Free Odia GK question and answer test class 6

Facebook
Telegram
WhatsApp
LinkedIn

Free Odia GK question and answer test

Free Odia gk question and answer test: Hello my readers and welcome back to another quiz. I’m going to be going through the grammatical rules to test your knowledge of our language. In addition, I’m also going to explain that there are some common rules that we are all taught as a young child. Let’s start.

Per Quiz : 25 Question

Class : 6 & 7 Subject : Geography & History

 “school question allows  to get those communications out and feel confident that I’m putting my best foot forward. question is like a little superpower, especially when I need to be at 100%.” your can check more on wiki

#1. ରୁଷିଆର………… ଟି ଆନ୍ତର୍ଜାତୀୟ ସମୟ ମଣ୍ଡଳ ରହିଛି ?

  • 10 
  • 11
  • 12
  • 13

11

#2. ……….. ରେ ମାନ ବ୍ୟବହାର କରାଯାଇଥାଏ ।

  •  ରେଖାଚିତ୍ର 
  • ମାନଚିତ୍ର 
  • ସଙ୍କେତ 
  • ଦୂରତା

ମାନଚିତ୍ର

#3. କମ୍ପାସ ଯନ୍ତ୍ର ………. ପାଇଁ ବ୍ୟବହାର କରାଯାଏ?

  •  ସଙ୍କେତ 
  • ଦିଗ
  •  ଦୂରତା 
  • ଉଚ୍ଚତା

 ଦିଗ

#4. ପ୍ରାକୃତିକ ମାନଚିତ୍ରରେ ମାଳଭୂମି ଚିହ୍ନଟ ପାଇଁ………… ରଙ୍ଗ ବ୍ୟବହୃତ ହୁଏ ?

  •  କମଳା 
  • ହଳଦିଆ
  •  ନୀଳ 
  • ବାଦାମୀ

 ହଳଦିଆ

#5. ଗାଢ଼ ନୀଳରଙ୍ଗ ସଂକେତ ପ୍ରାକୃତିକ ମାନଚିତ୍ରରେ………… ପାଇଁ ବ୍ୟବହୃତ ?

  •  ଗଭୀର ଜଳରାଶି 
  • ମାଳଭୂମି 
  • ସମତଳ ଭୂମି 
  • ପାହାଡ଼

ଗଭୀର ଜଳରାଶି

#6. ଉଚ୍ଚ ପର୍ବତଭୂମିକୁ……… ରଙ୍ଗ ଦ୍ୱାରା ଚିହ୍ନଟ କରାଯାଏ ?

  •  ବାଦାମୀ
  •  ହଳଦିଆ 
  • ସବୁଜ 
  • ଗାଢ଼ ବାଦାମୀ

ଗାଢ଼ ବାଦାମୀ

#7. ପ୍ରାୟ ପ୍ରତ୍ୟେକ ମାନଚିତ୍ର ର………….ର ଉପରିଭାଗରେ ଏକ ତୀର ଚିହ୍ନ ଥାଏ?

  •  ପୂର୍ବ ପାର୍ଶ୍ଵ
  •  ପଶ୍ଚିମ ପାର୍ଶ୍ବ 
  • ଉତ୍ତରପାର୍ଶ୍ଵ 
  • ଦକ୍ଷିଣ ପାର୍ଶ୍ଵ

 ଦକ୍ଷିଣ ପାର୍ଶ୍ଵ

#8. ମାନଚିତ୍ର ର ନିମ୍ନଭାଗ………….. ଦିଗ ଅଟେ ?

  •  ପୂର୍ବ 
  • ପଶ୍ଚିମ 
  • ଉତ୍ତର 
  • ଦକ୍ଷିଣ

ଦକ୍ଷିଣ

#9. ‘PS ‘ ମାନଚିତ୍ରରେ ……… କୁ ବୁଝାଏ?

  •  ଡାକଘର ଡାକ
  • ଓ ତାର ଅଫିସ୍ 
  • ଥାନା 
  • ଗଛ

 ଥାନା

#10. ……………..ତାରିଖରେ ସୂର୍ଯ୍ୟ ମକର କ୍ରାନ୍ତି ର ଠିକ୍ ସମ୍ମୁଖରେ ଥାଆନ୍ତି ?

  •  ଡିସେମ୍ବର ୨୧ 
  • ଡିସେମ୍ବର ୨୨ 
  • ଡିସେମ୍ବର ୨୩ 
  • ମାର୍ଚ୍ଚ ୨୧

ଡିସେମ୍ବର ୨୨

#11. ଡିସେମ୍ବର ୨୨ ତାରିଖ ଦିନ……….. ହୋଇଥାଏ।

  •  ଦକ୍ଷିଣ ଗୋଲାର୍ଦ୍ଧ ରାତି ସାନ 
  • ଉତ୍ତର ଗୋଲାର୍ଦ୍ଧ ରାତି ସାନ 
  • ଉଭୟ ଗୋଲାର୍ଦ୍ଧ ଦିନ ରାତି ସମାନ 
  • ଦକ୍ଷିଣ ଗୋଲାର୍ଦ୍ଧ ବସନ୍ତ କାଳର ମଧ୍ୟଭାଗ

ଉତ୍ତର ଗୋଲାର୍ଦ୍ଧ ରାତି ସାନ

#12. ଅଧିବର୍ଷ ସାଧାରଣତଃ……….. ମାସରେ ପଡ଼ିଥାଏ।

  •  ନଭେମ୍ବର 
  • ଡିସେମ୍ବର
  •  ଜାନୁଆରୀ 
  • ଫେବୃଆରୀ

ଫେବୃଆରୀ

#13. ସୂର୍ଯ୍ୟ ପୃଥିବୀ ଠାରୁ……… ଗୁଣ ବଡ଼ ?

  •  ୧୩ ଶହ 
  • ୧୩ ହଜାର 
  • ୧୩ ଲକ୍ଷ 
  • ୧୩ କୋଟି

୧୩ ଲକ୍ଷ

୧୩ ଲକ୍ଷ

#14. ପୃଥିବୀର ……… ଗତି ଯୋଗୁଁ ଦିନ ଓ ରାତି ହୁଏ ।

  •  ପରିକ୍ରମଣ 
  • ଆବର୍ତ୍ତନ 
  • ବାର୍ଷିକ 
  • ସରଳରୈଖିକ

ଆବର୍ତ୍ତନ

#15. ପୃଥିବୀକୁ ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପ୍ରାୟ………. ଘଣ୍ଟା ସମୟ ଲାଗେ ।

  • 24
  • 18 
  • 20 
  • 12

24

#16. ବାୟୁମଣ୍ଡଳରେ କେଉଁ ବାଷ୍ପର ପରିମାଣ ଅଧିକ ହେଲେ ଭୌଗଳିକ ତାପମାତ୍ରା କ୍ରମଶଃ ବୃଦ୍ଧି ଘଟିଥାଏ ?

  •  ଅମ୍ଳଜାନ 
  • ଅଙ୍ଗାରକାମ୍ଳ 
  • ଆର୍ ଗନ୍ 
  • ଯବକ୍ଷାରଜାନ

ଅଙ୍ଗାରକାମ୍ଳ

#17. ଭୂପୃଷ୍ଠରେ ଥିବା ସ୍ଥଳଭାଗର ପରିମାଣ କେତେ?

  •  ୩/୪ 
  • ୧/୪  
  • ୨/୩
  •  ୧/୨

୧/୪

#18. ପୃଥିବୀ ପୃଷ୍ଠରେ ଉପଲବ୍ଧ ଜଳର ପରିମାଣ କେତେ ?

  • ୧ ଭାଗ
  • ୨ ଭାଗ
  • ୪ ଭାଗ
  • ୩ ଭାଗ 

୩ ଭାଗ ଭାଗ

#19. ପୃଥିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା କେତେ ?

  •  ୮୮୪୮ ମିଟର
  •  ୮୮୮୪ ମିଟର
  •  ୮୪୮୮ ମିଟର
  •  ୮୮୮୮ ମିଟର

୮୮୪୮ ମିଟର

#20. ସମୁଦାୟ ଜଳରାଶିର ପ୍ରାୟ ଶତକଡ଼ା ………ଭାଗ ଜଳ ମହାସାଗର ଓ ସାଗର ଆଦିରେ ରହିଅଛି ।

  • ୯୫
  • ୯୬ 
  • ୯୭
  • ୯୮

୯୭

#21. ପୃଥିବୀ ପୃଷ୍ଠରେ ଥିବା ମଧୁର ଜଳର ପରିମାଣ ପ୍ରାୟ ଶତକଡ଼ା ………. ଭାଗ ‌।

  •  ୧.୮ 
  • ୨.୮ 
  • ୩.୮ 
  • ୪.୮

 ୨.୮

#22. ପ୍ରଶାନ୍ତ ମହାସାଗର ପୃଥିବୀ ପୃଷ୍ଠର ପ୍ରାୟ ………….. ସ୍ଥାନ ଅଧିକାର କରିଛି ।

  •  ଏକ ତୃତୀୟାଂଶ 
  • ଏକ ଚତୁର୍ଥାଂଶ 
  • ଏକ ପଞ୍ଚମାଂଶ 
  • ଏକ ଷଷ୍ଠାଂଶ

ଏକ ତୃତୀୟାଂଶ

#23. ପୃଥିବୀର ଗଭୀରତମ ସାମୁଦ୍ରିକ ଗାତ ମାରିଆନା ………..ମହାସାଗରରେ ଅବସ୍ଥିତ।

  •  ପ୍ରଶାନ୍ତ ମହାସାଗର 
  • ଆଟଲାଣ୍ଟିକ ମହାସାଗର 
  • ଭାରତ ମହାସାଗର 
  • ସୁମେରୁ ମହାସାଗର

 ପ୍ରଶାନ୍ତ ମହାସାଗର

#24. ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟର ଉଚ୍ଚତା …….. ମିଟର।

  •  ୭୪୪୮ ମିଟର
  •  ୮୮୪୮ ମିଟର 
  • ୯୦୦୦ ମିଟର 
  • ୯୫୪୦ ମିଟର

୮୮୪୮ ମିଟର

#25. ମହାସାଗରର ଗଭୀରତମ ସ୍ଥାନର ଗଭୀରତା ………..।

  •  ୧୧ ମିଟର 
  • ୧୧ କି.ମି. 
  • ୧୧,୦୨୨ ମିଟର 
  • ୧୧,୦୪୦ ମିଟର

୧୧,୦୨୨ ମିଟର

Related Link 

Leave a Comment