Free Odia lokabani mcq Part 1
free Odia lokabani mcq test: One of the ways through which a school/college student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school/college campus, no matter how big an educational centre it may be.
Odia lokabani mcq test
Part of a series on ଓଡ଼ିଆ ଗ୍ରାମାର
ଓଡ଼ିଆ ଲୋକବାଣୀ Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 25
Passed Percentage : 70%
Odia lokabani mcq test
If you’re applying for School/college interview, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about English article in wiki.
Odia lokabani mcq test
Not sure how to start preparing free Odia lokabani mcq test ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other interview questions as well.
#1. ବତେଇଦେଲା ବୁଦ୍ଧି , ମାଗି ଆଣିବା ତିଅଣ - ଏହି ଲୋକବାଣୀ ଟିର ଅର୍ଥ କଣ ?
#2. ଯତନ କଲେ ରତନ ମିଳେ - ଭାବ ସମ୍ପ୍ରସାରଣ କର .
#3. ଅଳ୍ପବିଦ୍ୟା ଭୟଙ୍କରୀ - ଭାବ ପ୍ରସାରଣ କର
#4. କାଲ ଠାର କାଲ ମା ଜଣେ -ଭାବ ପ୍ରସାରଣ କର .
#5. ଆ ବଳଦ ମତେ ବିନ୍ଧ - ଭାବ ପ୍ରସାରଣ କର .
#6. ଚାଲି ନଜାଣି ................
#7. ଅତି ଭକ୍ତି ......... ର ଲକ୍ଷଣ .
#8. ଛୋଟ ସାପର ବିଷ ..........
#9. ଘୁଷୁରିକି ...............
#10. ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ...... ସହିତ
#11. ଅଭିଜ୍ଞତାରୁ ସତର୍କ ହେବା - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀ ଟି କ'ଣ ?
#12. କ୍ଷୁଦ୍ରମଧ୍ୟରେ ଭୟଙ୍କରତା - ଏଇ ଅର୍ଥ ପ୍ରକାଶ କରୁଥିବା ଲୋକବନୀତି କଣ ?
#13. ସାବଧାନ ହୋଇ କାମ କରିବା -ଏହି ଅର୍ଥ ପ୍ରକାଶ କରିଥିବା ଲୋକବାଣୀ ଟି କଣ ?
#14. ଅଳସୁଆର ବାଟ ବାଟୀ ଚାଷ - ଏହି ଲୋକବାଣୀଟିର ଅର୍ଥ କଣ ?
#15. ଯେତେ ଘୋଡ଼ାଇଲେବି ଦୋଷ ଧାରା ପଡେ - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି ହେଲା
#16. ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କଣ ?
#17. ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କଣ ?
#18. ଦୃଢ ବଚନ ବା ଆର୍ଷ ବଚନ - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ'ଣ ?
#19. ଉଡ଼ିଗଲା ଚଢେଇର ପର ଗଣିବା - ଏହି ଲୋକବାଣୀଟିର ଅର୍ଥ କଣ ?
#20. ଢୋକେ ପି ଦଣ୍ଡେ ଜି - ଏହି ଲୋକବାଣୀର ଅର୍ଥ କଣ ?
#21. ସଂକୁଚିତ ପରିବେଶ ରେ ବଢିଥିବ ବ୍ୟକ୍ତି - ଏହି ଅର୍ଥ ପ୍ରକଶ କରୁଥିବା ଲୋକବାଣୀଟି -
#22. ଏକା ମାଘକେ ଶୀତ ଯାଏ ନାହିଁ - ଏହି ଲୋକବାଣୀଟି ର ଅର୍ଥ -
#23. ଜାନ ଯାଉ ମାନ ଥାଉ - ଏହି ଲୋକବାଣୀଟି ର ଅର୍ଥ କଣ ?
#24. ସଭାରେ ହାଣ୍ଡି ଭାଙ୍ଗିବା - ଏହି ଲୋକବାଣୀଟି ର ଅର୍ଥ କଣ ?
Related Article :