Free Odia lokabani mcq Part 1 | ଓଡ଼ିଆ ଲୋକବାଣୀ କୁଇଜ ପରୀକ୍ଷା

Facebook
Telegram
WhatsApp
LinkedIn

Free Odia lokabani mcq Part 1

free Odia lokabani mcq test: One of the ways through which a school/college student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school/college campus, no matter how big an educational centre it may be.

Odia lokabani mcq test

Part of a series on ଓଡ଼ିଆ ଗ୍ରାମାର

ଓଡ଼ିଆ ଲୋକବାଣୀ Test MCQ
Question Language : ଓଡ଼ିଆ
Class : District Constable Exam level
No. of Question : 25
Passed Percentage : 70%

Odia lokabani mcq test

If you’re applying for School/college interview, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about English article  in wiki.

Odia lokabani mcq test

Not sure how to start preparing free Odia lokabani mcq test ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other  interview questions as well.

free Odia lokabani mcq test

 
QUIZ START

#1. ବତେଇଦେଲା ବୁଦ୍ଧି , ମାଗି ଆଣିବା ତିଅଣ – ଏହି ଲୋକବାଣୀ ଟିର ଅର୍ଥ କଣ ?

#2. ଯତନ କଲେ ରତନ ମିଳେ – ଭାବ ସମ୍ପ୍ରସାରଣ କର .

#3. ଅଳ୍ପବିଦ୍ୟା ଭୟଙ୍କରୀ – ଭାବ ପ୍ରସାରଣ କର

#4. କାଲ ଠାର କାଲ ମା ଜଣେ -ଭାବ ପ୍ରସାରଣ କର .

#5. ଆ ବଳଦ ମତେ ବିନ୍ଧ – ଭାବ ପ୍ରସାରଣ କର .

#6. ଚାଲି ନଜାଣି …………….

#7. ଅତି ଭକ୍ତି ……… ର ଲକ୍ଷଣ .

#8. ଛୋଟ ସାପର ବିଷ ……….

#9. ଘୁଷୁରିକି ……………

#10. ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ …… ସହିତ

#11. ଅଭିଜ୍ଞତାରୁ ସତର୍କ ହେବା – ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀ ଟି କ’ଣ ?

#12. କ୍ଷୁଦ୍ରମଧ୍ୟରେ ଭୟଙ୍କରତା – ଏଇ ଅର୍ଥ ପ୍ରକାଶ କରୁଥିବା ଲୋକବନୀତି କଣ ?

#13. ସାବଧାନ ହୋଇ କାମ କରିବା -ଏହି ଅର୍ଥ ପ୍ରକାଶ କରିଥିବା ଲୋକବାଣୀ ଟି କଣ ?

#14. ଅଳସୁଆର ବାଟ ବାଟୀ ଚାଷ – ଏହି ଲୋକବାଣୀଟିର ଅର୍ଥ କଣ ?

#15. ଯେତେ ଘୋଡ଼ାଇଲେବି ଦୋଷ ଧାରା ପଡେ – ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି ହେଲା

#16. ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା – ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କଣ ?

#17. ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ – ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କଣ ?

#18. ଦୃଢ ବଚନ ବା ଆର୍ଷ ବଚନ – ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ’ଣ ?

#19. ଉଡ଼ିଗଲା ଚଢେଇର ପର ଗଣିବା – ଏହି ଲୋକବାଣୀଟିର ଅର୍ଥ କଣ ?

#20. ଢୋକେ ପି ଦଣ୍ଡେ ଜି – ଏହି ଲୋକବାଣୀର ଅର୍ଥ କଣ ?

#21. ସଂକୁଚିତ ପରିବେଶ ରେ ବଢିଥିବ ବ୍ୟକ୍ତି – ଏହି ଅର୍ଥ ପ୍ରକଶ କରୁଥିବା ଲୋକବାଣୀଟି –

#22. ଏକା ମାଘକେ ଶୀତ ଯାଏ ନାହିଁ – ଏହି ଲୋକବାଣୀଟି ର ଅର୍ଥ –

#23. ଜାନ ଯାଉ ମାନ ଥାଉ – ଏହି ଲୋକବାଣୀଟି ର ଅର୍ଥ କଣ ?

#24. ସଭାରେ ହାଣ୍ଡି ଭାଙ୍ଗିବା – ଏହି ଲୋକବାଣୀଟି ର ଅର୍ଥ କଣ ?

Previous
Finish

Results

Congratulation

Better Luck Next Time

Related Article : 

Leave a Comment

error: Content is protected !!