗ୍ୟଫଳ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ?
#16. ବୃଥା ସ୍ବପ୍ନ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ ?
#17. କ୍ଷୀଣ ଆଶ୍ରୟ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛି ଲେଖ ।
#18. ଦୁଃଖ ଉପରେ ଦୁଃଖ-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ବାଛ।
#19. ଅସମ୍ଭବ କଥା ସମ୍ଭବ ହେବା-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ?
#20. ନାଆଁ ରଖିବା-ଏହା କି ପ୍ରକାର ରୂଢି?
#21. ସବୁ ଶେଷ କରିଦେବା- ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ?
#22. ପ୍ରସ୍ତୁତ ହୋଇ ରହିବା- ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ?
#23. ଭଲ ବେଳ ପଡ଼ିବା-ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କ'ଣ?
#24. ବାଟ ଭାଙ୍ଗିବା-ଏହି ରୂଢିଟିର ଅର୍ଥ କ'ଣ?
#25. ତଳେ ପକାଇବା-ଏହି ରୂଢିଟି ଅର୍ଥ କ'ଣ?
#26. ବତେଇ ଦେଲା ବୁଦ୍ଧି,ମାଗି ଆଣିବା ତିଅଣ-ଏହି ଲୋକବାଣୀ ଟି ଅର୍ଥ କ'ଣ?
#27. ଯତ୍ନ କଲେ ରତ୍ନ ମିଳେ-ଭାବ ସଂପ୍ରସାରଣ କର।
#28. ହାତ ଅଳସେ ନିଶବଙ୍କା-ଭାବ ସଂପ୍ରସାରଣ କର।
#29. ଅଳ୍ପ ବିଦ୍ୟା ଭୟଙ୍କରୀ-ଭାବ ସଂପ୍ରସାରଣ କର।
#30. କାଲଠାର କାଲ ମାଆ ଜାଣେ-ଭାବ ସଂପ୍ରସାରଣ କର।
#31. ଆ ବଳଦ ମୋତେ ବିନ୍ଧ୍-ଭାବ ସଂପ୍ରସାରଣ କର।
#32. ଚାଲି ନଜାଣି..................।
#33. ଅତି ଭକ୍ତି............ର ଲକ୍ଷଣ।
#34. ଛୋଟ ସାପର ବିଷ...........।
#35. ଘୁଷୁରିକି ..............।
#36. ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ............. ସହିତ।
#37. ଅଭିଜ୍ଞତାରୁ ସତର୍କ ହେବା-ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ'ଣ?
#38. କ୍ଷୁଦ୍ର ମଧ୍ୟରେ ଭୟଙ୍କର ଗଡା-ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ'ଣ?
#39. ସାବଧାନ ହୋଇ କାମ କରିବା-ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ'ଣ?
Related Article :
- ତୃତୀୟ ଶ୍ରେଣୀ ବୃତି ପରୀକ୍ଷା କୁଇଜ 3
- ତୃତୀୟ ଶ୍ରେଣୀ ବୃତି ପରୀକ୍ଷା କୁଇଜ 2
- ଓଡିଆ ଗ୍ରାମାର ପରୀକ୍ଷା ଦିଅନ୍ତୁ 1
- ଓଡିଆ ଗ୍ରାମାର ପରୀକ୍ଷା ଦିଅନ୍ତୁ 2
- Free Class 10 Geography Question Quiz Test | ବିଷୟ ସମ୍ବଳ
- Free Odia GK Quiz Test Part -2
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 1
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 2